Browsing Category

ସ୍ପେଶାଲ୍ ରିପୋର୍ଟ

ଝାଡଖଣ୍ଡ ପାକୁଡରେ ଚୁମ୍ବନ ପ୍ରତିଯୋଗିତାକୁ ନେଇ ରାଜନୀତି ଜୋର ! ଜେଏମଏମ ବିଧାୟକ ସାଇମନ ମାରାଣ୍ଡିଙ୍କୁ ଘେରିଲା…

ଭାରତରେ ଚୁମ୍ବନ ପ୍ରତିଯୋଗିତା । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । କିନ୍ତୁ ଝାଡଖଂଡରେ ହୋଇଛି ଚୁ୍ମ୍ବନ ପ୍ରତିଯୋଗିତା । ଆଉ ଏହାକୁ ନେଇ ବି ରାଜନୀତି ଜୋର ଧରିଲାଣି । ଏହି ପ୍ରସଙ୍ଗରେ ଜେଏମଏମ ବିଧାୟକ ସାଇମନ ମାରାଣ୍ଡିଙ୍କୁ ଘେରିଛି ବିଜେପି । ରାଜଧାନୀ ରାଞ୍ଚିଠାରୁ ୩୨୧ କିଲୋମିଟର…
Read More...

ଭିନ୍ନ ଏକ ମନ୍ଦିର ! ଏଠି ପ୍ରେମୀଯୁଗଳଙ୍କୁ ମିଳେ ସୁରକ୍ଷା । ପୋଲିସକୁ ବି ମନ୍ଦିର ମନା ।

ବିଭିନ୍ନତା ମଧ୍ୟରେ ଏକତା ହେଉଛି ଭାରତର ସ୍ୱତନ୍ତ୍ରତା । ଏଠି ନାନାଧର୍ମର ଲୋକେ ଭାତୃତ୍ୱ ଭାବନା ନେଇ ରହିଥାନ୍ତି । ଏହାର କଳା, ସଂସ୍କୃତ ଅନ୍ୟ ଦେଶମାନଙ୍କ ଠାରୁ ଅଲଗା । କାହିଁ କେଉଁ କାଳରୁ ଆଉ ଆମ ଦେଶରେ ଭରି ରହିଛି ଅନେକ ମନ୍ଦିର । ତେବେ ହିମାଚଳ ପ୍ରଦେଶରେ ଏମିତି ଏକ ମନ୍ଦିର ରହିଛି…
Read More...

ସାମ୍ନାକୁ ଆସିଲେ ରିୟଲ ‘ମିଷ୍ଟର ଇଣ୍ଡିଆ’! କାହାକୁ ଧରି ହେଇଯାଉଛନ୍ତି ଅଦୃଶ୍ୟ ?

ଆଜି ବି ଲୋକମାନେ ବଲିଉଡ ଅଭିନେତା ଅନିଲ କାପୁରଙ୍କ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ରେ ମ୍ୟାଜିକ ଘଂଟାକୁ ମନେପକାଉଛନ୍ତି । କିନ୍ତୁ ଚୀନରେ ଜଣେ ନାଗରିକ ଫିଲ୍ମର କାହାଣୀକୁ ନିଜ ଜୀବନରେ ଲଗାଇଛନ୍ତି । ସେ ଏପରି ଏକ ପୋଷାକ ତିଆରି କରିଛନ୍ତି ଯାହା ଧରିଲେ କିଛି ସମୟ ପାଇଁ ଅଦୃଶ୍ୟ ହୋଇଯିବେ । ଏହା…
Read More...

କେଉଁଠି ବ୍ୟବହାର ହୋଇଛି ଆପଣଙ୍କ ଆଧାରକାର୍ଡ ! ଜାଣିବା ପାଇଁ ଆପଣାନ୍ତୁ କିଛି ସରଳ ଟିପ୍ସ

ଡିଜଟାଲ ହେଉଛି ଭାରତ ! ଏବେ ପ୍ରତ୍ୟେକ କ୍ଷେତ୍ରରେ ଆଧାରକାର୍ଡ ନିତାନ୍ତ ଆବଶ୍ୟକ । ମୋବାଇଲ ସିମ ଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ ସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏବେ ଆଧାରାକାର୍ଡ ଲିଙ୍କର ଆବଶ୍ୟକତା ପଡୁଛି । ଅଧିକାଂଶ ସରକାରୀ କାମରେ ଆଧାରକାର୍ଡକୁ ଡକ୍ୟୁମେଣ୍ଟ ଭାବେ ବ୍ୟବହାର…
Read More...

ବ୍ୟାଙ୍କ ଖାତାରେ କ୍ୟାସ ଜମା କରିବା ଉପରେ ଦେବାକୁ ପଡିଥାଏ ଟାକ୍ସ, ଜାଣନ୍ତୁ କଣ ରହିଛି ନିୟମ

ଇନକମ ଟାକ୍ସ ରିଟର୍ଣ୍ଣ ଫାଇଲ କରିବା ସମୟରେ ଯଦି କୌଣସି ବ୍ୟକ୍ତି ନିଜର ବ୍ୟାଙ୍କ ଖାତାରେ ଜମା ରଖିଥିବା ଟଙ୍କାର ହିସାବ ବା ତଥ୍ୟ ନ ଦିଅନ୍ତି ତେବେ ଉକ୍ତ ବ୍ୟକ୍ତି ବିଶେଷଙ୍କୁ ବଡ ରକମର ଜରିମାନା ଦେବାକୁ ପଡିବ । ତେଣୁ ଆକାଉଂଟରେ ଡିପୋଜିଟ କ୍ୟାସର ସଂପୂର୍ଣ୍ଣ ତଥ୍ୟ ରିଟର୍ଣ୍ଣ ଫାଇଲ କରିବା…
Read More...

ଲୋକଙ୍କ ସୁରକ୍ଷା ନେଇ ଆରବିଆଇର ନୂଆ ଅଭିଯାନ ! ଜାରି କଲା ହେଲ୍ପଲାଇନ୍ ନମ୍ବର, ଗ୍ରାହକଙ୍କୁ ମିଳିବ ଅନେକ ମିଳିବ ଅନେକ…

ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କମାନଙ୍କ ଖାତାରେ ହେଉଥିବା ବିଭିନ୍ନ ପ୍ରକାରର ଗଡବଡି ତଥା ଠକେଇକୁ ଦୃଷ୍ଟିରେ ରଖି ଲୋକଙ୍କୁ ସଚେତନ କରିବା ପାଇଁ ଏସଏମଏସ ଅଭିଯାନ ବା ‘ମିସଡ କଲ ହେଲ୍ପଲାଇନ’ ଅଭିଯାନ ଆରମ୍ଭ କରିଛି । କେନ୍ଦ୍ରୀୟ ବ୍ୟାଙ୍କମାନଙ୍କ ଦ୍ୱାରା ଲୋକଙ୍କ ନିକଟକୁ ପଠାଯଉଥିବା ଏସଏମଏସରେ…
Read More...

ଅବଦୁଲ କଲାମ ପ୍ଲାନେଟୋରିୟମରେ ରେକର୍ଡ । ଛୁଟିଦିନରେ ଛୁଟିଲା ଦର୍ଶକଙ୍କ ସୁଅ । ୨୪ଟି ସୋ’ ଦେଖିଲେ ୩୩୨୦ ଦର୍ଶକ

ଚଳିତ ବର୍ଷ ସେପ୍ଟେମ୍ବର ୨୩ରେ ଉଦଘାଟିତ ରାଜ୍ୟର ଦ୍ୱିତୀୟ ତଥା ପଶ୍ଚିମ ଓଡିଶାର ପ୍ରଥମ ବୁର୍ଲା ସ୍ଥିତ ଡ. ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମରେ ଦର୍ଶକଙ୍କ ସଂଖ୍ୟା ଜମୁଛି । ପିକନିକ ସମୟ ଆରମ୍ଭ ହୋଇଥିବାରୁ ଗତକାଲି ରବିବାରରେ ସଂଖ୍ୟକ ସଂଖ୍ୟକ ଦର୍ଶକ ଦେଖିବାକୁ ମିଳିଥିଲା । ଯାହାକି…
Read More...

ଏଣିକି ରହିବ ନାହିଁ କୌଣସି ବି ସମସ୍ୟା । ଯାତ୍ରୀଙ୍କ ପାଇଁ ରେଳମନ୍ତ୍ରାଳୟ ଭେଟି ଦେଲା ପୁଣି ଏକ ବଡ ସୁବିଧା

ଯାତ୍ରୀମାନଙ୍କର ସୁରକ୍ଷା ଏବଂ ସୁବିଧା ନିମନ୍ତେ ଭାରତୀୟ ରେଳ ମନ୍ତ୍ରାଳୟ ସବୁବେଳେ କିଛି ନା କିଛି ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଥାଏ । ଏହି ପ୍ରରିପେକ୍ଷୀରେ ରେଳ ବିଭାଗ ନିଜର କେତେକ ପ୍ରମୁଖ ଟ୍ରେନଗୁଡିକର ଯାତ୍ରୀଙ୍କ ପାଇଁ ପ୍ରତି ଘଂଟା ‘ଟ୍ରେନ୍ ଆଲର୍ଟ’ ସୁବିଧାର ଆରମ୍ଭ କରିଛି ।…
Read More...

ଓଡିଆ ପୁଅର କମାଲ ! ବିକୁଥିଲେ ସିମ୍ ଏବେ ୬ହଜାର କୋଟିର ମାଲିକ ।

ସିଡିଆଁ ଉହେଁ ମୁବାରକ ହୋ ଜିହେଁ ଛତ ତକ ଜାନା ହେ, ମେରୀ ମଂଜିଲ ତୋ ଆସମାନ ହେ ରାସ୍ତା ମୁଝେ ଖୁଦ ବନାନା ହେ...ଏହି ଉକ୍ତିକୁ ବୁଝିବା ଯେତିକି କଷ୍ଟ, ଏହାକୁ ପାଳନ କରିବା ତା ଠାରୁ ଅଧିକ କଷ୍ଟ । କିନ୍ତୁ ଏହାକୁ ଜଣେ ବ୍ୟକ୍ତି ନିଷ୍ଠାର ସହ ପାଳନ କରିଛନ୍ତି ଆଉ କୋଟିପତି ହୋଇଛନ୍ତି ।…
Read More...

ସେନା ମୋହରେ ଶ୍ରମିକଙ୍କ ପୁଅ । ମା’ ମାଟିର ସୁରକ୍ଷା ପାଇଁ ଛାଡିଲେ ବିଳାସପୂର୍ଣ୍ଣ ଚାକିରୀ

ସବୁ ବାପାଙ୍କ ଭଳି ସେ ବି ପୁଅ ପାଇଁ ସ୍ୱପ୍ନ ଦେଖିଥିଲେ । ଆଉ ଦିନେ କହିଦେଇଥିଲେ ନିଜ ମନକଥା । ଭାରତୀୟ ସେନାରେ ଯୋଗଦେବା ପାଇଁ ବାପାଙ୍କର ଥିବା ଇଚ୍ଛାକୁ ସମ୍ମାନ ଦେଇଥିଲା ପୁଅ। ଆଉ ଯେଉଁଦିନ ପୁଅକୁ ଭାରତୀୟ ସେନା ପୋଷାକରେ ଦେଖିଲେ ସେଦିନ ଆଖିରୁ ଝରିପଡୁଥିବା ଅଶ୍ରୁକୁ ସମ୍ଭାଳିପାରିନଥିଲେ…
Read More...