Browsing Category

ସ୍ପେଶାଲ୍ ରିପୋର୍ଟ

ସୋସିଆଲ ମିଡିଆରେ ଦକ୍ଷ ବ୍ୟକ୍ତିଙ୍କୁ ଟେଲିକମ୍ କଂପାନୀ ଦେଉଛି ନିଯୁକ୍ତି ! ମିଳିବ ମୋଟା ଅଙ୍କର ଦରମା

ଏହି ବର୍ଷ ଜାନୁୟାରୀରେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ନିଜର ଟେଲିକମ୍ ସର୍ଭିସ୍ ପ୍ରୋଭାଇଡର ଠାରୁ ଟ୍ୱିଟରରେ ସାହାଯ୍ୟ ମାଗିଥିଲା ବେଳେ ପ୍ରତିଦ୍ୱନ୍ଦ୍ୱୀ କଂପାନୀମାନେ ମଧ୍ୟ ନିଜର ସେବା ଅଫର କରିବାକୁ ଲାଗିଥିଲେ । କ୍ୟାସଲେସ୍ ଇକୋନୋମିର ପୋଷ୍ଟର ବୟ ବିଜୟ ଶେଖର ଶର୍ମା ଯେତେବେଳେ ଏହି…
Read More...

‘ଆଜି ହେବ ନାହିଁ ରାତି’ ! ଜାଣନ୍ତୁ ସୋସିଆଲ୍ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହୋଇଥିବା ଏହି ଖବରଟିର ସତ୍ୟତା

ଅଗଷ୍ଟ ୧୨ ତଥା ଆଜି ହେବ ନାହିଁ ରାତି । ଏଭଳି ଚାଂଚଲ୍ୟକର ଖବର ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଖବର ଆସିଛି କି, ଆଜି ତଥା ୧୨ ଅଗଷ୍ଟରେ ରାତି ହେବ ନାହିଁ ଏବଂ ୨୪ ଘଂଟା ପୃଥିବୀ ଆଲୋକମୟ ଦେଖାଯିବ । ଅର୍ଥାତ୍ ଆଜି ରାତ୍ରି ସମୟରେ ବି ପୃଥିବୀ ଦିନ ଭଳି ଉଜ୍ଜଳ ଦେଖାଯିବ ।…
Read More...

ବିଭାଜନର ୭୦ ବର୍ଷ ! ଜିନ୍ନାଙ୍କ ସେ ବଙ୍ଗଳା ଯାହା ଭାରତ ପାଇଁ ପାଲଟିଛି ‘ଶତ୍ରୁ ସମ୍ପତି’

ଆଉ କିଛି ଦିନ ପରେ ଭାରତ ପାକିସ୍ତାନ ବିଭାଜନକୁ ପୁରିବ ୭୦ ବର୍ଷ । ସମସ୍ତେ ଜାଣନ୍ତି ଏହି ବିଭାଜନରେ ସବୁଠାରୁ ବଡ ଏବଂ ମହତ୍ୱପୂର୍ଣ୍ଣ ଭୂମିକା ଥିଲା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କର । ଯାହାଙ୍କୁ ପାକିସ୍ତାନର କୁହାଯାଏ କାୟଦେ ଆଜମ୍ । ଆଉ ସାଧାରଣ ନାଗରିକ ତାଙ୍କୁ ବାବା – ଏ କୋମ୍ କହି ସମ୍ମାନର…
Read More...

ବାଜିଲା ଛାତ୍ର ସଂସଦ ନିର୍ବାଚନ ବିଗୁଲ : କିଏ ହାତେଇବ ପଦ, କିଏ ମାରିବ ବାଜି ?

କନକ ବ୍ୟୁରୋ :  ବାଜିଲା ଛାତ୍ର ସଂସଦ ନିର୍ବାଚନ ବିଗୁଲ । ଘୋଷଣା ହେଲା ତାରିଖ । ଆସନ୍ତା ସେପ୍ଟେମ୍ବର ୧୬ତାରିଖରେ ମନୋନୟନ ପତ୍ର ଦାଖଲ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ସେପ୍ଟେମ୍ବର ୧୮ତାରିଖରେ ପ୍ରକାଶ ପାଇବ ବୈଧ ପ୍ରାର୍ଥୀ ତାଲିକା । ସେହିଦିନ…
Read More...

ରାକ୍ଷସ ବାପାର ନିଷ୍ଠୁର କାଣ୍ଡ ! ନିଜ ଝିଅକୁ ୬ଶହ ଥର ଦୁଷ୍କର୍ମ କରିବା ଅପରାଧରେ ମିଳିପାରେ ୧୨ହଜାର ବର୍ଷର ଜେଲ୍ ଦଣ୍ଡ

କ୍ୱାଲାଲମପୁର : ମାଲେସିଆର ଏକ ଦୁଷ୍କର୍ମ ଘଟଣା ସମସ୍ତଙ୍କୁ କରିଛିି ତାଜୁବ୍ । ଯାହାକୁ ଜାଣିଲେ ଆପଣ ବିଶ୍ୱାସ ବି କରିବେ ନାହିଁ । କିନ୍ତୁ ଏହା ସତ । ମାଲେସିଆର ଜଣେ ବ୍ୟକ୍ତି ନିଜ ଝିଅର କରିଛି ଭବିଷ୍ୟତ ନଷ୍ଟ । ୬ଶହରୁ ଅଧିକ ଥର ଯୌନ ଶୋଷଣର କରିବାର ଆରୋପ ଲାଗିଛି ଏହି ବ୍ୟକ୍ତି ନାଁରେ ।…
Read More...

ମହଙ୍ଗା ପଡିପାରେ ସଂସଦରେ ଅନୁପସ୍ଥିତ ରହିବା ! ଦଳୀୟ ସାଂସଦଙ୍କୁ ମୋଦିଙ୍କ ଚେତାବନୀ, ମିଳିନପାରେ ୨୦୧୯ ଟିକେଟ୍

କନକ ବ୍ୟୁରୋ : ସଂସଦରେ ବାରମ୍ବାର ଅନୁପସ୍ଥିତ ରହିବା ମହଙ୍ଗା ପଡିପାରେ ସାଂସଦଙ୍କୁ । ଏଭଳି ଅଭ୍ୟାସରେ ପରିବର୍ତ୍ତନ ନ ଆସିଲେ ୨୦୧୯ ଲୋକସଭା ନିର୍ବାଚନରେ ସେମାନଙ୍କୁ ପାର୍ଟି ଟିକେଟ ବି ଦେଇ ନପାରେ । ସଂସଦର ଉଭୟ ଗୃହରେ ଅନୁପସ୍ଥିତ ରହୁଥିବା ସାଂସଦଙ୍କୁ ଏଭଳି କଡା ଭାଷାରେ ଚେତାଇ ଦେଇଛନ୍ତି…
Read More...

୭୦ ବର୍ଷରେ ଭାରତ ! କଣ ଗାନ୍ଧୀଙ୍କ ନିକଟରେ ଦେଶ ବିଭାଜନର ପୂରା ସତ୍ୟତା ଲୁଚାଇଥିଲେ ନେହରୁ ଏବଂ ପଟେଲ୍ ?

କନକ ବ୍ୟୁରୋ : ଭାରତର ସ୍ୱତନ୍ତ୍ରତାର ପୁଣି ଗୋଟିଏ ବର୍ଷ ପୂରଣ ହେବାକୁ ଯାଉଛି । ଅର୍ଥାତ୍ ୭୦ତମ ସ୍ୱାଧିନତା ଦିବସ ଆଉ କିଛି ଦିନ ପରେ ସମଗ୍ର ଭାରତ ବର୍ଷରେ ପାଳିତ ହେବ । ପ୍ରତିବର୍ଷ ଭାରତବର୍ଷ ଯେତେବେଳେ ନିଜ ସ୍ୱତନ୍ତ୍ରତାର ବାର୍ଷିକ ଉତ୍ସବ ପାଳନ କରେ ସେତେବଳେ ଏହାର ମାତ୍ର ଗୋଟିଏ ଦିନ…
Read More...

ବିଦେଶରେ ବନ୍ଦୀ ୭୬୨୦ ଭାରତୀୟ ନାଗରିକ ! ସର୍ବାଧିକ ସାଉଦୀ ଆରବରେ

କନକ ବ୍ୟୁରୋ : ବିଦେଶରେ ବନ୍ଦୀ ଅଛନ୍ତି ୭୬୨୦ ଭାରତୀୟ ନାଗରିକ । ସାଉଦୀ ଆରବର ଜେଲରେ ସର୍ବାଧିକ ୨୦୮୪ଜଣ ବନ୍ଦୀ ଅଛନ୍ତି । ଏଭଳି ସୂଚନା ଦେଇଛନ୍ତି ବିଦେଶ ରାଜ୍ୟମନ୍ତ୍ରୀ ଏମ ଜେ ଆକବର । ବୁଧବାର ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏଭଳି ଏକ ଚାଂଚଲ୍ୟକର ତଥ୍ୟ ଦେଇଛନ୍ତି ଆକବର ।…
Read More...

କମୁଛି ରୋଜଗାର କ୍ଷେତ୍ର । ବେରୋଜଗାରୀଙ୍କୁ ମିଳୁନି ଚାକିରୀ । ମୋଦି ସରକାରରେ ଖୁସି ନାହାଁନ୍ତି ଲୋକେ : ସର୍ଭେ

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ସେଂଟର ଫର ମନିଟାରିଂ ଇଣ୍ଡିଆନ ଇକୋନମୀ ଦ୍ୱାରା କରାଯାଇଥିବା ପୃଥକ ପୃଥକ ସର୍ଭେରେ ଦାବି କରାଯାଇଛି କି ମୋଦି ସରକାରଙ୍କ ଶାସନ କାଳରେ ଚାକିରୀର ଘୋର ଅଭାବ ଦେଖାଦେଇଛି । ଯେଉଁଥିପାଇଁ ଦେଶରେ ବେରୋଜଗାର ଯୁବକ-ଯୁବତୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ…
Read More...

ଚମ୍ବାଲର ବିହାଣ୍ଡୋରୁ ସଂସଦ ଯାଏଁ ଯାତ୍ରା ! ଦସ୍ୟୁ ସୁନ୍ଦରୀ ଫୁଲନ୍ ଦେବୀ

୮୦ଦଶକରେ ଫୁଲନ ଦେବୀଙ୍କ ନାଁ ସିନେମା ‘ସୋଲେ’ର ଗବର ସିଂହଠାରୁ ବି ଅଧିକ ଭୟଙ୍କର ଥିଲା । କିଛି ମହିଳାଙ୍କୁ ତ ଫୁଲନ୍ ଦେବୀଙ୍କ ଧମକ ମିଳିବା ସହ ଅପହରଣ କରିନେଇଥିବା ଅନେକ ଘଟଣା ଶୁଣିବାକୁ ମିଳିଥିଲା । କୁହାଯାଏ କି, ଫୁଲନ୍ ଦେବୀଙ୍କ ଲକ୍ଷ୍ୟ ଖୁବ୍ ପ୍ରଖର ଥିଲା ଆଉ ତା’ଠାରୁ ଅଧିକ କଠୋର…
Read More...