Browsing Category

ସ୍ପେଶାଲ୍ ରିପୋର୍ଟ

ଶ୍ରୀମତିଙ୍କ ସ୍ୱୟଂସିଦ୍ଧା ଅବତାର : ବିନା ମ୍ୟାନେଜମେଂଟ ଡିଗ୍ରୀରେ ଜଣେ ସଫଳ ବ୍ୟବସାୟୀ

କେନ୍ଦ୍ରାପଡା : ଇଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ କିଛି କରିବାର ଇଛାଶକ୍ତି ଆଗରେ ଅର୍ଥ ବାଧକ ସାଜେ ନାହିଁ । ଯାହାର ପ୍ରମାଣ ହେଉଛନ୍ତି ରାଜକନିକା ବ୍ଲକ କାଳିସିପଡା ଗାଁର ଶ୍ରୀମତି ନାୟକ । ଦେଖନ୍ତୁ ଏହି ପ୍ରେରଣା ଦାୟକ କାହାଣୀ :
Read More...

ଇତିହାସ ରଚିଲେ ଦୂତି

ଇତିହାସ ରଚିଲେ ଓଡିଆ ଝିଅ ଦୂତି ଚାନ୍ଦ୍ । ୩୫ ବର୍ଷର ବ୍ୟବଧାନରେ ପି.ଟି ଉଷାଙ୍କ ପରେ ଅଲିମ୍ପିକ୍ସରେ ଶହେ ମିଟର ଦୌଡ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ଦୂତି । କାଜାଖସ୍ତାନରେ ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟରେ ନିର୍ଧାରିତ ସମୟ ସୀମାରୁ କମ୍ ସମୟ ମଧ୍ୟରେ ୧୦୦ ମିଟର ଦୂରତା ଅତିକ୍ରମ କରି…
Read More...

କୁଆଡେ ଗଲା ମଣିଷପଣିଆ ? ପର କରିଦେଲା ପରିବାର . . .

ନବରଙ୍ଗପୁର : ଦୁଇ ପଇସା ରୋଜଗାର କରିବାର କ୍ଷମତା ହରାଇବା ପରେ ହାତ ଛାଡିଦେଲେ ପରିବାର ଲୋକ । ସ୍ତ୍ରୀ ଓ ପିଲାଙ୍କୁ ନିର୍ଯାତନା ଦେଲେ । ଘରୁ ବି ବାହାର କରିଦେଲେ । ତଥାପି ସେ ପରିବାର ବିରୋଧରେ ଯାଇ ନାହାଁନ୍ତି । ଥାନାର ଦ୍ୱାରସ୍ଥ ନହୋଇ ଗଛମୂଳେ ପିଲାଛୁଆଙ୍କୁ ଧରି ପଡି ରହିଛନ୍ତି…
Read More...

ବାପା ହେବ ତ ଏମିତି

ଆଜି ବିଶ୍ୱ ପିତୃତ୍ୱ ଦିବସ । ଆଜିର ଦିନରେ ଜାଣିବା ଏମିତି ଜଣେ ବାପାଙ୍କୁ , ଯିଏ ସାରା ଦେଶ ପାଇଁ ପାଲଟିଛନ୍ତି ଉଦାହରଣ । କାରଣ ବାପା ନ ହୋଇ ବି ଫାଦର୍ସ ଡେ’ରେ ତାଙ୍କ ପାଖକୁ ଆସିଛି ୪୭୨ ଜଣ ଝିଅଙ୍କ ଶୁଭେଚ୍ଛା । କୁହାଯାଏ ଝିଅମାନେ ଜନ୍ମ ହୋଇଥାନ୍ତି , ନିଜ କୂଳ ଓ ନିଜ ପାରିବାରିକ…
Read More...

ରାଜନୀତିର ପଶାପାଲିରେ ମଶାଣି ପାଲଟିଲା ଗାଁ

ରାଜନୀତିର ପଶାପାଲିରେ କିପରି ହସିଲା ପୂରିଲା ଗାଁ, ମଶାଣି ପଦାରେ ପରିଣତ ହୋଇଯାଏ, ତାହାର ଜ୍ୱଳନ୍ତ ଉଦାହରଣ ପାଲଟିଛି ଥପାପାଲି ଗାଁ । ୩ ବର୍ଷ ହେବ ଲୋକ ଶୂନ୍ୟ ହୋଇପଡିଛି ବଲାଙ୍ଗୀରର ଏହି ଗାଁ । ଆଉ ଅଧା ଭଙ୍ଗା ଘର ବଖାଣୁଛି ଲୋକଙ୍କ ଦୁଃଖ  । ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ : -…
Read More...

ଅନଲାଇନରେ ଚା’

ଇଂଟରନେଟ୍ ଜମାନା । ଅନଲାଇନରେ ଚାଲିଛି ମାର୍କେଟିଂ । ଫ୍ଲିପକାର୍ଟ, ଆମାଜନ୍, ସ୍ନାପଡଲର ଯୁଗ । ପିଜାହଟ୍,ମ୍ୟାକ୍ ଡୋନାଲ୍ଡର ଅନଲାଇନ୍ ବୁକିଂ ଖାଦ୍ୟ । ଅନଲାଇନରେ ବୁକିଙ୍ଗ, ତା ପରେ ହୋମ ଡେଲିଭରି ଯାହା ଏବେ ବେଶ ଆଦୃତ ହେଇଛି ସ୍ମାର୍ଟ ସିଟି ଭୁବନେଶ୍ୱରରେ । ତେବେ ଅନଲାଇନରେ ପୋଷାକ ,…
Read More...

ଶିକୁଳିରେ ବନ୍ଧା ଜୀବନ

ବାପାମାଆଙ୍କ ଅଲିଅଳି ଝିଅ ଭଗବତୀ । ପାଠରେ ଯେମିତି ଆଗୁଆ, ସେମିତି ଥିଲା ମହିଳା ସମିତି କାମରେ ଧୁରନ୍ଧର । ମାତ୍ର ବାହାଘରର ଦୁଇ ବର୍ଷ ପରେ ବଦଳି ଯାଇଥିଲା ସବୁକିଛି । ଗାଁରେ ସମସ୍ତଙ୍କ ପ୍ରିୟପାତ୍ରୀ ଭଗବତୀଙ୍କ ଜୀବନ ୩ ବର୍ଷ ହେଲା କଟୁଛି ଲୁହା ଶିକୁଳି ଭିତରେ ।
Read More...

ଅଗସ୍ତ୍ୟରେ ଅନନ୍ୟା

ଇଣ୍ଡିଆନ୍ ଆଇଡଲ୍ ଜୁନିୟରର ବିଜେତା ଅନନ୍ୟା ଶ୍ରୀତମ ନନ୍ଦ । ଗତବର୍ଷ ସାରା ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଅନନ୍ୟା ହାସଲ କରିଥିଲେ ଏହି ସଫଳତା । ଆଉ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଅନନ୍ୟାଙ୍କ ସ୍ୱର ଶୁଣିବାକୁ ମିଳିଛି । ଆଗାମୀ ରଜରେ ମୁକ୍ତିଲାଭ ଅପେକ୍ଷାରେ ଥିବା ଫିଲ୍ମ…
Read More...

ବାଉଁଶରାଣୀରୁ ବିଜୁସେତୁ : ରାଜ୍ୟ ସରକାରଙ୍କ ବିଚିତ୍ର ବ୍ୟବସ୍ଥା

ଯାଜପୁର : ଦୁର୍ଗମ ଓ ଅପହଂଚ ଅଂଚଳକୁ ଯୋଡିବାକୁ ସରକାରଙ୍କ ବିଜୁ ସେତୁ ଯୋଜନା । ଆଜି ସଚିବାଳୟରୁ ଆଉ ଶହେଟି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ସରକାରଙ୍କ ବିଜୁ ସେତୁର ଗ୍ରାଉଣ୍ଡ ରିଆଲିଟି କିନ୍ତୁ ଭିନ୍ନ ଏକ କଥା କହୁଛି । ସାମ୍ନାକୁ ଆସିଛି ଯାଜପୁରର ଏଭଳି ଏକ ଦୃଶ୍ୟ ।…
Read More...

ବାନା ସାମ୍ରାଜ୍ୟର ସୂର୍ଯ୍ୟାସ୍ତ

ବାବାଙ୍କର ବହୁରୂପୀ ବେଶ  । ବାହାରେ ଆଧ୍ୟାତ୍ମିକତାର ଚାଦର  । ଭିତରେ ବିଳାସ ପାଇଁ ବ୍ୟଗ୍ରତା  । ଭକ୍ତଙ୍କ ମତରେ ଇଏ ଭଗବାନଙ୍କ ଅବତାର । ମହାଶୟ ଜଣକ ନିଜକୁ ବୋଲାଇଥାନ୍ତି ଭଗବାନଙ୍କ ପାଖ ଲୋକ ବା ଖୋଦ ଭଗବାନ ବୋଲି । ନିଜର ଦିବ୍ୟ ପ୍ରବଚନ ଓ ଅଲୌକିକ ଉପଲବ୍ଧି ବଳରେ ଭକ୍ତଙ୍କ ମନରେ ସେ…
Read More...