Browsing Category

ଦେଶ ବିଦେଶ

ଭାରତ-ଅଷ୍ଟ୍ରେଲିଆ ଅଭ୍ୟାସ ମ୍ୟାଚ, ୬ ରନର ରୋମାଞ୍ଚକର ବିଜୟ ହାସଲ କଲା ରୋହିତବାହିନୀ।

କନକ ବ୍ୟୁରୋ: ଟି୨୦ ବିଶ୍ୱକପ ପୂର୍ବରୁ ଖେଳାଯାଇଥିବା ଅଭ୍ୟାସ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଘରୋଇ ଦଳକୁ ୬ରନରେ ମାତଦେଇଛି ଭାରତ । ଶେଷ ଓଭରରେ ୪ ୱିକେଟ ନେଇ ଅଷ୍ଟ୍ରେଲିଆର ବ୍ୟାଟିଂକୁ ଧ୍ୱସ୍ତ କରିଥିଲେ ଭାରତୀୟ ବୋଲର ମହମ୍ମଦ ସାମି । ଏହା ଫଳରେ ଭାରତ ୬ ରନର ରୋମାଞ୍ଚକର…
Read More...

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ, ସୋନିଆ-ମନମୋହନ ଦେଲେ ଭୋଟ।

କନକ ବ୍ୟୁରୋ: ୨୨ବର୍ଷ ପରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ସକାଳ ୧୦ଟାରୁ ଭୋଟିଂ ଆରମ୍ଭ ହୋଇସାରିଛି । ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହିତ କାର୍ଯ୍ୟକାରୀ କମିଟିର ୭୫ ସଦସ୍ୟ…
Read More...

ଅବକାରୀ ଦୁର୍ନୀତି ମାମଲା : ସମନର ଜବାବ ରଖିବାକୁ ଶୋଭାଯାତ୍ରାରେ ଯାଉଛନ୍ତି ମନୀଷ ସିସୋଦିଆ; ଗିରଫ ହୋଇପାରନ୍ତି ବୋଲି…

କନକ ବ୍ୟୁରୋ : ସିବିଆଇ ସମନର ଜବାବ ରଖିବାକୁ ଶୋଭାଯାତ୍ରା କରି ଯାଉଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦ୍ୱିତୀୟ ଥର ପାଇଁ ଜେରାର ସାମ୍ନା କରିବାକୁ ଯାଉଛନ୍ତି ସିସୋଦିଆ । ଗତକାଲି ଏହି ୧୦ ହଜାର କୋଟି ଟଙ୍କା ଦୁର୍ନୀତି ମାମଲାରେ ସିବିଆଇ…
Read More...

ଟି-୨୦ ବିଶ୍ୱକପ୍ : ନାହିଁ କୋଭିଡ କଟକଣା; ପଜିଟିଭ ହେଲେ ବି ଖେଳିପାରିବେ ମ୍ୟାଚ୍, ବାଧ୍ୟତାମୂଳକ ନୁହେଁ କୋଭିଡ ଟେଷ୍ଟ

କନକ ବ୍ୟୁରୋ : କୋଭିଡ୍ ସଂକ୍ରମିତ ବି ଖେଳିପାରିବେ ଟି-୨୦ ବିଶ୍ୱକପ୍ । ଆଇସିସି ଟି-୨୦ ବିଶ୍ୱକପ୍ ଆୟୋଜନକୁ କୋଭିଡ୍ ମୁକ୍ତ କରିଛି ଅଷ୍ଟ୍ରେଲିଆ । ଚଳିତ ବିଶ୍ୱକପ୍ରେ କୋଭିଡ୍ ସଂକ୍ରମିତ ଖେଳାଳି ଇଚ୍ଛା କଲେ ମ୍ୟାଚ୍ ଖେଳିପାରିବେ ବୋଲି ଘୋଷଣା କରାଯାଇଛି । ବିଶ୍ୱକପ୍ ଅବସରରେ କୋଭିଡ୍…
Read More...

ଆଜି ଆସିବ ପିଏମ କିଷାନ ଟଙ୍କା : ହିତାଧିକାରୀ କୃଷକଙ୍କ ଖାତାକୁ ଯିବ ୧୬ ହଜାର କୋଟି

କନକ ବ୍ୟୁରୋ : ଆଜି ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା । ପିଏମ୍ କିଷାନ ସମ୍ମାନ ନିଧିର ୧୨ ତମ କିସ୍ତି ଅଧିନରେ ହିତାଧିକାରୀଙ୍କୁ ୧୬ ହଜାର କୋଟି ଟଙ୍କା ହସ୍ତାନ୍ତରଣ କରାଯିବ । ଏବେ ପର୍ଯ୍ୟନ୍ତ ୧୧ କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି…
Read More...

ପୁଣି ବଢିଲା ତାଇୱାନ-ଚୀନ ଯୁଦ୍ଧ ଆଶଙ୍କା : ତାଇୱାନକୁ ବଳପୂର୍ବକ ଦଖଲ କରିବାକୁ ଜିନପିଙ୍ଗଙ୍କ ଚେତାବନୀ

କନକ ବ୍ୟୁରୋ : ଚୀନର ଶାସନ ପରିବର୍ତନ ଦାବିରେ ବିକ୍ଷୋଭ ଦେଖିବାକୁ ମିଳୁଥିବା ବେଳେ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା ତଥା ସିପିପିର ବୈଠକ ବୁଧବାର ଠାରୁ ଆରମ୍ଭ ହୋଇଛି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ହେବାର ଥିବା ବେଳେ ଆଜୀବନ କ୍ଷମତାରେ ରହିବା…
Read More...

ମୁହାଁମୁହିଁ ହେବେ ଋଷ ଓ ନାଟୋ : ଆଜିଠୁ ଅକ୍ଟୋବର ୩୦ ତାରିଖ ଯାଏ କରିବେ ଆଣବିକ ଡ୍ରିଲ

କନକ ବ୍ୟୁରୋ : ଋଷ-ୟକ୍ରେନ ଯୁଦ୍ଧ ଭିତରେ ଆଜି ମୁହାଁମୁହିଁ ହେବେ ଋଷ ଓ ନାଟୋ । ଆଜିଠୁ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ନାଟୋ ଦେଶଗୁଡିକ ନିଜ ନିଜର ଶକ୍ତି ପଦର୍ଶନ କରିବେ । ସାଧାରଣତଃ ଋଷ ଅକ୍ଟୋବର ମାସରେ ଆଣବିକ ଅସ୍ତ୍ର ପରୀକ୍ଷଣ କରିଥାଏ । ସମାନ ସମୟରେ ଆମେରିକା ଏବଂ ପାଶ୍ଚାତ୍ୟଦେଶଗୁଡିକ…
Read More...

ଅବକାରୀ ଦୁର୍ନୀତି ମାମଲା : ମନୀଷ ସିସୋଦିଆଙ୍କୁ ସିବିଆଇର ସମନ; ଆଜି ହେବେ ହାଜର

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସମନ ଜାରି କରିଛି ସିବିଆଇ । ଆଜି ସକାଳ ୧୧ଟାରେ ହାଜର ହେବେ ସିସୋଦିଆ । ସମନ ଜାରି ହେବା ପରେ ଦିଲ୍ଲୀରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଏହା ପୂର୍ବରୁ ଅବକାରୀ ଦୁର୍ନୀତି ମାମଲାରେ ଇଡି…
Read More...

ଆଜି କଂଗ୍ରେସ ସଭାପତି ନିର୍ବାଚନ : ଦାର୍ଘ ୨୪ ବର୍ଷ ପରେ କଂଗ୍ରେସକୁ ମିଳିବ ଅଣଗାନ୍ଧୀ ଅଧ୍ୟକ୍ଷ

କନକ ବ୍ୟୁରୋ : ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ କଂଗ୍ରେସର ସଭାପତି ପଦ ପାଇଁ ଆଜି ଭୋଟ ପଡିବାକୁ ଯାଉଛି । ଜାତୀୟ କଂଗ୍ରେସର ମଙ୍ଗ କିଏ ସମ୍ଭାଳିବ, ଏହାର ଫୈସଲା କରିବା ପାଇଁ ସୋମବାର ନିର୍ବାଚନ ହେବାକୁ ଯାଉଛି । ବଡକଥା ହେଉଛି କଂଗ୍ରେସର ଦୀର୍ଘ ୧୩୭ ବର୍ଷର ଇତିହାସରେ ଷଷ୍ଠ ଥର ପାଇଁ ଦଳର…
Read More...

ଯଦି ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ହୁଏ କିମ୍ବା ବାତିଲ ହୋଇଯାଏ, ତେବେ କଣ ହେବ ? ଜାଣନ୍ତୁ କଣ…

କନକ ବ୍ୟୁରୋ : ଆରମ୍ଭ ହୋଇଛି ଟି-୨୦ ମହାସମର । ସୁପର-୧୨ ପର୍ଯ୍ୟାୟ ମ୍ୟାଚ୍ ପୂର୍ବରୁ ଆରମ୍ଭ ହୋଇଛି ରାଉଣ୍ଡ ପର୍ଯ୍ୟାୟ ମ୍ୟାଚ୍ । ଆଉ ଏହି ରାଉଣ୍ଡ ପର୍ଯ୍ୟାୟରୁ ୪ଟି ଟିମ୍ ସୁପର-୧୨ ପର୍ଯ୍ୟାୟର ଟିକେଟ ହାତେଇବେ । ତେବେ ସୁପର-୧୨ର ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିବ ଅକ୍ଟୋବର ୨୩ରେ ।…
Read More...