ସାଇବର ଠକଙ୍କ ଟାର୍ଗେଟରେ ଶ୍ରୀମୟୀ, ଫଟୋ ଲଗାଇ ମାଗୁଛନ୍ତି ଟଙ୍କା

115

କନକ ବ୍ୟୁରୋ: ବିଜେଡିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଫଟୋ ଲଗାଇ ଟଙ୍କା ମାଗୁଛନ୍ତି ଠକ । ସକାଳ ସମୟରୁ ପାଖାପାଖି ୩୦ରୁ ଅଧିକ ଲୋକଙ୍କୁ ଟଙ୍କା ମାଗିଥିବା ଶ୍ରୀମୟୀଙ୍କୁ ଖବର ଆସିଥିଲା । ତେବେ କେହିଜଣେ ଠକ ଏଭଳି କରିଥାଇପାରେ ବୋଲି ଜଣାପଡ଼ିଥିଲା । ଏନେଇ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଶ୍ରୀମୟୀ ମିଶ୍ର ।