Browsing Category

ରାଜନୀତି

ମୟୂରଭଞ୍ଜ ପାଇଁ ମହାମନ୍ତ୍ରଣା,ପୁରୁଣା ଯିବେ ନୂଆ ଆସିବେ । ମେଣ୍ଟ ଭରସାରେ କଂଗ୍ରେସ, ବିଜେପି ପାଇଁ ଦିଲ୍ଲୀରୁ…

କନକ ବ୍ୟୁରୋ : ମୟୂରଭଞ୍ଜରେ ହେବ ମହାଲଢେଇ । ମୟୂରଭଞ୍ଜ ଲୋକସଭା ଆସନର ସ୍ଥିତି ଧିରେଧିରେ ସ୍ପଷ୍ଟ ହେବାରେ ଲାଗିଛି। ଏଥର ତ୍ରିମୁଖୀ ଲଢ଼େଇରେ ୪ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ତାକତ ଦେଖାଇବେ। ନୂଆ ଚେହେରା ଓ ନୂଆ ରାଜନୈତିକ ସମୀକରଣ ସହିତ ସବୁ ରାଜନୈତିକ ଦଳ ଆଗକୁ ବଢିବା ଆରମ୍ଭ…
Read More...

କୋରାପୁଟ କୁରୁକ୍ଷେତ୍ରରେ କାହାର ହେବ ରାଜତିଳକ ? ପର ଶିବିରର ସୈନିକ ସାଜିବେ କି ଟ୍ରମ୍ପକାର୍ଡ ?

କନକ ବ୍ୟୁରୋ : କୋରାପୁଟବାସୀଙ୍କ ପାଇଁ ଦିଲ୍ଲୀ ଦରବାରରେ କିଏ ଉଠାଇବ ସ୍ୱର । କାହାକୁ ଭରସା କରିବେ କୋରାପୁଟବାସୀ । ନିର୍ବାଚନ ଯେତିକି ପାଖେଇ ଆସୁଛି କୋରାପୁଟ ଲୋକସଭା ଆସନକୁ ନେଇ ଚର୍ଚ୍ଚା ସେତିକି ବଢିବାରେ ଲାଗିଛି । ସ୍ୱାଧୀନତା ପରେ ପରେ କଂଗ୍ରେସର ଗଡ ଭାବେ ପରିଚିତ ହୋଇ ଆସୁଥିବା…
Read More...

କିଏ ହେବ ସୁନ୍ଦର‘ଗଡ’ର ସମ୍ରାଟ? ପ୍ରଥମ ଥର ପାଇଁ ଶଙ୍ଖ ବାଜିବ ନା ଭାଙ୍ଗି ପଡିଥିବା ହାତ ପୁଣି ଉଠିବ ନା ପଞ୍ଚାୟତ…

କନକ ବ୍ୟୁରୋ : କିଏ ହେବ ସୁନ୍ଦରଗଡର ସମ୍ରାଟ? କାହାକୁ ନିଜର ବିଧାୟକ ଭାବେ ବାଛିବେ ସୁନ୍ଦରଗଡବାସୀ । କଂଗ୍ରେସ ଗଡରେ ଏଣ୍ଟ୍ରି ମାରିବ କି ବିଜେଡି । ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା । ଖାସକରି କଂଗ୍ରେସ ଶିବିରରୁ ଲମ୍ଫ ମାରି ସବୁଜ ଗଡରେ ପୂର୍ବତନ ବିଧାୟକ ଯୋଗେଶ…
Read More...

କାହାର କଟିବ ବିଜେଡି ଟିକେଟ୍, ସୋସିଆଲ୍ ମିଡିଆରେ ଘୁରିବୁଲିଲା ଅଡିଓ କ୍ଲିପ୍? ବିଜେଡି କହିଲା, ଡାର୍ଟି ଟ୍ରିକସ…

କନକ ବ୍ୟୁରୋ :  ବିଜେଡି ଟିକେଟ୍ ନେଇ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏକ ଅଡିଓ କ୍ଲିପକୁ ନେଇ ଚର୍ଚା ଜୋର୍ ଧରିଛି । ଆଜି ବିଜେଡି କହିଛି, ଏହା ଡାର୍ଟି ଟ୍ରିକସ ଡିପାଟମେଂଟର କାମ । ଏପରି ଫେକ୍ ନ୍ୟୁଜ ପ୍ରଚାର କରି ଫାଇଦା ନେବା ପାଇଁ ଚାଲ ଖେଳୁଛି ବିରୋଧୀ । ଏହାରି ଭିତରେ ପାୱାର…
Read More...

କଂଗ୍ରେସ ଟିକେଟ ଖଣ୍ଡିଏ ପାଇଁ…! କଂଗ୍ରେସ ଭବନ ପରେ ଏବେ ପିସିସି ସଭାପତିଙ୍କ ବାସଭବନରେ ଲମ୍ବା ଲାଇନ ଲଗାଉଛନ୍ତି…

କନକ ବ୍ୟୁରୋ : ନିର୍ବାଚନରେ ଟିକେଟ୍ ପାଇଁ କଂଗ୍ରେସରେ ଆଶାୟୀ ପ୍ରାର୍ଥୀଙ୍କ କସରତ୍ । ଟିକେଟ୍ ପାଇଁ ଲାଗୁଛି ଲମ୍ବା ଲାଇନ୍ । ଜଣକ ପରେ ଜଣେ ଆଶାୟୀ ପ୍ରାର୍ଥୀ ଏବଂ ଯୁବ ନେତା, ପିସିସି ମୁଖିଆଙ୍କ ପାଖରେ ପହଁଚି ଟିକେଟ୍ ପାଇଁ ଦାବି ଜଣାଉଛନ୍ତି । ଗତ ୫ ବର୍ଷ ଭିତରେ ଦଳ ପାଇଁ କଣ କରିଛନ୍ତି…
Read More...

ମହିଳା କାର୍ଡ ପରେ ନବୀନଙ୍କ ‘କୃଷକ କାର୍ଡ’ ନେଇ ଅଡ଼ୁଆରେ ବିଜେପି ଓ କଂଗ୍ରେସ : ଚାଷୀ ଭୋଟବ୍ୟାଙ୍କ ହାତେଇବାକୁ…

ଭୁବନେଶ୍ୱର (ସୁବ୍ରତ ଦାସ) : ମହିଳା କାର୍ଡ଼ ପରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମେ ନବୀନ ପଟ୍ଟନାୟକ ଯେଉଁ ‘‘କୃଷକ କାର୍ଡ’’ ଖେଳିଛନ୍ତି, ତାହା ବିରୋଧୀ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟିକୁ ଅଡୁଆରେ ପକାଇଛି ଏବଂ କୃଷିର ବିକାଶକୁ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ କରିବା ଲାଗି ବାଧ୍ୟ…
Read More...

ମୋଦିଙ୍କ ଢ଼ାଂଚାରେ ଧର୍ମେନ୍ଦ୍ରଙ୍କ ଧର୍ମପଦ ଷ୍ଟାଇଲ ! ଓଡିଶାର ଯୁବପିଢ଼ିକୁ ନିଯୁକ୍ତି ଓ ଆତ୍ମନିଯୁକ୍ତିର ପାଠ ପଢ଼ାଇଲେ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଷ୍ଟାଇଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପଦ ବାଣୀ । ଓଡ଼ିଶାର ଯୁବପୀଢ଼ିକୁ ନିଯୁକ୍ତି ସଂପର୍କିତ ସୂଚନା, ବୃତିଗତ ଶିକ୍ଷା ତଥା ଆତ୍ମ ନିଯୁକ୍ତିର ପାଠପଢ଼ାଇଛନ୍ତି ଧର୍ମେନ୍ଦ୍ର । ନୂଆ ଓଡ଼ିଶା ଧର୍ମପଦ ଡାଏଲଗ୍ କାର୍ଯ୍ୟକ୍ରମ…
Read More...

ପାରାଦୀପ ଫାଇଟରେ କିଏ ମାରିବ ବାଜି ! ଦାମ ଲଢିବେ ନା ପୁଅ ପାଇଁ ଚୁପ ରହିବେ? ଜିତିବା ଆଶାରେ ଗୋଟି ଚଳାଉଛନ୍ତି କଂଗ୍ରେସ…

କନକ ବ୍ୟୁରୋ : ରାଜନୈତିକ ତାତି ବଢାଉଛି ପାରାଦୀପ ପଲିଟିକ୍ସ ।ବନ୍ଦର ଏବଂ ଶିଳ୍ପ ପାଇଁ ଗୁରୁତ୍ୱ ରଖୁଥିବା ପାରାଦୀପ, ୨୦୧୯ ସାଧାରଣ ନିର୍ବାଚନରେ କାହା ଦଖଲକୁ ଯିବ? ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ବିଜେଡିରୁ ବିଦା ହେବା ପରେ, ଏବେ ଏ ପ୍ରଶ୍ନ ରାଜନୀତିରେ ରୁଚି ରଖୁଥିବା ପ୍ରତ୍ୟେକ…
Read More...

ଫୋକସ୍ ୨୦୧୯ ! କେବଳ କଂଗ୍ରେସ-ବିଜେପି ଫାଇଟ୍ ନୁହେଁ, ୨୨୧ ଲୋକସଭା ଆସନରେ ହେବାକୁ ଯାଉଛି ତ୍ରିମୁଖୀ ଲଢେଇ । 

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ସେତିକି ଉଷ୍ମତା ବୃଦ୍ଧି ପାଉଛି । କେଉଁ ରଣନୀତି ନେଇ ରାଜନୀତି ମଇଦାନକୁ ଓହ୍ଲାଇବେ, ସେନେଇ ଅଙ୍କ କଷୁଛନ୍ତି ସମସ୍ତ ଦଳ । ତେବେ ଚଳିତ ନିର୍ବାଚନରେ ଦେଶରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡା…
Read More...

ବିଜେପିକୁ କେଜ୍ରିୱାଲଙ୍କ ଟାର୍ଗେଟ ! କହିଲେ, ୪୦ ବଦଳରେ ୪୦୦ଙ୍କୁ ମାର, ତେବେ ଯାଇ ପୁରା ହେବ ପୁଲୱାମାର ବଦଲା ।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ପ୍ରତିଶୋଧର ନିଆଁରେ ଜଳୁଛି ଭାରତ । ଏହି ଘଟଣାକୁ ନେଇ ଲୋକଙ୍କ ମନରେ କୋହ ଯେତିକି, କ୍ରୋଧ ତାଠାରୁ ଅଧିକ । ଆଉ ଏହା ସହ ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଚାଲିଥିବା ଚର୍ଚ୍ଚା ହେଉଛି । ପୁଲୱାମା ଆତଙ୍କୀ ହମଲାକୁ…
Read More...