Browsing Category

ରାଜନୀତି

ଅମାନିଆ ଦାମ ! ବିଜେଡି ବିରୋଧରେ ବର୍ଷିଲେ, କହିଲେ ମୋତେ ନିନ୍ଦିତ କରିଛନ୍ତି ମୁଁ ନିନ୍ଦିତ କରିବି । ।

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖେଇ ଆସୁଛି, ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ନେଇ ଚର୍ଚ୍ଚା ସେତିକି ବଢିବାରେ ଲାଗିଛି । ବିଜେଡିରୁ ବିଦା ହେବା ପରେ ଦାମଙ୍କୁ ଆଗାମୀ ନିର୍ବାଚନରେ କେଉଁ ଭୂମିକାରେ ଦେଖିବାକୁ ମିଳିବ ତାହା ଏବେ ରାଜନୈତିକ ଦୃଶ୍ୟପଟ୍ଟର ବଡ ରହସ୍ୟ ପାଲଟିଛି । ନିର୍ବାଚନ…
Read More...

ସ୍ମୃତି ଇରାନୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ! କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ । ସ୍ମୃତି ଇରାନୀ ଦୁର୍ନୀତିିରେ ଲିପ୍ତ ଅଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ସ୍ମୃତି ଇରାନୀ ସାଂସଦ ନିଧି ଯୋଜନାରେ ଆର୍ଥିକ ଅନିମିତତା କରିଛନ୍ତି । ସେଥିପାଇଁ ତୁରନ୍ତ ଦଳରୁ ଇସ୍ତଫା…
Read More...

ଦେବଗୌଡାଙ୍କ ଉପରେ ପୁଣି ବଂଶବାଦ ରାଜନୀତିର ଅପବାଦ : ବଂଶବାଦ ରାଜନୀତିର ଅଭିଯୋଗକୁ ନେଇ କାନ୍ଦି ପକାଇଲେ ଏଚଡି…

ବଂଶବାଦ ରାଜନୀତି ହେଉଥିବାର ଅଭିଯୋଗକୁ ନେଇ ଖୁବ୍ ପ୍ରତିକ୍ରିୟାଶୀଳ ହୋଇଥିଲେ ଜେଡିଏସ୍ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡ଼ା। ସେ ଗତକାଲି ଏକ କାର୍ଯ୍ୟକ୍ରମରେ ଯୋଗଦେଇ କାନ୍ଦି ପକାଇଥିଲେ। ଏହି ସଭାରେ କେବଳ ଦେବେଗୌଡ଼ା ନୁହଁନ୍ତି, ବରଂ ତାଙ୍କ ବଡ଼ ପୁଅ ଏଚ ଡି ରେବନ୍ନା ଓ…
Read More...

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା ! ବିଜେପିରେ ସାମିଲ ହେଲେ ବରିଷ୍ଠ ନେତା ଟମ୍ ବଡ଼କ୍କନ୍

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ଠିକ୍ ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି । ଦଳର ବରିଷ୍ଠ ନେତା ତଥା କେରଳର ପାର୍ଟିର ପ୍ରବକ୍ତା ଟବ ବଡ଼କ୍କନ ବିଜେପିରେ ସାମିଲ ହୋଇଛନ୍ତି । ମୋ ପାଖରେ କୌଣସି ବିକଳ୍ପ ନଥିଲା ବୋଲି ସେ ପ୍ରକାଶ କରିଛନ୍ତି । । ପୁଲୱାମା ଆକ୍ରମଣ ଘଟଣାକୁ ନେଇ କଂଗ୍ରେସ…
Read More...

ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଲାଞ୍ଚ ଯାଚୁଛି ଶାସକ ଦଳ ! ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗରେ ବିଜେଡ଼ି…

କନକ ବ୍ୟୁରୋ : ରାଜ୍ୟରେ ଶାସକ ଦଳ ଭୋଟ ପାଇଁ ଲାଞ୍ଚ ଯାଚୁଛି ବୋଲି ଅଭିଯୋଗ କରିଛି ବିଜେପି । ବିଜୁ ଜନତା ଦଳ ଖୋଲାଖୋଲି ଭାବେ ଆଦର୍ଶ ଆଚରଣ ବିଧିିର ଉଲ୍ଲଂଘନ କରୁଛି । ଗତକାଲି କଟକ ଜିଲ୍ଲାର ସାଲେପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ତରଫରୁ ନିର୍ବାଚନୀ ସଭା ଆୟୋଜିତ ହୋଇଥିଲା । ସେହି…
Read More...

ଅନନ୍ତଙ୍କୁ ମିଳିଲା ନୂଆ ଦାୟିତ୍ୱ, ଦଳକୁ ଫେରିଲେ ଗୋବିନ୍ଦ! ଉଭୟଙ୍କ ନାଁରେ ମୋହର ମାରିଲେ ନବୀନ

କନକ ବୁରୋ  : ଅବୁଝା ଅନନ୍ତଙ୍କୁ ନୂଆ ଦାୟିତ୍ୱ । ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଦଳରେ ମିଳିଲା ଗୁରୁ ଦାୟିତ୍ୱ । ଖୋଦ୍ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଅନନ୍ତଙ୍କୁ ବିଜେଡିର ରାଜ୍ୟ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ଏହାସହ ପୂର୍ବତନ ମେୟରଙ୍କ ମନ ଖୁସି କରିବାକୁ…
Read More...

ବିଜେଡିରୁ ଇସ୍ତଫା ଦେଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ! ଜାଣନ୍ତୁ ଇସ୍ତଫାପତ୍ରରେ ଲେଖିଲେ କଣ

କନକ ବ୍ୟୁରୋ : ବିଜେଡିରୁ ଇସ୍ତଫା ଦେଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । ଦଳ ଅଣଦେଖା କରିବାରୁ ବଳଭଦ୍ର ବିଜେଡିରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ବଳଭଦ୍ର । ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବଙ୍କୁ ଭେଟି ବଳଭଦ୍ର ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ମୋତେ…
Read More...

ବିଧାନସଭାରେ ଅଧିକ ମହିଳା ପ୍ରାର୍ଥୀ ଦେବା ପାଇଁ ଚିନ୍ତା କରୁଛି ବିଜେଡି ! ନବୀନ କହିଲେ, ଗମ୍ଭୀରତାର ସହ ବିଚାର…

କନକ ବ୍ୟୁରୋ : ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଏପ୍ରିଲ ୧୧ ତାରିଖରେ ଦକ୍ଷିଣ ଓଡିଶାର ବ୍ରହ୍ମପୁର, ନବରଙ୍ଗପୁର ଏବଂ କୋରାପୁଟ ସମେତ ପଶ୍ଚିମ ଓଡିଶାର କଳାହାଣ୍ଡିରେ ମତଦାନ ହେବ । ଏସବୁ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଶିବିରରେ ପ୍ରାର୍ଥୀ ଚୂଡାନ୍ତ ଚାଲିଛି । ନବୀନ…
Read More...

ନବୀନ ନିବାସରେ ଦାମଙ୍କ ପୁଅ ସମ୍ବିତ ରାଉତ ! ବିଜେଡି ଟିକେଟ୍ ନେଇ ସୁପ୍ରିମୋଙ୍କ ସହ କରିପାରନ୍ତି ଆଲୋଚନା, ପାରାଦୀପ…

କନକ ବ୍ୟୁରୋ : ନବୀନ ନିବାସରେ ଟିକେଟ କସରତ । ନବୀନ ନିବାସରେ ପଂହଚିଛନ୍ତି ବିଜେଡିରୁ ନିଲମ୍ବିତ ନେତା ଦାମ ରାଉତଙ୍କ ପୁଅ ସମ୍ବିତ ରାଉତ । ଟିକେଟ୍ ପାଇଁ ନିଜ ଦାବି ଉପସ୍ଥାପନ କରିବାକୁ ସମ୍ବିତ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ପାଖକୁ ଆସିଛନ୍ତି । ପାରାଦୀପ ଆସନରୁ ଲଢିବା ପାଇଁ ସେ…
Read More...

ନବୀନ ନିବାସରେ ଗଞ୍ଜାମର ହେଭିୱେଟ୍ ନେତା ! ପ୍ରଥମ ପର୍ଯ୍ୟାୟ ଟିକେଟ୍ ପାଇଁ ଚାଲିଛି କସରତ ।

କନକ ବ୍ୟୁରୋ : ଦକ୍ଷିଣ ଓଡିଶାରୁ ଆରମ୍ଭ ହେବ ଗଣତନ୍ତ୍ରର ମହାପର୍ବ । ଏପ୍ରିଲ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଏଥିରେ ୪ଟି ଲୋକସଭା କ୍ଷେତ୍ର ଏବଂ ୨୮ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ଆଉ ଏଥିପାଇଁ କାହାକୁ ଟିକେଟ୍ ମିଳିବ ସେନେଇ ଚର୍ଚ୍ଚା ଲାଗି…
Read More...