Browsing Category

ସ୍ପେଶାଲ୍ ରିପୋର୍ଟ

ଆକାଶରୁ ବର୍ଷିଲା ସୁନା : ରାତି ଅଧରେ ଟର୍ଚ୍ଚ ଧରି ବଣ , ବୁଦା ଖୋଜିଲେ ଲୋକେ , ରାତିତମାମ ଚାଲିଲା ଅପରେସନ୍ ସୁନାଖୋଜା…

କନକ ବ୍ୟୁରୋ : ସୁନା ଏମିତି ଏକ ଜିନିଷ । ଯାହାକୁ କିଣିବାକୁ ବା ପିନ୍ଧିବାକୁ ସମସ୍ତେ ଇଚ୍ଛା ପ୍ରକାଶ କରନ୍ତି । ସୁନାର ଚାହିଦା ବି ବଜାରରେ କିଛି କମ ନୁହେଁ । କିନ୍ତୁ ଦିନକୁ ଦିନ ସୁନାର ଦାମ ହୁ ହୁ ହୋଇ ବଢିବାରେ ଲାଗିଛି । ଏହା ପରେ ବି ଲୋକମାନେ ସୁନା କିଣିବା ବନ୍ଦ କରିନାହାନ୍ତି ।…
Read More...

ସାବଧାନ ! ଅନଲାଇନରେ ସପିଂ କରୁଛନ୍ତି କି ? ବିଜ୍ଞାପନ ଦେଖି ଅନଲାଇନରେ ବିଲେଇ ମଗାଇଲେ ଦମ୍ପତ୍ତି, କିନ୍ତୁ ଘରେ…

କନକ ବ୍ୟୁରୋ : ଅନଲାଇନରେ ସାମଗ୍ରୀ ମଗାଉଥିଲେ ସାବଧାନ । କାରଣ ଆପଣ ମଗାଉଥିବା ସାମଗ୍ରୀ ବଦଳରେ ଅନେକ ସମୟରେ ଅନ୍ୟ ସାମଗ୍ରୀ ଡେଲିଭରି କରୁଛନ୍ତି କମ୍ପାନୀ । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଛି । କାରଣ ଖବର କାଗଜରେ ବିଜ୍ଞାପନ ଦେଖି ଏକ ବିଲେଇ ଅନଲାଇନରେ ସପିଂ କଲେ ଦମ୍ପତି ଆଉ ଘରେ…
Read More...

ସ୍ୱାସ୍ଥ୍ୟକ୍ଷେତ୍ରରେ ନବୀନ ସରକାରକୁ ସଫଳତାର ସାର୍ଟିଫିକେଟ । ବଡ ମେଡିକାଲକୁ ଏମ୍ସ ପ୍ଲସ ପାଇଁ ବ୍ଲୁ-ପ୍ରିଣ୍ଟ,…

କନକ ବ୍ୟୁରୋ : ଗୋଟିଏ ଗରିବୀ, ଅପପୁଷ୍ଟି ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟକୁ ପ୍ରଗତିଶୀଳ ଓ ସମ୍ଭାବନାର ରାଜ୍ୟରେ ପରିଣତ କରିବା ପଛରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଚକ୍ଷଣ ନେତୃତ୍ୱ । ୮୦ ଲକ୍ଷରୁ ଅଧିକ ଲୋକଙ୍କୁ ଗରିବୀ ସୀମାରେଖା ତଳୁ ଉପରକୁ ଆଣିବା ଏକ ବଡ ଉପଲବ୍ଧି…
Read More...

ଶ୍ରୀକ୍ଷେତ୍ର ସୁନ୍ଦର ଦିଶୁଛି, ଏକାମ୍ରକ୍ଷେତ୍ର ଆଲୋକରେ ଝଲସୁଛି । ପଞ୍ଚମ ପାଳିରେ ପର୍ଯ୍ୟଟନକୁ ଫୋକସ । 

କନକ ବ୍ୟୁରୋ : ଅଳ୍ପଦିନ ଭିତରେ ବଦଳି ଯାଇଛି ଶ୍ରୀମନ୍ଦିର ଆଖପାଖର ଚିତ୍ର । ଶ୍ରୀକ୍ଷେତ୍ରକୁ ନେଇ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ୱପ୍ନ ଏବଂ ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ି- ତୋଳିବାର ଆହ୍ୱାନ । ଏହି ଦୁଇଟି ପ୍ରମୁଖ ଲକ୍ଷ୍ୟ ନେଇ ଜାନୁଆରୀ ୧୬ ତାରିଖରେ ଜଗନ୍ନାଥ ଧାମରେ ପହଞ୍ଚିଥିଲେ…
Read More...

ମୁଖ୍ୟମନ୍ତ୍ରୀ ହେବା ଦିନରୁ… । ବିକାଶର ନିଅଁ ଖୋଳି ନୂଆ ଓଡ଼ିଶା ପାଇଁ ବାଟ ଫିଟାଇଛନ୍ତି ନବୀନ । 

କନକ ବ୍ୟୁରୋ : କ୍ଷମତା ନୁହେଁ, ଲୋକଙ୍କ ସେବାକୁ ପ୍ରାଥମିକତା ଦେଇ ଗତ ଦୁଇ ଦଶନ୍ଧିରେ ବିକାଶର ସଂକଳ୍ପ ସହ ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଥିବା ନବୀନଙ୍କ ଅଭିବୃଦ୍ଧି ମଡେଲ ଆଜି ସାରା ବିଶ୍ୱ ତଥା ରାଷ୍ଟ୍ର ପାଇଁ ଉଦାହରଣ ପାଲଟିଛି । ଗତ ୨୦ ବର୍ଷରେ ଅମଳିନ ଭାବମୂର୍ତି ଜରିଆରେ ଏହି ବିକାଶର…
Read More...

ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟରଷ୍ଟ୍ରୋକ ‘ମୋ ସରକାର’ । ଦୁର୍ନୀତିଖୋରଙ୍କୁ ମାଫ୍ ନାହିଁ, କାମରେ ଅବହେଳା କଲେ ସିଧା ଆକ୍ସନ…

କନକ ବ୍ୟୁରୋ : ଦୀର୍ଘ ୨ ଦଶନ୍ଧିରୁ ବି ଅଧିକ ସମୟ ଧରି ନିର୍ବାଚନୀ ରାଜନୀତିରେ ସଫଳତା ପଛରେ ରହିଛି ନବୀନଙ୍କ ବ୍ୟକ୍ତିଗତ ସାଧୁତା, ସ୍ୱଚ୍ଛତା, ସରଳତା ଓ ନିରାଡମ୍ବର ଜୀବନଶୈଳୀ । ଯାହା ଓଡିଶାବାସୀଙ୍କ ମନରେ ତାଙ୍କର ଏକ ନିର୍ମଳ ଭାବମୂର୍ତି ଆଙ୍କି ପାରିଛି । ୨୦ ବର୍ଷର ନିରଙ୍କୁଶ ଶାସନ…
Read More...

ବିପର୍ଯ୍ୟୟ ମୁକାବିଲା, ନବୀନଙ୍କ ଫର୍ମୁଲା । ବାତ୍ୟା- ବନ୍ୟା-କରୋନା, ମହାବିପତ୍ତିକୁ ମାତ୍ ଦେଇ ନବୀନ ସାଉଁଟିଛନ୍ତି…

କନକ ବ୍ୟୁରୋ : ବିଶ୍ୱ ମହାମାରୀ କରୋନାର ମୁକାବିଲା ରାଜ୍ୟ ସରକାରଙ୍କ ଆଗରେ ବଡ ଆହ୍ୱାନ ସୃଷ୍ଟି କରିଥିଲା । ହେଲେ ଆରମ୍ଭରୁ କୋଭିଡ ପରିଚାଳନାରେ ଓଡିଶା କ୍ରମାଗତଭାବେ ଭଲ ପ୍ରଦର୍ଶନ କରିଆସୁଛି । ସମସ୍ତ ସୂଚକାଙ୍କରେ ଜାତୀୟ ହାର ତୁଳନାରେ ଭଲ ରହିଛି । ବର୍ତମାନ ଅଧିକାଂଶ ଜିଲ୍ଲାରେ ନୂଆ…
Read More...

୧୯୯୭ରୁ ୨୦୨୦ । ରାଜ୍ୟ ରାଜନୀତିର ଅପରିଚିତ ଚେହେରାରୁ ଆକାଶଛୁଆଁ ଲୋକପ୍ରିୟତା, ବିରୋଧୀଙ୍କୁ ଚକମା ଦେଇ ଦୁଇ ଦଶନ୍ଧି…

କନକ ବ୍ୟୁରୋ : ରାଜନୀତିରେ ପାଦ ଥାପିବାର ଆବିଳତା ନଥିଲା । କଳା ସଂସ୍କୃତି ସହ ନିଜକୁ ଜଡିତ କରି ଭିନ୍ନ ଏକ ଜୀବନଶୈଳୀ ଜିଇଁ ଆସୁଥିଲେ ନବୀନ । ପେଜ ଥ୍ରୀ ଲାଇଫରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ଥିଲା ତାଙ୍କ ପରିଚୟ । ଯାହା ଭିତରେ ଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ. ଏଫ.…
Read More...

୧୪ ଦିନର ଶିଶୁକୁ ଧରି କର୍ମସ୍ଥଳୀରେ ପହଂଚିଲେ ଆଇଏଏସ୍ । କହିଲେ ଶିଶୁକୁ ସ୍ନେହ ଦେବି ତା ସହିତ ଲୋକଙ୍କୁ ସେବା ଦେବି

କନକ ବ୍ୟୁରୋ :  କର୍ମ ହିଁ ଭଗବାନ । ଏକଥା ଆମେ ସମସ୍ତେ  କହିଥାଉ । ହେଲେ କେମିତି କିଛି ବାହାନା କରି ବାରମ୍ବାର ନିଜ ମୁଣ୍ଡ ଉପରେ ଥିବା ଦାୟୀତ୍ୱକୁ ହଟାଇବାକୁ ଚେଷ୍ଟା କରିଥାଉ । ସେ ନିଜର କର୍ମସ୍ଥଳୀ ହେଉ କି ଘରର କୌଣସି ଦାୟୀତ୍ୱ ହେଉ । କିଛି ତ ବାହାନା କରି ଆମେ ଏଥିରୁ ମୁକୁଳିବାକୁ…
Read More...

ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାରକାର୍ଡ । ଆରଟିଆଇରୁ ଆସିଲା ପୂରା ସତ ।

କନକ ବ୍ୟୁରୋ : ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ପାଇଁ ଆଧାର ନମ୍ବର ବାଧ୍ୟତାମୂଳକ ନୁହେଁ। ନିକଟରେ ଜଣେ ବ୍ୟକ୍ତି ସୂଚନା ଅଧିକାର ଆଇନ ମାଧ୍ୟମରେ ଜାଣିବାକୁ ଚାହିଥିଲେ ଯେ ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ ଲାଗି ଆଧାର କାର୍ଡ ବାଧ୍ୟତାମୂଳକ କି ନୁହେଁ ? ଗୃହ ମନ୍ତ୍ରାଳୟ ଅଧିନରେ ଥିବା ଭାରତୀୟ…
Read More...