Browsing Category

ଦେଶ ବିଦେଶ

ଏଥର ବିମାନ ଉଡାଇବେ କିନ୍ନର । ବଦଳିଲା ଡିଜିସିଏର ଗାଇଡଲାଇନ୍ ।

କନକ ବ୍ୟୁରୋ: ଏଣିକି ବିମାନ ଚଳାଇପାରିବେ ତୃତୀୟଲିଙ୍ଗୀ । ଡିଜିସିଏ ଏ ସମ୍ପର୍କରେ ନିର୍ଦ୍ଦେଶାବଳୀ ଜାରି କରିଛି, ଯାହା ଅନୁଯାୟୀ ବାଣିଜ୍ୟିକ ପାଇଲଟ ହେବାକୁ ଇଚ୍ଛା କରୁଥିବା କିନ୍ନର ପ୍ରାର୍ଥୀମାନେ ଭାରତୀୟ ବାୟୁସେନାରେ ପାଇଲଟ୍ ପାଇଁ ଆବେଦନ କରିପାରିବେ । ଦେଶରେ ପ୍ରଥମ ଥର ପାଇଁ ପାଇଲଟ…
Read More...

ମହାରାଷ୍ଟ୍ରରୁ ଜବତ ହେଲା ଟଙ୍କାର ପାହାଡ଼ : ନଗଦ ୫୬ କୋଟି ଟଙ୍କା ସହ ୩୨ କେଜି ସୁନା ଜବତ

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ପାର୍ଥ ଅର୍ପିତାଙ୍କ ପରି ମହାରାଷ୍ଟ୍ରରୁ ବି ଜବତ ହେଲା ଟଙ୍କାର ପାହାଡ଼ । ଜବତ ହେଲା ନଗଦ ୫୬ କୋଟି ଟଙ୍କା । ଜଲନାରେ ରିୟଲ ଇଷ୍ଟେଟ୍ ବ୍ୟବସାୟୀଙ୍କ ଘରେ ୧୩ ଘଣ୍ଟା ଧରି ଟଙ୍କା ଗଣାଯାଇଥିଲା । ଟଙ୍କା ଗଣି ଗଣି ନୟାନ୍ତ ହେଲେ ଆୟକର ବିଭାଗ କର୍ମଚାରୀ । ଶେଷରେ…
Read More...

ପୁଣି ଉରୀ ଭଳି ଆତଙ୍କବାଦୀ ଷଡଯନ୍ତ୍ର । ପାର୍ଗଲ ସେନା କ୍ୟାମ୍ପରେ ଅନୁପ୍ରବେଶ ବେଳେ ୨ ଆତଙ୍କବାଦୀ ନିପାତ,୩ ଯବାନ୍…

କନକ ବ୍ୟୁରୋ: ଉରି ଭଳି ଆକ୍ରମଣ ଉଦ୍ୟମ ପଣ୍ଡ କରିଛି ଭାରତୀୟ ସେନା । ସ୍ୱାଧୀନତା ଦିବସ ପୂର୍ବରୁ ଜମ୍ମୁ-କାଶ୍ମୀରର ପର୍ଗଲରେ ଉରି ଭଳି ଆକ୍ରମଣ ପଣ୍ଡ ହୋଇଛି । ଏଠିକାର ସେନା କ୍ୟାମ୍ପରେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଉଗ୍ର…
Read More...

ଚୀନ ସହ ଲଦାଖ ସୀମାରେ ଉତ୍ତେଜନା ଭିତରେ ଆସିଲା ବଡ ଖବର । ଏଲଏସି ନିକଟରେ ଭାରତ ଓ ଆମେରିକା କରିବେ ସାମରିକ…

କନକ ବ୍ୟୁରୋ : ସୀମାରେ ଦାଦାଗିରି କରୁଥିବା ଚୀନକୁ ମିଳିବ କଡା ଜବାବ । ଭାରତ ଓ ଆମେରିକା ସୈନ୍ୟଙ୍କ ମିଳିତ ସମରାଭ୍ୟାସ ଅକ୍ଟୋବରରୁ ଏଲଏସି ସୀମାରେ ଆରମ୍ଭ ହେବାକୁ ଯାଉଛି । ଏହି ଯୁଦ୍ଧାଭ୍ୟାସ ଉତରାଖଣ୍ଡର ଓଲିରେ ହେବ, ଯାହା ଏଲଏସି ଠାରୁ ମାତ୍ର ୯୫ କିଲୋମିଟର ଦୂରେ ରହିଛି । ପ୍ରତିରକ୍ଷା…
Read More...

ଆସିଲା ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା: ଜ୍ୟୋତିରାଦିତ୍ୟ ସନ୍ଧିଆ ସବୁଠାରୁ ଧନୀ…

କନକ ବ୍ୟୁରୋ: ପ୍ରଧାମମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକଙ୍କ ପାଖରେ କେତେ ସମ୍ପତ ରହିଛି, ତାହା ଜାଣିବା ପାଇଁ ସମସ୍ତେ ଇଚ୍ଛା କରନ୍ତି । ଏବଂ ଏହାରି ଭିତରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ ନିଜ ସମ୍ପତିର ତାଲିକା ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନିଜର ସମ୍ପତି…
Read More...

ମନ୍ତ୍ରୀମାନଙ୍କୁ ଆଇନ ଭାଙ୍ଗିବାର ଅଧିକାର ଅଛି, ନୀତିନ ଗଡକରୀଙ୍କ ବୟାନକୁ ନେଇ ଚର୍ଚ୍ଚା ।

କନକ ବ୍ୟୁରୋ: ମନ୍ତ୍ରୀମାନଙ୍କୁ ଆଇନ ଭାଙ୍ଗିବାର ଅଧିକାର ଅଛି । ସେମାନେ ଆଇନ ଭାଙ୍ଗିପାରିବେ । ଅଫିସରମାନେ କେବଳ ହଁ , ଆଜ୍ଞା ତଥା ୟେସ ସାର କହିବା ଉଚିତ । ଏପରି କିଛି ବୟାନ ଦେଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କଡ଼ରୀ । ଆମ ମନ ଅନୁଯାୟୀ ଚାଲିବ ସରକାର…
Read More...

ନାସା ଖୋଜିଲା ନୂଆ ଗ୍ରହ, ପୃଥିବୀ ଠାରୁ ୪ ଗୁଣା ବଡ଼ ଗ୍ରହ ସନ୍ଧାନ କରିଥିବା ଦାବି।

କନକ ବ୍ୟୁରୋ: ବେଳେ ବେଳେ ମନରେ ପ୍ରଶ୍ନ ଆସେ ଯେ ପୃଥିବୀ ବ୍ୟତୀତ ଦୁନିଆର ଆଉ କେଉଁଠି ଜୀବନ ଅଛି କି? ଏହି ପ୍ରଶ୍ନର ଉତ୍ତର ବୈଜ୍ଞାନିକଙ୍କ ପାଖରେ ନାହିଁ । ସେମାନଙ୍କ ପାଖରେ କେବଳ ଏ ସମ୍ବନ୍ଧିତ ଥିଓରୀ ଅଛି । କିନ୍ତୁ ଏବେ ପୃଥିବୀ ଭଳି ଏକ ଗ୍ରହର ସନ୍ଧାନ ହୋଇଥିବା ଦାବି କରିଛି ଆମେରିକା…
Read More...

କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ। ଯେତେ ବି କଳା ଯାଦୁ କରନ୍ତୁ ,ଲୋକ ବିଶ୍ୱାସ କରିବେ ନାହିଁ …

କନକ ବ୍ୟୁରୋ: ସେମାନେ ଯେତେ ବି କଳା ଯାଦୁ କରନ୍ତୁ, ଲୋକ ବିଶ୍ୱାସ କରିବେ ନାହିଁ  । ପୂର୍ବରୁ କଂଗ୍ରେସ ନେତାଙ୍କ କଳାର ରଙ୍ଗର ପୋଷାକ ପିନ୍ଧି କରିଥିବା ବିରୋଧ ଉପରେ ଏପରି ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସରକାରଙ୍କ ବିରୋଧରେ କଂଗ୍ରେସର କଳା ପୋଷାକ ପିନ୍ଧି ବିରୋଧରେ…
Read More...

ରାଜନୀତିର ‘ପଲଟୁରାମ୍’ ନୀତିଶ! ପଢନ୍ତୁ ନୀତିଶଙ୍କ ରାଜନୈତିକ କ୍ୟାରିୟର…

କନକ ବ୍ୟୁରୋ: ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କ ନାଁରେ ଯୋଡା ହେଲା ଆଉ ଏକ ନୂଆ ଅଧ୍ୟାୟ । ଥରେ କି ଦୁଇ ଥର ନୁହେଁ ପୂରା ୮ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେଲେ ନୀତିଶ କୁମାର । କେନ୍ଦ୍ର ସରକାରରେ ମନ୍ତ୍ରୀ ରହିବା ଠାରୁ ଆରମ୍ଭ କରି ବିହାରରେ ମୁଖ୍ୟମନ୍ତ୍ରୀ ପଦ ଯାଏଁ ସେ ଏକାଧିକ ଥର ଶପଥ…
Read More...

ବଦଳିଛି ବିହାରର ରାଜନୀତି। ନୈତିକତାର ପାଠପଢାଇଲେ ପ୍ରଶାନ୍ତ କିଶୋର। 

କନକ ବ୍ୟୁରୋ: ବଦଳିଛି ବିହାରର ରାଜନୀତି । ବହୁ ଡ଼୍ରାମା ହାଇଡ଼୍ରାମା ପରେ ଏକ ଦୃଷ୍ଟାନ୍ତମୂଳକ ଫଇସଲାରେ ବିହାର ରାଜନୀତି ପହଞ୍ଚିଛି । ନୀତିଶ କୁମାରଙ୍କ ନେତୃତ୍ୱରେ ମହାମେଣ୍ଟ ସରକାର ହେବ । ଆଉ ଏହାରି ମଧ୍ୟରେ ବିହାରର ରାଜନୀତିକୁ ନେଇ ମୁହଁ ଖୋଲିଛନ୍ତି ରାଜନୈତିକ ରଣନୀତିଜ୍ଞ  ପ୍ରଶାନ୍ତ…
Read More...