Browsing Category

ସ୍ପେଶାଲ୍ ରିପୋର୍ଟ

ଅମ୍ମାରୁ ଆନନ୍ଦି ମମତାରୁ ମେହବୁବା. . .

ନାରୀ ଏବେ ଆଉ ଅବଳା ଓ ଦୁର୍ବଳା ହୋଇ ରହିନାହିଁ । ସମୟ ବଦଳିବା ସହିତ ସେମାନଙ୍କ ସାମାଜିକ ସ୍ଥିତି ମଧ୍ୟ ବଦଳିଛି । ବିଭିନ୍ନ କ୍ଷେତ୍ରରେ ନାରୀମାନେ ଏବେ ଉଚ୍ଚ ପ୍ରତିଷ୍ଠିତ । ଘରର ଏରୁଣ୍ଡି ଡେଇଁ ମହାକାଶରେ ପହଂଚି ସାରିଲେଣି ମହିଳା । ଏ ଦୃଶ୍ୟ କେବଳ ବିଦେଶର ନୁହେଁ । ଭାରତରେ ମଧ୍ୟ ନାରୀ…
Read More...

‘ଏଭରେଷ୍ଟ’ ଶିଖରରେ ପ୍ରଥମ ଓଡିଆ ଦମ୍ପତି

କଟକ ବ୍ୟୁରୋ,କନକ ନ୍ୟୁଜ୍ : ନା ମେଡ଼ାଲ ଅଶା ଥିଲା, ନା ପ୍ରତିଷ୍ଠାର ମୋହ । ଇଚ୍ଛାଥିଲା-ଏଭରେଷ୍ଟର ଶୀର୍ଷରେ ପଡ଼ିବ ପାଦ । ଆଉ ଏହି ଦୃଢ଼ ମନୋବଳ ଆଗରେ ହାର ମାନିଛି ସମସ୍ତ ବାଧାବିଘ୍ନ । ସର୍ବୋଚ୍ଚ ଗିରିଶୃଙ୍ଗରେ ପହଂଚିିଲେ ଓଡିଆ ଦମ୍ପତି । ଏଭରେଷ୍ଟ ଶିଖରରେ ପହଂଚିଥିବା ଏମାନେ ହେଉଛନ୍ତି …
Read More...

ରୁଷିଛନ୍ତି ରିଷି : ଟାର୍ଗେଟରେ ଗାନ୍ଧୀ ପରିବାର

ଏଥର ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି ଅଭିନେତା ରିଷି କପୁର । ସିଧାସଳଖ ଭାବେ ଆକ୍ଷେପ କରିଛନ୍ତି । ଏକଥା ସୋସିଆଲ ମିଡିଆରେ ଏବେ ସବୁଠି ଚର୍ଚ୍ଚାରେ । ଦେଶର ସମସ୍ତ ଜାତୀୟ ସମ୍ପତି ଗାନ୍ଧୀ ପରିବାର ନାଁରେ ହୋଇଥିବାରୁ ରିଷି ଉଠାଇଛନ୍ତି ପ୍ରଶ୍ନ । ବର୍ଷିଛନ୍ତି କଂଗ୍ରେସ ଉପରେ । ଜାତୀୟ…
Read More...

କେତେ ସଫଳ କେତେ ବିଫଳ ?

ନବୀନ ସରକାରଙ୍କର ଚତୁର୍ଥ ପାଳିର ଦୁଇବର୍ଷ । ଏହା ଭିତରେ କେତେ ସଫଳ ଆଉ କେତେ ବିଫଳ ନବୀନ । ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ । ମେ ୨୧, ୨୦୧୪ । ଏହି ଦିନ ଲଗାତାର ଚତୁର୍ଥ ଥର ଜିତି ସରକାର ଗଠନ କରିଥିଲେ ନବୀନ । ଆଉ ପ୍ରଥମ ଦିନରୁ ହିଁ ଦେଖାଇଲେ ଆକ୍ସନ । ବସିଲା ରାଜ୍ୟ ମନ୍ତ୍ରୀ ପରିଷଦ…
Read More...

ସୋସିଆଲ ମିଡିଆରେ ଶୋଷିତ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜଣେ ବଡ ଠକଙ୍କୁ ମୁକାବିଲା କରିବା ପାଇଁ ସୋସିଆଲ୍ ମିଡିଆରେ ଏକାଠି ହେଲେ ଠକାମୀର ଶିକାର ହୋଇଥିବା ଲୋକ । ସମସ୍ତେ ନିଜ ନିଜର ଅନୁଭବ ସେୟାର କରିଥିଲେ । ଏହାପରେ ଏକାଠି ହୋଇ ଆରମ୍ଭ କରିଥିଲେ ଯୁଦ୍ଧ । ଆଉ ତାପରେ ଧରାପଡିଲେ ସ୍ପ୍ରିଂ ସିଟି ସ୍କାମର ମାଷ୍ଟର…
Read More...

ମୁଁ ବି ହେବି ଆଇଏଏସ୍

ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହେବା ସମସ୍ତଙ୍କ ପାଇଁ ବଡ ସ୍ୱପ୍ନ ଥାଏ । ସବୁ ବାପା ମାଁଙ୍କର ସ୍ୱପ୍ନଥାଏ ତାଙ୍କ ପୁଅଝିଅ କଲେକ୍ଟର ହୁଅନ୍ତୁ । ଆମ ସମସ୍ତଙ୍କର ଧାରଣା ଥାଏ ଯେ ଦିଲ୍ଲୀ ରେ ରହି ପଢାପଢି କଲେ ହିଁ ଆଇଏଏସ୍ ପାଇ ହୁଏ , ଆଜି ପର୍ଯ୍ୟନ୍ତ ଓଡିଶାରେ ସିଭିଲ ସର୍ଭିସର…
Read More...

ଥାର୍ଡ ଡିଗ୍ରୀର ବଦଲା ଭିଡିଓ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଦେହ ବେପାରର ସୈାଦାଗର ସୁନୀଲ୍ ମେହେର ଏବେ ଜେଲ ରେ। ସାରା ଦେଶରେ ସେକ୍ସ ନେଟଓାର୍କ ଚଳାଇଥିବା ସୁନୀଲ୍ ଠାରୁ କମିଶନରେଟ୍ ପୁଲିସ ପାଇଛି ଅନେକ ତଥ୍ୟ । ହେଲେ ଯିଏ ସୁନୀଲକୁ ଧରାଇଥିଲା ତାକୁ ନିସ୍ତୁକ ମାଡ ମାରିଛନ୍ତି ତାର ସହଯୋଗୀ । ପ୍ରଥମେ ଅପହରଣ ଓ ପରେ…
Read More...

ଆଗେ ଅଭିନେତା ପଛରେ ନେତା!

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ ପ୍ରଥମେ ନେତା ନା ଅଭିନେତା । ଲୋକପ୍ରତିନିଧିଙ୍କ ପ୍ରଥମ କାମ କଣ । ସାଧାରଣ ଲୋକଙ୍କ ସମସ୍ୟା ନା ମନୋରଂଜନ । ଏ ପ୍ରଶ୍ନ ଅଭିନେତାରୁ ନେତା ପାଲଟିଥିବା ଅକାଶ ଦାସନାୟକଙ୍କ ପାଇଁ । ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହାକୁ ନେଇ ସାଧାରଣ ଲୋକଙ୍କ…
Read More...

ମଦ ବିରୋଧରେ ବାହାରିଲା ମହିଳାଙ୍କ ଠେଙ୍ଗା ବାହିନୀ

କଟକ ବ୍ୟୁରୋ, କନକ ନ୍ୟୁଜ୍: ମଦ ବିରୋଧରେ ବାହାରିଲା ମହିଳାଙ୍କ ଠେଙ୍ଗା ବାହିନୀ । କଟକ ସଦର ଥାନା ଗୁଆଳି ଗାଁର ମହିଳାମାନେ ଅଭିନବ ଢଙ୍ଗରେ ଆରମ୍ଭ କରିଛି ମଦ ବିରୋଧୀ ଅଭିଯାନ । ଗାଁର ମଦ ବ୍ୟବସାୟୀ ଓ ମଦ୍ୟପଙ୍କୁ ସାବାଡ କରିବା ପାଇଁ ହାତରେ ଧରିଛନ୍ତି ଠେଙ୍ଗା ଓ ଦଉଡି । ଗାଁ ଦାଣ୍ଡରେ…
Read More...

ଜୁଇରୁ ଫେରିଲା ଶବ

କଳାହାଣ୍ଡି : ଜୁଇରୁ ଫେରିଲା ଶବ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣାର ବଜାର ପଡିଆରେ । ଗାଁର ୧୭ ବର୍ଷର ମମତା ପାନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଶାଶୁଘର ଲୋକେ ମଶାଣିକୁ ପୋଡି ଦେବାପାଇଁ ନେଇଥିଲେ । ତେବେ ମୃତ ମମତାଙ୍କ ଭାଇ ଥାନାରେ…
Read More...