Browsing Category

ସ୍ପେଶାଲ୍ ରିପୋର୍ଟ

ଆପଣଙ୍କ ଏଟିଏମ୍ କାର୍ଡ ହଜିଯାଇଛି କି ? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଘରେ ବସି ଆପଣ ପାଇପାରିବେ ନୂଆ ଏଟିଏମ୍ କାର୍ଡ…

କନକ ବ୍ୟୁରୋ : ଆପଣଙ୍କ ଏଟିଏମ୍ କାର୍ଡ ହଜିଯାଇଛି କି ? ଘରେ ବସି ପାଇପାରିବେ ନୂଆ କାର୍ଡ । ଆପଣଙ୍କ ଏଟିଏମ୍ କାର୍ଡ ହଜିଯାଇଛି କିମ୍ବା ଚୋରି ହୋଇଯାଇଛି କି ? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଏଣିକି ନୂଆ ଏଟିଏମ୍ କାର୍ଡ ପାଇଁ ଆପଣଙ୍କୁ ଆଉ ବ୍ୟାଙ୍କର ଚକ୍କର କାଟିବାକୁ ପଡିବନି । ଆପଣ ଘରେ…
Read More...

ନିଜ ସତ୍ୟବାନ ପାଇଁ ୨୮ ବର୍ଷ ହେବ ଯମ ସହ ଲଢ଼େଇ କରୁଛନ୍ତି । ଭିନ୍ନକ୍ଷମ ସ୍ୱାମୀଙ୍କ ପାଇଁ ସାଜିଛନ୍ତି ସୁରକ୍ଷା କବଚ ।

କନକ ବ୍ୟୁରୋ: ଜୀବନ-ଯନ୍ତ୍ରଣା ଓ ତା ମଝିରେ ଯମ । ଦିନେ କି ମାସେ ନୁହେଁ ୨୮ ବର୍ଷ ହେବ ନିଜ ସିନ୍ଦୂରର ସୁରକ୍ଷା କବଚ ସାଜି ଯମ ସାମ୍ନାରେ ଛିଡ଼ା ହୋଇଛନ୍ତି ଆଧୁନିକ ଯୁଗର ସାବିତ୍ରୀ । ପୁରାଣଗାଥାର ସାବିତ୍ରୀଙ୍କ ବିଷୟରେ ତ ଆପଣ ସମସ୍ତେ ଜାଣିଥିବେ, ହେଲେ ଆଜି ଆମେ ଆପଣଙ୍କୁ ଏ ଯୁଗର…
Read More...

ଡିଜିିଟାଲ ଯୁଗରେ ହାତଲେଖା ପେପରର କାହାଣୀ । ସକାଳ ହେଲେ ନିଜ ହାତରେ ଖବରକାଗଜ ଲେଖି ମାଗଣାରେ ବାଣ୍ଟନ୍ତି ।…

କନକ ବ୍ୟୁରୋ : ମନ ଜିଣୁଛି ହାତଲେଖା ଖବରକାଗଜ । ନିଜ ହାତରେ ଖବର ଲେଖନ୍ତି ଦିନେଶ । ଆଜିର ଏହି ଡିଜିଟାଲ ଯୁଗରେ, ଏକ ହାତ ଲେଖା ଖବରକାଗଜ, ଆମ ପାଇଁ ପୁରୁଣା ମନେ ହୁଏ । କିନ୍ତୁ ମୁଜାଫରନଗର ଜିଲ୍ଲାର ଏକ ପ୍ରାନ୍ତରେ ଏହା ଆଜି ମଧ୍ୟ ପ୍ରାସଙ୍ଗିକ ଅଟେ । ‘ବିଦ୍ୟାଦର୍ଶନ’ ଖବରକାଗଜର ମାଲିକ…
Read More...

ଅକାତକାତ ପାଣି ଭିତରେ ସହର ଗଢିବ ମଣିଷ । ସମୁଦ୍ର ଭିତରେ କୋଟି କୋଟି ଟନ୍ ମାଟି ପକାଇ ଏହି ଦେଶ ନିର୍ମାଣ କରିବ ନୂଆ ସହର…

କନକ ବ୍ୟୁରୋ : ସମୁଦ୍ର ଭିତରେ ବନିବ ସହର ? ସମୁଦ୍ରରେ ପଡିବ କୋଟି କୋଟି ଟନ୍ ମାଟି । ସମୁଦ୍ର ପୋତାହେବ ଆଉ ସହର ଗଢିଉଠିବ । ସମୁଦ୍ର ଭିତରେ କୋଟି କୋଟି ଟନ୍ ମାଟି ପକାଇ ନିର୍ମାଣ ହେବାକୁ ଯାଉଛି ଏକ ନୂଆ ସହର । ଏମିତି କି ଛୋଟମୋଟ ସହର ନୁହେଁ, ପାଣି ଭିତରେ ତିଆରି ହେବାକୁ ଯାଉଥିବା ଏହି…
Read More...

କରୋନା ପରେ ଭୟ ବଢାଉଛି ରହସ୍ୟମୟ ରୋଗ । ରୋଗୀଙ୍କ ସ୍ୱପ୍ନରେ ଆସୁଛନ୍ତି ମୃତ ଲୋକ ।

କନକ ବ୍ୟୁରୋ : କରୋନା ପରେ ଭୟ ବଢାଉଛି ରହସ୍ୟମୟ ରୋଗ । ରୋଗୀଙ୍କ ସ୍ୱପ୍ନରେ ଆସୁଛନ୍ତି ମୃତ ଲୋକ । ମହାମାରୀ କରୋନା ସାଧାରଣ ଜୀବନକୁ କଲବଲ କରୁଥିବା ବେଳେ, ଆଉ ଏକ ରହସ୍ୟମୟ ରୋଗ ଏବେ ଚିନ୍ତା ବଢାଇଛି । ସାରା ବିଶ୍ୱ କରୋନା ସହ ଲଢେଇ କରୁଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ଭୟଙ୍କର ରୋଗ ।…
Read More...

ଆଉ ଲୁଚିବନି ମେସେଜ୍ । ଏମିତି ଦେଖନ୍ତୁ ହ୍ୱାଟ୍ସଆପରେ ଡିଲିଟ୍ ହୋଇଯାଇଥିବା ମେସେଜ୍ ।

କନକ ବ୍ୟୁରୋ : ଆପଣ ହ୍ୱାଟ୍ସଆପ୍ ନିଶ୍ଚିତ ଭାବେ ବ୍ୟବହାର କରୁଥିବେ । ତେବେ ଏମିତି ବେଳେବେଳେ ହୋଇଥାଏ, କେହି ଜଣେ ଆପଣଙ୍କୁ ମେସେଜ୍ କରିଥିବେ, ଏବଂ ପରେ ସେହି ମେସେଜଟିକୁ ଡିଲିଟ୍ କରିଦେଇଥିବେ । ଫଳରେ ଆପଣଙ୍କ ପାଖକୁ କଣ ମେସେଜ ଆସିଥିଲା, ତାହା ଆପଣ ଦେଖିପାରିନଥାନ୍ତି । କିନ୍ତୁ ଆଜି ଆମେ…
Read More...

ଏକ ରହସ୍ୟମୟ ଗାଁ… ମଣିଷଠୁ ପଶୁପକ୍ଷୀ, ଏଠି ସମସ୍ତେ ଦୃଷ୍ଟିହୀନ । କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

କନକ ବ୍ୟୁରୋ : ଦୁନିଆରେ ଏମିତି ଅନେକ ରହସ୍ୟମୟ ଗାଁ ରହିଛି, ଯାହା ବିଷୟରେ ଜାଣିଲେ, ହୁଏତ ସହଜରେ କେହି ବିଶ୍ୱାସ କରିପାରିବେ ନାହିଁ । ଆଜି ଆମେ ଆପଣଙ୍କୁ ଠିକ୍ ସେମିତି ଏକ ଗାଁ ବିଷୟରେ କହିବୁ । ଏହି ଗାଁର କାହାଣୀ ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ମେକ୍ସିକୋରେ…
Read More...

ଆଶ୍ଚର୍ଯ୍ୟ ହେଲେ ବି ସତ…ଭ୍ୟାକ୍ସିନ୍ ନେଲେ ମାଗଣାରେ ମିଳିବ ମୋବାଇଲ୍ । ଜାଣନ୍ତୁ କେଉଁଠି ଆରମ୍ଭ ହେଲା ଏମିତି…

କନକ ବ୍ୟୁରୋ : ଟୀକା ନେଲେ ମିଳିବ ସ୍ମାର୍ଟଫୋନ୍ । ଭ୍ୟାକସିନ୍ ନେଲେ ମାଗଣାରେ ମିଳିବ ମୋବାଇଲ୍ । କରୋନା ଟୀକା ନେଲେ ଆପଣଙ୍କୁ ମାଗଣାରେ ମୋବାଇଲ୍ ଫୋନ୍ ମିଳିବ । ଆଶ୍ଚର୍ଯ୍ୟ ହୋଇଗଲେ ନା...କିନ୍ତୁ ଏହା ସତ । ଯଦି ଆପଣ କରୋନା ଟୀକା ନେଉଛନ୍ତି ତେବେ ଆପଣ ଏକ ସ୍ମାର୍ଟଫୋନ୍ ଜିତିବାର ସୁଯୋଗ…
Read More...

ଆପଣ ନିତିଦିନିଆ ଜୀବନରେ ପିମ୍ପୁଡି ନିଶ୍ଚୟ ଦେଖୁଥିବେ । ହେଲେ ଏ ହେଉଛି ଦୁନିଆର ସବୁଠୁ ଖତରନାକ୍ ପିମ୍ପୁଡି ।…

କନକ ବ୍ୟୁରୋ : ଦୁନିଆର ସବୁଠୁ ଖତରନାକ୍ ପିମ୍ପୁଡି । କାମୁଡିବାର ମାତ୍ର ୧୫ ମିନିଟରେ ମାଡ଼ିଆସେ ମୃତ୍ୟୁ । ଆପଣ ସାଧାରଣତଃ ଅଧିକାଂଶ ସ୍ଥାନରେ ପିମ୍ପୁଡି ଦେଖିଥାନ୍ତି । ଏପରିକି ପିମ୍ପୁଡି ମଧ୍ୟ କେବେ ନା କେବେ ଆପଣଙ୍କୁ ନିଶ୍ଚୟ କାମୁଡିଥିବ । କିନ୍ତୁ ଯଦି ଆମେ କହିବୁ, ପିମ୍ପୁଡି କାମୁଡିଲେ…
Read More...

ମାଟିତଳୁ ଲ୍ୟାଣ୍ଡମାଇନ୍ ଠାବ କରୁଛି ଏହି ମୂଷା । ବଞ୍ଚାଉଛି ଲୋକଙ୍କ ଜୀବନ

ନିଶ୍ଚୟ ସାହସିକତାର ଅନେକ କାହାଣୀ ଶୁଣିଥିବେ, କିନ୍ତୁ ଏହି କାହାଣୀଟି ସମ୍ପୂର୍ଣ୍ଣ ଭିନ୍ନ | ଆଜି ଆମେ ଆପଣଙ୍କୁ ଏମିତି ଏକ ମୂଷା ବାବଦରେ କହିବୁ ଯିଏ କି ୭୧ଟି ଲ୍ୟାଣ୍ଡମାଇନ୍ ଖୋଜି ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିପାରିଛି | ଏହି ଆଫ୍ରିକୀୟ ପ୍ରଜାତିର ମୂଷାର କାହାଣୀ ସମସ୍ତଙ୍କୁ…
Read More...