ସମ୍ବଲପୁର ପରେ ନୟାଗଡ : ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ସମାବେଶ

ନୟାଗଡ : ସମ୍ବଲପୁର ପରେ ନୟାଗଡରେ ଏକାଠି ହେଉଛନ୍ତି କ୍ଷତିଗ୍ରସ୍ତ ଚିଟଫଣ୍ଡ ଜମାକାରୀ । କିଭଳି ଟଙ୍କା ଫେରିପାଇବେ ଏବଂ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବେ ସେନେଇ ଏହି ସମାବେଶରେ ରଣନୀତି ପ୍ରସ୍ତୁତ ହେବ । ଆଗାମୀ ଦିନରେ ପଂଚାୟତସ୍ତରରେ ଆନ୍ଦୋଳନ କରାଯିବ ବୋଲି ମିଳିତ କ୍ଷତିଗ୍ରସ୍ତ…

ବିଜେପିର ବିକାଶ ଉତ୍ସବରେ ଯୋଗଦେବାକୁ ଭୁବନେଶ୍ୱର ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଗଡକରୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ଓଡିଶା ଆସିବେ କେନ୍ଦ୍ର ସଡକ ଏବଂ ଜାହାଜ ଚଳାଚଳ ମନ୍ତ୍ରୀ । କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ବିକାଶ ଉତ୍ସବରେ ସାମିଲ ହେବା ପାଇଁ ଭୁବନେଶ୍ୱର ଆସୁଛନ୍ତି । କେନ୍ଦ୍ରରେ ମୋଦି ସରକାର ନିଜ ଦୁଇ ବର୍ଷ କାର୍ଯ୍ୟକାଳ ମଧ୍ୟରେ ହାସଲ କରିଥିବା ସଫଳତା…

ଓସ୍କାର ଚିଟଫଣ୍ଡ ସଂସ୍ଥାର ମୁଖ୍ୟ ପ୍ରଭାସ ରାଉତ ଦିଲ୍ଲୀରୁ ଗିରଫ

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଓସ୍କାର ଚିଟଫଣ୍ଡ ସଂସ୍ଥା ଚେୟାରମ୍ୟାନ ପ୍ରଭାସ ରାଉତ ଗିରଫ । ପ୍ରଭାସଙ୍କୁ ଦିଲ୍ଲୀରୁ କ୍ରାଇମବ୍ରାଂଚ ଇଓଡବ୍ଲ୍ୟୁ ଗିରଫ କରିଛି । ଦିଲ୍ଲୀରେ ଏକ ମନ୍ଦିରରେ ଛଦ୍ମ ନାମରେ ରହୁଥିଲେ ପ୍ରଭାସ । ସଂସ୍ଥା ନାଁରେ ପାଖାପାଖି ୨୫୦ କୋଟି ଟଙ୍କାର ଠେଇ ଅଭିଯୋଗ ହୋଇଥିଲା ।…

ମୋଦି ସରକାରଙ୍କୁ ପ୍ରଶଂସା କଲେ ବୈଜୟନ୍ତ

କନକ ବ୍ୟୁରୋ : ମୋଦିଙ୍କ ନେତୃତ୍ୱକୁ ବିଜେଡି ସାଂସଦଙ୍କ ଭୁରି ଭୁରି ପ୍ରଶଂସା । ମାତ୍ର ୩ ଦିନ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ ଡାକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୋଦିଙ୍କୁ ଟାର୍ଗେଟ କରିବା ପରେ ଆଜି ତାଙ୍କ ଦଳର ସାଂସଦ ମୋଦିଙ୍କୁ ପ୍ରଶଂସା କରିଛନ୍ତି । ସାଂସଦ ବୈଜୟନ୍ତ ପଣ୍ଡା…

ଭୁଷୁଡିପାରେ ପୁରୀ ସମଯାଜପୁର ଓଭରବ୍ରିଜ୍ : ଏନଏଚଏଆଇ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଠାକୁରଙ୍କୁ ଠକିଦେଲେ । ଧରାପଡିଗଲା ନବକଳେବର ସ୍କାମ୍ । ଯେକୌଣସି ସମୟରେ ଭୁଷୁଡିପଡିବ ପୁରୀ ସମଯାଜପୁର ଓଭରବ୍ରିଜ । ଏଭଳି ଆଶଙ୍କା କରିଛି ଏନ୍ଏଚ୍ଏଆଇ । ବର୍ତମାନ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଓଭରବ୍ରିଜ । ଅତିଶୀଘ୍ର ଏହାର ମରାମତି ଆବଶ୍ୟକ । ଜାତୀୟ ରାଜପଥ…

ବାଉଁଶରାଣୀରୁ ବିଜୁସେତୁ : ରାଜ୍ୟ ସରକାରଙ୍କ ବିଚିତ୍ର ବ୍ୟବସ୍ଥା

ଯାଜପୁର : ଦୁର୍ଗମ ଓ ଅପହଂଚ ଅଂଚଳକୁ ଯୋଡିବାକୁ ସରକାରଙ୍କ ବିଜୁ ସେତୁ ଯୋଜନା । ଆଜି ସଚିବାଳୟରୁ ଆଉ ଶହେଟି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ସରକାରଙ୍କ ବିଜୁ ସେତୁର ଗ୍ରାଉଣ୍ଡ ରିଆଲିଟି କିନ୍ତୁ ଭିନ୍ନ ଏକ କଥା କହୁଛି । ସାମ୍ନାକୁ ଆସିଛି ଯାଜପୁରର ଏଭଳି ଏକ ଦୃଶ୍ୟ ।…

ବାନା ସାମ୍ରାଜ୍ୟର ସୂର୍ଯ୍ୟାସ୍ତ

ବାବାଙ୍କର ବହୁରୂପୀ ବେଶ  । ବାହାରେ ଆଧ୍ୟାତ୍ମିକତାର ଚାଦର  । ଭିତରେ ବିଳାସ ପାଇଁ ବ୍ୟଗ୍ରତା  । ଭକ୍ତଙ୍କ ମତରେ ଇଏ ଭଗବାନଙ୍କ ଅବତାର । ମହାଶୟ ଜଣକ ନିଜକୁ ବୋଲାଇଥାନ୍ତି ଭଗବାନଙ୍କ ପାଖ ଲୋକ ବା ଖୋଦ ଭଗବାନ ବୋଲି । ନିଜର ଦିବ୍ୟ ପ୍ରବଚନ ଓ ଅଲୌକିକ ଉପଲବ୍ଧି ବଳରେ ଭକ୍ତଙ୍କ ମନରେ ସେ…

ପଳାତକ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ଦେଲା ଡାକ ପିଅନର ଆଖ୍ୟା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପଳାତକ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ଦେଲା ଡାକ ପିଅନର ଆଖ୍ୟା । ଓଡିଶାରୁ ପରାଜିତ ହେବା ପରେ ବାହାର ରାଜ୍ୟରୁ ରାଜ୍ୟସଭାକୁ ମନୋନିତ ହୋଇଥିବା ଧର୍ମେନ୍ଦ୍ରଙ୍କୁ ଓଡିଶା ସରକାର କି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଟିପ୍ପଣୀ ଦେବାର…

୪୫ଲକ୍ଷ ଟଙ୍କାର ବିବାଦୀୟ ଅଧ୍ୟାୟରେ ବିତର୍କିତ ନାୟକ ସବ୍ୟସାଚୀ : ଦିନକ ଭିତରେ ଦେଲେ ତିନିଟି ବୟାନ

କନକ ବ୍ୟୁରୋ : ସବ୍ୟସାଚୀ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ବିଜେଡି ଏକାଉଂଟରୁ ୪୫ ଲକ୍ଷ ଟଙ୍କା ଟ୍ରାନ୍ସଫର ପ୍ରସଙ୍ଗ ଆହୁରି ରହସ୍ୟ ଭିତରକୁ ଠେଲି ହୋଇଯାଇଛି । ପୁରା ଘଟଣାକୁ ଆହୁରି ସନ୍ଦେହଘେରକୁ ଆଣିଛି ସବ୍ୟସାଚୀ ପଣ୍ଡାଙ୍କ ଭିନ୍ନ ଭିନ୍ନ ବୟାନ । କେତେବେଳେ ସବ୍ୟସାଚୀ କହୁଛନ୍ତି, ବିଜେଡି…