Browsing Category

ସ୍ପେଶାଲ୍ ରିପୋର୍ଟ

ମଣିଷ କରିଛି ରାମ ସେତୁ! ପୁରାଣ-ଶାସ୍ତ୍ରର କାହାଣୀକୁ ନୂଆ ମୋଡ ଦେଲା ଆମେରିକୀୟ ସାଇନ୍ସ ଚ୍ୟାନେଲ୍

ରାମ ସେତୁ । ପୁରାଣରେ ଏହି ସେତୁ ଯେତିକି ଚର୍ଚ୍ଚା ସୃଷ୍ଟି କରିଛି । ସେତିକି ଚର୍ଚ୍ଚା ସୃଷ୍ଟି ହୋଇଥାଏ, ଏହା ସତ ନା ପୁରାଣ ବର୍ଣିତ ଏକ କାହାଣୀ ବୋଲି । ରାମ ସେତୁ ପ୍ରକୃତିର ଏକ କରିସ୍କା ନା ଏହା ମାନବକୃତ । ବର୍ଷ ବର୍ଷ ଧରି ଚାଲିଥିବା ଏହି ବିତର୍କକୁ ନୂଆ ମୋଡ ଦେଇଛି ଆମେରିକାର ସାଇନ୍ସ…
Read More...

ଦୃଢମନା ଆନନ୍ଦିନୀ ! ଘରୋଇ ହିଂସା ବିରୋଧରେ କରୁଛନ୍ତି ଲଢେଇ

କନକ ବ୍ୟୁରୋ : ୩୭ ବର୍ଷୀୟା ଆନନ୍ଦିନୀ ସାହୁ । ରୁହନ୍ତି କଳହାଣ୍ଡିର ମାଲପଡାରେ । ଆନନ୍ଦିନୀଙ୍କ ଯାତ୍ରା, ଜୀବନ ଜଞ୍ଜାଳରେ ଏକ ସଂଘର୍ଷର ଗାଥା । ଯିଏ ନିଜ ହକ୍ ପାଇଁ ଲଢିଛନ୍ତି । ଘରୋଇ ହିଂସା ବିରୋଧରେ ସ୍ୱର ଉଠାଇଛନ୍ତି । ଆଉ ଜୀବନ ଯୁଦ୍ଧରେ ବିଜୟୀ ହୋଇଛନ୍ତି । ୧୯୯୮ରେ କେସିଙ୍ଗା ବ୍ଳକ୍…
Read More...

ଦୃଷ୍ଟିଶକ୍ତି ହରାଇଥିଲେ ବି ସେ ସକ୍ଷମ ! ଜମିରେ ଫସଲ ଉତ୍ପନ୍ନ କରି କରୁଛନ୍ତି ଜୀବନଯାପନ

ବେରୋଜଗାରୀ ଏବେ ମୁଖ୍ୟ ସମସ୍ୟା ପାଲଟିଛି । ଆପଣ ପୁରା ସ୍ୱାସ୍ଥ୍ୟବାନ୍ ଲୋକ କାମ ନପାଇ ବସି ରହିଥିବାର ଦେଖିଥିବେ ଓ ଶୁଣିଥିବେ ମଧ୍ୟ । ସେମାନେ ନିଜର କର୍ମକୁ ନିନ୍ଦା କରି ଚିନ୍ତାଗ୍ରସ୍ତ ଥାନ୍ତି । ଏହାକୁ ଦେଖି ଆମକୁ କଷ୍ଟ ହୁଏ । ଆମର ଶିକ୍ଷା ବ୍ୟବସ୍ଥା ଏମିତି ହୋଇଛି କି ଜଣ ମଣିଷକୁ ଏହା…
Read More...

ସାବଧାନ ! ଏଣିକି ଫେସବୁକ୍ କିମ୍ବା ଟୁଇଟର ବ୍ୟବହାର ଉପରେ ଲାଗିବ ଜରିମାନା

ସୋସିଆଲ ମିଡିଆ ୱେବସାଇଟ୍ ଯଥା ଫେସବୁକ ଏବଂ ଟୁଇଟରରେ ପାଖାପାଖି ୨୦ ମିଲିୟନ ବ୍ରିଟିଶ ପାଉଣ୍ଡର ଫାଇନ ଲାଗିବାର ସମ୍ଭାବନା ରହିଛି । ଜାତୀୟ ଗଣମାଧ୍ୟମ ଦ ସନରେ ପ୍ରକାଶତି ଖବର ମୁତାବକ, ଯଦି ଫେସବୁ୍କ ଏବଂ ଟୁଇଟର ସାଇବର କ୍ରାଇମ ରୋକିବାରେ  ଅସଫଳ ହୁଅନ୍ତି ତେବେ ଏହି ସମସ୍ତ କଂପାନୀମାନଙ୍କୁ…
Read More...

ଓଡିଶାର ଗୌରବ ବଢାଇଲେ ଜୟନ୍ତି ! ଏସିଆନ୍ ୟୁଥ୍ ପାରା ଗେମସରେ ୧୦୦ମିଟର ଦୌଡରେ ଜିତିଲେ ରୌପ୍ୟ ପଦକ

କୁହାଯାଏ ଦୃଢ ଇଚ୍ଛା ଶକ୍ତିଥିଲେ ସବୁ ସମ୍ଭବ । ଏହାକୁ ସତ ପ୍ରମାଣିତ କରିଛନ୍ତି ଓଡିଶାର ଏହି ଯୁବତୀ । ପାରା ଆଥଲେଟ୍ ଜୟନ୍ତି ବେହେରା ଦୁବାଇରେ ହୋଇଥିବା ଏସିଆନ ୟୁଥ ପାରା ଗେମସରେ ୧୦୦ମିଟର ଦୌଡରେ ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଜୟନ୍ତି ୧୩.୪୮ ସେକେଣ୍ଡ ସହ ଦ୍ୱିତୀୟ…
Read More...

ରେଳ କର୍ମଚାରୀଙ୍କୁ ଝଟକା ! ଏଣିକି ଭିଆରଏସ ନେଇଥିବା କର୍ମଚାରୀଙ୍କ ପିଲାମାନଙ୍କୁ ଦିଆଯିବନି ନିଯୁକ୍ତି

ରେଳ ମନ୍ତ୍ରାଳୟ ୨୦୦୪ରେ ଆରମ୍ଭ କରିଥିବା ଭିଆରଏସ ସ୍କିମ ଉପରେ ଏବେ ଅଙ୍କୁଶ ଲାଗିଛି । ଏହି ସ୍କିମ ଜରିଆରେ ଭିଆରଏସ ନେଇଥିବା କର୍ମଚାରୀମାନଙ୍କର ପିଲାଙ୍କୁ ଚାକିରି ମିଳିଥାଏ । ଯାହା ଉପରେ ବର୍ତ୍ତମାନ ରୋକ୍ ଲଗାଯାଇଛି । ତେବେ ଭିଆରଏସ ସମ୍ବିଧାନିକ ରୂପରେ ସଠିକ୍ କି ନୁହେଁ , ସେନେଇ…
Read More...

ପେଟ୍ରୋଲ, ଡିଜେଲ କିଣିବା ଉପରେ ମିଳିବ ୫୦ ପ୍ରତିଶତ କ୍ୟାସବ୍ୟାକ୍ ! କିନ୍ତୁ ଗୋଟିଏ ସର୍ତ୍ତରେ

ଡିଜେଲ ଏବଂ ପେଟ୍ରୋଲ ଉପରେ ୫୦ ପ୍ରତିଶତ କ୍ୟାସବ୍ୟାକର ଅଫର ଦିଆଯାଉଛି । ତେବେ ଏଭଳି ଏକ ଦମଦାର ଅଫରକୁ ପେଟିଏମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ଲିମିଡେଟ୍ ମିଳିତ ଭାବେ ଦେଉଛି । ତେଣୁ ଏହି ଅଫରଟିର ଲାଭ ଗ୍ରାହକଙ୍କୁ ଏଚପିର କୌଣସି ବି ପେଟ୍ରୋଲ୍ ପମ୍ପରୁ ଫ୍ୟୁଏଲ କିଣିବା ଉପରେ ମିଳିବ ।…
Read More...

ମାତ୍ର ୧୨ଟଙ୍କା ନିବେଶ କରି ପାଆନ୍ତୁ ୨ ଲକ୍ଷ ଏବଂ ମାସକୁ ୪୨ ଟଙ୍କା ଦେଇ ରିଟାୟରମେଂଟ ପରେ ପେନସନ 

ଭବିଷ୍ୟତ ପାଇଁ ଟଙ୍କା ସଂଚିବା ଏକ ଭଲ କାମ, ହେଲେ ଏହି ସଂଚିତ ଟଙ୍କାକୁ କୌଣସି ବିକଳ୍ପରେ ନିବେଶ କରିବା ତାଠାରୁ ବି ଭଲ କାମ ଅଟେ । ଯାହା କି କୌଣସି ଆପତକାଳୀନ ପରିସ୍ଥିତିକୁ ସାମ୍ନା କରିବାରେ ଆପଣଙ୍କୁ ସହାୟତା କରିପାରେ । ତେଣୁ ଏଥିପାଇଁ ଆପଣଙ୍କୁ ବହୁ ପରିମାଣରେ ଅର୍ଥ ନିବେଶ କରିବାକୁ…
Read More...

ଏସିବିଆଇ, ଏଚଡିଏଫସି, ଆଇସିଆଇସିଆଇ ଏବଂ ଆକ୍ସିସ ବ୍ୟାଙ୍କର ୟୁଜର କିପରି କରିବେ ନିଜ ଆକାଉଂଟ ସହ ଆଧାର ଲିଙ୍କ !…

ଆଧାର ନମ୍ବରକୁ ନିଜର ବ୍ୟାଙ୍କ ଖାତା ସହିତ ଲିଙ୍କ କରିବା ଏବେ ଜରୁରୀ ହୋଇପଡିଛି । ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କ ଖାତାକୁ ଆଧାରସହ ଲିଙ୍କ କରି ନାହାଁନ୍ତି ତେବେ ତୁରନ୍ତ କରିଦିଅନ୍ତୁ । କାରଣ ଯଦି ଆପଣ ଏଭଳି ନକରନ୍ତି ତେବେ ଆଗାମୀ ଦିନରେ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ…
Read More...

ଝାଡଖଣ୍ଡ ପାକୁଡରେ ଚୁମ୍ବନ ପ୍ରତିଯୋଗିତାକୁ ନେଇ ରାଜନୀତି ଜୋର ! ଜେଏମଏମ ବିଧାୟକ ସାଇମନ ମାରାଣ୍ଡିଙ୍କୁ ଘେରିଲା…

ଭାରତରେ ଚୁମ୍ବନ ପ୍ରତିଯୋଗିତା । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । କିନ୍ତୁ ଝାଡଖଂଡରେ ହୋଇଛି ଚୁ୍ମ୍ବନ ପ୍ରତିଯୋଗିତା । ଆଉ ଏହାକୁ ନେଇ ବି ରାଜନୀତି ଜୋର ଧରିଲାଣି । ଏହି ପ୍ରସଙ୍ଗରେ ଜେଏମଏମ ବିଧାୟକ ସାଇମନ ମାରାଣ୍ଡିଙ୍କୁ ଘେରିଛି ବିଜେପି । ରାଜଧାନୀ ରାଞ୍ଚିଠାରୁ ୩୨୧ କିଲୋମିଟର…
Read More...