Browsing Category

ନ୍ୟୁଜ୍

ଗଞ୍ଜାମ ଖଲ୍ଲିକୋଟରେ ଶିକ୍ଷକ ସ୍କୁଲ ଟଙ୍କା ହଡ଼ପ କରିଥିବା ଅଭିଯୋଗ। ତଦନ୍ତକାରୀ ଟିମର ଅନୁଧ୍ୟାନ ପରେ ସାମ୍ନାକୁ ଆସିଲା…

କନକ ବ୍ୟୁରୋ: ସ୍କୁଲ ଟଙ୍କା ହଡପ କରିଦେଲେ ସ୍କୁଲର ଶିକ୍ଷକ । ଗଞ୍ଜାମ ଖଲ୍ଲିକୋଟ ବ୍ଲକ ଦେବୀଝର ଉନ୍ନିତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଟଙ୍କା ହଡପ କରିଥିବା ଅଭିଯୋଗ ପରେ ବିଇଓ ଏକ ତଦନ୍ତକାରୀ ଟିମ ଦ୍ୱାରା ତଦନ୍ତ କରିଛନ୍ତି । ଏହା ପରେ ପରେ ଶିକ୍ଷକ ଦୈତାରୀ ବେହେରା ସରକାରୀ ଟଙ୍କା ହଡପ କରିବା…
Read More...

ଦିନକ ପରେ ଗଣେଶ ଚତୁର୍ଥୀ। ବରଗଡ଼ ଭଟଲି ଛକରେ ବିକ୍ରି ହେଉଛି ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ମୂର୍ତ୍ତି।

କନକ ବ୍ୟୁରୋ: ଆଉ ମାତ୍ର ଦିନକ ପରେ ଗଣେଶ ପୂର୍ଜା । ବିଘ୍ନରାଜ ଗଜାନନଙ୍କ ଆଗମନ ପାଇଁଁ ଚଳଚଞ୍ଚଳ ଗାଁଠୁ ସହର । ମୂର୍ତି କାରିଗର ମାନେ ମୂର୍ତି ବିକ୍ରି କରିବାରେ ବ୍ୟସ୍ତ ଥିବା ବେଳେ ବରଗଡ଼ରେ ବିକ୍ରି ହେଉଛି ପଡ଼ୋଶୀ ଛତିଶଗଡ଼ର ମୂର୍ତି । ଭଟଲି ଛକ ରାସ୍ତା କଡ଼ରେ ଭିନ୍ନ ଭିନ୍ନ ରଙ୍ଗ ଓ ଡ଼ିଜାଇନର…
Read More...

ଦିନ କେଇଟା ପରେ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ। ସୁନ୍ଦରଗଡ଼ରୁ କଳାହାଣ୍ଡି ସବୁଠି ଚାଲିଛି ପ୍ରସ୍ତୁତି।

କନକ ବ୍ୟୁରୋ: ଆଉ ମାତ୍ର ଦୁଇ ଦିନର ଅପେକ୍ଷା । ଆସୁଛି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ସୁନ୍ଦରଗଡ଼ରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନୂଆଁଖାଇ ଏହା କବେଳ ଏକ ପୂଜା ନୁହେଁ ଏହା ହେଉଛି ପଶ୍ଚିମ ଓଡିଶାର କଳା, ସଂସ୍କୃତି ଓ ପରମ୍ପରାର ମହାନ ପର୍ବ । ଚାଷୀ…
Read More...

ଟ୍ରେନରେ ବସି ହ୍ୱାଟ୍ସଆପରେ କରିପାରିବେ ଖାଇବା ଅର୍ଡର: ସିଟରେ ମିଳିବ ଗରମା ଗରମ ଖାଦ୍ୟ

କନକ ବ୍ୟୁରୋ: ଏବେ ଆପଣଙ୍କୁ ଟ୍ରେନ ସିଟରେ ବି ଗରମା ଗରମ ଖାଦ୍ୟ ମିଳିବ । ଏଥିପାଇଁ ଆପଣଙ୍କୁ ଖାଇବା ହ୍ୱାଟଆପରେ ବୁକ କରିବାକୁ ପଡିବ । ସେଥିପାଇଁ ଆପଣଙ୍କୁ କୌଣସି ଥାର୍ଡ ପାର୍ଟି ଆପର ଆବଶ୍ୟକତା ପଡିବ ନାହିଁ । ହ୍ୱାଟ୍ସଆପ ଚାଟବୋଟ ସର୍ଭିସ ଜରିଆରେ ଆପଣ ଖାଦ୍ୟ ଅର୍ଡର କରିପାରିବେ ।…
Read More...

ରୋଗୀଙ୍କୁ ଦିଆଯାଉଛି ନିମ୍ନମାନର ଖାଦ୍ୟ। ବାଲେଶ୍ୱର ସୋର ଡାକ୍ତରଖାନାରେ ପୋକରା ସେଓ, ତାରିଖ ନଥିବା ପାଉଁରୁଟି…

କନକ ବ୍ୟୁରୋ: ବାଲେଶ୍ୱର ସୋର ଡ଼ାକ୍ତରଖାନାରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟରେ ଅନିୟମିତତା । ନିମ୍ନମାନର ଖାଦ୍ୟ ଦିଆଯାଇଥିବା ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକ । ରୋଗୀ କଲ୍ୟାଣ ଯୋଜନାରେ ସରକାରଙ୍କ ତରଫରୁ ସରକାରୀ ଡ଼ାକ୍ତରଖାନାରେ ରୋଗୀଙ୍କୁ ବିଭିନ୍ନ ସାହାଯ୍ୟ ଯୋଗାଇବାର ବ୍ୟବସ୍ଥା ରହିଛି ।…
Read More...

ଯାଜପୁର ବଡ଼ଚଣା ବ୍ଲକରେ ବାଟବଣା ଆବାସ ଯୋଜନା। ଜନଶୁଣାଣି ଶିବିରରେ ହଜାର ହଜାର ସଂଖ୍ୟାରେ ଆବେଦନକାରୀ ଉପସ୍ଥିତି।

କନକ ବ୍ୟୁରୋ: ଯାଜପୁର ଜିଲ୍ଳା ବଡଚଣା ବ୍ଲକରେ ବାଟବଣା ହୋଇଛି ଆବାସ ଯୋଜନା । ଜନଶୁଣାଣି ଶିବିରରେ ହଜାର ହଜାର ସଂଖ୍ୟାରେ ଆବେଦନକାରୀଙ୍କ ଉପସ୍ଥିତି ସାମ୍ନାକୁ ଆସିବା ପରେ ସ୍ଥିତି ପରଖିଥିଲା କନକ ନ୍ୟୁଜ୍ । ବଡଚଣା ବ୍ଲକ ସୁଙ୍ଗୁଡା ପଞ୍ଚାୟତର ବିଭିନ୍ନ ୱାର୍ଡରେ ବସବାସ କରୁଥିବା ଗରିବ…
Read More...

ମଦ ପାଇଁ ମହାଭାରତ। ଗାଁକୁ ମଦମୁକ୍ତ କରିବା ପାଇଁ ଯାଜପୁରରେ ମହିଳାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ।

କନକ ବ୍ୟୁରୋ: ମଦ ବିରୋଧରେ ତାତିଲେ ମହିଳା । ଗାଁକୁ ମଦ ମୁକ୍ତ କରିବାକୁ ଅଭିଯାନ ଚାଲିଥିବା ବେଳେ ମହିଳାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । କିଛି ମହିଳା ଓ ତାଙ୍କ ପରିବାର ମଦ ବେପାର କରୁଥିବା ବେଳେ ଗାଁର ଅନ୍ୟ ମହିଳାମାନେ ଏହାକୁ ବିରୋଧ କରିଛନ୍ତି । ନିଜ ପରିବାର ଓ ଗାଁର ସୁରକ୍ଷା ପାଇଁ ମଦମୁକ୍ତ…
Read More...

ଅଗ୍ନିଶମବାହିନୀରେ ଗଢାହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ । ତ୍ବରିତ ଉଦ୍ଧାର କାର୍ଯ୍ୟ ପାଇଁ ହେବେ ନିୟୋଜିତ । କଟକ,…

କନକ ବ୍ୟୁରୋ: ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଛନ୍ତି । ବିଭିନ୍ନ ବିପର୍ଯ୍ୟୟ ବିଶେଷକରି ଅଗ୍ନି ଦୁର୍ଘଟଣା ସମୟରେ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଯେପରି…
Read More...

ନୂଆଁଖାଇରେ ବନ୍ଦ ରହିବ ବ୍ୟାଙ୍କ। ରାଜସ୍ୱ ବିଭାଗର ବଡ ଘୋଷଣା ।

କନକ ବ୍ୟୁରୋ:  ନୂଆଁଖାଇରେ ବନ୍ଦ ରହିବ ବ୍ୟାଙ୍କ । ପଶ୍ଚିମ ଓଡିଶାର ଗଣପର୍ବକୁ ଆଖିରେ ରଖି ବନ୍ଦ ରହିବ ବ୍ୟାଙ୍କ । ରାଜ୍ୟ ରାଜସ୍ୱ ବିଭାଗ ଏହି ବଡ ଘୋଷଣା କରିଛି । ବ୍ୟାଙ୍କ ଏବଂ ଅନ୍ୟ ବିତ୍ତୀୟ ସଂସ୍ଥାନ ଏହି ଦିନ ବନ୍ଦ ରହିବ । ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ନୂଆଁଖାଇ ପର୍ବ ରହିଛି,…
Read More...

କଂଗ୍ରେସ ନେତା କହିବାକୁ ଚାହୁଁନଥିଲେ ‘ଚୌକିଦାର ଚୋର ହେ’। ରାହୁଲଙ୍କୁ ନେଇ ଆଜାଦଙ୍କ ବଡ ପ୍ରତିକ୍ରିୟା ।

କନକ ବ୍ୟୁରୋ: କଂଗ୍ରେସରୁ ଇସ୍ତଫା ଦେଇସାରିଥିବା ଜାମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଗୁଲାମନବୀ ଆଜାଦଙ୍କ ବଡ ବୟାନ ସାମ୍ନାକୁ ଆସିଛି । ଆଜାଦ କହିଛନ୍ତି ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ରାହୁଲ ଗାନ୍ଧୀ ଚଳାଇଥିବା ‘ଚୌକିଦାର ଚୋର ହେ’ ଅଭିଯାନ…
Read More...