Browsing Category

ସ୍ପେଶାଲ୍ ରିପୋର୍ଟ

ସ୍ୱାଧୀନ ଭାରତର ପତାକା ରହିଛି ସୁରକ୍ଷିତ ! ୧୯୪୭ରେ ଉତ୍ତୋଳନ ହୋଇଥିବା ତ୍ରିରଙ୍ଗା ଏବେବି ଉଡୁଛି ଫରଫର୍

ଆସନ୍ତାକାଲି ଦେଶ ପାଳିବ ୭୧ତମ ସ୍ୱାଧୀନତା ଦିବସ । ପୁରା ଦେଶବାସୀ ଉଲ୍ଲସିତ । ଆଉ ଏହାରି ଭିତରେ ଏକ ଖବର ସାମନାକୁ ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ୧୫ ଅଗଷ୍ଟ୧୯୪୭ରେ ଜର୍ଜ ଫୋର୍ଟରେ ଉତ୍ତୋଳନ ହୋଇଥିବା ତ୍ରିରଙ୍ଗା ଆଜି ବି ସୁରକ୍ଷିତ ରହିଛି । ଏହାକୁ ପ୍ରଥମଥର…
Read More...

ମାଦେରିଆ ସହରର ଫ୍ଲାୱାର ଫେଷ୍ଟିଭାଲ୍ : ବସନ୍ତ ଆଗମନରେ ପର୍ତ୍ତୃଗାଲର ଏକ ପ୍ରମୁଖ ପର୍ବ

ବସନ୍ତ ଋତୁ ଆସିଲେ ମାଦେରିଆର ଘର ଠାରୁ ଆରମ୍ଭ କରି ରାସ୍ତା ଘାଟ ଭିନ୍ନ ଭିନ୍ନ ଫୁଲର ବାସ୍ନାରେ ଭରିଯାଏ । କାରଣ ବସନ୍ତ ଆସିଲେ ମାଦେରିଆରେ ପାଳନ କରାଯାଏ ଫୁଲର ପର୍ବ ‘ଫେଷ୍ଟା ଦା ଫ୍ଲୋର୍’ । ପର୍ତ୍ତୃଗାଲ ଏକ ବଡ ସହର ମାଦେରିଆ । ମାଦେରିଆ ଫ୍ଲାୱାର ଫେଷ୍ଟିଭାଲ୍ ହେଉଛି ପର୍ତ୍ତୃଗାଲର…
Read More...

ସେଦିନ ଭାରତ-ପାକିସ୍ତାନ ହୋଇଥିଲା ବିଭାଜନ ! ବଳି ପଡିଥିଲା ଏକ ଅଧୁରା ପ୍ରେମ କାହାଣୀ

ସମୟ ଥିଲା ଦେଶ ବିଭାଜନର । ଅଖଣ୍ଡ ଭାରତବର୍ଷ ବିଭାଜିତ ହୋଇଥିଲା ଦୁଇ ଭାଗରେ । ଏପଟେ ଭାରତୀୟମାନେ ଦୀର୍ଘଦିନରୁ ଇଂରେଜ ଠାରୁ ସ୍ୱାଧୀନତା ପାଇ ମୁକ୍ତ ଆକାଶର ମୁକ୍ତ ବିହଙ୍ଗ ପାଲଟିଥିବା ବେଳେ , ସେପଟେ ଦେଶର ଆଉ ଏକ ଅଂଶ ପାଲଟିଯାଇଥିଲା ପାକିସ୍ତାନ । ଅଡି ବସିଥିଲା ନିଜର ଅଧିକାର । ଆଉ ଆରମ୍ଭ…
Read More...

ସ୍ୱାଧୀନତାର ୭୦ବର୍ଷ ! ଉନ୍ନତିର ଚେହେରାରେ ଲାଗିଛି ଦୁର୍ନୀତିର ଦାଗ

ପ୍ରାୟ ୨୦୦ବର୍ଷର ଗୋଲାମୀ ପରେ ଅଗଷ୍ଟ ୧୫, ୧୯୪୭ ଦିନ ଉଇଁଥିଲା ସ୍ୱାଧୀନତାର ପ୍ରଥମ ସୂର୍ଯ୍ୟ । ସ୍ୱାଧୀନ ଦେଶରେ ସ୍ୱାଧୀନ ଭାବରେ ପ୍ରଥମ ଥର ନିଶ୍ୱାସ ନେଇଥିଲେ ଦେଶବାସୀ । ତେବେ ସ୍ୱାଧୀନତା ପଛରେ ଅଛି ଅନେକ ଅଜ୍ଞାତ ଲୋକଙ୍କ ଆତ୍ମବଳୀଦାନ । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ…
Read More...

ପବିତ୍ର ଜନ୍ମାଷ୍ଟମୀ : ଜାଣନ୍ତୁ ଏହାର ତିଥି, ମୁହୂର୍ତ୍ତ, ନିୟମ ଏବଂ ମହତ୍ତ୍ୱ

ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଯାଉଛି ପବିତ୍ର ଜନ୍ମାଷ୍ଟମୀ । ଏହି ଦିନରେ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠକୁ ଅବତରଣ କରିଥିଲେ । ଦେବକୀ ଓ ବସୁଦେବଙ୍କ ଅଷ୍ଟମ ସନ୍ତାନ ଭାବେ ମହାରାଜା କଂସଙ୍କ କାରଗାରରେ ଜନ୍ମ ନେଇଥିଲେ ଭଗବାନ ଶ୍ରୀକୃଷ୍ଣ । ପୃଥିବୀ ପୃଷ୍ଠରୁ ପାପର ଭାର କମାଇବା ପାଇଁ ଏବଂ…
Read More...

ଖୁବ୍ ଶୀଘ୍ର ଆପଣଙ୍କ କଲ୍ ରେଟ୍ ହେବ ଶସ୍ତା !

ଭାରତୀୟ ଦୂରସଂଚାର ବିନିୟାମକ ପ୍ରାଧିକରଣ (ଟ୍ରାଇ) ଖୁବ୍ ଶୀଘ୍ର ଗ୍ରାହକମାନଙ୍କୁ ଶସ୍ତା କଲିଂ ଭେଟି ଦେବାକୁ ଯାଉଛି । ଟ୍ରାଇ ମୋବାଇଲ୍ ଅପରେଟର୍ସଙ୍କ ସହ ସଂଯୁକ୍ତ କଲିଂ ପାଇଁ ଦିଆ ଯାଇଥିବା ତଥା ପୂର୍ବ ନିର୍ଦ୍ଧାରିତ ଶୁଳ୍କରେ କିଛି ପରିବର୍ତ୍ତନ ଆଣିବାକୁ ଯାଉଛି । ତେବେ ଇଂଟରକନେକ୍ଟ ୟୁଜର…
Read More...

ପୃଥିବୀ ଆଡକୁ ମାଡି ଆସୁଛି କ୍ଷୁଦ୍ରଗ୍ରହ : ସୁରକ୍ଷିତ ଭାବେ ଅତିକ୍ରମ କରିବ ନା ବିପଦ ଆଣିବ ? ଜାଣନ୍ତୁ ଏହି ରିପୋର୍ଟରୁ

କନକ ବ୍ୟୁରୋ: ଦ୍ରୁତଗତିରେ ପୃଥିବୀ ଆଡକୁ ମାଡି ଆସୁଛି କ୍ଷୁଦ୍ରଗ୍ରହ । ଅକ୍ଟୋବରରେ ପୃଥିବୀର ନିକଟତର ହୋଇ ଅତିକ୍ରମ କରିପାରେ ଏହି କ୍ଷୁଦ୍ରଗ୍ରହ । କିନ୍ତୁ ଏହି ଦୂରତ୍ୱ କେତେ ହେବ ତାହା ଆକଳନ କରିବା ସମ୍ଭବ ହୋଇନଥିବା କହିଛନ୍ତି ଜ୍ୟୋତିର୍ବିଦ୍ । ଚନ୍ଦ୍ରକକ୍ଷର ନିକଟତର ହେବା ସହ ପୃଥିବୀ…
Read More...

ବୃତ୍ତି ନୁହେଁ ନିଶା ! ୩୦ ବର୍ଷ ହେବ ବିଶାଳ ପନିପରିବା ଚାଷ କରି ସୃଷ୍ଟି କରିଛନ୍ତି ୱର୍ଲ୍ଡ ରେକର୍ଡ

କନକ ବ୍ୟୁରୋ : ବିଶ୍ୱରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଭିନ୍ନ ଓ ନିଆରା କାମ କରିବାକୁ ପସନ୍ଦ କରନ୍ତି । ସେମିତି ଜଣେ ନିଆରା ବକ୍ତି ହେଉଛନ୍ତି ୟୁକେର ଏକ ଛୋଟିଆ ଗାଁ ଲାନହାରିର ବାସିନ୍ଦା ଫିଲିପ୍ସ ଭାୱେଲ୍ । ଫିଲିପ୍ସ, ୩୦ ବର୍ଷ ହେବ ବିଶାଳ ପନିପରିବା ଚାଷ କରି ସୃଷ୍ଟି କରିଛନ୍ତି…
Read More...

ଜିଓକୁ ମାତ୍ ଦେବାକୁ ଏୟାରସେଲର ଧମାକାଦାର ଅଫର୍ ! ପ୍ରତିଦିନ ୨ଜିବି ଡାଟା ସହ ମିଳିବ ଅସୀମିତ ଭଏସ୍ କଲ୍

କନକ ବ୍ୟୁରୋ : ଟକ୍କର ପାଇଁ ଅଫର୍ । ରିଲାଏନ୍ସ କିଓର ପତ୍ତା କାଟିବାକୁ ଏୟାରସେଲ୍ ଆଣିଲା ଦମଦାର୍ ପ୍ଲାନ୍ । ଜିଓର ୩୯୯ ପ୍ଲାନକୁ ଜବରଦସ୍ତ ଟକ୍କର ଦେବ ଏୟାରସେଲର ଏହି ମନଲୋଭା ଅଫର୍ । ଏୟାରସେଲର ଏହି ନୂଆ ପ୍ଲାନ୍ ଅନୁଯାୟୀ ଗ୍ରାହକ ୮୪ ଦିନ ବୈଧତା ସହ ପ୍ରତିଦିନ ପାଇପାରିବେ ୨ ଜିବି ଡାଟା …
Read More...

୭୦ ବର୍ଷର ୭୦ ସ୍ମରଣୀୟ ଦିବସ ! ଯାହା ବନିଯାଇଛି ସ୍ୱାଧୀନ ଭାରତର ଇତିହାସ

କନକ ବ୍ୟୁରୋ : ଭାରତ ସ୍ୱାଧୀନତା ପାଇବାର ୭୦ ବର୍ଷ ପୁରା ହେଉଛି । ଏହି ସମୟ ଭିତରେ ଦେଶ ଅନେକ ଉତ୍ଥାନ ପତନର ସାମ୍ନା କରିଛି । କେବେ ଯୁଦ୍ଧରେ ନିଜର ପରାକ୍ରମ ଦେଖାଇଛି ତ ପୁଣି କେବେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ରର ପରୀକ୍ଷଣ କରି ଚକିତ କରିଛି ସାରା ବିଶ୍ୱକୁ । ରାଜନୀତି,…
Read More...