Browsing Category

ସ୍ପେଶାଲ୍ ରିପୋର୍ଟ

ଫେସବୁକର ନୂଆ ଭିଡିଓ ପ୍ଲାଟଫର୍ମ ! ‘ୱାଚ୍’ ଫିଚର ଜାରି କରି ଫେସବୁକ୍ ୟୁଟ୍ୟୁବକୁ ଦେଲା ଟକ୍କର

ଲୋକପ୍ରିୟ ସୋସିଆଲ ମିଡିଆ ଫେସବୁକ୍ ଏବେ ସମସ୍ତଙ୍କୁ କରିଛି କିମିଆ । ଛୋଟ ଠାରୁ ବଡ ସମସ୍ତେ ଫେସବୁକରେ ପାଗଳ । ଏହି ଚର୍ଚ୍ଚିତ ସୋସିଆଲ ମିଡିଆ ଏବେ ଏକ ନୂଆ ଭିଡିଓ ପ୍ଲାଟଫର୍ମ ଲଂଚ କରିଛି । ବର୍ତ୍ତମାନ ପାଇଁ ଏହା ଛୋଟ ଗ୍ରୁପ ପାଇଁ ଉଦ୍ଦିଷ୍ଟ ରହିଛି । ଏହା ସାଧାରଣ ଭିଡିଓ ଫିଚର ଠାରୁ…
Read More...

ଏମିତି ଏକ ପରିବାର , ଯେଉଁଠି ସମସ୍ତେ ପିନ୍ଧୁଛନ୍ତି ହେଲମେଟ୍ !

ଆମେରିକାର ଅଛି ଏମିତି ଏକ ପରିବାର , ଯେଉଁଠି ପରିବାରର ସବୁ ସଦସ୍ୟ ପିନ୍ଧୁଛନ୍ତି ହେଲମେଟ୍ । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଟେକ୍ସାସରେ ରହୁଥିବା ଗ୍ୟାରି ଗୁଟରେଜଙ୍କ ପରିବାର ଏଭଳି କାମ କରୁଛନ୍ତି । ସେମାନଙ୍କର ଅଜବ ପ୍ରକାରର ବେଶଭୂଷା ମଧ୍ୟ ପଡୋଶୀଙ୍କୁ ଚକିତ କରିଛି । କାହିଁକି…
Read More...

ଦ୍ରୁତ ଗତିରେ ଲୋକପ୍ରିୟ ହେବାରେ ଲାଗିଛି ଏହି ଆପ୍ ! କିନ୍ତୁ ବିପଦର ସମ୍ଭାବନା ଅଧିକ

ଫେସବୁକ୍ ମେସେଂଜର ଏବଂ ହ୍ୱାଟସଆପର ନିଦ ହଜାଇ ଦେବା ଭଳି ଏବେ ଏକ ଆପ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯାହାର ନାଁ ରହିଛି ‘ସରାହ’ । ସାଉଦି ଆରବର ସଫ୍ଟଓୟାର ଡେଭଲପରମାନେ ଏହି ଆପଟିକୁ ବିକଶିତ କରିଛନ୍ତି । ଯାହାର ରେଜିଷ୍ଟର ଆମେରିକାରେ କରାଯାଇଛି । ଇଂଟରନେଟ୍ ଜଗତରେ ଏହି…
Read More...

ସ୍ମୃତି ଇରାନୀଙ୍କ ଖୋଲା ଚିଠି ! ପ୍ରଧାନମନ୍ତ୍ରୀ ମୋଦି ଦେଶ ପାଇଁ ଚିନ୍ତା କରୁଥିବାବେଳେ ସୋନିଆ କରନ୍ତି ନିଜ ପରିବାରର…

ସ୍ମୃତି ଇରାନୀଙ୍କ ଟାଗେର୍ଟରେ କଂଗ୍ରେସ ମହାମହିମ ସୋନିଆ ଗାନ୍ଧୀ । ସୂଚନା ମୁତାବତ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏକ ଚିଠି ଲେଖି ସେଥିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି । ତାଙ୍କର ଏହି ଚିଠିରେ ସେ ଭାରତଛାଡ ଆନ୍ଦୋଳନର ୭୫ତମ ବାର୍ଷୀକି ପୃର୍ତ୍ତି ଅବସରରେ…
Read More...

ଗାଈ ସେବାରେ ମୋଦି ସରକାର ! ତିଆରି ହେବ ଗାଈ ମନ୍ତ୍ରାଳୟ

ଗାଈ ସେବାରେ ମୋଦି ସରକାର । ମୋଦି ସରକାର ତିଆରି କରିବେ ଗାଈ ମନ୍ତ୍ରାଳୟ । ନିକଟରେ ଗାଈଙ୍କ ପାଇଁ ଏକ ନୂଆ ମନ୍ତ୍ରାଳୟ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି ବୋଲି ଲକ୍ଷ୍ନୌରେ କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଗାଈ ମନ୍ତ୍ରାଳୟ ପାଇଁ ଅନେକ ଅନୁରୋଧ ଆସୁଛି ଏବଂ ଏ ଦିଗରେ…
Read More...

ଏମିତି ବି ବାପା ! ସୋସିଆଲ ମିଡିଆରେ ଚର୍ଚ୍ଚିତ ହେବା ପାଇଁ ୬ମାସର ଝିଅକୁ କୋଠାରୁ ଓଲଟା ଟାଙ୍ଗି ଫଟୋ କଲା ପୋଷ୍ଟ

ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିବା ପାଇଁ କିଛି ବି କରିବାକୁ ପଛାଉନାହାନ୍ତି । କେତେବେଳେ ନିଜ ଜୀବନକୁ ବାଜି ଲଗାଇ ତ ଆଉ କେତେବେଳେ ଅନ୍ୟ କାହା ଜୀବନକୁ ବାଜି ଲଗାଇ ସୋସିଆଲ ମିଡିଆରେ ନାଁ କମାଇବାର ନିଶା ଦେଖିବାକୁ ମିଳିଥାଏ । ଏଭଳି ଏକ ଘଟଣା ଋଷର ସାଇବେରିଆରେ ଘଟିଛି…
Read More...

ଲଞ୍ଚ ହେଲା ଯୋଗ ଗୁରୁ ରାମଦେବଙ୍କ ବୈଦିକ ଟିଭି ! ଘରେ ଘରେ ପହଞ୍ଚାଇବ ବେଦ ଓ ଉପନିଶଦ୍

ଯୋଗ ଗୁରୁ ରାମଦେବ ଲଞ୍ଚ କରିଛନ୍ତି ନିଜର ଏକ ଟିଭି ଚ୍ୟାନେଲ । ଆଧ୍ୟାତ୍ମ ଉପରେ ଆଧାରିତ ବୈଦିକ ଚ୍ୟାନେଲ ଟାଟାସ୍କାଇରେ ପ୍ରସାରିତ କରାଯିବ । ବୁଧବାର ଦିନ ରାମଦେବ ବାବା ସୋସିଆଲ ସାଇଟ ଟ୍ୱିଟର ଜରିଆରେ ଆଧ୍ୟାତ୍ମିକ ଚ୍ୟାନେଲ ଲଞ୍ଚ କରିବାର ସୂଚନା ଦେଇଥିଲେ । ରାମଦେବ ଟ୍ୱିଟରରେ…
Read More...

ଆଜି ବିଜେପି ସଂସଦୀୟ ଦଳ ବୈଠକ ! ସାଂସଦଙ୍କୁ କଡ଼ା ସନ୍ଦେଶ ଦେଇପାରନ୍ତି ମୋଦି

ସଂସଦ ପରିସରରେ ଆଜି ଭାରତୀୟ ଜନତା ପାର୍ଟିର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏହି ବୈଠକରେ ଭାଗ ନେଇ ସମ୍ବୋଧିତ କରିବେ । ଗୁଜରାଟ ରାଜ୍ୟସଭା ନିର୍ବାଚନ ଶେଷ ହେବା ପରେ ଏହା ପ୍ରଥମ ସଂସଦୀୟ ଦଳ ବୈଠକ ।…
Read More...

ବାଳିକା ଶିକ୍ଷା ବାଟବଣା ! ବିଦ୍ୟାଳୟ ବାହାରେ ଅଢ଼େଇ ଲକ୍ଷ ଛାତ୍ରୀ

କନକ ବ୍ୟୁରୋ : ବାଳିକାଙ୍କ ଶିକ୍ଷା ଲାଗି ହେଉଛି ମାଳ ମାଳ ଯୋଜନା । ଜଣେ ବି କେହି ଯେମିତି ଗୁଣାତ୍ମକ ଶିକ୍ଷା ପାଇବାରୁ ବଞ୍ଚିତ ନ ହେବେ, ଅଧାରୁ ବିଦ୍ୟାଳୟ ନ ଛାଡ଼ିବେ ସେଥିପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିବା ସରକାର ଡିଣ୍ଡିମ ପିଟୁଛନ୍ତି । ଆଦିବାସୀ ଝିଅଙ୍କ ଶିକ୍ଷାର ମାନ ବୃଦ୍ଧି…
Read More...

ପି.ଭି.ସିନ୍ଧୁ ହେଲେ ଡେପୁଟି କଲେକ୍ଟର !

ଆନ୍ଧ୍ର ପ୍ରଦେଶ : ପ୍ରସିଦ୍ଧ ମହିଳା ବ୍ୟାଡମିଂଟନ ଖେଳାଳୀ ପି.ଭି.ସିନ୍ଧୁଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା । ବୁଧବାର ଆନ୍ଧ୍ର ପ୍ରଦେଶରେ ଡେପୁଟି କଲେକ୍ଟର ପଦ ସମ୍ଭାଳିଛନ୍ତି ସିନ୍ଧୁ । ଅଲିମ୍ପିକ ଖେଳରେ ରଜତ ପଦକ ବିଜେତା ସିନ୍ଧୁ ଗୋଲାପୁଡିରେ ରାଜ୍ୟ ସଚିବାଳୟରେ କାର୍ଯ୍ୟଭାର ସମ୍ଭାଳିଛନ୍ତି…
Read More...