Browsing Category

ସ୍ପେଶାଲ୍ ରିପୋର୍ଟ

୧ ଲକ୍ଷ ଟଙ୍କାର ଡିଲ୍ ତିଆରି କରିବ ୧ କୋଟି ଚାକିରୀ । ଫ୍ଲିପକାର୍ଟ-ୱାଲମାର୍ଟ ଡିଲ ପରେ ବଡ ନିଯୁକ୍ତି ସୁଯୋଗ

ୱାଲମାର୍ଟ ଫ୍ଲିପକାର୍ଟକୁ କିଣି ନେଲା ପରେ ଏହି ଡିଲକୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଛି । ଏହାମଧ୍ୟରେ ୱାଲମାର୍ଟର ସିଇଓ ଡଗ ମ୍ୟାକମିଲନ କହିଛନ୍ତି ଯେ ୧କୋଟିରୁ ଉଦ୍ଧ୍ୱର୍ ଲୋକଙ୍କୁ ଏଥିରେ ଚାକିରୀ ପାଇଁ ସୁଯୋଗ ମିଳିବ । ଫ୍ଲିପକାର୍ଟରେ ଏଭଳି ଅନେକ କିଛି ରହିଛି ଯାହଦ୍ୱାରା ୱାଲମାର୍ଟର…
Read More...

ଲୋକମାନ୍ୟ ନୁହଁନ୍ତି ବାଲ ଗଙ୍ଗାଧର ତିଲକ୍ ହେଉଛନ୍ତି ଆତଙ୍କର ପିତାମହ । ରାଜସ୍ଥାନ ଅଷ୍ଟମ ଶ୍ରେଣୀ ପୁସ୍ତକରେ ସାଂଘାତିକ…

ପିଲା ଦିନରୁ ଆମେ ଜାଣି ଆସିଛେ ଯେ ବାଲଗଙ୍ଗାଧର ତିଲକ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ମାତ୍ର ବର୍ତ୍ତମାନ ସ୍ୱାଧୀନତା ସଂଗ୍ରାମୀ ବାଲ ଗଙ୍ଗାଧର ତିଲକଙ୍କୁ ରାଜସ୍ଥାନରେ ପଢାଯାଉଥିବା ୮ମ ଶ୍ରେଣୀ ବିଜ୍ଞାନ ବହିରେ ‘ଆତଙ୍କର ପିତାମହ’କୁହାଯାଇଛି । ‘ସ୍ୱରାଜ ମୋର ଜନ୍ମସିଦ୍ଧ ଅଧିକାର…
Read More...

ଏମିତି ବାହାଘର ଯାହା ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ । ପୁଅ ବନିଲା ଝିଅ ଆଉ ଝିଅ ସାଜିଲା ପୁଅ । ଲିଙ୍ଗ ପରିବର୍ତ୍ତନ କରି…

ବିବାହ ଋତୁରେ ଆମେ ଆପଣଙ୍କ ପାଇଁ କିଛି ଏଭଳି ଖବର ନେଇ ଆସିଛୁ ଯାହା ଆପଣ ମଧ୍ୟ ଜାଣି ଆଶ୍ଚର୍ଯ୍ୟ ହୋଇ ପଡିବେ । ଆଜ୍ଞା ହଁ, କେରଳର ଦୁଇ ବ୍ୟକ୍ତି ନିଜର ଲିଙ୍ଗ ପରିବର୍ତ୍ତନ କରି ବିବାହ କରିଛନ୍ତି । ଏବେ ଏହି ନିଆରା ବିବାହ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଟ୍ରାନ୍ସଜେଣ୍ଡର…
Read More...

ବଜ୍ରପାତର ଆଗୁଆ ସୂଚନା ଦେବ ଆପ୍ ! ତୁରନ୍ତ ମୋବାଇଲରେ ଇନଷ୍ଟଲ କରନ୍ତୁ ଏହି ଆପ୍

ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ସବୁଠାରୁ ଅଧିକ ମାରାତ୍ମକ ବଜ୍ରପାତ । ଦିନକୁ ଦିନ ବଜ୍ରପାତରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ଚାଲିଛି । ଏସବୁକୁ ଦୃଷ୍ଟିରେ ରଖି ଏଭଳି ଏକ ଆପ୍ ରହିଛି, ଯାହାଦ୍ୱାରା ଆପଣଙ୍କୁ ବଜ୍ରପାତ ନେଇ ସୂଚନା ବହୁ ପୂର୍ବରୁ ହିଁ ମିଳିଯିବ । ସାରା ଦେଶରେ ଜାରି ରହିଛି…
Read More...

ପୋଷ୍ଟପେଡ ଯୁଦ୍ଧ : ବଜାରକୁ ଆସିଲା ଜିଓ ପୋଷ୍ଟପେଡର ଧମାକାଦାର ଅଫର ।

ରିଲାଏନ୍ସ ଜିଓ ନିଜର ଅନେକ ପ୍ରିପେଡ ପ୍ଲାନ ବାହାର କଲା ପରେ ଏବେ ପୋଷ୍ଟପେଡ ମାର୍କେଟରେ ଧମାକା ମଚାଇବା ପାଇଁ ପ୍ରସ୍ତୁତ ହୋଇସାରିଛି । ଜିଓ ଏବେ ସବୁଠାରୁ ଶସ୍ତା ପୋଷ୍ଟପେଡ ପ୍ଲାନ ଆଣିଛି ଯାହାର ମୂଲ୍ୟ ୧୯୯ଟଙ୍କା ରହିଛି । ଏହି ପ୍ଲାନର ବୈଧତା ରହିଛି ୧ମାସ ଏବଂ ଅନଲିମିଟେଡ କଲିଂ ସହ…
Read More...

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାଷ୍ଟର ମାଇଣ୍ଡ ଲଖବୀ : ଗହମ ଚାଷୀଙ୍କ ଠାରୁ ଆଦାୟ କରୁଛି ବଟି । ଜାଣନ୍ତୁ…

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ବା ଲସ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନ ର କମାଣ୍ଡର ଜାକି-ଉର-ରହମାନ ୩ ବର୍ଷ ପରେ ପୁଣି ଲୋକଙ୍କ ସାମ୍ନାକୁ ଆସିଛି । ୨୦୧୫ ମସିହାରେ ଲାହୋର ହାଇକୋର୍ଟ ରୁ ଜାକି-ଉର-ରହମାନ ବେଲ୍ରେ ବାହାରିବା ଥିଲେ । ଏହାରି ଭିତରେ ୩ ବର୍ଷ ବିତି…
Read More...

ଆପଣଙ୍କର ବିଜୁଳି ବିଲ୍ ସାମାନ୍ୟଠାରୁ ଅଧିକ ଆସୁଛି କି? ତେବେ ଏହି ନମ୍ବରରେ କଲ କରି ଜଣାନ୍ତୁ ଅଭିଯୋଗ, ତୁରନ୍ତ ନିଆଯିବ…

ସର୍ବପ୍ରଥମେ ଏଠାରେ ଆମେ କହି ରଖୁଛୁ କି, ଏଭଳି ସୁବିଧା ବର୍ତ୍ତମାନ କେବଳ ମହାରାଷ୍ଟ୍ରବାସୀଙ୍କ ପାଇଁ ହିଁ ରହିଛି । ସୂଚନା ମୁତାବକ, ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ୍ ବିତରଣ କଂପାନୀର ଜଣେ ଅଧିକାରୀଙ୍କ ଅବହେଳା ତଥା ଖାମଖିଆଲି ପାଇଁ ଜଣେ ପରିବା ବିକାଳିକୁ…
Read More...

ପ୍ରୀତି ଜିଣ୍ଟା- ସେହୱାଗଙ୍କ ଭିତରେ ମତଭେଦ । ହସ୍ତକ୍ଷେପକୁ ନେଇ ରାଗିଗଲେ ବୀରୁ, ଛାଡିପାରନ୍ତି କୋଚ୍ ପଦ?

କିଙ୍ଗସ ଇଲେଭେନ ପଞ୍ଜାବ ଟିମ ଚଳିତ ବର୍ଷ ଆଇପିଏଲର ଆରମ୍ଭରେ ଧମାକାଦାର ଖେଳି ପ୍ରଦର୍ଶନ କରିଥିଲେ । ଆରମ୍ଭ ମୁକାବିଲାରେ ବାରମ୍ବାର ଜିତ ହାସଲ କରିବା ପରେ ଏବେ ପୁଣି ପଛୁଆ ହୋଇଯାଇଛନ୍ତି । ମଙ୍ଗଳବାର ଦିନ ଟିମ ରାଜସ୍ଥାନ ବିପକ୍ଷରେ ୧୫୮ରନ ଲକ୍ଷ୍ୟ ରଖି ପିଛା ପରି ମଧ୍ୟ ପଛୁଆ ରହିଯାଇଥିଲା ।…
Read More...

ବ୍ୟବହାର କରୁଥିବା ଏଟିଏମ ବିଷୟରେ କେତେ ଜାଣିଛନ୍ତି ଆପଣ ? ପଢ଼ନ୍ତୁ ପୁରା ଖବର

ପ୍ରତିଦିନ ଟଙ୍କା ବାହାର କରିବା ପାଇଁ ଆମେ ଏଟିମର ବ୍ୟବହାର କରିଥାଉ । ଏହା ଆମ ଜୀବନର ଏକ ଆବଶ୍ୟକତା ହୋଇସାରିଛି । ଯଦି ଏଟିଏମକୁ ବାଦ ଦିଆଯାଏ ତେବେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । କିନ୍ତୁ ଏଟିଏମ ସମ୍ବନ୍ଧୀୟ ଏହିଭଳି ବହୁତ କିଛି କଥା ରହିଛି ଯାହାକୁ ଆପଣ ମଧ୍ୟ ଜାଣିନଥିବେ ।…
Read More...

ଆପଣଙ୍କ ମୋବାଇଲ ଚୋରି କିମ୍ବା ହଜି ଯାଇଛି କି? ତେବେ ତୁରନ୍ତ କରନ୍ତୁ ଏହି ନମ୍ବରରେ କଲ୍ , ମିଳିଯିବ ଫୋନ

ସାଧାରଣତଃ ମୋବାଇଲ ଚୋରି ହୋଇଗଲେ ଲୋକେ ଉଦାସ ହୋଇପଡନ୍ତି ଏବଂ ଫୋନ ଚୋରି ହେବା ନେଇ ଅଭିଯୋଗ କରିବାକୁ ତାଙ୍କୁ ଅନେକ ଧକ୍କା ଖାଇବାକୁ ପଡିଥାଏ । ତେଣୁ ଜନତାଙ୍କ ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଏକ ହେଲ୍ପଲାଇନ ନମ୍ବର ୧୪୪୨୨ ଜାରି କରିଛନ୍ତି । ଏହାଦ୍ୱାରା ସାରା ଦେଶରେ ଜନତାଙ୍କୁ…
Read More...