Browsing Category

ସ୍ପେଶାଲ୍ ରିପୋର୍ଟ

କଂଟେଂଟ ମାର୍କେଟିଂ ଏଜେନ୍ସିର ଚେତାବନୀ: ମାତ୍ର ୩୫୦ ଟଙ୍କାରେ ଡାର୍କ ୱେବରେ ବିକ୍ରି ହେଉଛି ୟୁଜର୍ସଙ୍କ ଫେସବୁକ ଲଗଇନ

ଲୋକଙ୍କୁ ଯଦି ପଚରାଯାଏଁ ଆପଣଙ୍କ ବ୍ୟକ୍ତିଗତ ତଥ୍ୟର ମୂଲ୍ୟ କେତେ? ସମସ୍ତେ କହିବେ ବହୁ ମୂଲ୍ୟବାନ । କିନ୍ତୁ କିଛି ହ୍ୟାକରଙ୍କ ପାଇଁ ଏହି ସବୁ ତଥ୍ୟ କେବଳ ବ୍ୟବସାୟର ଏକ ମାର୍ଗ ମାତ୍ର । ଆପଣଙ୍କୁ ଏଠାରେ କହିରଖୁଛୁ ଆପଣଙ୍କ ଫେସବୁକ ଲଗଇନକୁ ମାତ୍ର ୩୫୦ ଟଙ୍କାରେ ୱେବ ବଜାରରେ ବିକ୍ରିି…
Read More...

ଏଣିକି ଏଟିଏମ କାର୍ଡ କରିବ ନିଜର ସୁରକ୍ଷା ! ଜାଣନ୍ତୁ ଆପଣ ବ୍ୟବହାର କରୁଥିବା ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡରେ…

ଆପଣଙ୍କ ପକେଟରେ ଥିବା ଏଟିଏମ କାର୍ଡରେ ଏଭଳି ଏକ ନୂଆ ଫିଚର ଯୋଡି ହୋଇ ରହିଛି ଯାହା ସଂପର୍କରେ ଆପଣଙ୍କୁ ବୋଧହୁଏ ବେଶି କିଛି ଜଣା ନଥିବ । ଆଉ ଏସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ । ତେବେ ପଢନ୍ତୁ ପୂରା ଏହି ରିପୋର୍ଟ . . . ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତଥା ଏସବିଆଇ ନିଜ…
Read More...

ହୁସିଆର ! ବଜାରକୁ ଆସିଲା ପ୍ଲାଷ୍ଟିକ୍ ଅଟା, ସୋସିଆଲ ମିଡିଆରେ ଘୂରି ବୁଲୁଛି ନକଲି ଅଟାର ଅସଲି ଭିଡିଓ, ଜାଣନ୍ତୁ ଆପଣ…

କିଛି ଦିନ ହେଲା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏକ ଭିଡିଓ କ୍ଲିପ୍ । ଯାହାକି ଅଟା ତଥା ପ୍ଲାଷ୍ଟିକ ଅଟାର ବୋଲି ଜଣାପଡୁଛି ଆଉ ଏହି ଭିଡିଓଟିର ସତ୍ୟତା କେତେ ରହିଛି ସେ ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ । ପ୍ରକୃତ ଘଟଣାଟି ହେଲା, ନିକଟରେ ବିଭିନ୍ନ ସୋସିଆଲ ମିଡିଆରେ…
Read More...

ଦଶମ ପାସ୍ ବେରୋଜଗାରୀଙ୍କ ପାଇଁ ସରକାରୀ ଚାକିରି ! ଆବେଦନ ପାଇଁ ତୁରନ୍ତ ଏଠାରେ କରନ୍ତୁ ଯୋଗାଯୋଗ, ଦେବାକୁ ପଡିବନି…

ଦଶମ ଶ୍ରେଣୀ ପାସ ବେରୋଜଗାରୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର । କାରଣ ସାହିତ୍ୟ ଏକାଡେମୀରେ ଖୋଲିଛି ନିଯୁକ୍ତିର ପସରା । ନିକଟରେ ମଲ୍ଟି ଟାକ୍ସିଂ ଷ୍ଟାଫ୍ ପଦବି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି ଆଉ ସବୁଠାରୁ ବଡ କଥା ହେଲା, ଏଥିପାଇଁ ଆବେଦନକାରୀଙ୍କୁ କୌଣସି ପ୍ରକାରର ଶୁଳ୍କ ଦେବାକୁ…
Read More...

ମା’ର ଋଣ ଅଧାରେ ଅଛି : ୯ ଥର ଗୁଳିର ଶିକାର ହେବାପରେ ମରଣମୁହଁରୁ ଫେରିଆସିଥିବା ଯବାନ ଚେତନ ଚିତାହ

“ମୋ ପରିବାର ଚିନ୍ତାରେ ଥିଲେ , ଧର୍ମପତ୍ନୀଙ୍କ ଆଖିରୁ ଲୁହ ଶୁଖୁନଥିଲା ଡାକ୍ତର କହୁଥିଲେ ସମ୍ପୁର୍ଣ୍ଣ ସୁସ୍ଥ ହେବା ପାଇଁ ବହୁତ ସମୟ ଲାଗିବ କିନ୍ତୁ ହସପିଟାଲ ବେଡରେ ମୋତେ ଭାରତମାତାର ଚିତ୍କାର ଶୁଭୁଥିଲା । ଏମିତି ପ୍ରତୀତ ହେଉଥିଲା ଆହୁରି ଅନେକ କିଛି କରିବାର ଅଛି ।” ଏହିଭଳି କିଛି…
Read More...

ପାଠପଢ଼ା ସହ ମା’ର କର୍ତ୍ତବ୍ୟ କଲେ ଆଫଗାନୀ ମହିଳା ! ଦୁଇ ମାସର ଛୁଆକୁ କୋଳରେ ଧରି ଦେଲେ ପରୀକ୍ଷା

କିଛି କରିବାର ଇଚ୍ଛା ଅଛି ଥିଲେ ଦୁନିଆର କୌଣସି ଶକ୍ତି ଅଟକାଇ ପାରିବ ନାହିଁ । ଦୃଢ଼ ମନୋବଳ ଓ କଠିନ ପରଶ୍ରମ ବଳରେ ସବୁକିଛି ସମ୍ଭବ ହୋଇପାରିବ । ଇଚ୍ଛା ଥିଲେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ହାରିବ ନାହିଁ । ଠିକ ଏପରି ହିଁ ହୋଇଛି ଜଣେ ମହିଳାଙ୍କ କ୍ଷେତ୍ରରେ । ଉକ୍ତ ମହିଳାଙ୍କ ଫଟୋ ଏବେ…
Read More...

ଭାରତରେ ଲଞ୍ଚ ହେଲା Vivo V9 ସ୍ମାର୍ଟଫୋନ୍ ! ଜାଣନ୍ତୁ ଏହାର ମୂଲ୍ୟ ଏବଂ କ’ଣ କ’ଣ ରହିଛି ଫିଚର୍ସ

ଭାରତରେ ଆଜି Vivo V9 ଲଞ୍ଚ କରାଯାଇଛି । ଭାରତରେ ଏହି ସ୍ମାର୍ଟଫୋନର ମୂଲ୍ୟ ୨୨,୯୯୦ ଟଙ୍କା ରଖାଯାଇଛି । ଗ୍ରାହକଙ୍କ ପାଇଁ ଏହି ସ୍ମାର୍ଟଫୋନ ପର୍ଲ ବ୍ଲାକ, ସ୍ୟାମ୍ପେନ ଗୋଲ୍ଡ ଏବଂ ସଫାୟର ବ୍ଲୁ ରଙ୍ଗରେ ଉପଲବ୍ଧ ହେବ । ଏହି ସ୍ମାର୍ଟଫୋନକୁ ମୁମ୍ବାଇରେ ଏକ ଇଭେଣ୍ଟ ସମୟରେ ଲଞ୍ଚ କରାଯାଇଛି ।…
Read More...

ରେଡ଼ିଓ ଚକଲେଟ୍ ତରଫରୁ ସଙ୍ଗୀତପ୍ରେମୀଙ୍କୁ ନୂଆ ଉପହାର ! ରିଲିଜ ହେଲା ଆଉ ଏକ ନୂଆ ଗୀତ ‘ହଜାରେ ହୃଦୟ’

କନକ ବ୍ୟୁରୋ : ସଙ୍ଗୀତପ୍ରେମୀଙ୍କ ପାଇଁ ଖୁସି ଖବର । ଦର୍ଶକଙ୍କୁ ରେଡ଼ିଓ ଚକୋଲେଟର ଆଉ ଏକ ଉପହାର । ରୋଡ଼ିଓ ଚକୋଲେଟ୍ ତିଆରି କରିଛି ଆଉ ଏକ ନୂଆ ଗୀତ । ଦର୍ଶକଙ୍କୁ ଉପହାର ସଦୃଶ ରେଡିଓ ଚକଲେଟ ଆଉ ଏକ ନୂଆ ରୋମାଂଟିକ ଗୀତ ‘ହଜାରେ ହୃଦୟ’ ରିଲିଜ ହୋଇଛି । ଏହି ଗୀତରେ ଲୋକପ୍ରିୟ ଗାୟକ ହ୍ୟୁମାନ୍…
Read More...

କେଉଁ କମ୍ପାନୀ ଦେଉଛି ଶସ୍ତା ଡାଟା ? ଦେଖନ୍ତୁ ଏକ ସ୍ୱତନ୍ତ୍ର ରିପୋର୍ଟ, ଆପଣ ବି ଉଠାଇପାରିବେ ଲାଭ . . . . .

ଭାରତୀୟ ଟେଲିକମ୍ କମ୍ପାନୀ ଗୁଡ଼ି ମଧ୍ୟରେ ଅସିମୀତ ଡାଟାର ନେଇ ଲଢ଼େଇ ଚାଲିଛି । ଟେଲିକମ୍ କମ୍ପାନୀ ଗୁଡ଼ିକ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଅଫରମାନ ଉପସ୍ଥାପନ କରୁଛନ୍ତି । ତେବେ ଆଜି ଆମେ ଏପରି କିଛି ଶସ୍ତା ଡ଼ାଟା ପ୍ଲାନ ବିଷୟରେ ଆଲୋଚନା କରିବା, ଯିଏ ୫୦ ଟଙ୍କା ଭିତରେ…
Read More...

ପ୍ରଥମ ସନ୍ତାନ ଝିଅ ହେଲେ ମିଳିବ ୫୦୦୦ ଟଙ୍କା ! ଜାଣନ୍ତୁ କେଉଁଠି ମିଳିବ ଏହି ଯୋଜନାର ଲାଭ ?

ବେଟି ବଚାଓ, ବେଟି ପଢ଼ାଓ ଯୋଜନା ଯାହାର ଲକ୍ଷ୍ୟ ହେଉଛି ଶିଶୁ କନ୍ୟାର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି, ମହିଳାଙ୍କ କାର୍ୟ୍ୟଦକ୍ଷତା ଏବଂ ସାମଗ୍ରିକ ଅଭିବୃଦ୍ଧି । ଏହି ଯୋଜନା କେନ୍ଦ୍ର ସରକାରଙ୍କ ଏକ ମହତ୍ୱାକାଂକ୍ଷୀ ଯୋଜନା ଅଟେ । ତେବେ କେବଳ ସରକାରଙ୍କ ବ୍ୟତୀତ ଲୋକମାନେ ତଥା ଅନେକ ସରକାରୀ…
Read More...