Browsing Category

ଦେଶ ବିଦେଶ

ମ୍ୟାଚ ପରେ କାହିଁକି କାନ୍ଦି ପକାଇଲେ ପାଣ୍ଡ୍ୟା? ବିରାଟଙ୍କ ସହ ଭାବବିହ୍ୱଳ ଫଟୋ ଭାଇରାଲ

କନକ ବ୍ୟୁରୋ: ଗତକାଲିର ଭାରତ-ପାକିସ୍ତାନ ମ୍ୟାଚ ସମସ୍ତଙ୍କ ଆଖିରେ ଲୁହ ନେଇ ଆସିଥିଲା । ଏହି ମ୍ୟାଚ ପରେ କେଉଁଠି ଫ୍ୟାନମାନେ ଖୁସିରେ ଝୁମି ଉଠିଥଲେ ତ କେଉଁଠି ଭାବବିହ୍ୱଳ ହୋଇ ପଡିଥିଲେ । କେବଳ ସେତିକି ନୁହେଁ ମ୍ୟାଚ ଶେଷରେ ହାର୍ଦ୍ଦିକ ପାଣ୍ଡ୍ୟା କାନ୍ଦୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ…
Read More...

ବିଶ୍ୱକପର ବଦଲା ବିଶ୍ୱକପରେ: ୩୬୪ ଦିନ ପରେ ପାକିସ୍ତାନଠୁ ପ୍ରତିଶୋଧ ନେଲା ଭାରତ

କନକ ବ୍ୟୁରୋ: ପୂରା ହେଲା ବଦଲା । ୩୬୪ ଦିନ ପରେ ପାକିସ୍ତାନଠୁ ପ୍ରତିଶୋଧ ନେଲା ଭାରତ । ବର୍ଷେ ପୂର୍ବେ ପାକିସ୍ତାନ ଯେଉଁ ଦୁଃଖ ଦେଇଥିଲା ତାକୁ ପରିଶୋଧ କରିଛି ଭାରତ । ୨୦୨୧ ବିଶ୍ୱକପରେ ପାକିସ୍ତାନଠାରୁ ପରାଜୟର ଦୁଃଖ, ବର୍ତ୍ତମାନର ବିଜୟର ଖୁସିକୁ ଦୁଇ ଗୁଣା କରିଦେଇଛି । ୨୦୨୧ ମସିହା…
Read More...

କାରଗିଲରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ : କହିଲେ, ଯବାନ ହେଉଛନ୍ତି ଦେଶର ସୁରକ୍ଷା କବଚ

କନକ ବ୍ୟୁରୋ : ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ । ଏନେଇ କାର୍ଗିଲରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ହେବା ପରେ ପ୍ରତିବର୍ଷ ତଥା ଲଗାତର ୮ ବର୍ଷ ହେଲା ସେନା ଯବାନଙ୍କ ସହ ଦିପାବଳୀ ପାଳୁଛନ୍ତି ପ୍ରଧାନମନ୍ତ୍ରୀ । ଅନ୍ୟପଟେ…
Read More...

ଭାରତ ବିଜୟ ପରେ କାନ୍ଦି ପକାଇଲେ ହାର୍ଦ୍ଦିକ ପାଣ୍ଡ୍ୟା : ଦିବଙ୍ଗତ ବାପାଙ୍କୁ ମନେ ପକାଇ ଆଖିରୁ ଝରାଇଲେ ଲୁହ

କନକ ବ୍ୟୁରୋ : ପାକିସ୍ତାନ ବିପକ୍ଷ ଭାରତର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରମୁଖ ଭୂମିକା ବହନ କରିଛନ୍ତି । ପ୍ରଥମେ ବୋଲିଂରେ ୩ ୱିକେଟ୍ ଏବଂ ପରେ ବ୍ୟାଟରେ ୪୦ ରନର ନିର୍ଣ୍ଣାୟକ ଯୋଗଦାନ କରିଥିଲେ । ହାର୍ଦ୍ଦିକ ଓ କୋହଲିଙ୍କ ମଧ୍ୟରେ ପଞ୍ଚମ ୱିକେଟ୍ ପାଇଁ ୧୧୩ ରନର ଭାଗିଦାରୀ ହୋଇଥିଲା ।…
Read More...

ଟି-୨୦ ବିଶ୍ୱକପ : ପାକିସ୍ତାନ ବିପକ୍ଷ ରୋମାଞ୍ଚକର ମୁକାବିଲାରେ ଭାରତର ବିଜୟ; ଖୁସିରେ ଡେଇଁଲେ ଗାଭାସ୍କର

କନକ ବ୍ୟୁରୋ : ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ରୋମାଞ୍ଚକର ମୁକାବିଲାରେ ଭାରତର ବିଜୟକୁ ନେଇ ସବୁଠି ହୋଇ ଉଠିଛି ଉତ୍ସବମୁଖର । ଭାରତର ଏହି ବିଜୟର ଖୁସି ମନାଇବା ପାଇଁ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ କିଛି କିମ୍ବଦନ୍ତୀ କ୍ରିକେଟର ଉପସ୍ଥିତ ଥିଲେ ।…
Read More...

ମେଲବର୍ଣ୍ଣରେ ମହାବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ : ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଶିଷ୍ଟ…

କନକ ବ୍ୟୁରୋ : କ୍ରିକେଟକୁ କାହିଁକି ଅନିଶ୍ଚିତତାର ଖେଳ କୁହାଯାଏ, ତା’ର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ୍ ମ୍ୟାଚରେ । ପାକିସ୍ତାନ ଦ୍ୱାରା ଧାର୍ଯ୍ୟ ୧୬୦ ରନର ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରୁଥିବା ଭାରତ ୩୧ ରନ୍ ଭିତରେ ୪ ୱିକେଟ୍ ହରାଇ ସଙ୍କଟରେ…
Read More...

ଅଯୋଧ୍ୟାରେ ରାମ, ସୃଷ୍ଟି କଲା ତ୍ରେତୟାର ଭ୍ରମ । ଦୀପାବଳି ପୂର୍ବ ସଂଧ୍ୟାରେ ଅଯୋଧ୍ୟାରେ ଦୀପାବଳି ପାଳିଲେ…

କନକ ବ୍ୟୁରୋ: ଲକ୍ଷ ଲକ୍ଷ ଦୀପ ଜାଳି ଅଯୋଧ୍ୟା ନଗରୀ ପାଳୁଛି ଦୀପୋତ୍ସବ । ଆଉ ରାମମୟ ହୋଇଛି ଅଯୋଧ୍ୟା ନଗରୀ । ଦୀପ ଆଲୁଅରେ ଆଲୋକିତ ହୋଇଛି ୪୦ଟି ଘାଟ । ଆଉ ମଞ୍ଚ ଉପରେ ଉପସ୍ଥିତ ଭଗବାନ ଶ୍ରୀରାମ, ଲକ୍ଷ୍ମଣ ଏବଂ ସୀତାଙ୍କ ପ୍ରତୀକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁପି…
Read More...

ବିରାଟ ବିଜୟ ପରେ କୋହଲିଙ୍କ ପାଇଁ ଅନୁଷ୍କା ଲେଖିଲେ ଇନଷ୍ଟାଗ୍ରାମ ପୋଷ୍ଟ । ଶୁଣନ୍ତୁ, ନିଜ ସ୍ୱାମୀଙ୍କ ପାଇଁ ସୋସିଆଲ୍…

କନକ ବ୍ୟୁରୋ: ଟି ଟ୍ୱେଣ୍ଟି ବିଶ୍ୱକପରେ ପାକିସ୍ତାନ ଉପରେ ବଡ଼ ବିଜୟ ପରେ ସାରା ଭାରତ ଖୁସିରେ ଝୁମୁଛି । ଆଉ ଏହି ବିଜୟର କର୍ଣ୍ଣଧାର ପାଲଟିଛନ୍ତି ବିରାଟ କୋହଲି । କିଙ୍ଗ କୋହଲିଙ୍କ ବ୍ୟାଟିଂ କରିସ୍ମାରେ ପାକିସ୍ତାନର ବିଜୟର ସ୍ୱପ୍ନ ଧୂଳିସାତ ହୋଇଯାଇଛି । ସାରା ଭାରତରୁ ପ୍ରଶଂସାର ସୁଅ…
Read More...

ଗୁହାରୀ ଜଣାଇବାକୁ ଯାଇଥିବା ବେଳେ ସମସ୍ତଙ୍କ ସାମ୍ନାରେ ମହିଳାଙ୍କୁ ଚାପୁଡା ମାରିଲେ ମନ୍ତ୍ରୀ, ତୁରନ୍ତ…

କନକ ବ୍ୟୁରୋ : ମହିଳାଙ୍କୁ ସମ୍ମାନ, ମହିଳାଙ୍କୁ ଅଧିକାର ନେଇ ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରେ ଅନେକ ଉପଦେଶ ଦେଲେ । ମହିଳାଙ୍କୁ ଅସମ୍ମାନ ଓ ମହିଳାଙ୍କ ପାଇଁ ତୁରନ୍ତ ନ୍ୟାୟର ବ୍ୟବସ୍ଥା କରାଯାଇଥିବା କଥା ସରକାର ଡେଙ୍ଗୁରା ପିଟୁଛନ୍ତି । ହେଲେ ଆଜି…
Read More...

ମେଲବୋର୍ଣ୍ଣରେ ମହାବିଜୟ: ପାକିସ୍ତାନ ବିପକ୍ଷରେ ଗର୍ଜିଲେ କୋହଲି, ଭାରତ ପାଳିଲା ଦୀପାବଳି

କନକ ବ୍ୟୁରୋ: ମେଲବୋର୍ଣ୍ଣରେ ଟିମ ଇଣ୍ଡିଆର ମହାବିଜୟ । ଦିପାବଳୀ ପୂର୍ବରୁ ଟିମ ଇଣ୍ଡିଆକୁ ଦିପାବଳୀ ଭେଟି ଦେଲେ ବିରାଟ କୋହଲି । ପାକିସ୍ତାନ ବିପକ୍ଷରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି । ୪ ୱିକେଟରେ ପାରମ୍ପରିକ ପ୍ରତିଦ୍ୱନ୍ଦି ପାକିସ୍ତାନକୁ ପାଣି ପିଆଇଦେଇଛି ଭାରତ । ଏହି ମ୍ୟାଚରେ…
Read More...