Browsing Category

ସ୍ପେଶାଲ୍ ରିପୋର୍ଟ

ବ୍ୟାଙ୍କ୍ ତରଫରୁ ହାଇ ଚାର୍ଜ ଡିମାଣ୍ଡ କରାଯାଉଛି କି ? କିଭଳି ଏହାକୁ ରୋକିବେ ଜାଣିରଖନ୍ତୁ ।

ସଞ୍ଚୟ ଖାତାରୁ ନେଇ ସିପ୍ ପର୍ଯ୍ୟନ୍ତ ବ୍ୟାଙ୍କ ଆପଣଙ୍କୁ ବିଭିନ୍ନ କିସମର ସୁବିଧା ଯୋଗାଇ ଦେଉଛି । ଅନ୍ୟ ବ୍ୟାଙ୍କମାନଙ୍କଠାରୁ ଖୁବ୍ ଭଲ ସୁଧ ଏବଂ ଅନ୍ୟ ଫାଇଦା ବିଷୟରେ କହି ବ୍ୟାଙ୍କ ଅଧିକରୁ ଅଧିକ ଗ୍ରାହକଭ୍କୁ ବ୍ୟାଙ୍କ୍ ସହ ଯୋଡିବାକୁ ଚେଷ୍ଟା କରୁଛି । କିନ୍ତୁ ଖୁବ୍ କମ୍ ଲୋକ ହିଁ…
Read More...

ରୋଡ୍ ରୋମିଓ ସାବଧାନ ! ଯୁବତୀଙ୍କୁ ପିଛା କରି କମେଂଟ ମାରୁଥିବା ଯୁବକଙ୍କୁ ଧରୁଛି ଆଂଟି ରୋମିଓ ସ୍କ୍ୱାର୍ଡ

କନକ ବ୍ୟୁରୋ : ଯେଉଁମାନେ ରାସ୍ତାରେ ଝିଅ, ବୋହୁ, ଯୁବତୀ, ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ, ଆଖି ମାରୁଛନ୍ତି, କମେଣ୍ଟକରୁଛନ୍ତି, ସେମାନଙ୍କୁ ସାବାଡ କରିବା ପାଇଁ ଆଗେଇ ଆସିଛି ପୁଲିସ୍ । ରାତିରେ ରାସ୍ତା ଉପରେ ବୁଲୁଛନ୍ତି ମହିଳା ଆଇପିଏସ । କୋରାପୁଟ ଜିଲ୍ଲା ଜୟପୁରରେ ରୋଡ ରୋମିଓଙ୍କୁ ସାବାଡ…
Read More...

ପେଟ୍ରୋଲ ,ଡିଜେଲ୍ ପରେ ଗ୍ରାହକଙ୍କୁ କନ୍ଧାଇବ ସିଲିଣ୍ଡର ଦର ! ଅକ୍ଟୋବର ୧ ରୁ ବଢିବ ଗ୍ୟାସ୍ ସିଲିଣ୍ଡରର ଦାମ୍ ।

ପେଟ୍ରୋଲ,ଡିଜେଲ ପରେ ଏବେ ଘରୋଇ ଗ୍ୟାସର ପାଳି । ଭାରତୀୟ ମୁଦ୍ରା ଦୁର୍ବଳ ହେବାରୁ ସରକାର ଘରେ ବ୍ୟବହୃତ ହେଉଥିବା ସିଏନଜି ଏବଂ ପିଏନଜି ଭଳି ଘରୋଇ ଗ୍ୟାସରେ ପୁନଶ୍ଚ ଦାମ୍ ବଢାଇବାକୁ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ୟୁରିଆ ଏବଂ ବିଜୁଳୀ ଉତ୍ପାଦନରେ ମଧ୍ୟ ଦରଦାମ୍ ବୃଦ୍ଧି ହେବ । ଏହାସହ…
Read More...

ଆପଣଙ୍କୁ ଠିକ୍ ସମୟରେ ଦରମା ମିଳୁନାହିଁ କି ? ତେବେ ଜାଣି ରଖନ୍ତୁ ଏହି ୫ଟି ଅଧିକାର ବିଷୟରେ, ତୁରନ୍ତ ଟଙ୍କା ଦେବାକୁ…

କିଛି କଂପାନୀ ଏଭଳି ବି ଥାନ୍ତି କି, ସେମାନେ କର୍ମାଚୀରଙ୍କୁ ନିଯୁକ୍ତି ଦେଇଥାନ୍ତି ସତ ହେଲେ ତାଙ୍କୁ ତାଙ୍କର ପାରଶ୍ରମିକ ଦେବାକୁ କୁଣ୍ଠାବୋଧ କରିଥାନ୍ତି । ସେହିପରି କିଛି କଂପାନୀ ତ ଯଦି କୌଣସି କର୍ମଚାରୀଙ୍କର ଚାକିରି ଛାଡିବାର ରହିଛି ଠିକ୍ ଏହି ସମୟରେ ହିଁ ତାଙ୍କ ଦରମାକୁ ରୋକି…
Read More...

ରେଳ କର୍ମଚାରୀଙ୍କୁ ସରକାରଙ୍କ ଉପହାର ! ମୃତ୍ୟୁ ପରେ ଅପାଠୁଆ ସ୍ତ୍ରୀଙ୍କୁ ମିଳିବ ଚାକିରୀ,ଆର୍ଥୀକ ସମସ୍ୟାରେ ରହିବେନି…

ରେଲୱେ କର୍ମଚାରୀଙ୍କ ପାଇଁ ଖୁସିଖବର । ଏବେ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ଆର୍ଥୀକ ସମସ୍ୟା ଦେଇ ଗତି କରିବାକୁ ପଡିବନାହିଁ । ମୃତ ରେଳକର୍ମଚାରୀଙ୍କ ଅପାଠୁଆ ସ୍ତ୍ରୀଙ୍କୁ ମଧ୍ୟ ମିଳିବ ଚାକିରୀ । କେବଳ ଏତିକି ନୁହଁ ଘର ଠାରୁ ନିକଟରେ ଥିବା ସ୍ଥାନରେ ହିଁ ତାଙ୍କୁ ଚାକିରୀ…
Read More...

ସୋସିଆଲ ମିଡିଆରେ ଘୁରି ବୁଲୁଛି ଏକ ଭିଡିଓ : କାରର ଗେଟ୍ ଖୋଲି ଖାଦ୍ୟ ଚୋରାଉଛି ଭୋକିଲା ଭାଲୁ

ସୋସିଆଲ ମିଡିଆରେ ଏକ ଭୋକିଲା ଭାଲୁର ଭିଡ଼ିଓ ଭାଇରାଲ ହେଉଛି । ଭିଡିଓରେ ଏକ ଭାଲୁ ଜଙ୍ଗଲରୁ ଆସି ରାସ୍ତା କଡ଼ରେ ଠିଆ ହୋଇଥିବା ଗାଡ଼ିର କବାଟ ଖୋଲିବା ସହ ଭିତରେ ଥିବା ଖାଇବା ଜିନିଷ ନେଇ ଚାଲି ଯାଉଥିବାର ଦେଖା ଯାଇଛି । ଭାଲୁର ଏଭଳି ଭାବରେ ଖାଦ୍ୟ ନେବାର ଅନ୍ଦାଜକୁ ଫେସବୁକ୍ ୟୁଜର୍ସ ପସନ୍ଦ…
Read More...

ମ୍ୟାଟ୍ରିମୋନିଆଲ ସାଇଟରେ ଡାକ୍ତରର ପରିଚୟ ଦେଲେ ଯୁବକ ! ବିବାହର ଆଶା ଦେଇ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା…

ଦିଲ୍ଲୀରେ ଏକ ମ୍ୟାଟ୍ରିମୋନିଆଲ ସାଇଟ୍ ଜରିଆରେ ସଂପର୍କ ଯୋଡ଼ି ନିଜକୁ ଜଣେ ଡ଼ାକ୍ତର ବୋଲି ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟିନେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୁକ୍ତ ମ୍ୟାଟ୍ରିମୋନିଆଲ ସାଇଟରେ ନିଜକୁ ଏମ୍ସର ଡ଼ାକ୍ତର ବୋଲି ପରିଚୟ ଦେଇ ଯୁବତୀଙ୍କୁ ମେସେଜ ପଠାଇଥିଲେ । ପରେ…
Read More...

ପର୍ଣ୍ଣ ଭିଡିଓ ପାଇଁ ଦେଶରେ ବଢୁଛି ଦୁଷ୍କର୍ମ ! ସାଇଟ ବ୍ଲକ୍ କରିବା ପାଇଁ କଡା ନିର୍ଦ୍ଦେଶ ଦେଲେ ଉତ୍ତରାଖଣ୍ଡ…

ଉତ୍ତରାଖଣ୍ଡ ହାଇକୋର୍ଟ ଏବେ ପର୍ଣ୍ଣ ସାଇଟ୍ ବନ୍ଦ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ପର୍ଣ୍ଣ ସାଇଟର ଖରାପ ପ୍ରଭାବ ପିଲାମାନଙ୍କ ଉପରେ ପଡ଼ିବାରୁ ଦୁଷ୍କର୍ମ ସଂଖ୍ୟା ବଢ଼ୁଥିବା କହି ହାଇକୋର୍ଟ ଏହି ରାୟ ଦେଇଛନ୍ତି । କେନ୍ଦ୍ର ସରକାର ଇଣ୍ଟରନେଟରେ ଉପଲବ୍ଧ ଥିବା ୮୫୯ ପର୍ଣ୍ଣ ସାଇଟକୁ…
Read More...

ମାଲିକ ହେବତ ଏମିତି ! କର୍ମଚାରୀଙ୍କୁ ୧ କୋଟିର ଟଙ୍କାର ମର୍ସିଡିଜ୍ କାର ଗିଫ୍ଟ କଲେ ହିରା ବ୍ୟବସାୟୀ ।

କର୍ମଚାରୀଙ୍କୁ କାର ଗିଫ୍ଟ କରି ପୁଣିଥରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ସୁରତର ହୀରା ବ୍ୟବସାୟୀ । ହୀରା ବ୍ୟବସାୟୀ ସବଜୀ ଭାଇ ଢୋଲାକିୟା ତାଙ୍କର ତିନି ଜଣ କର୍ମଚାରୀଙ୍କ କାମରେ ଖୁସି ହୋଇ ତିନୋଟି ନୂଆ ମର୍ସିଡିଜ୍ କାର ଉପହାର ଦେଇଛନ୍ତି । ସୂଚନା ଅନୁଯାୟୀ, କର୍ମଚାରୀଙ୍କୁ…
Read More...

୮ ଟି ଟିମ୍ , ୧୫୦ କମାଣ୍ଡୋ : ଏଭଳି ଉପାୟରେ ହୋଇଥିଲା ସର୍ଜିକାଲ୍ ଷ୍ଟ୍ରାଇକ୍ ।

ଭାରତୀୟ ସେନା ୨୦୧୬ ସେପ୍ଟେମ୍ବର ୨୮-୨୯ ମଧ୍ୟରାତ୍ରିରେ ପାକିସ୍ତାନରେ ପଶି ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲେ । ତେବେ ଏହି ଘଟଣାର ଦୁଇବର୍ଷ ପରେ ଏଥିରେ ଜଡିତ ଥିବା ପ୍ରମାଣକୁ ମୋଦି ସରକାର ଦୁଇଥର ଦେଇସାରିଲେଣି । ଏଠାରେ ଆପଣଙ୍କୁ କହିରଖୁଛୁ କି ୨୦୧୬ ସେପ୍ଟେମ୍ବର ୧୮-୧୯ ତାରିଖରେ ଉରି ବେସ୍…
Read More...