Browsing Category

ସ୍ପେଶାଲ୍ ରିପୋର୍ଟ

ମେଧାଙ୍କୁ ନେଉଛି ହେଲେ ଦେଇ ପାରୁନି ମେଧା : ପ୍ରତିଯୋଗିତାର ଦୌଡରେ ପଛରେ ସରକାରୀ କଲେଜ

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ଯୁକ୍ତ ଦୁଇ ବିଜ୍ଞାନରେ କାହିଁକି ଫେଲ ମାରୁଛନ୍ତି ବଡ ବଡ କଲେଜ  । ବିଜେବି, ରମାଦେବୀ ଭଳି ରାଜ୍ୟର ନମ୍ବର ୱାନ୍ କଲେଜ୍ରେ ଛାତ୍ରଛାତ୍ରୀଙ୍କୁ କେମିତି ମାତ୍ ଦେଉଛନ୍ତି ଘରୋଇ କଲେଜର ଛାତ୍ରଛାତ୍ରୀ  । କେଉଁଠି ରହୁଛି ଭୂଲ ? ଭୁବନେଶ୍ୱରର ତୃପ୍ତି ବିଶ୍ୱାଳ…
Read More...

ସରିଲା ପ୍ୟାରୀଙ୍କ ଜମାନା

ରାଜ୍ୟସଭାରୁ ୫୭ ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବ । ଓଡିଶାର ତିନି ସାଂସଦଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ପ୍ୟାରୀଙ୍କ ଉପରେ ସମସ୍ତଙ୍କ ନଜର ପଡିଛି । ଏବେ ତାଙ୍କ ରାଜନୈତିକ ଭବିଷ୍ୟତ କଣ । କେତେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥାଇପାରେ ରାଜ୍ୟ ରାଜନୀତିରେ ତାଙ୍କର ସ୍ଥାନ ଏବେ କେଉଁଠି ।…
Read More...

ସୋସିଆଲ୍ ମିଡିଆରେ ନେତାଗିରି : ଫଟାଫଟ୍ ସମାଧାନ ପାଇଁ ଅଂଟା ଭିଡୁଛନ୍ତି କେନ୍ଦ୍ରୀୟ ନେତା

ସୋସିଆଲ ମିଡିଆରେ କିଏ କେତେ ସକ୍ରୀୟ । କେନ୍ଦ୍ରୀୟ ନେତା ନା ରାଜ୍ୟର ନେତା । ସାଧାରଣ ଲୋକଙ୍କ ସହ ସିଧାସଳଖ କଥା ହେବାକୁ କେନ୍ଦ୍ରୀୟ ନେତା ସୋସିଆଲ ମିଡିଆକୁ ବିରାଟ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ପ୍ରଚାର ସର୍ବସ୍ୱ ହୋଇଯାଇଥିବା ଅଭିଯୋଗ…
Read More...

ଆଇଏଏସ୍ ପାଇଁ ଦିଲ୍ଲୀ ଚଲୋ

ଓଡିଶାରେ ଆଉ ଭାରତୀୟ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତିର ମାହୋଲ ନାହିଁ । ନିଜ ଚମକ ହରାଇ ସାରିଛି ବାଣୀବିହାର, ରେଭେନ୍ସା ଭଳି ବିଶ୍ୱବିଦ୍ୟାଳୟ । କ୍ରମାଗତ ଭାବେ ସିଭିଲ ସର୍ଭିସ ପରୀକ୍ଷାରେ ଓଡିଆ ପିଲା ସଫଳ ହେଉଛନ୍ତି, ହେଲେ ସେମାନଙ୍କ ପ୍ରସ୍ତୁତି ଦିଲ୍ଲୀରେ । ଫଳାଫଳ ଦେଖିଲେ ଏହା…
Read More...

ସର୍ବଭାରତୀୟ ପ୍ରଶାସନିକ ପରୀକ୍ଷାରେ ପୁଣି ବାଜି ମାରିଲେ ଝିଅ : ଦିଲ୍ଲୀର ଟିନା ଡାବି ଟପ୍ପର

ଦିଲ୍ଲୀ ବ୍ୟୁରୋ, କନକ ନ୍ୟୁଜ୍: ଭାରତୀୟ ପ୍ରଶାସନିକ ପରୀକ୍ଷା - ୨୦୧୫ର ପରୀକ୍ଷା ଫଳ ପ୍ରକାଶ ପାଇଛି । ଦିଲ୍ଲୀର ଟିନା ଡାବି ନାମକ ଜଣେ ୨୨ ବର୍ଷୀୟ ଝିଅ ଏହି ପରୀକ୍ଷାରେ ଟପ୍ପର ହୋଇଛନ୍ତି । ରାଜନୀତି ବିଜ୍ଞାନର ଦିଲ୍ଲୀର ଏହି ଯୁବତୀ ପ୍ରଥମ ଉଦ୍ୟମରେ ଆଉଏଏସ୍ ଟପ୍ପର ହୋଇଛନ୍ତି । ଜାତୀୟ…
Read More...

କିଣୁଛନ୍ତି ସୁନା, ପିନ୍ଧୁଛନ୍ତି ଇମିଟେସନ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପରମ୍ପରା ଓ ବିଶ୍ୱାସ ଆଧରରେ ରାଜଧାନୀରେ ଜମିଛି ଗହଣା ମାର୍କେଟ୍ । ଅକ୍ଷୟ ତୃତୀୟାରେ ସୁନା କିଣିଲେ ଗୃହକୁ ଲକ୍ଷ୍ମୀଙ୍କ ପ୍ରବେଶ ହୁଏ ବୋଲି ବିଶ୍ୱାସ ଥିବାରୁ ଲୋକେ ଆଦରରେ ଗହଣା କିଣିଛନ୍ତି । ଗତବର୍ଷ ତୁଳନାରେ ସୁନା ଓ ରୂପାର ଦାମ ବି ବଢ଼ିଛି । ହେଲେ…
Read More...

ମାଟିର ମଣିଷ

ରାୟଗଡା : ଆଜି ପବିତ୍ର ଅକ୍ଷୟ ତୃତୀୟା । ଅଖିମୁଠି ଅନୁକୂଳ ନାଁରେ ଜୋର ହୋଇଛି ରାଜନୀତି । କୃଷିର ବିନ୍ଦୁ ବିସର୍ଗ ନଜାଣି, ବିଭିନ୍ନ ଦଳର ନେତା ଚଷା ଭାଇଙ୍କୁ ଦେଇଛନ୍ତି ପରାମର୍ଶ, ପ୍ରତିଶୃତି ଓ ଶୁଭେଚ୍ଛା । ହେଲେ ଏମିତି ଜଣେ ମାଟିର ମଣିଷ ଅଛନ୍ତି, ଯିଏ ବିଧାୟକ ଭାବେ ନିର୍ବାଚିତ ହୋଇ ବି…
Read More...

ନେତାଙ୍କ ଚାଷୀ ଅବତାର : ଚାଷଜମିରେ ଲଙ୍ଗଳ ଧରି ଝାଳନାଳ ହେଲେ ତିନି ଦଳର ନେତା

ଭୁବନେଶ୍ୱର,କଟକ,ପୁରୀ ବ୍ୟୁରୋ,କନକ ନ୍ୟୁଜ୍ : ଅକ୍ଷୟ ତୃତୀୟାରେ ରାଜନୀତି । ରାଜ୍ୟର ତିନି ପ୍ରମୁଖ ଦଳର ନେତାଙ୍କ ଫୋକସରେ କୃଷକ । ଉପକୂଳ ଓଡିଶାର ତିନି ଜିଲ୍ଲାର ତିନିଟି ଗାଁରେ ଆୟୋଜନ ହୋଇଥିଲା କାର୍ଯ୍ୟକ୍ରମ । ଚାଷଜମିରେ ହୋଇଥିଲା ରାଜନୈତିକ ଶକ୍ତି ପ୍ରଦର୍ଶନ । ଲକ୍ଷ୍ମୀନାରାୟଣପୁରରେ…
Read More...

ବିଶ୍ୱାସ ଆଗରେ ଫିକା ପଡ଼ିଲା ସୁନାର ଦାମ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅକ୍ଷୟ ତୃତୀୟା, ଧର୍ମୀୟ ଭାବନା ଓ ବିଶ୍ୱାସ ଅନୁସାରେ ବେଶ ପବିତ୍ର । ଆଉ ଏହି ଶୁଭ ଦିନରେ ସୁନା କିଣିଲେ ଗୃହକୁ ଲକ୍ଷ୍ମୀଙ୍କ ପ୍ରବେଶ ହୁଏ ବୋଲି ସାଧାରଣରେ ବିଶ୍ୱାସ ରହିଛି । ଏଭଳି ଏକ ପବିତ୍ର ମୂହୁର୍ତକୁ ହାତ ଛଡ଼ା କରିବାକୁ ଚାହୁଁ ନାହାନ୍ତି ରାଜଧାନୀ…
Read More...

ମା ପାଇଁ ଦିନଟିଏ

ମା ପାଇଁ ଦିନଟିଏ । ମାଆ ଓ ମାତୃତ୍ୱକୁ ସମ୍ମାନ ଦେଇ ବିଶ୍ୱର ପ୍ରାୟ ୪୦ରୁ ଅଧିକ ଦେଶରେ ପାଳିତ ହେଉଛି ମାତୃ ଦିବସ । ପିଲା ପାଇଁ ମାର ତ୍ୟାଗ, ବଳିଦାନ ଓ ତାହାରି ଭଲପାଇବାକୁ ସ୍ମରଣ କରାଯାଇ ପ୍ରତିବର୍ଷ ପାଳିତ ହୁଏ ମାତୃ ଦିବସ । ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ତାରିଖରେ ଏହି ମାତୃ ଦିବସ…
Read More...