Browsing Category

ସ୍ପେଶାଲ୍ ରିପୋର୍ଟ

ରେଲୱେ ଷ୍ଟେସନ ନାଁ ଶେଷରେ କାହିଁକି ଲେଖାଯାଇଥାଏ ଜଙ୍କସନ,ଟର୍ମିନାଲ ଓ ସେଂଟ୍ରାଲ ?

ଆପଣ ଜାଣନ୍ତି କି ଜଙ୍କସନ, ଟର୍ମିନାଲ ଓ ସେଂଟ୍ରାଲମାନେ କ’ଣ ? ଏ ଶବ୍ଦ ସବୁ କାହିଁକି ରେଲୱେ ଷ୍ଟେସନରେ ବ୍ୟବହାର କରାଯାଇଥାଏ ? ତେବେ ଯଦି ଜାଣିବା ପାଇଁ ଚାହୁଁଛନ୍ତି ପଢନ୍ତୁ । ରେଲୱେ ଷ୍ଟେସନର ନାଁ’ର ଶେଷରେ ଟର୍ମିନାଲ କାହିଁକି ଲେଖାଯାଇଥାଏ ? ଆଗକୁ ରେଳବାଇ ଟ୍ରାକ ନଥିବାରୁ ଏହା…
Read More...

ଜିଓକୁ ଟକ୍କର ଦେବାକୁ ଏୟାରଟେଲ ଆଣିଲା ୫୬ଜିବିର ଡାଟା ପ୍ଲାନ । ପଢନ୍ତୁ ପୂରା ଡିଟେଲ୍ସ

ଟେଲିକମ୍ ସେକ୍ଟରରେ ବୃଦ୍ଧି ପାଉଥିବା ପ୍ରତିସ୍ପର୍ଦ୍ଧା ମଧ୍ୟରେ ଏୟାରଟେଲ ନିଜର ସ୍ଥିତି ବଜାୟ ରଖିବା ପାଇଁ ପ୍ରତିଦିନ କିଛି ନା କିଛି ଶସ୍ତା ପ୍ଲାନ ଲଂଚ କରିବାରେ ଲାଗିଛି । ଇତି ମଧ୍ୟରେ ଏୟାରଟେଲ ନିଜର ୩୪୯ଟଙ୍କିଆ ଏବଂ ୫୪୯ ଟଙ୍କିଆ ପ୍ରିପେଡ୍ ପ୍ଲାନରେ କରିଛି ଏକ ବଡ ଧରଣର ପରିବର୍ତ୍ତନ ।…
Read More...

ଜଗା ଦୁଆରେ ବିଦେଶୀ ଭିକାରୀ ! କାହିଁକି ବଡଦାଣ୍ଡ ଛାଡି ଯିବାକୁ ଚାହୁଁନାହାନ୍ତି ଋଷିଆ ନାଗରିକ ?

ପୁରୀ ବଡ ଦାଣ୍ଡରେ ବିଦେଶୀ ଭିକାରୀ । ହାତରେ ଜଗତର ନାଥ ଜଗନ୍ନାଥ ଓ ଶ୍ରୀକୃଷ୍ଣଙ୍କ ଫଟୋ । ଗୁଣୁଗୁଣୁ ହୋଇ ଗାଉଛନ୍ତି ଭଜନ । ଗତ ତିନିଦିନ ଧରି ପୁରୀର ବିଭିନ୍ନ ଗଳିରେ ବୁଲୁଛନ୍ତି ଏହି ବିଦେଶୀ ଭିକ୍ଷୁକ । ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି । ଏହି ବିଦେଶୀ ଭିକାରାୀଙ୍କୁ ଦେଖି ଅନେକଙ୍କ…
Read More...

ସାବଧାନ ! ବ୍ୟାଙ୍କରେ ଜମା ରଖିଥିବା ଟଙ୍କାର ହିସାବ ନଦେଲେ ହେବ ୭ବର୍ଷ ଜେଲ

ଇନକମ ଟାକ୍ସ ରିଟର୍ଣ୍ଣ ଫାଇଲ କରିବା ସମୟରେ ଯଦି କୌଣସି ବ୍ୟକ୍ତି ବ୍ୟାଙ୍କରେ ଜମା ରଖିଥିବା ଟଙ୍କାର ସୂଚନା ନଦିଅନ୍ତି ତେବେ ଉକ୍ତ ବ୍ୟକ୍ତି ବିଶେଷଙ୍କୁ ଜେଲର ହାୱା ଖାଇବାକୁ ପଡିବ । ଏକଥା ଆମେ କହୁନାହୁଁ ବରଂ ଆୟକର ବିଭାଗ କଡା ଚେତାବନୀ ଦେଇଛି । ଖାଲି ସେତିକି ନୁହେଁ ଆଇଟି…
Read More...

ଏସବିଆଇ ନିୟମରେ ବଡ ଧରଣର ପରିବର୍ତ୍ତନ । ସମୟ ପୂର୍ବରୁ ହୋଇ ଯାଆନ୍ତୁ ସାବଧାନ୍, ନଚେତ୍ ସାମ୍ନା କରିବାକୁ ପଡିବ ଅନେକ…

ଏସବିଆଇ ନିୟମରେ ବଡ ଧରଣର ପରିବର୍ତ୍ତନ । ସମୟ ପୂର୍ବରୁ ହୋଇ ଯାଆନ୍ତୁ ସାବଧାନ୍, ନଚେତ୍ ସାମ୍ନା କରିବାକୁ ପଡିବ ଅନେକ ଅସୁବିଧା ଯଦି ଆପଣ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ)ର ଗ୍ରାହକ ଅଟନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ବଡ ଖବର । କାରଣ ଏସବିଆଇ ନିଜ ନିୟମରେ କିଛି ପରିବର୍ତ୍ତନ…
Read More...

କେମିତି କରିବେ ନିଯୁକ୍ତିକର୍ତ୍ତାଙ୍କୁ ଆକର୍ଷିତ ! ଇଂଟରଭିୟୁ ସମୟରେ ପାଂଚଟି କଥା ଉପରେ ନିଶ୍ଚୟ ଦିଅନ୍ତୁ ଧ୍ୟାନ

ଚାକିରି ପାଇଁ ପ୍ରଥମ ସ୍ତର ହେଉଛି ଇଂଟରଭିୟୁ ବା ସାକ୍ଷାତକାର । ତେବେ ସାଧାରଣତଃ ଅଧିକାଂଶ ଯୁବକ-ଯୁବତୀମାନେ ଇଂଟରଭିୟୁ ବା ସାକ୍ଷାତକାର କଥା ଶୁଣିଲେ ଭୟଭୀତ ହୋଇପଡନ୍ତି । କାରଣ ଏହାକୁ ନେଇ ସେମାନଙ୍କ ମନରେ ଅନେକ ଶଙ୍କା ସୃଷ୍ଟି ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏସଂପର୍କରେ କିଛି ସହଜ…
Read More...

ଚର୍ଚ୍ଚାରେ ଅନୁଷ୍କାଙ୍କ ‘ବିରାଟ୍’ ସମ୍ପତି ! ଦୁଇ ପ୍ରେମ ପକ୍ଷୀଙ୍କ ବିଶାଳ ବ୍ୟବସାୟ ସାମ୍ରାଜ୍ୟ

ଡିସେମ୍ବର ୧୨ ତାରିଖରେ ଇଟାଲୀର ମିଲାନ୍ ସହରରେ ହୋଇପାରେ ବିରାଟ ଓ ଅନୁଷ୍କାଙ୍କ ବାହାଘର । ଅନୁଷ୍କା ଶର୍ମାଙ୍କ ପ୍ରବକ୍ତା ଏହି ଖବରକୁ ଖଣ୍ଡନ କରିଥିବା ସତ୍ୱେ ବିବାହକୁ ନେଇ ସସପେନ୍ସ ଜାରି ରହିଛି । ବିବାହ ଖବର ସର୍ବାଧିକ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବିରାଟ ଅନୁଷ୍କାଙ୍କ ସମ୍ପତିକୁ…
Read More...

ଯୁବତୀଙ୍କ ମହାନତା ! ନିଜ କ୍ୟାରିୟରକୁ ପଛ କରି ଦୁର୍ଗମ ଅଂଚଳର ପିଲାଙ୍କୁ ଦେଖେଇଲେ ଶିକ୍ଷାର ଆଲୋକ , ପାଲଟିଲେ ଅନେକଙ୍କ…

ସମାଜରେ ଏମିତି କିଛି ମଣିଷ ଥାନ୍ତି ଯେଉଁମାନେ କିଛି ଭିନ୍ନ କରିବାକୁ ଚେଷ୍ଟା କରିଥାନ୍ତି । ନିଜର କ୍ୟାରିୟରକୁ ପଛ କରି ସେମାନେ ସମାଜର ମଙ୍ଗଳ ପାଇଁ ମନପ୍ରାଣ ଢାଳିଦେଇଥାନ୍ତି । ଆଉ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତି । ଏମିତି ଜଣେ ହେଲେ ୨୨ ବର୍ଷୀୟା ଦିପଶିଖା ଛେତ୍ରୀ ।…
Read More...

ବର୍ଷା ହେଲାନି ବାଧକ ! ହକି ବିଶ୍ୱ ଲିଗରେ ମତୁଆଲା ହେଲେ ଦର୍ଶକ

ରାଜଧାନୀ ଭୁବନେଶ୍ୱରରେ ଏବେ ଚାଲିଛି ହକି ବିଶ୍ୱ ଲିଗ୍ । ହକି ଫିଭରରେ ମତୁଆଲା ଲୋକେ । ଲଘୁଚାପ ବର୍ଷା ସତ୍ୱେ କମିନି ଦର୍ଶକଙ୍କ ଭିଡ , ଗ୍ୟାଲେରୀ ଫୁଲ୍ । ଖେଳାଳିଙ୍କୁ ଉତ୍ସାହିତ କରିବାରେ ଉଠୁଛି ପଡୁଛି କଳିଙ୍ଗ ଷ୍ଟାଡିୟମ । ଦୁଇଦିନ ହେଲାଣି ଝିପି ଝିପି ବର୍ଷାରେ ବି ଲୋକଙ୍କର ଖେଳ…
Read More...

ପାହାଡ ଖୋଲରୁ ପାଠଶାଳା! ଡଙ୍ଗରିଆ କନ୍ଧଙ୍କ ବଦଳୁଥିବା ଜୀବନଶୈଳୀ । ଜଙ୍ଗଲରେ ସୀମିତ ନୁହେଁ ସ୍ୱପ୍ନ, ଖୋଲା ଆକାଶରେ…

କନକ ବ୍ୟୁରୋ : ବିକାଶ ଯାହାଙ୍କ ପାଇଁ ସପନ । ସେମାନଙ୍କୁ ମୁହଁରେ ଏବେ ଆସିଛି ହସ । ଯେଉଁଠାରେ ପାଠ ପଢିବା ଦିବାସ୍ୱପ୍ନ ପାଲଟିଯାଏ ଏବଂ ବଂଚିବା ପାଇଁ ଜୀବନ ସହ ଅହରହ ସଂଘର୍ଷ କରିବାକୁ ପଡେ ସେହିଭଳି ସ୍ଥାନରେ ରହି ସଫଳତା ପାଇବା ଯେ କେତେ କଷ୍ଟକର ତାହା ଦର୍ଶାଇଛନ୍ତି ନିୟମଗିରିରେ ପାହାଡ…
Read More...