Browsing Category

ସ୍ପେଶାଲ୍ ରିପୋର୍ଟ

ମେ ୩୦ ରୁ ହେବ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ! ଦରମା ବୃଦ୍ଧି ଦାବି ନେଇ ଆନ୍ଦୋଳନରେ ବସିବେ କର୍ମଚାରୀ ।

ଚେନ୍ନାଇରେ ଚଳିତ ମାସ ୩୦ରୁ ବ୍ୟାଙ୍କ କର୍ମଚାରୀଙ୍କ ଦୁଇ ଦିନିଆ ଧର୍ମଘଟ ଆରମ୍ଭ ହେବ। ଏଥିରେ ସାରା ଦେଶର ୧୦ ଲକ୍ଷରୁ ଅଧିକ କର୍ମଚାରୀ ସାମିଲ ହେବେ। ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କର କର୍ମଚାରୀମାନେ ଏଥିରେ ଭାଗ ନେବେ। ବେତନ ସଂଶୋଧନ ଦାବିରେ ବ୍ୟାଙ୍କ କର୍ମଚାରୀ ଧର୍ମଘଟ କରିବେ ବୋଲି ସୁଚନା…
Read More...

ବୃଦ୍ଧ ପିତାମାତାଙ୍କ ପାଇଁ ସରକାରଙ୍କ ନୂଆ ଯୋଜନା, ହଇରାଣ କରିବା ବ୍ୟକ୍ତିଙ୍କୁ ୬ମାସ ଜେଲ ଦଣ୍ଡ ।

ଆଜିକାଲି ବୃଦ୍ଧ ପିତା-ମାତାଙ୍କୁ ଘରୁ କାଢିଦେବା ଏ ବଂ ହଇରାଣ କରିବା ଖବର କିଛି ନୂଆ କଥା ନୁହେଁ । ଏହିଭଳି ଅନେକ ଖବର ପ୍ରତିଦିନ ଶୁଣିବାକୁ ମିଳୁଛି ଏବଂ ସୋସିଆଲ ମିଡିଆରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳୁଛି । ଯଦି ଆପଣ ମଧ୍ୟ ଏହିଭଳି କିଛି କରିବା ପାଇଁ ପ୍ରୟାସ କରୁଛନ୍ତି , ତେବେ ସାବଧାନ…
Read More...

ଅଶିକ୍ଷିତ ଯୁବତୀ ହେଲେ ସାମ୍ବାଦିକା ! ପରିଚୟର ମାଧ୍ୟମ ପାଲଟିଲା ଟେକ୍ନୋଲୋଜି ।

ବୋହି ଯାଉଥିବା ପାଣିକୁ ଯେଭଳି ପଥର କାଟି ପାରେ ନାହିଁ ଠିକ୍ ସେମିତି ମଣିଷ ଯେତେ ନିମ୍ନସ୍ତରରେ ରହିଲେ ମଧ୍ୟ ନିଜ ପ୍ରତିଭାକୁ ଲୁଚାଇ ପାରେନାହିଁ । ଆମେ ଏଠାରେ ଆପଣଙ୍କୁ ଜଣେ ଅଶିକ୍ଷିତ ଯୁବତୀଙ୍କ କଥା କହିବାକୁ ଯାଉଛୁ ଯେ ପାଠ ନପଢି ମଧ୍ୟ ଟେକ୍ନୋଲୋଜିକୁ ବ୍ୟବହାର କରି ପରିବେଶକୁ…
Read More...

ବିଶ୍ୱର ପ୍ରଥମ ମହିଳା ବିଶେଷ ଟ୍ରେନ ଯାତାୟତକୁ ପୂରିଯାଇଛି ୨୬ବର୍ଷ : ପ୍ରଥମେ ଆରମ୍ଭ ହୋଇଥିଲା ମୁମ୍ବାଇରୁ । ଜାଣନ୍ତୁ…

ମୁମ୍ବାଇର ଚର୍ଚଗେଟ ଏବଂ ବୋରିବଲି ଷ୍ଟେସନ ମଝିରେ ଆରମ୍ଭ ହୋଇଥିବା ପ୍ରଥମ ‘ମହିଳା ବିଶେଷ’ଟ୍ରେନର ଆଜି ୨୬ବର୍ଷ ଯାତ୍ରା ପୂରଣ ହୋଇଛି । ପଶ୍ଚିମ ରେଳବାଇ ୫ମେ ୧୯୯୨ରେ ରେ ଏହି ଉପନଗରୀୟ ଟ୍ରେନର ଆରମ୍ଭ ହୋଇଥିଲା । ଏହି ଦୁଇ ଷ୍ଟେସନ ମଧ୍ୟରେ ଚାଲୁଥିବା ଟ୍ରେନ କେବଳ ମହିଳା ଯାତ୍ରୀଙ୍କୁ…
Read More...

ବିଶ୍ୱାସରେ ବିଷ ଦେଲା ସ୍ୱାମୀ ! ନବବିବାହିତା ସ୍ତ୍ରୀକୁ ବନ୍ଧୁମାନଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲା…

ପ୍ରଥମେ ବିବାହର ପ୍ରଲୋଭନ ଦେଖାଇ ଜଣେ ୨୫ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରାଗଲା । ଏ ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିବାକୁ କହିବାରୁ ଗୁପ୍ତ ରୀତିନୀତିରେ ଏକ ମନ୍ଦିରରେ ବିବାହ ମଧ୍ୟ ହେଲା। ମାତ୍ର ବିବାହର ୧୦ ଦିନ ନ ପୁରୁଣୁ ଆରମ୍ଭ ହେଲା ନିର୍ଯାତନା। ନବବଧୂଙ୍କୁ ସ୍ୱାମୀଙ୍କ…
Read More...

ଫେସବୁକରେ ହୃଦୟସ୍ପର୍ଶୀ ଫଟୋରେ ଫସି ଆପଣ ମଧ୍ୟ ଲାଇକ, କମେଣ୍ଟ ଜାଲରେ ପଡିନାହାନ୍ତି ତ ? ଭୋଗିପାରନ୍ତି ଏହିି ଅସୁବିଧା…

ଦିନକୁ ଦିନ ଫେସବୁକ୍ ୟୁଜର୍ସଙ୍କର ସଂଖ୍ୟା ବଢୁଥିବାବେଳେ ଲୋକଙ୍କୁ ଠକିବା ପାଇଁ ମଧ୍ୟ କିଛି ଲୋକ ସଜାଗ ହୋଇ ରହିଥାନ୍ତି । ଫେସବୁକରେ ବିଭିନ୍ନ ପ୍ରକାରର ଫଟୋ ପୋଷ୍ଟ୍ ହୋଇଥାଏ ଏହି ପୋଷ୍ଟ୍ ମଧ୍ୟରେ ପ୍ରାୟତଃ ହୃଦୟସ୍ପର୍ଶୀ ଏବଂ ଉନ୍ମାଦନା ସୃଷ୍ଟି କରୁଥିବା ଫଟୋ ମଧ୍ୟ ପୋଷ୍ଟ ହୋଇଥାଏ ।…
Read More...

ଏମିତି କ’ଣ ଲେଖା ହୋଇଛି ପ୍ରଧାନମନ୍ତ୍ରୀଙ୍କ ଏହି ପୋଷ୍ଟରରେ ଯାହାକୁ ପୋଲିସ୍ ଖୋଜି ଖୋଜି ହଟାଇବାରେ ଲାଗିପଡିଛିି ?

ଆପଣ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କୁ ଜାଣିଥିବେ । ଦଲାଇ ଲାମା ହେଲେ ତିବ୍ଦତୀୟାନମାନଙ୍କ ନିର୍ବାସିତ ଧର୍ମଗୁରୁ । କିଛି ଲୋକଙ୍କ ମତରେ ଆମ ପ୍ରଧାନମନ୍ତ୍ରୀ ମଧ୍ୟ କୌଣସି ଗୁଣରେ ଦଲାଇ ଲାମାଙ୍କଠାରୁ କମ୍ ନୁହଁନ୍ତି । ତେବେ ଏଥିରେ କେବଳ ଶବ୍ଦ ବିନ୍ୟାସର ଫରକ ଦେଖିବାକୁ ମିଳିଛି । ପ୍ରକୃତ…
Read More...

ଆପଣ ଯଦି ଜଣେ ଝିଅର ବାପା ତେବେ ଆଜି ହିଁ ଖୋଲନ୍ତୁ ଏହି ବ୍ୟାଙ୍କ ଆକାଉଣ୍ଟ, ସରକାର ଦେଉଛନ୍ତି କୋଟିପତି ହେବାର…

ବାପାଙ୍କ ଉପରେ ଝିଅର ପାଠପଢ଼ା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଥାଏ । ଯାହା ପାଇଁ ସେ ଆରମ୍ଭରୁ ହିଁ ଟଙ୍କା ଜମା କରିବା ଆରମ୍ଭ କରି ଦେଇଥାନ୍ତି । ଯଦି ଆପଣ ଜଣେ ଝିଅର ବାପା, ତେବେ ଏହା ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ହେବ ଯେ ଆପଣ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲି…
Read More...

୪ ଜି ୟୁଜର୍ସଙ୍କ ପାଇଁ ଖୁସିଖବର ! ଖୁବଶୀଘ୍ର ବଢିବ ୪ ଜି’ର ଡାଉନଲୋଡ ସ୍ପୀଡ୍ ।

ଆପଣଙ୍କ ଫୋନରେ ୪ଜି ସୁବିଧା ଥାଇ ମଧ୍ୟ ଯଦି ଡାଉନଲୋଡ ସ୍ପୀଡ୍ କମ୍ ହେଉଛି ତେବେ ଚିନ୍ତା କରନ୍ତୁ ନାହିଁ ଆପଣଙ୍କ ଚିନ୍ତାର ଅନ୍ତ ଘଟିବାକୁ ଯାଉଛି । ଦୁରସଞ୍ଚାର ବିଭାଗ ଗ୍ରାହକଙ୍କ ଅସୁବିଧାକୁ ଆଖି ଆଗରେ ରଖି ସ୍ପେକ୍ଟ୍ରମ ହାର୍ମୋନାଇଜେସନକୁ ଏଥିପାଇଁ ମଞ୍ଜୁରୀ ଦେଇଦେଇଛି । ଏବେ ୟୁଜର୍ସଙ୍କୁ…
Read More...

ମାତ୍ର ୧ ଟଙ୍କା ଓ ନଡିଆ ନେଇ ଇଂଜିନିୟର ପୁଅର କଲେ ବିବାହ । କୁତ୍ସିତ ଯୌତୂକ ପ୍ରଥାକୁ ରୋକିବାରେ ଉଦାହରଣ ସାଜିଲେ…

ବିବାହ ନାଁରେ ବାଜ୍ୟଖର୍ଚ୍ଚ ରୋକିବା ଏବଂ ଯୌତୂକ ଭଳି କୁପ୍ରଥାର ପ୍ରଚଳନକୁ ବନ୍ଦ କରିବା ପାଇଁ ବର୍ତ୍ତମାନ ଲୋକେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରିଦେଲେଣି । ଯୌତୂକ ଭଳି ଏହି କୁତ୍ସିତ ପ୍ରଥାର ଘୋର ବିରୋଧି ହେଉଛନ୍ତି ରାଜସ୍ଥାନର ଜଣେ କଂଗ୍ରେସ ନେତା ଶିବରାମ ଘିଂଟାଲା । ଯିଏ କି ନିଜର…
Read More...