Browsing Category

ଦେଶ ବିଦେଶ

ଦିଲ୍ଲୀକୁ ଜାଣିଶୁଣି ବୁଡେଇ ଦିଆଯାଇଛି, ଦିଲ୍ଲୀ ବୁଡିବା ପଛରେ ବିଜେପି ଦାୟୀ । ରାଜଧାନୀ ଦିଲ୍ଲୀରେ ବନ୍ୟାସ୍ଥିତି ନେଇ…

କନକ ବ୍ୟୁରୋ: ପ୍ରବଳ ବର୍ଷା ପରେ ଏବେ ଯମୁନାର ଜଳ, ରାଜଧାନୀ ଦିଲ୍ଲୀକୁ ଦେଉଛି ଯମ ଯନ୍ତ୍ରଣା । ଚାରିଆଡେ କେବଳ ପାଣି ଆଉ ପାଣି ଥିବାବେଳେ, ଜଳବନ୍ଦ ହେଇ ଜୀବନ କାଟୁଛନ୍ତି ଦିଲ୍ଲୀବାସୀ । ତେବେ ଦିଲ୍ଲୀରେ ଆସିଥିବା ଏହି ବନ୍ୟାକୁ ନେଇ ଏବେ ଆରମ୍ଭ ହେଇଯାଇଛି ଆରୋପ-ପ୍ରତ୍ୟାରୋପର ରାଜନୀତି ।…
Read More...

ରାଫେଲ୍ ଡିଲ୍ ଦେଇଛି ମୋଦୀଙ୍କୁ ବାଷ୍ଟିଲ ଡେ ପରେଡ୍ ଟିକେଟ୍ । ପ୍ରଧାନମନ୍ତ୍ରୀଙ୍କୁ ପୁଣି ଟୁଇଟରରେ ଟାର୍ଗେଟ କଲେ…

କନକ ବ୍ୟୁରୋ: ଦୁଇଦିନିଆ ଫ୍ରାନ୍ସ ଗସ୍ତ ଶେଷ କରିସାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତାଙ୍କର ଏହି ଗସ୍ତରେ ସେ ଫ୍ରାନ୍ସରେ ସହିତ ଏକାଧିକ ଚୁକ୍ତି କରିଥିବା ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଭେଟିଥିଲେ । ଏପରିକି ବାଷ୍ଟିଲ ଡେ ପରେଡରେ ମୁଖ୍ୟ ଅତିଥି ହେଇଥିଲେ ଭାରତର ପ୍ରଧାନମନ୍ତ୍ରୀ । ଏହି…
Read More...

ଜୁଲାଇ ୧୮ରେ ଏନଡିଏର ବୈଠକ । ସାମିଲ ହେବାକୁ ଚିରାଗଙ୍କୁ ମିଳିଲା ନଡ୍ଡାଙ୍କ ନିମନ୍ତ୍ରଣ ପତ୍ର । ପୁଣି ଏନଡିଏରେ ସାମିଲ…

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ଏବେଠୁ ଆରମ୍ଭ ହେଲାଣି ଅଙ୍କକଷା । ଗୋଟିଏ ପରେ ବିରୋଧୀ କ୍ୟାମ୍ପ ଏକାଠି ହେଇ ବିଜେପି ବିରୋଧରେ ଲଢିବାକୁ ରଣନୀତି ପ୍ରସ୍ତୁତ କରୁଥିବାବେଳେ, ଅନ୍ୟପଟେ ନିଜ ପୁରୁଣା ସାଥୀଙ୍କୁ ପୁଣି ଏକାଠଇ କରିବା ଆରମ୍ଭ କରିଛି ବିଜେପି । ଆସନ୍ତା ୧୮ ତାରିଖରେ ଦିଲ୍ଲୀରେ…
Read More...

ରିଙ୍କୁଙ୍କୁ ମିଳିଲା ଟିମ୍ ଇଣ୍ଡିଆ ଟିକେଟ । କେକେଆର ଲେଖିଲା, ଭାରତର ନିଜର ପୁଅ ।

କନକ ବ୍ୟୁରୋ : ଟିମ୍ ଇଣ୍ଡିଆରୁ ଆସିଲା ଡାକରା । ଆଇପିଏଲ ଦମଦାର ପ୍ରଦର୍ଶନ ରିଙ୍କୁଙ୍କୁ ଦେଲା ଟିମ୍ ଇଣ୍ଡିଆର ଟିକେଟ । ଏସିଆନ୍ ଗେମ୍ସ ପାଇଁ ରିଙ୍କୁଙ୍କୁ ୧୫ ଜଣିଆ ଭାରତୀୟ ଟିମରେ ସ୍ଥାନ ମିଳିଛି । ପ୍ରଥମ ଥର ପାଇଁ ରିଙ୍କୁ ଭାରତୀୟ ଟିମରେ ସାମିଲ କରାଯାଇଛି । ଯାହାକୁ ନେଇ କ୍ରିକେଟ…
Read More...

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚନ୍ଦନ କାଠରେ ତିଆରି ସୀତାର୍, ତାଙ୍କ ପତ୍ନୀଙ୍କୁ ଶିଲ୍କ ଶାଢୀ ଉପହାର । ପଢନ୍ତୁ,…

କନକ ବ୍ୟୁରୋ: ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ନିଜର ଗସ୍ତ ସାରି ଫ୍ରାନ୍ସକୁ ବିଦାୟ ଜଣାଇସାରିଛନ୍ତି । ମୋଦୀ ତାଙ୍କର ଏହି ଫ୍ରାନ୍ସ ଗସ୍ତ ସମୟରେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍, ତାଙ୍କ ପତ୍ନୀ ବ୍ରିଗିଟ୍ ମାକ୍ରନ୍, ପ୍ରଧାନମନ୍ତ୍ରୀ ଏଲିଜାବେଥ୍ ବୋର୍ନ ସମେତ…
Read More...

ସମୁଦ୍ରରେ ବଢିବ ଭାରତର ଶକ୍ତି । ନୌସେନାରେ ସାମିଲ ହେବେ ୨୬ ରାଫେଲ, ଗୁରୁତ୍ୱପୂର୍ଣ୍ଣ ଡିଲକୁ ମଞ୍ଜୁରୀ

କନକ ବ୍ୟୁରୋ: ଭାରତୀୟ ନୌସେନାକୁ ନୂଆ ଜ୍ଞାନକୌଶଳରେ ନିର୍ମିତ ଲଢୁଆ ବିମାନ ରାଫେଲ କିଣିବାକୁ ହୋଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଯାଇଛି । ଏହି ଆଧାରରେ ନୌସେନାକୁ ୨୬ଟି ରାଫେଲ ମିଳିବ । ଡସାଲ୍ଟ ଏଭିଏସନର ଅଧ୍ୟକ୍ଷ ଓ ସିଇଓ ଏରିକ୍ ଟ୍ରେପିୟର କହିଛନ୍ତି ଯେ, ତାଙ୍କ ସଂସ୍ଥା ରାଫେଲ ସହ…
Read More...

କୁନୋ ଜାତୀୟ ଉଦ୍ୟାନରେ ପୁଣି ଏକ ଚିତାର ମୃତ୍ୟୁ : ୫ ମାସରେ ଗଲା ଅଷ୍ଟମ ଚିତାର ଜୀବନ; ମୃତ୍ୟୁର କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : ଦେଶରେ ଚିତା ପ୍ରକଳ୍ପକୁ ପୁଣି ଏକ ଝଟକା ଲାଗିଛି । ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ପୁଣି ଏକ ଚିତାର ମୃତ୍ୟୁ ହୋଇଛି । ତେଜସର ମୃତ୍ୟୁ ପରେ ପୁଣି ସୂରଜର ମୃତ୍ୟୁ ହୋଇଛି । ଏହାରି ଭିତରେ ୫ ମାସ ମଧ୍ୟରେ ୮ଟି ଚିତାଙ୍କର ମୃତ୍ୟୁ ହେଲାଣି । ତେବେ ପାଟ୍ରୋଲିଂ ଟିମ୍ ଚିତା…
Read More...

କଟାମୁଣ୍ଡ ଯୋଡିଦେଲେ ଡାକ୍ତର । ଦୁର୍ଘଟଣାରେ କଟିଯାଇଥିଲା ନାବାଳକର ମୁଣ୍ଡ

କନକ ବ୍ୟୁରୋ: ବିଶ୍ୱର ଆଉ ଏକ ବିରଳ ଅପରେସନ୍, ଯାହାକୁ ସମ୍ଭବ କରି ଦେଖାଇଛନ୍ତି ଇସ୍ରାଏଲର ଏକ ଡାକ୍ତରୀ ଟିମ୍ । ଏକ କାର ଦୁର୍ଘଟଣାରେ ୧୨ ବର୍ଷର ପୁଅ ସୁଲେମାନ୍ ହସନର ମୁଣ୍ଡ ଶରୀରଠାରୁ କକଟି ସାମାନ୍ୟ ଲାଗିଥିଲା । ହେଲେ କାଳ ବିଳମ୍ବ ନକରି ଏହାକୁ ଅସ୍ତ୍ରୋପଚାର ମାଧ୍ୟମରେ ଯୋଡିଦେଲେ…
Read More...

ଏସିଆନ୍ ଗେମ୍ସ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଯୁବ ଓପନର ଋତୁରାଜ ଗାଏକ୍ୱାଡଙ୍କୁ ଅଧିନାୟକ ଭାର । ଦଳରେ ସ୍ଥାନ ପାଇଲେ…

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ନୂଆ କ୍ୟାପଟେନ୍ ହେଲେ ଋତୁରାଜ ଗାଏକ୍ୱାଡ୍ । ଟିମ୍ ଇଣ୍ଡିଆରେ ଏଣ୍ଟ୍ରି ମାରିଲେ ଆଇପିଏଲ ଷ୍ଟାର ରିଙ୍କୁ ସିଂ । ଶୁକ୍ରବାର ୧୯ ତମ୍ ଏସିଆନ୍ ଗେମ୍ସ ପାଇଁ ବିସିସିଆଇ ଦଳ ଘୋଷଣା କରିଥିବାବେଳେ, ଯୁବ ଓପନର ଋତୁରାଜ ଗାଏକ୍ୱାଡଙ୍କୁ ଦଳର ଅଧିନାୟକ ନିଯୁକ୍ତ କରିଛି ।…
Read More...

ତିନି ଦିନରେ ଟେଷ୍ଟ ମ୍ୟାଚ ଶେଷ : ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୪୧ ରନରେ ଜିତିଲା ଭାରତ; ୨ଟି ଇନିଂସରେ ଅଶ୍ୱିନୀଙ୍କ ଘାତକ…

କନକ ବ୍ୟୁରୋ : ତିନି ଦିନରେ ଟେଷ୍ଟ ମ୍ୟାଚ ଶେଷ । ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୪୧ ରନରେ ଜିତିଲା ଭାରତ । ଦୁଇଟି ଇନିଂସରେ ଅଶ୍ୱିନୀଙ୍କ ଘାତକ ବୋଲିଂ । ପ୍ରଥମ ପାଳିରେ ୫ ୱିକେଟ୍ ସଫଳତା ପାଇଥିବା ରବିଚନ୍ଦ୍ରନ ଅଶ୍ୱିନୀ ଦ୍ୱିତୀୟ ପାଳିରେ ୭ ୱିକେଟ୍ ଅକ୍ତିଆର କରି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ…
Read More...