Browsing Category

ନ୍ୟୁଜ୍

ଆଜିି ପବିତ୍ର ଅକ୍ଷୟ ତୃତୀୟା । ଅଖିମୁଠି ଅନୁକୂଳ କରିବେ ଚାଷୀ । ଏଥିପାଇଁ ତତ୍ପର ଚାଷୀକୂଳ ।

କନକ ବ୍ୟୁରୋ: ଆଜି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ । ଓଡ଼ିଆ ପରମ୍ପରା ଅନୁସାରେ ବୈଶାଖ ମାସରେ ଏହି ପୂଜା ପଡ଼ିଥାଏ । ଆଜିର ଏହି ଦିବ୍ୟ ମୁହୂର୍ତରେ କୌଣସି କାମ କଲେ, ତାହା ନିଶ୍ଚିତ ଶୁଭଙ୍କର ବୋଲି ବିଶ୍ୱାସ ରହିଛି । ବିଶେଷକରି ଜଗନ୍ନାଥ…
Read More...

ନିର୍ବାଚନୀ ପ୍ରଚାର ପାଇଁ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାତି ସାଢ଼େ ୮ଟାରେ ଜନପଥରେ ରୋଡ୍…

କନକ ବ୍ୟୁରୋ: ମୋଦୀମୟ ହେବ ରାଜଧାନୀ । କମ୍ପିବ ରାଜଧାନୀର ରାଜରାସ୍ତା । ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିର୍ବାଚନୀ ପ୍ରଚାର ପାଇଁ ମୋଦୀଙ୍କର ଏହା ଦ୍ୱିତୀୟ ଓଡ଼ିଶା ଗସ୍ତ । ରାତି ୮ଟା ୧୦ରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ବାୟୁସେନାର ସ୍ୱତନ୍ତ୍ର ବିମାନ…
Read More...

ବିଜେଡି ଇସ୍ତାହାରରେ ଯୁବବର୍ଗଙ୍କ ପାଇଁ ଖୁସି ଖବର । ସୃଷ୍ଟି ହେବ ୨ ଲକ୍ଷ ସରକାରୀ ଚାକିରି ।

କନକ ବ୍ୟୁରୋ: ବିଜେଡି ଇସ୍ତାହାରରେ ଯୁବବର୍ଗଙ୍କ ପାଇଁ ଖୁସି ଖବର । ଦଳ ଜାରି କରିଥିବା ନିର୍ବାଚନୀ ଇସ୍ତାହାରରେ ଯୁବବର୍ଗଙ୍କ ପାଇଁ ବଡ ଘୋଷଣା କରାଯାଇଛି । ଯୁବଶକ୍ତି ପାଇଁ ଆସିବ ସ୍ୱତନ୍ତ୍ର ବଜେଟ । ଏଥିପାଇଁ ଖର୍ଚ୍ଚ ହେବ ୧ ଲକ୍ଷ କୋଟିି ଟଙ୍କା । ଆଗାମୀ ୧୦ ବର୍ଷ ପାଇଁ ଏହି ବଜେଟ ହେବ ।…
Read More...

ବିଜେଡି ଇସ୍ତାହାରରେ ମିଶନ ଶକ୍ତି ମହିଳାଙ୍କ ପାଇଁ ବଡ ଘୋଷଣା । ବିନା ସୁଧରେ ୧୫ ଲକ୍ଷ ଟଙ୍କା ଯାଏଁ ମିଳିବ ଋଣ ।

କନକ ବ୍ୟୁରୋ: ୨୦୨୪ ପାଇଁ ବିଜେଡି ଘୋଷଣା କରିଛି ଘୋଷଣା ପତ୍ର । ନିର୍ବାଚନୀ ଇସ୍ତାହାରରେ ମିଶନ ଶକ୍ତି ମହିଳାଙ୍କ ପାଇଁ ବଡ ଘୋଷଣା କରିଛି ବିଜେଡି । ଆସନ୍ତା ୫ ବର୍ଷରେ ସବୁ ଏସଏଚଜିଙ୍କୁ ଏସଏମଇ କରାଯିବାକୁ ବିଜେଡି ପ୍ରତିଶ୍ରୁତି ଦେଇଛି । ଏଥିସହ ଆଗାମୀ ୧୦ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀକୁ…
Read More...

ବିଜେଡିର ଘୋଷଣାପତ୍ର: ୧୦୦ ୟୁନିଟରୁ କମ ବିଜୁଳି ବ୍ୟବହାର ସମ୍ପୂର୍ଣ୍ଣ ମାଗଣା

କନକ ବ୍ୟୁରୋ: ୧୦୦ ୟୁନିଟରୁ କମ ବିଜୁଳି ବ୍ୟବହାର କଲେ ମିଳିବ ମାଗଣା ବିଜୁଳି । ସେହିପରି ୧୦୦ରୁ ୧୫୦ ୟୁନିଟ ବ୍ୟବାହର କରୁଥିଲେ ୫୦ ୟୁନିଟ ରିହାତି । ଗ୍ରାମାଞ୍ଚଳରେ ବସଲବାସ କରୁଥିବା ପାଖାପାଖି ସମସ୍ତ ପରିବାର ଏଥିରେ ଉପକୃତ ହେବେ । ସହରାଞ୍ଚଳର ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାର…
Read More...

ନବୀନ ଗ୍ୟାରେଣ୍ଟି: ପର୍ଯ୍ୟାକ୍ରମେ ସମସ୍ତେ ପାଇବେ ବିଏସକେୱାଇ କାର୍ଡର ସୁବିଧା

କନକ ବ୍ୟୁରୋ: ଆଜି ବିଜେଡି ତାର ଘୋଷଣା ପତ୍ର ଜାରି କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣାପତ୍ର ଜାରି କରିଛନ୍ତି । ତେବେ ଏହି ଘୋଷଣାପତ୍ର ଭିତରେ ବିଏସକେୱାଇକାର୍ଡକୁ ନେଇ ଏକ ବଡ ଘୋଷଣା କରାଯାଇଛି । ବିଏସକେୱାଇର କାର୍ଡର ପରିସର ବୃଦ୍ଧି କରାଯିବ । ପର୍ଯ୍ୟାକ୍ରମେ ସମସ୍ତେ…
Read More...

କ’ଣ ରହିଛି ବିଜେଡିର ଘୋଷଣାପତ୍ରରେ? ୯ଟି ପଏଣ୍ଟରେ ଜାଣନ୍ତୁ ବିଜେଡିର ନିର୍ବାଚନୀ ଇସ୍ତାହାର

କନକ ବ୍ୟୁରୋ: ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ନିର୍ବାଚନୀ ଇସ୍ତାହାର ‘ଓଡିଶା ନମ୍ବର ୧’ ଜାରି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଏହି ଘୋଷଣାପତ୍ରରେ କହିଛନ୍ତି, ଏହି ମନିଫେଷ୍ଟୋ ଓଡ଼ିଶାରେ ଇତିହାସ ଲିପିବଦ୍ଧ କରିବ। ଗତ ୨୪ ବର୍ଷ ମଧ୍ୟରେ, ବିଜେଡି ସରକାର ଓଡିଶାକୁ ଏକ…
Read More...

ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର: ନବୀନ କହିଲେ, ୨୦୩୪ ସୁଦ୍ଧା ଓଡିଶା ହେବ ଭାରତର ଏକନମ୍ବର ରାଜ୍ୟ

କନକ ବ୍ୟୁରୋ: ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ନିର୍ବାଚନୀ ଇସ୍ତାହାର ‘ଓଡିଶା ନମ୍ବର ୧’ ଜାରି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇସ୍ତାହାର ଜାରି କରି ନବୀନ କହିଲେ, ୨୪ ବର୍ଷରେ ବିଜେଡି ସରକାର ଓଡିଶାରେ ବିକାଶ କରିଛି । ଗରିବ ପଛୁଆ ରାଜ୍ୟ ଆଜି ଓଡିଶା ପାଇଁ ଅତିତ ହୋଇଛି ।…
Read More...

ଖରାପ ପ୍ରଦର୍ଶନକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସରେ ମତଭେଦ । ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ନେଇ ବଢିଲା ଚର୍ଚ୍ଚା ।

କନକବ୍ୟୁରୋ : ପ୍ଲେ ଅଫରୁ ବିଦା ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଏହାପରେ ଦଳର ଖେଳାଳିଙ୍କ ମଧ୍ୟରେ ମତଭେଦର ଖବର ସାମ୍ନାକୁ ଆସିଛି । ଦଳର ବରିଷ୍ଠ ଖେଳାଳି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ମ୍ୟାନେଜମେଂଟ ପାଖରେ ଫେରାଦ ହୋଇଥିବା କୁହାଯାଉଛି । ସେପଟେ ହାଇଦ୍ରାବାଦ ବିପକ୍ଷ ମ୍ୟାଚ…
Read More...

ହଲଚଲ ହେଉଛି ହରିଆଣା ରାଜନୀତି । ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ…

କନକବ୍ୟୁରୋ : ହରିଆଣାରେ ହେବ କି ଫ୍ଲୋର ଟେଷ୍ଟ । ତିନି ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ ପ୍ରତ୍ୟାହାର । ହରିଆଣାରେ ରାଜନୈତିକ ହଟଚମଟ ଜାରି ରହିଛି । ମଙ୍ଗଳବାର ବିଜେପି ସରକାରକୁ ସମର୍ଥନ କରିଥିବା ୩ ଜଣ ସ୍ୱାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ଏହା ପରେ ସରକାର…
Read More...