Browsing Category

ସ୍ପେଶାଲ୍ ରିପୋର୍ଟ

ବାନା ସାମ୍ରାଜ୍ୟର ସୂର୍ଯ୍ୟାସ୍ତ

ବାବାଙ୍କର ବହୁରୂପୀ ବେଶ  । ବାହାରେ ଆଧ୍ୟାତ୍ମିକତାର ଚାଦର  । ଭିତରେ ବିଳାସ ପାଇଁ ବ୍ୟଗ୍ରତା  । ଭକ୍ତଙ୍କ ମତରେ ଇଏ ଭଗବାନଙ୍କ ଅବତାର । ମହାଶୟ ଜଣକ ନିଜକୁ ବୋଲାଇଥାନ୍ତି ଭଗବାନଙ୍କ ପାଖ ଲୋକ ବା ଖୋଦ ଭଗବାନ ବୋଲି । ନିଜର ଦିବ୍ୟ ପ୍ରବଚନ ଓ ଅଲୌକିକ ଉପଲବ୍ଧି ବଳରେ ଭକ୍ତଙ୍କ ମନରେ ସେ…
Read More...

ମଥୁରାର ମାଫିଆ

ନାମ ସହ ଥିଲା ପବିତ୍ର ରାମନାମର ସଂଯୋଗ ହେଲେ କାମ ରାବଣଠୁ ବଳି ଥିଲା । ଅଦ୍ଭୁତ ମିଜାଜ ଅଜବ ଖିଆଲ୍ ରାମବୃକ୍ଷଙ୍କୁ ମଥୁରାର ମାଫିଆ କରିଥିଲା । ରାମବୃକ୍ଷଙ୍କ ନାମରେ ପୂର୍ବରୁ ୮ଟି ମାମଲା ଥିବାବେଳେ ଜବାହାର ବାଗ ସଂକ୍ରାନ୍ତରେ ଆଉ ୭ଟି ମାମଲା ରୁଜୁ ହୋଇଛି । ହତ୍ୟା ଉଦ୍ୟମ ଅଭିଯୋଗରେ ସେ ୭…
Read More...

ଏଇ ଆମ ଜନନୀ ସୁରକ୍ଷା !

ଓଡିଶାରେ ପ୍ରସୂତିଙ୍କ ଅବସ୍ଥା କଣ । କେତେ ସୁରକ୍ଷିତ ମା ଓ ତାର ଶିଶୁ । ପ୍ରସୂତିଙ୍କୁ ମିଳୁଛି କି ସଠିକ୍ ଚିକିତ୍ସା । ସରକାର କହୁଛନ୍ତି ପ୍ରସୂତିଙ୍କ ସୁରକ୍ଷା ଲାଗି ସରକାର ସଚେତନ । ଠିକ୍ କାମ କରୁଛି ମମତା ଯୋଜନା । ୧୦୮ ଆମ୍ବୁଲାନ୍ସ ଅଛି । ହେଲେ ଏମିତି କିଛି ଦୃଶ୍ୟ ଆଉ ଘଟଣା ଯାହା…
Read More...

ରନ୍ଥାମ୍ବରର ରାଣୀ

ବିଲେଇ ପ୍ରଜାତିର ସବୁଠାରୁ ବଳଶାଳୀ ଜୀବ ହେଉଛି ବାଘ । ଭାରତ, ନେପାଳ, ଭୁଟାନ୍, କୋରିଆ, ଆଫଗାନିସ୍ଥାନ ଓ ଇଣ୍ଡୋନେସିଆରେ ଅଧିକ ପରିମାଣର ଦେଖିବାକୁ ମିଳୁଥିବା ବାଘଙ୍କ ସଂଖ୍ୟା ଏବେ କମିବାରେ ଲାଗିଛି । ସେଥିପାଇଁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଗୁଡ଼ିକ ଉପରେ ଅଧିକ ଗୁରୁତ୍ୱ ଆରୋପ କରାଯାଉଛି ।…
Read More...

ମୋଦିଙ୍କ ଓଡିଆ ପ୍ରୀତି

କନକ ବ୍ୟୁରୋ : ଉତର ପ୍ରଦେଶ ରାଜ୍ୟସଭା ଲଢ଼େଇରେ ଜଣେ ଓଡିଆ ବୋହୂଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । କଂଗ୍ରେସର ହାଇପ୍ରୋଫାଇଲ ନେତା କପିଲ ଶିବଲଙ୍କୁ ରୋକିବାକୁ ମୋଦି ବାଛିଲେ ଓଡିଆ ବୋହୁ ପ୍ରୀତି ମହାପାତ୍ରଙ୍କୁ । ଉତରପ୍ରଦେଶରୁ ରାଜ୍ୟସଭା ନିର୍ବାଚନ ଲଢିବାକୁ ପ୍ରୀତି ନାମାଙ୍କନ ଦାଖଲ…
Read More...

ବୋଷ୍ ବନିଥିଲେ ଭଣ୍ଡାରି ବାବା !

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ସବୁବେଳେ ରହିଆସିଛି ରହସ୍ୟ ଘେରରେ । ସେ କେବେ କେମିତି ଓ କେଉଁଠି ମୃତ୍ୟୁବରଣ କଲେ ଏ ବିଷୟରେ କୌଣସି ସଠିକ୍ ସୂଚନା ମିଳି ପାରିନାହିଁ । କେବେ ଶୁଣିବାକୁ ମିଳିଛି ଯେ ନେତାଜୀ ଅନ୍ତର୍ଦ୍ଧାନ ହୋଇ ଯାଇଛନ୍ତି ତ ପୁଣି କେବେ ଶୁଣିବାକୁ ମିଳିଛି ଯେ…
Read More...

ସାଧାରଣ ମହିଳା. . ଅସାଧାରଣ କାହାଣୀ

ଶାନ୍ତିଲତା ରାଉତ । ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆଜି ସେ ପାଲଟି ଯାଇଛନ୍ତି ପରିଚିତ ଚେହେରା । ବର୍ଷର ବର୍ଷର ସଂଘର୍ଷ , ଆଜି ତାଙ୍କୁ ଆଣିଦେଇଛି ସୀମା ହିନ ଖୁସି । ଗୋଟିଏ ମଂଚରେ ଆଜି ସେ ରାଜ୍ୟପାଳ ଡ. ଏସ୍.ସି. ଜମିର , ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଜଂନ ପଟ୍ଟନାୟକ ଓ…
Read More...

ପୁଣିଥରେ ବୀରାପ୍ପାନ୍

ଏବେ ଚାଲିଛି ବାୟୋପିକର ଜମାନା । ଭିନ୍ନ ଭିନ୍ନ ରିୟଲ୍ କ୍ୟାରେକ୍ଟରକୁ ନେଇ ରୂପେଲି ପରଦାରେ ଦେଖିବାକୁ ମିଳୁଛି କିଛି ଫିଲ୍ମ । କେତେବେକେ କ୍ରିକେଟ ଜଗତର ତାରକାଙ୍କୁ ନେଇ ତ ପୁଣି କେତେବେଳେ ଟେନିସ୍ ଦୁନିଆକୁ ନେଇ । ଆହୁରି ମଧ୍ୟ ରୂପେଲି ପରଦାକୁ ଆସିଛି ଦସ୍ୟୁ ନାୟିକାଙ୍କ କାହାଣୀକୁ ନେଇ…
Read More...

ସମୁଦ୍ର ଛାତିରେ ବୁଲେଟ୍ ଟ୍ରେନ୍

ଟ୍ରେନରେ ଯାତ୍ରା କରିବାର ଅନୁଭୁତି ନିଆରା । ହେଲେ ଏହି ଟ୍ରେନରେ ଦୂରସ୍ଥାନକୁ ଯାତ୍ରା କରିବାର ଅନୁଭୁତି ଆଉ ଟିକେ ନିଆରା । ଏବେ ଆଧୁନିକ ମଣିଷକୁ ଆବଶ୍ୟକ ସବୁ କାମକୁ ଖୁବ୍ କମ୍ ସମୟ ମଧ୍ୟରେ କରିବା । ଟ୍ରେନ୍ ଯାତ୍ରାୟତ ପାଇଁ ବେଶ କିଛି ଦିନ ଧରି ଚାଲିଥିବା ଯୋଜନା ଏବେ ଫଳବତୀ ହେବାକୁ…
Read More...

ବର୍ଷାରାଣୀ ପ୍ରେମକାହାଣୀ

ପ୍ରେମ ଯୋଗୁଁ ପୃଥିବୀ ଆଉ ପ୍ରେମ ପାଇଁ ପୃଥିବୀ । ଭଲପାଇବାର ନଥାଏ କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞା । ଭଲପାଇବାକୁ ସୀମିତ କରି ରଖା ଯାଇପାରିବ ନାହିଁ ଶବ୍ଦର ଶୃଙ୍ଖଳରେ । କିଏ କହେ ପ୍ରେମ ହେଉଛି ତ୍ୟାଗ ଆଉ ବଳିଦାନ । ଆଉ କେହି ପୁଣି କହେ ପ୍ରେମ କେବଳ ଦୁଃଖ ଓ କଷ୍ଟ ଦେଇଜାଣେ । ସ୍ଥଳବିଶେଷରେ…
Read More...