Browsing Category

ନ୍ୟୁଜ୍

ସଂସାର ଉଜାଡି ଦେଲା ସର୍ବଗୀଳା ନିଆଁ । ବାସହରା ହୋଇଗଲେ ୨୦ ପରିବାର । ପିଲା ଛୁଆଙ୍କୁ ଧରି ସ୍କୁଲ ବାରଣ୍ଡାରେ କାଟିଲେ…

କନକ ବ୍ୟୁରୋ : ଦୁଃଖ ଦେଇଗଲା ଘରପୋଡି । କିଏ ଦରପୋଡା ଘର ଭିତରୁ ନିଜ ଉଜୁଡା ସମ୍ପତ୍ତି ଗୋଟାଉଛି ତ ପୁଣି କିଏ ପାଉଁଶ ତଳୁ ଖୋଜୁଛି ପରିବାରର ହସଖୁସି। ଏଭଳି ଚିତ୍ର ଯାହା ଦେଖିଲେ ଆପଣ ବି ଅନୁଭବ କରିପାରିବେ ଘର ପୋଡି ବିପତ୍ତିର ଦୁଃଖ କେତେ ଭୟଙ୍କର । ଭୟାବହ ଅଗ୍ନିକାଣ୍ଡରେ ସର୍ବସାନ୍ତ…
Read More...

ରାମଗୋପାଳଙ୍କ ବୟାନର ଜବାବ ରଖିଲେ ଅମିତ୍ ଶାହା । ଭୋଟରଙ୍କୁ କହିଲେ, ଟିକେ ଭୁଲ କଲେ ରାମମନ୍ଦିରରେ ଲାଗିଯିବ ବ୍ରାବ୍ରୀ…

କନକ ବ୍ୟୁରୋ : ନିର୍ବାଚନ ବେଳେ ନେତାଙ୍କ ବୟାନବାଜୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । କିଏ ଭୋଟରଙ୍କୁ ପ୍ରତିଶ୍ରୁତିରେ ପୋତି ପକାଉଛି ତ କିଏ ଜାତି ଧର୍ମ ନାମରେ ଭୋଟରଙ୍କୁ ଭୟଭିତ କରାଉଛି । ଏହି କ୍ରମରେ ଆଜି କେନ୍ଦ୍୍ର ଗୃହମନ୍ତ୍ରୀ ଅମିତ୍ ଶାହା ଉତର ପ୍ରଦେଶ ଲକ୍ଷ୍ମୀପୁରରେଏକ ନିର୍ବାଚନୀ…
Read More...

ରାୟଗଡାରେ ରାଜନାଥ ସିଂହଙ୍କ ଦମ୍ଭୋକ୍ତି । କହିଲେ,ବିଜେପି ଯାହା କୁହେ ତାହା କରେ ।ସେପଟେ ଭବାନୀପାଟଣାରେ ପ୍ରଚାରବେଳେ…

କନକବ୍ୟୁରୋ : ପ୍ରଥମେ ଭବାନୀପାଟଣା ପରେ ରାୟଗଡା ରେ ଜନସଭାକୁ ସମ୍ଭୋଧିତ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଜନସଭାକୁ ସମ୍ଭୋଧିତ କରିବା ପରେ ବିରୋଧୀ ଉପରେ ବର୍ଷିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଭବାନୀପାଟଣାରେ କଳାହାଣ୍ଡିକୁ ଅଭାବୀର ଭୂଖଣ୍ଡ କହିବା ସହ ବିଜେପି ସରକାର…
Read More...

ଅତାବିରାରେ ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍ । କହିଲେ, ମିଛ କହିବାରେ ସେମାନେ ମାହିର । ନିର୍ବାଚନ ସମୟରେ ହିଁ…

କନକ ବ୍ୟୁରୋ : ଅତାବିରାରୁ ବିରୋଧୀଙ୍କ ଉପରେ ବର୍ଷିଲେ ୫ଟି ଅଧ୍ୟକ୍ଷ ତଥା ବିଜେଡି ନେତା ଭିକେ ପାଣ୍ଡିଆନ୍ । ବିରୋଧୀମାନେ ମିଛ କହିବାରେ ମାହିର, ସେମାନେ ମିଛ କହିବାର ସୀମା ବି ଜାଣିପାରୁନାହାଁନ୍ତି । କେଉଁଠି କଣ କହୁଛନ୍ତି, ତାହା ମଧ୍ୟ ଜାଣିପାରୁନାହାଁଁନ୍ତି ବୋଲି କହିବା ସହ…
Read More...

ନିର୍ବାଚନ ଭିତରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସାଂଘାତିକ ଅଭିଯୋଗ । କହିଲେ ଟେସଲାକୁ ଜବରଦସ୍ତ…

କନକ ବ୍ୟୁରୋ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଏଲନ୍ ମସ୍କଙ୍କ ଇଲେକଟ୍ରିକ ଅଟୋ ମୋବାଇଲ୍ କମ୍ପାନୀ ଟେସଲ୍କୁ ନେଇ ବିଜେପି ଉପରେ ଅଭିଯୋଗ ଆଣିଛନ୍ତି । ରେବନ୍ତ ରେଡ୍ଡୀ କହିଛନ୍ତି କି, ଟେସଲା କମ୍ପାନୀ ତେଲେଙ୍ଗାନାରେ ତା’ର…
Read More...

ରାୟଗଡାରେ ରାଜନାଥଙ୍କ ପ୍ରଚାର । କହିଲେ ଓଡ଼ିଶାରେ ଏଥର ମାହୋଲ ବଦଳିଛି, ଲୋକେ କହୁଛନ୍ତି ୨୧ରୁ ୨୧ ଆସନ ଜିତିବ ବିଜେପି ।…

କନକ ବ୍ୟୁରୋ : ରାୟଗଡାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଜନସଭାକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି,  ଏଥର ଓଡ଼ିଶାର ମାହୋଲ ବଦଳୁଥିବାର ଦେଖୁଛି । ପୂର୍ବରୁ ପଚାରୁଥିଲୁ କେତେ ଆସନରେ ଜିତିବୁ, ଲୋକ ୭ରୁ ୮ ଆସନ ବୋଲି କହୁଥିଲେ ।…
Read More...

ପିଲା, ସ୍ତ୍ରୀ ଥିବା ବେଳେ ଦ୍ୱିତୀୟ ବିବାହ କରୁଥିଲେ ପୁଅ । କଲର ଧରି ଥାନାକୁ ଟାଣିନେଲେ ବାପା,ଭିଡିଓ ଭାଇରାଲ

କନକ ବ୍ୟୁରୋ : ସ୍ତ୍ରୀକୁ ଧୋକାଦେଇ ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ ଯୁବକ । ଏକଥା ବାପା ଜାଣିପାରିଲେ, ଆଉ ଟାଣି ଟାଣି ନିଜ ପୁଅକୁ ଥାନାକୁ ନେଲେ ବାପା । ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁରରେ । ଏଡ଼ତାଳ ଗ୍ରାମପଂଚାୟତ ଅଧୀନ ବିଷ୍ଣୁ ମୋହନ ଜେନାଙ୍କ ପୁଅ ଅଜୟ…
Read More...

ବିଜେଡି ନେତା ଭିକେ ପାଣ୍ଡିଆନ ଖୋଲିଲେ ୯ସଂଖ୍ୟାର ରହସ୍ୟ ।କହିଲେ,‘୯’ନମ୍ବରରେ ବିଜେଡି ବିଶ୍ୱାସ ରଖେ! ।

କନକବ୍ୟୁରୋ : ଜୁନ ୯ ତାରିଖରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ବିଭିନ୍ନ ସଭାରେ କହିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ତେବେ ୯ ତାରିଖରେ କାହିଁକି ଶପଥ ନେବେ ବୋଲି ସାମ୍ବାଦିକ ପ୍ରଶ୍ନ କରିବାରୁ ଜବାବରେ ସେ କହିଛନ୍ତି, ଗୁଗଲ କରି ଦେଖି ନିଅନ୍ତୁ ହିନ୍ଦୁ…
Read More...

ସାମ ପେଟ୍ରୋଡାଙ୍କ ‘କଳା ରଙ୍ଗ’ ବୟାନକୁ ନେଇ ତେଜିଲା ରାଜନୀତି । ମୋଦୀ କହିଲେ, ସାରା ଦେଶର ହେଇଛି ଅପମାନ ।

କନକ ବ୍ୟୁରୋ: ସାମ ପେଟ୍ରୋଡାଙ୍କୁ ନେଇ ପୁଣି ତେଜିଲା ରାଜନୀତି । ଖୋଲା ମଞ୍ଚରୁ ସିଧା ବିରୋଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାମ ପେଟ୍ରୋଡାଙ୍କ ବୟାନ ଦେଶକୁ ଅପମାନ କରିଛି ବୋଲି କହିଛନ୍ତି ମୋଦୀ । ଏଥିସହ କଳା ରଙ୍ଗର ଲୋକ କଣ ଆଫ୍ରିକାର ବୋଲି ସେ ପ୍ରଶ୍ନ କରିଛନ୍ତି…
Read More...

୩୦୦ ଜଣଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ୮୦,୦୦୦ ଲୋକଙ୍କୁ ହତ୍ୟା କରିଥିଲେ ପୁଟିନ ।

୧୯୯୧  ରେ, ଭ୍ଲାଡିମିର୍ ପୁଟିନ୍ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ହୋଇଥିଲେ ଏବଂ ଆନାଟୋଲି ସୋବାକ୍ ରୁଷର ବୃହତ୍ତମ ସହର ସେଣ୍ଟ ପିଟର୍ସବର୍ଗର ମେୟର ଭାବରେ ଆନାତୋଲି ସୋବଚକ କାର୍ଯ୍ୟ କାରୁଥିଲେ । ପୁଟିନ ସୋବଚକଙ୍କୁ ଭେଟି ପରେ ସେ ସେଣ୍ଟ ପିଟର୍ସବର୍ଗର ଡେପୁଟି ମେୟର ହୋଇ ପାରିଥିଲେ । ଏହା ପରେ…
Read More...