Browsing Category

ଖେଳ

ପୁଣି ବାଜି ମାରିନେଲା ଚେନ୍ନାଇ : ଗୁଜରାଟକୁ ହରାଇ ଆଇପିଏଲ ଟ୍ରଫି ହାତେଇଲା ଚେନ୍ନାଇ ସୁପର କିଙ୍ଗସ୍

କନକ ବ୍ୟୁରୋ : ପୁଣି ବାଜି ମାରିନେଲା ଚେନ୍ନାଇ । ଗୁଜରାଟକୁ ହରାଇ ଆଇପିଏଲ ଟ୍ରଫି ହାତେଇ ନେଇଛି ଚେନ୍ନାଇ ସୁପର କିଙ୍ଗସ୍ । ରୋମାଂଚକର ମ୍ୟାଚରେ ଶେଷ ବଲରେ ଧୋନୀଙ୍କ ଚେନ୍ନାଇ ଟିମ୍ ବିଜୟୀ ହୋଇଛି । ପୁରା ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚରେ ଭରିଯାଇଥିଲା । ପ୍ରଥମେ ବ୍ୟାଟିଂ କରି…
Read More...

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ । ଦେଖନ୍ତୁ, ୧୫ ଜଣିଆ ଦଳରେ ସ୍ଥାନ ପାଇଲେ କିଏ…

କନକ ବ୍ୟୁରୋ: ଆସନ୍ତା ଜୁନ୍ ୭ ତାରିଖରେ ଖେଳାଯିବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚ୍ । ଭାରତ- ଅଷ୍ଟ୍ରେଲିଆ ଭିତରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ପାଇଁ ଏବେ ମାତ୍ର କିଛି ଦିନର ସମୟ ବାକି ଅଚି । ତେବେ ଟିମ୍ ଇଣ୍ଡିଆର ଦଳ ଘୋଷଣା ପରେ ଏବେ ବିଶ୍ୱ ଟେଷ୍ଟ…
Read More...

ପ୍ରଶଂସକଙ୍କୁ ସରପ୍ରାଇଜ ଦେବେ କି ଧୋନୀ? ପୂର୍ବରୁ ରିଜର୍ଭ ଡେ’ରେ ମ୍ୟାଚ୍ ଖେଳିବା ପରେ ନେଇଥିଲେ ବଡ ନିଷ୍ପତ୍ତି ।

କନକ ବ୍ୟୁରୋ : ବର୍ଷା କାରଣରୁ ଆଇପିଏଲ ଫାଇନାଲ ମୁକାବିଲା ରିଜର୍ଭ ଡେ ଅଥାର୍ତ ଆଜି ଖେଳାଯିବ । ଚେନ୍ନାଇ ଓ ଗୁଜୁରାଟ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ । ବର୍ଷା କାରଣରୁ ୨୮ ତାରିଖରେ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ଟସ୍ ମଧ୍ୟ ପଡି ପାରିନଥିଲା । ତେଣୁ…
Read More...

ଆଇପିଏଲ : ଆଜି ଯଦି ବର୍ଷା ହୁଏ ? ସାମାନ୍ୟ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ

କନକ ବ୍ୟୁରୋ : ଚେନ୍ନାଇ ପାଇଁ କାଳ ହୋଇପାରେ ବର୍ଷା । ଆଇପିଏଲ ଟ୍ରଫି ଜିତି ଅବସର ନେବାକୁ ଚିନ୍ତା କରୁଥିବା ମହେନ୍ଦ୍ର ସିଂ ଧୋନୀଙ୍କ ସ୍ନପ୍ନ ଅଧୁରା ରହିଯାଇପାରେ । ଆଜି ହେବାକୁ ଥିବା ଫାଇନାଲ ମ୍ୟାଚ ବାତିଲ ହେଲେ ବିଜେତା ଘୋଷିତ ହେବ ଗୁଜରାଟ ଟାଇଟନ୍ସ । ଆଜି ମ୍ୟାଚ ହେବାକୁ ଥିବା…
Read More...

ଆଜି ଆଇପିଏଲ ଫାଇନାଲ : ମୁହାଁମୁହିଁ ହେବେ ଗୁଜରାଟ-ଚେନ୍ନାଇ; ଗତକାଲି ବର୍ଷା ଯୋଗୁଁ ବାତିଲ ହୋଇଥିଲା ମ୍ୟାଚ୍

କନକ ବ୍ୟୁରୋ : ଆଜି ଗୁଜରାଟ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ । ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ୍ ଓ ଗୁଜରାଟ ଟାଇଟନସ୍ । ଦୁଇ ଦଳର ଅଧିନାୟକ ନିଜର ବିଚକ୍ଷଣ ରଣନୀତି ପାଇଁ ବେଶ୍ ପରିଚିତ । ଚେନ୍ନାଇ ଏଯାଏଁ ୪ ଥର ଆଇପିଏଲ ଟ୍ରଫି ବି ହାତେଇ ସାରିଛି…
Read More...

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଯଶସ୍ୱୀ ଜୟସ୍ୱାଲଙ୍କୁ ଟିମ୍ ଇଣ୍ଡିଆରୁ ଡାକରା । ଜାଣନ୍ତୁ କାହା ବଦଳରେ…

କନକ ବ୍ୟୁରୋ : ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଯଶସ୍ୱୀଙ୍କୁ ଟିମ୍ ଇଣ୍ଡିଆରୁ ଡାକରା ଆସିଛି । ଇଂଲଣ୍ଡରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମୁକାବିଲା ପାଇଁ ଯଶସ୍ୱୀଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଛି । ବ୍ୟକ୍ତିଗତ କାରଣରୁ ଋତୁରାଜ ଗାଏକ୍ୱାଡ ବିଶ୍ୱ ଟେଷ୍ଟ…
Read More...

ଫାଇନାଲ ମ୍ୟାଚରେ ଯଦି ବର୍ଷା ହୁଏ, ତେବେ କିଏ ହେବ ଚାମ୍ପିୟନ? ଜାଣନ୍ତୁ କଣ କହୁଛି ନିୟମ?

କନକ ବ୍ୟୁରୋ : ଆଉ କିଛି ସମୟର ଅପେକ୍ଷା, ସୁପର ସଣ୍ଡେରେ ଦେଖିବାକୁ ସୁପରହିଟ୍ ମୁକାବିଲା । ଆଇପିଏଲର ଫାଇନାଲ ମୁକାବିଲା ଦେଖିବାକୁ ଚାତକ ଭଳି ଚାହିଁ ରହିଛନ୍ତି କ୍ରିକେଟପ୍ରେମୀ । ଗୁଜୁରାଟ ନା ଚେନ୍ନାଇ, ଚଳିତ ଆଇପିଏଲରେ କିଏ ଚାମ୍ପିୟନ ହେବ ତାହାକୁ ସଭିଙ୍କର ଅପେକ୍ଷା । ଗୁଜୁରାଟର…
Read More...

ଆଇପିଏଲ ମହାସମର : ଫାଇନାଲରେ ଚେନ୍ନାଇ ଓ ଗୁଜରାଟ ମଧ୍ୟରେ ହେବ ଲଢେଇ; ପଞ୍ଚମ ଟ୍ରଫି ଜିତିବା ଲକ୍ଷ୍ୟରେ ଧୋନୀ ବାହିନୀ

କନକ ବ୍ୟୁରୋ : ଆଜି ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ ଫାଇନାଲ ମ୍ୟାଚ । ୪ ଥର ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ ଗୁଜରାଟ ଟାଇଟନ୍ସ । ଚେନ୍ନାଇଠାରୁ କ୍ୱାଲିଫାୟାର ମ୍ୟାଚ ହାରିଥିବା ଗୁଜରାଟ ପ୍ରତିଶୋଧ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ସେପଟେ ପଞ୍ଚମ ଟ୍ରଫି…
Read More...

ଆଇପିଏଲ ମହାସମର : ହାରିଲା ମୁମ୍ବାଇ ଇଣ୍ଡିଆନ୍ସ; ଆସନ୍ତାକାଲି ଫାଇନାଲରେ ମୁହାଁମୁହିଁ ହେବେ ଗୁଜରାଟ-ଚେନ୍ନାଇ

କନକ ବ୍ୟୁରୋ : ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଗୁଜରାଟ ଟାଇଟନ୍ସର ଜବରଦସ୍ତ ପ୍ରଦର୍ଶନ । ୬୨ ରନରେ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ । ଗତ ସଂସ୍କରଣରେ ତଳେ ରହିଥିବା ମୁମ୍ବାଇ ଏଥର ତୃତୀୟ ସ୍ଥାନରେ ରହି ବିଦାୟ ନେଇଛି। ଶୁବମନ ଗିଲ୍‌ଙ୍କ କୀର୍ତ୍ତିମାନଭରା ଶତକୀୟ ପାଳି ‌ବଳରେ ମୁମ୍ବାଇ…
Read More...

ବର୍ଷା ପାଇଁ ମ୍ୟାଚ୍ ବାତିଲ ହେଲେ, ଚେନ୍ନାଇ ସହ କିଏ ଖେଳିବ ଫାଇନାଲ ମୁକାବିଲା? ଜାଣନ୍ତୁ କଣ ଅଛି ଆଇପିଏଲରେ ନିୟମ?

କନକ ବ୍ୟୁରୋ : ଆଇପିଏଲରେ ମୁମ୍ବାଇ-ଗୁଜୁରାଟ ମଧ୍ୟରେ ଆଜି କ୍ୱାଲିଫାୟର-୨ ମୁକାବିଲା ଖେଳାଯିବ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ହାଇଭୋଲଟେଜ ମୁକାବିଲା ଖେଳାଯିବ । ଉଭୟ ଟିମ୍ ପାଇଁ ଏହି ମ୍ୟାଚ୍ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି । କାରଣ ଏହି ମ୍ୟାଚରେ ଯେଉଁ ଟିମ୍…
Read More...