Browsing Category

ଦେଶ ବିଦେଶ

ଟି୨୦ ବିଶ୍ୱକପରେ ବଡ ବିପର୍ଯ୍ୟୟ। ଏସିଆ କପ ବିଜେତା ଶ୍ରୀଲଙ୍କାକୁ ହରାଇଲା ନାମିବିଆ।

କନକ ବ୍ୟୁରୋ: ଅଷ୍ଟ୍ରେଲିଆରେ ଆୟୋଜିତ ଟି୨୦ ବିଶ୍ୱକପର ଦମଦାର ଆରମ୍ଭ ହୋଇଛି । ଅକ୍ଟୋଲ ୧୬ରୁ ଆରମ୍ଭ ହୋଇଛି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ । ତେବେ ପ୍ରଥମ ଦିନରୁ ହିଁ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ନାମିବିଆ ଏସିଆ କପ ଚାମ୍ପିଅନ ଶ୍ରୀଲଙ୍କାକୁ ପରାସ୍ତ କରିଛି । ପ୍ରଥମରୁ ଦୁର୍ବଳ…
Read More...

ଟେଲିଭିଜନ ଦୁନିଆରେ ଶୋକାକୂଳ ପରିବେଶ, ରଶି ଲଗାଇ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ

କନକ ବ୍ୟୁରୋ : ଏବେ ଏବେ ଟେଲିଭିଜନ ଦୁନିଆରୁ ଆସିଛି ଛାତିଥରା ଖବର । ପ୍ରସିଦ୍ଧ ଟେଲିଭିଜନ ତାରକା ବୈଶାଳୀ ଠକ୍କର ଆତ୍ମହତ୍ୟା କରିଛନ୍ତି । ଇନ୍ଦୋର ଠାରେ ଥିବା ତାଙ୍କ ବାସଭବନରୁ ବୈଶାଳୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ୍ ମିଳିଛି ।…
Read More...

କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ସମୟରେ ଅଘଟଣ: ୪ କର୍ମୀଙ୍କୁ ଲାଗିଲା ବିଦ୍ୟୁତ୍ କରେଣ୍ଟ

କନକ ବ୍ୟୁରୋ: କର୍ଣ୍ଣାଟକର ବେଲ୍ଲାରୀରେ ରାହୁଲ ଗାନ୍ଧୀଙ୍କର ‘ଭାରତ ଯୋଡୋ ଯାତ୍ରା’ ଚାଲିଥିବାବେଳେ ଅଘଟଣ ଘଟିଛି । ଏହି ଯାତ୍ରାରେ ସାମିଲ ହୋଇଥିବା ୪ ଜଣ କର୍ମୀଙ୍କୁ ବିଦ୍ୟୁତ ଆଘାତ ଲାଗିଥିବାରୁ ସେମାନଙ୍କୁ ସଂଜ୍ଞାହୀନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ସୂଚନା ମୁତାବକ,…
Read More...

ମହାରାଷ୍ଟ୍ର ରାଜନୀତିରେ ରୋଚକ ଦୃଶ୍ୟ, ସିନ୍ଦେଙ୍କ ସହ ହାତ ମିଳାଇଲେ ବାଲାସାହେବ ଠାକରେଙ୍କ ନାତି

କନକ ବ୍ୟୁରୋ : ଶିବସେନାର ସଂସ୍ଥାପକ ବାଲା ସାହେବ ଠାକରେଙ୍କ ନାତି ନିହାର ଠାକରେ ଆଜି ସିନ୍ଦେଙ୍କ ସହ ହାତ ମିଳାଇଛନ୍ତି । ଏହି ଅବସରରେ ନିହାର କହିଛନ୍ତି କି ମୁଁ ଶିବସେନାର ଏକନାଥ ସିନ୍ଦେଙ୍କ ଗ୍ରୁପକୁ ସମର୍ଥନ କରୁଛି । ଏହାସହ ଆଗାମୀ ଅନେ୍ଧରୀ ପୂର୍ବ ବିଧାନସଭା ଉପ ନିର୍ବାଚନ ଓ ମୁମ୍ବାଇ…
Read More...

ଦିଲ୍ଲୀ ଅବକାରୀ ନୀତି ମାମଲା, ଆସନ୍ତା କାଲି ସିସୋଦିଆଙ୍କୁ ପୁଣି ଜେରା କରିବ ସିବିଆଇ

କନକ ବ୍ୟୁରୋ : ଦିଲ୍ଲୀ ଅବକାର ନୀତି ମାମଲାରେ ପୁଣି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଇଁ ଅଡୁଆ ବଢିଲା । ସିବିଆଇ ତରଫରୁ ଆସନ୍ତା କାଲି ହାଜର ହେବାକୁ ସିସୋଦିଆଙ୍କୁ ନୋଟିସ ଜାରି କରାଯାଇଛି । ଏହି ନୋଟିସରେ ସୋମବାର ୧୧ ଟା ବେଳେ ହାଜର ହେବାକୁ କୁହାଯାଇଛି । ଏନେଇ ସିସୋଦିଆ…
Read More...

ହିନ୍ଦିରେ ପଢାହେବ MBBS କୋର୍ସ: ଆଜି ମଧ୍ୟପ୍ରଦେଶରେ ପ୍ରଥମ ପୁସ୍ତକ ଲୋକାର୍ପଣ କରିବେ ଅମିତ୍ ଶାହା

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ମେଡିକାଲ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ । ଏଠାରେ ପ୍ରଥମ ଥର ପାଇଁ ହିନ୍ଦି ମିଡିୟମର ଏମବିବିଏସର ପାଠ୍ୟ ପୁସ୍ତକ ଲୋକାର୍ପଣ ହେବାକୁ ଯାଉଛି । ଗୃହମନ୍ତ୍ରୀ ଅମିତ ଶାହା ଏହି ପୁସ୍ତକର ଲୋକାର୍ପଣ କରିବେ । ମଧ୍ୟପ୍ରଦେଶରେ ଏବେ ହିନ୍ଦୀ ମାଧ୍ୟମରେ ମଧ୍ୟ…
Read More...

ଦେଶର ଖୋଲିଲା ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ । ଜାଣନ୍ତୁ, ଗ୍ରାହକଙ୍କୁ କଣ ମିଳିବ ସୁବିଧା

କନକ ବ୍ୟୁରୋ : ଦେଶର ଖୋଲିଲା ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ ବା ଡିବିୟୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦଘାଟନ କରିଛନ୍ତି । ଭିଡିଓ କନଫରେନସିଂ ଜରିଆରେ ଏହାର ଉଦଘାଟନ ହୋଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଉଦଘାଟନ ଅବସରରେ…
Read More...

ବିରୋଧ ଭିତରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ : ନିଷ୍ପତ୍ତି ଉପରେ ସାରା ବିଶ୍ୱର ନଜର

କନକ ବ୍ୟୁରୋ: ବିରୋଧ ଭିତରେ ଚୀନରେ କମ୍ୟୁନିଷ୍ଟ ପାର୍ଟିର ବଡ଼ ବୈଠକ । ଏହି ବୈଠକରେ ୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆହେବାର ସୂଚନା ରହିଛି, ଯାହା ଉପରେ ରହିଛି ସମସ୍ତଙ୍କ ନଜର । ଅନ୍ୟପଟେ ରାଷ୍ଟ୍ରପତି ସି ଜିନପିଙ୍ଗ ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି…
Read More...

କେନ୍ଦ୍ର କର୍ମଚାରୀଙ୍କୁ ସରକାରଙ୍କ ଦୀପାବଳୀ ଭେଟି: ୯ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

କନକ ବ୍ୟୁରୋ: କେନ୍ଦ୍ର ସରକାରୀଙ୍କୁ ଦୀପାବଳି ଭେଟି । ସରକାର ପଞ୍ଚମ ଏବଂ ଷଷ୍ଠ ବେତନ ଆୟୋଗ ଅଧୀନରେ ଦରମା ନେଉଥିବା କର୍ମଚାରୀଙ୍କ ମହଙ୍ଗା ଭତ୍ତା ୯ ପ୍ରତିଶତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏହି ବର୍ଦ୍ଧିତ ଡିଏ ଜୁଲାଇ ପହିଲାରୁ ଲାଗୁ କରାଯାଇଛି । ଏଡାସହ ପଞ୍ଚଞ୍ଚମ ବେତନ ଆୟୋଗ…
Read More...

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଖସୁଥିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରତିକ୍ରିୟା :  କହିଲେ, ‘ଦୁର୍ବଳ…

କନକ ବ୍ୟୁରୋ: ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଖସୁଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ କହିଛନ୍ତି, ଦୁର୍ବଳ ହେଉନି ଟଙ୍କା, ସବଳ ହେଉଛି ଡଲାର । ଏପରିକି ଅନ୍ୟ ଦେଶ ତୁଳନାରେ ଭାରତୀୟ ମୁଦ୍ରା ସ୍ଥିତି ନିୟନ୍ତ୍ରଣ ଭିତରେ ରହିଛି ।…
Read More...