Browsing Category

ସ୍ପେଶାଲ୍ ରିପୋର୍ଟ

ପୌର ଭୋଟ୍ ପାଇଁ ନବୀନଙ୍କ ପ୍ରସ୍ତୁତି ! ବର୍ଷେ ଭୁବନେଶ୍ୱରରେ ରହିବ ହେଲିକପ୍ଟର, ଉଡିବେ ଭିଆଇପି/ଭିଭିଆଇପି

ହେଲିକପ୍ଟରରେ ଉଡିବେ ସରକାରୀ ବାବୁ ଓ ନେତା । ଭିଆଇପି ଓ ଭିଭିଆଇପିଙ୍କ ସେବାରେ ୨୪ ଘଂଟା ରହିବ ହେଲିକପ୍ଟର । ପ୍ରଶାସନିକ ଅଧିକାରୀ ଓ ନେତା ମନ୍ତ୍ରୀ ଏହି ହେଲିକପ୍ଟରରେ ରାଜ୍ୟର ବିଭିନ୍ନ ଅଂଚଳ ଗସ୍ତ କରିବେ । ଏଥିପାଇଁ ରାଜ୍ୟ ସରକାର ଭଡା ସୂତ୍ରରେ ବର୍ଷେ ପାଇଁ ଆଣିଛନ୍ତି ହେଲିକପ୍ଟର୍ ।…
Read More...

ଅଫିସ କିମ୍ବା ମଲରେ ଥିବା ଟୟଲେଟର ଦରଜା ତଳୁ ଖୋଲା କାହିିଁକି ଥାଏ ?

ଟୟଲେଟ ନେଇ ଏବେ ଦେଶ ସାରା ହଙ୍ଗାମା । ସରକାର ଟୟଲେଟ ପଛରେ ପଡ଼ିଛନ୍ତି । ଟଙ୍କା ନିଅ ପଛେ ଟୟଲେଟ ବା ପାଇଖାନା ତିଆରି କର ବୋଲି ସରକାର ଲୋକଙ୍କୁ ସଚେତନ କରାଉଛନ୍ତି । କେବଳ ଏତିକି ନୁହଁ ଟୟଲେଟ ଉପରେ ଏକ ସିନେମା ମଧ୍ୟ ଆସୁଛି । ଟୟଲେଟ ନଥିଲେ ନବବିବାହିତା ଶ୍ୱଶୁର ଘର ଛାଡ଼ି ଯିବାର ଖବର ମଧ୍ୟ…
Read More...

ବଦଳିଯାଇଛି ବିଜେପି ! ସମୟ ଥିଲା ଗୋଟିଏ ଭୋଟ୍ ପାଇଁ ଭାଙ୍ଗିଥିଲା ସରକାର , ଆଜି ଶାହା ସାଜିଛନ୍ତି ସୁଲତାନ୍

ମଙ୍ଗଳବାର ପାର୍ଟି ପ୍ରମୁଖ ଭାବରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ନିଜର ତିନି ବର୍ଷ ପୁରା କରିଛନ୍ତି । ଆଉ ଏହି ଅବସରରେ ଗୁଜୁରାଟ ବିଧାୟକ ତାଙ୍କୁ ରାଜ୍ୟସଭା ପଠାଇ ଏକ ବଡ ଉପହାର ଦେଇଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅମିତ୍ ଶାହାଙ୍କୁ ଏନେଇ ଶୁଭେଚ୍ଛା ଜଣାଇଛନ୍ତି ।…
Read More...

ଭାରତ ଛାଡ଼ ଆନ୍ଦୋଳନକୁ ୭୫ ବର୍ଷ ! ଲୋକସଭାରେ ମୋଦି କହିଲେ, ରାଜନୀତିର ଉର୍ଦ୍ଧ୍ୱରେ ରାଷ୍ଟ୍ରନୀତି

ଦେଶର ସ୍ୱାଧୀନତା ପାଇଁ ୧୯୪୨ ମସିହାରେ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନକୁ ୭୫ ବର୍ଷ ପୁରିଲା । ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ କହିଛନ୍ତି, ବିଗତ ଦିନର ପ୍ରେରଣାଦାୟୀ ଘଟଣାକୁ ମନେପକାଇଲେ ମନ ଦୃଢ଼ ହେବା ସହ ସାହସ ମିଳେ । ଏହାଛଡ଼ା ମୋଦି କହିଛନ୍ତି, ଭାରତ ଛାଡ଼…
Read More...

ଭୋଡାଫୋନର ସୁପରଆୱାର୍ ଅଫର୍ ! ୭ଟଙ୍କାରେ ପାଇବେ ଅସୀମିତ ଭଏସ୍ କଲ୍

ଜିଓକୁ ଟକ୍କର ଦେବା ପାଇଁ ଅନ୍ୟ ଟେଲିକମ୍ କମ୍ପାନୀ ଗୋଟିଏ ପରେ ଗୋଟିଏ ନୂଆ ପ୍ଲାନ୍ ଆଣିବାରେ ବ୍ୟସ୍ତ । ଏବେ ଭୋଡାଫୋନ୍ ନିଜ ଗ୍ରାହକମାନଙ୍କ ପାଇଁ ଆଣିଦେଇଛି ଏକ ମନଲୋଭା ଅଫର୍ । ଏହି ଅଫର୍ ଉଭୟ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ । ଭୋଡାଫୋନର ଏହି ଅଫର୍ ନାଁ ହେଉଛି ‘ସୁପର…
Read More...

ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ୍ ! ଶୀଘ୍ର ସାରିଦିଅନ୍ତୁ ସମସ୍ତ ଜରୁରୀ କାମ

ଲଗାତାର ୪ ଦିନ ବନ୍ଦ ରହିବ ସମସ୍ତ ବ୍ୟାଙ୍କ୍ । ତେଣୁ ଯଦି ଆପଣଙ୍କ କିଛି ଗୁରୁତ୍ୱପୂର୍ଣ୍ଣ କାମ ରହିଛି ତେବେ ଶୀଘ୍ର ସାରିଦିଅନ୍ତୁ । କାରଣ ଅଗଷ୍ଟ ୧୨ରୁ ୧୫ ଯାଏଁ ୪ଦିନ ସମସ୍ତ ବ୍ୟାଙ୍କ୍ ବନ୍ଦ ରହିବ । ଅଗଷ୍ଟ୧୨ରେ ମାସର ଦ୍ୱିତୀୟ ଶନିବାର ହୋଇଥିବା ବେଳେ ୧୩ ତାରିଖ ହେଉଛି ରବିବାର ।…
Read More...

ଚୀନ ସହ ଭାରତର ଯୁଦ୍ଧ ଆଶଙ୍କା ! କେନ୍ଦ୍ର ଠାରୁ ରକ୍ଷାମନ୍ତ୍ରାଳୟ ଦାବି କଲା ୨୦ ହଜାର କୋଟିରୁ ଅଧିକ ଟଙ୍କା

ଚୀନ ଓ ଭାରତ ମଧ୍ୟରେ ଚାଲୁଥିବା ସୀମା ବିବାଦ ମଧ୍ୟରେ ରକ୍ଷା ମନ୍ତ୍ରାଳୟ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ପାଇଁ କେନ୍ଦ୍ର ଠାରୁ ୨୦ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଦାବି କରିଛି । ଡୋକାଲାମ ବିବାଦକୁ ୮ ସପ୍ତାହ ପୁରଣ ହୋଇ ଯାଇଛି ଏବଂ ଏହି ସମୟରେ ଦାବି କରିଛି ରକ୍ଷା ମନ୍ତ୍ରାଳୟ । ଏନେଇ…
Read More...

ସ୍କୁଲରେ ଯୋଗ ବାଧ୍ୟତାମୂଳକ ଆବେଦନକୁ ସୁପ୍ରିମ କୋର୍ଟଙ୍କ ଅଗ୍ରାହ୍ୟ !

ଦେଶର ସମସ୍ତ ସ୍କୁଲରେ ରାଷ୍ଟ୍ରୀୟ ଯୋଗ ନୀତି ପ୍ରଣୟନ ଓ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯୋଗକୁ ବାଧ୍ୟତାମୂଳକ କରିବାକୁ ହୋଇଥିବା ଆବେଦନକୁ ଆଜି ସୁପ୍ରିମ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟିସ ମଦନ ବି ଲୋକୁର ଓ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି…
Read More...

୨୦୩୦ ସୁଦ୍ଧା କେବଳ ଚାଲିବ ବିଦ୍ୟୁତ୍‌ କାର୍‌ ! ପ୍ରଥମେ ହଟିବ ଡିଜେଲ୍‌ କାର୍‌

ବିଦ୍ୟୁତ୍‌ କାର୍‌ ନିମନ୍ତେ ପଥ ପରିଷ୍କାର କରିବା ପାଇଁ ପ୍ରଥମେ ଡିଜେଲ୍‌ କାର୍‌ଗୁଡ଼ିକୁ ରାସ୍ତାରୁ ପ୍ରତ୍ୟାହାର କରାଯିବ । ବିଶ୍ୱର ଅନେକ ରାଷ୍ଟ୍ର ଡିଜେଲ୍‌ କାର୍‌ ଉପରେ କଟକଣା ଜାରି କରିବା ବିଷୟରେ ଘୋଷଣା କରିଛନ୍ତି । ସେଥିପାଇଁ ଭିନ୍ନ ଭିନ୍ନ ସମୟ ସୀମା ଧାର୍ଯ୍ୟ କରିଛନ୍ତି । ୨୦୨୫…
Read More...

ଆମେରିକାରୁ ଫେରିଲେ ମା’ର କଙ୍କାଳ ଦେଖିଲେ ! ଏକ ହୃଦୟବିଦାରକ କାହାଣୀ

ଉଜ୍ଜଳ ଭବିଷ୍ୟତ ପାଇଁ ବାପାମା’ସେମାନଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ଦେଇଥାନ୍ତି । କିନ୍ତୁ ଏହି ଉଚ୍ଚଶିକ୍ଷା ଲାଭ କରି ପିଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ତ ଉଚ୍ଚ ହୋଇଯାଏ ସତ ହେଲେ ସେମାନେ ଶିକ୍ଷିତ ହୋଇପାରନ୍ତି ନାହିଁ । ଯେଉଁ ଜନ୍ମକଲା ବାପାମା’ଙ୍କ ପାଇଁ ଉପରକୁ ଯାଇଥାନ୍ତି ସେହିମାନଙ୍କୁ…
Read More...