Browsing Category

ଦେଶ ବିଦେଶ

‘ମାଉଣ୍ଟବେଟେନଙ୍କୁ ଖୁସି କରିବାକୁ PoKକୁ ଦେଇଦେଲେ ନେହେରୁ ସରକାର’, କେନ୍ଦ୍ରମନ୍ତ୍ରୀ ବିକେ ସିଂଙ୍କ ଅଭିଯୋଗ

କନକ ବ୍ୟୁରୋ: ପିଓକେ ପାଇଁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଦୋଷ ଦେଲେ କେନ୍ଦ୍ର ମନ୍ତ୍ରୀ ତଥା ଅବସରପ୍ରାପ୍ତ ଜେନେରାଲ ବିକେ ସିଂହ ।  ଭାରତ ପାକିସ୍ତାନ ବିଭାଜନ ସମୟରେ ଭାରତରେ ଭାଇସରୟ ଥିବା ଲୁଇସ୍ ମାଉଣ୍ଟବ୍ୟାଟେନଙ୍କୁ ଖୁସି କରିବାକୁ ପିଓକେକୁ ଆଉ ଫେରାଇ…
Read More...

ସ୍କୁଲରେ ଆଖିବୁଜା ଗୁଳିମାଡ: ୨ଶିକ୍ଷକ ଜଣେ ଛାତ୍ର ମୃତ, ୧୧ରୁ ଅଧିକ ଗୁରୁତର

କନକ ବ୍ୟୁରୋ: ବ୍ରାଜିଲର ଦକ୍ଷିଣ-ପୂର୍ବ ଇଲାକାର ୨ଟା ସ୍କୁଲରେ ଆଖିବୁଜା ଗୁଳିିମାଡ ହୋଇଛି । ଫଳରେ ଘଟଣାସ୍ଥଳରେ ୨ଜଣ ଶିକ୍ଷକ ଓ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ୧୧ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଛି । ୧୧ଜଣଙ୍କ ମଧ୍ୟରେ ଅଛନ୍ତି ୯ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ ୨ ଛାତ୍ର ।…
Read More...

ଆଜି ପୁଣି ଇତିହାସ ରଚିବ ଇସ୍ରୋ : ଶ୍ରୀହରିକୋଟାରୁ ଲଞ୍ଚ ହେବ ଓସନସେଟ୍ ଥ୍ରୀ ଓ ୮ଟି ନାନୋ ସାଟେଲାଇଟ

କନକ ବ୍ୟୁରୋ : ପୁଣି ଇତିହାସ ରଚିବ ଇସ୍ରୋ । ଆଜି ହାଇଦ୍ରାବାଦର ଶ୍ରୀହରିକୋଟା ସ୍ଥିତ ସତିଶ ଧୱନ ସ୍ପେସ ସେଣ୍ଟରରୁ ୯ଟି ସାଟେଲାଇଟ୍ ର ଉତକ୍ଷେପଣ ହେବ । ଏହା ମଧ୍ୟରେ ଓଶନସୈଟ୍ ୩ ଓ ୮ ଟି ନାନୋ ସାଟୋଲାଇଟ୍ ରହିଛି । ଯେଉଁଥିରେ ଭୁଟାନର ଏକ ସାଟେଲାଇଟ୍ ମଧ୍ୟ ସାମିଲ୍ ଅଛି । ପିଏସଏଲବି ସି ୫୪…
Read More...

୧୦୦ ରୁ ଅଧିକ ଫାୟାର ବ୍ରିଗେଡ୍ ବି ଲିଭାଇ ପାରୁନି ନିଆଁ । । ଦିଲ୍ଲୀ ସ୍ଥିତ ଏସୀଆର ସବୁଠୁ ବଡ ଇଲେକ୍ଟ୍ରୋନିକ୍…

କନକ ବ୍ୟୁରୋ: ଦିଲ୍ଲୀ ଚାନ୍ଦନୀ ଚୌକରେ ଥିବା ଏସୀଆର ସବୁଠୁ ବଡ ଇେ ଇଲେକ୍ଟ୍ରୋନିକ୍ ମାର୍କେଟ୍ ଜଳିପୋଡି ପାଉଁଶ ହୋଇଛି । ଦୀର୍ଘ ୩୬ ଘଣ୍ଟା ଧରି ୧୦୦ରୁ ଅଧିକ ଫାୟାର ବ୍ରିଗେଡ୍ ନିଆଁ ଲିଭାଇବାକୁ ନିୟୋଜିତ ହୋଇଥିଲେ ବି ନିଆଁ ନିୟନ୍ତ୍ରଣ ହୋଇପାରିନାହିଁ । ଫଳରେ ପୁରା ମାର୍କେଟ୍ କମ୍ପେ୍ଲକ୍ସ…
Read More...

ସମଲିଙ୍ଗୀ ବିବାହ : କ’ଣ କହୁଛି ସ୍ପେଶାଲ ମ୍ୟାରେଜ ଆକ୍ଟ ? ବିବାହକୁ ଆଇନଗତ ମାନ୍ୟତା ମିଳିବା ଉଚିତ୍ କି ନାହିଁ ?

କନକ ବ୍ୟୁରୋ : ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁଯାୟୀ ସମଲିଙ୍ଗୀଙ୍କ ବାହାଘରକୁ ଆଇନଗତ ମାନ୍ୟତା ମିଳିବା ଉଚିତ ନା ନାହିଁ , ଏନେଇ କେନ୍ଦ୍ର ସରକାରଙ୍କଠୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାର ଓ ଆଟର୍ଣ୍ଣି ଜେନେରାଲଙ୍କୁ ନୋଟିସ ପଠାଇ ୪ ସପ୍ତାହ ଭିତରେ ଜବାବ ମାଗିଛନ୍ତି…
Read More...

ତେଜୁଛି ସୁପ୍ରିମକୋର୍ଟ-କେନ୍ଦ୍ର ସରକାର ବିବାଦ : ବିଚାରପତି ପାଇଁ ନିଯୁକ୍ତ କଲେଜିୟମ ବ୍ୟବସ୍ଥାକୁ ଏଲିଅନ କହି…

କନକ ବ୍ୟୁରୋ : ତେଜୁଛି ସୁପ୍ରିମକୋର୍ଟ-କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ । ବିଚାରପତି ପାଇଁ ନିଯୁକ୍ତ କଲେଜିୟମ ବ୍ୟବସ୍ଥାକୁ ଏଲିୟନ କହି ସମାଲୋଚନା କରିଛନ୍ତି କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜଜୁ । ପୂର୍ବରୁ ମଧ୍ୟ କଲେଜିୟମ ବ୍ୟବସ୍ଥାକୁ ନେଇ ସେ ପ୍ରଶ ଉଠାଇଥିଲେ । ଏବେ ନିର୍ବାଚନ…
Read More...

୨୬/୧୧ ମୁମ୍ବାଇ ଆକ୍ରମଣକୁ ପୂରିଲା ୧୪ ବର୍ଷ । ଆଜି ବି ମନେପଡେ ସେଦିନର ଲୋମଟାଙ୍କୁରା ଦୃଶ୍ୟ ।

୨୦୦୮ ମସିହା  ନଭେମ୍ବର ୨୬ ତାରିଖ  ସ୍ଥାନ – ମାୟାନଗରୀ ମୁମ୍ବାଇ  ଆତଙ୍କୀ ଆକ୍ରମଣର ଏ ଏମିତି ଏକ ଦିନ, ଯାହାକୁ କେବେ ଭୁଲି ପାରିବନି ଭାରତ । ଚାରିଆଡେ ଆତଙ୍କର ଭୟ ଆଉ ଭୂଇଁରେ ମରି ପଡିଥିଲା ଶହ ଶହ ଲୋକଙ୍କ ମୃତଦେହ । ଆତଙ୍କୀଙ୍କ ହାତରେ ଏକେ-୪୭ର ଗର୍ଜନ ସହ ୬୦ ଘଣ୍ଟା ପାଇଁ…
Read More...

କ୍ୟୁବା ରାଷ୍ଟ୍ରନେତାଙ୍କ ସହ ବୈଠକ ସମୟରେ ଦେଖିବାକୁ ମିଳିଲା ପୁଟିନଙ୍କ ଫୁଲା ମୁହଁ ସହ ଥରୁଥିବା ହାତ । ରୁଷ…

କନକ ବ୍ୟୁରୋ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବହୁବାର ବହୁ ଖବର ସାମ୍ନାକୁ ଆସିଥାଏ । ପୁଣି ସେହିପରି ଆଉ ଏକ ଖବର ଏବେ ନଜରକୁ ଆସିଛି ।  ମସ୍କୋରେ ଏକ ବୈଠକରେ କ୍ୟୁବା ରାଷ୍ଟ୍ରପତି ଡିଆଜ କେନେଲଙ୍କ ସହ ପୁଟିନଙ୍କ ସାକ୍ଷାତ ସମୟରେ ପୁଟିନଙ୍କ…
Read More...

ବିନା ଅନୁମତିରେ ଅମିତାଭ ବଚ୍ଚନଙ୍କ ନାମ , କଣ୍ଠସ୍ୱର ଓ ଫଟୋ ବ୍ୟବହାର କଲେ ହେବ କାର୍ଯ୍ୟାନୁଷ୍ଠାନ । ବ୍ୟବହାର ହୋଇଥିବା…

କନକ ବ୍ୟୁରୋ : ଏଣିକି ବିନା ଅମିତାଭ ବଚ୍ଚନଙ୍କ ଅନୁମତିରେ ତାଙ୍କ ନାମ, ସ୍ୱର ଓ ଫଟୋକୁ ବ୍ୟବହାର କରାଯାଇ ପାରିବ ନାହିଁ । ଅମିତାଭ ବଚ୍ଚନଙ୍କ ନାମ, ଫଟୋ ଏବଂ ତାଙ୍କ ସ୍ୱରକୁ ବ୍ୟବହାର କରିବାକୁ ହେଲେ ପ୍ରଥମେ ତାଙ୍କ ଅନୁମତି ନେବାକୁ ପଡିବ । ଅମିତାଭଙ୍କ ବିନା ଅନୁମତିରେ ତାଙ୍କର ନାମ,…
Read More...

ସରକାରୀ କାର୍ଯ୍ୟାଳୟରୁ ହଟାଯିବ ୧୫ ବର୍ଷର ପୁରୁଣା ଗାଡି । କେନ୍ଦ୍ର ସରକାର ପ୍ରସ୍ତୁତ କରୁଛନ୍ତି ଯୋଜନା

କନକ ବ୍ୟୁରୋ : ସରକାରୀ କାର୍ଯ୍ୟାଳୟରୁ ହଟାଯିବ ୧୫ବର୍ଷ ପୁରୁଣା ଗାଡି । ଅର୍ଥାତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭାଗରେ ଏଣିକି ୧୫ବର୍ଷରୁ ଅଧିକ ପୁରୁଣା ଗାଡି ଗୁଡିକୁ ହଟାଯିବ । ଏନେଇ କେନ୍ଦ୍ର ସରକାର ଏକ ନିୟମ ପ୍ରସ୍ତୁତ କରୁଛନ୍ତି ଓ ଏହା ପୂର୍ବରୁ ରାଜ୍ୟସରକାର ମାନଙ୍କୁ ଚିଠି…
Read More...