Browsing Category

ନ୍ୟୁଜ୍

ଟିମ୍ ଇଣ୍ଡିଆରେ ବଢିଛି ଆହତ ଖେଳାଳୀଙ୍କ ସଂଖ୍ୟା । ଦଳରୁ ବାଦ ପଡିଛନ୍ତି ରୋହିତ ଓ ଦୀପକ ଚହର

କନକ ବ୍ୟୁରୋ : ବଡ ଟୁର୍ଣ୍ଣାମେଣ୍ଟରେ ବିଫଳତା ପରେ ଟିମ୍ ଇଣ୍ଡିଆକୁ ଘାରିଛି ଆହତ ଖେଳାଳୀଙ୍କ ସମସ୍ୟା । ଭାରତୟୀ କ୍ରିକେଟ ଦଳରେ ବଢିବାରେ ଲାଗିଛି ଆହତ ଖେଳାଳୀଙ୍କ ସଂଖ୍ୟା । ଭାରତୟୀ ଦଳ ଚଳିତ ବର୍ଷ ଏସିଆ କପ୍, ଟି-୨୦ ବିଶ୍ୱକପ ଭଳି ବଡ ବଡ ଟୁର୍ଣ୍ଣାମେଂଟ ଖେଳିଥିବା ବେଳେ ବର୍ଷ ତମାମ ଦଳରେ…
Read More...

କିଛି ସମୟ ପରେ ଦକ୍ଷିଣ ଭାରତରେ ସ୍ଥଳଭାଗ ଛୁଇଁବ ବାତ୍ୟା ମାଣ୍ଡୁସ। ଉପକୂଳବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ।

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମାଣ୍ଡୁସ ମଧ୍ୟରାତ୍ରୀରେ ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଏହାକୁ ନଜରରେ ରଖି ତାମିଲନାଡୁର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରିରହିଛି । ଆଇଏମଡିର ସୂଚନା ଅନୁସାରେ ଗୁରୁବାର ମଧ୍ୟରାତ୍ରୀରେ ଏହା ଉତ୍ତର…
Read More...

ଗୁଜରାଟରେ ପରାଜୟ ପରେ ବି ଖୁସି ଅଛନ୍ତି କେଜ୍ରିୱାଲ, ଜାଣନ୍ତୁ କାରଣ

କନକ ବ୍ୟୁରୋ : ଗୁଜରାଟ ଓ ହିମାଚଳ ପ୍ରଦେଶରେ ହୋଇଥିବା ନିର୍ବାଚନ ଫଳାଫଳ ଆସି ସାରିଛି । ଗୁଜରାଟରେ ସପ୍ତମଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି । ସେପଟେ ହିମାଚଳରେ ଚିରାଚରିତ ଢଙ୍ଗରେ ଏଥର ପାରି ବଦଳି କ୍ଷମତା କଂଗ୍ରେସ ହାତକୁ ଯାଇଛି । ହେଲେ ଗୁଜରାଟ ନିର୍ବାଚନରେ ଆମ୍ ଆଦମୀ…
Read More...

ପଦ୍ମପୁର ଜିତିଲା ବିଜେଡି । ବର୍ଷା ସିଂ ବରିହାଙ୍କ ସହ ଫୋନରେ କଥା ହେଲେ ନବୀନ ।

କନକ ବ୍ୟୁରୋ: ପଦ୍ମପୁରରେ ବଡ ବିଜୟ ପରେ, ବିଜୟୀ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସହ କଥା ହେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଫୋନ୍ ଯୋଗେ ବର୍ଷାଙ୍କ ସହ କଥା ହୋଇଛନ୍ତି ଏବଂ ତାଙ୍କୁ ବିଜୟର ଶୁଭେଚ୍ଛା ଜଣାଇଛନ୍ତି । ପଦମପୁର…
Read More...

ପଦମପୁର ଉପନିର୍ବାଚନ ଫଳାଫଳକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଟ୍ୱିଟ୍, ‘ଫଳାଫଳକୁ ସ୍ୱୀକାର କରୁଛୁ’

କନକ ବ୍ୟୁରୋ: ପଦମପୁର ଉପନିର୍ବାଚନର ଫଳାଫଳକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି, ‘ପଦ୍ମପୁର ଉପନିର୍ବାଚନର ଫଳାଫଳକୁ ସ୍ୱୀକାର କରୁଛୁ । ଆମ ଦଳକୁ ଭୋଟ୍ ଦେଇଥିବା ପ୍ରତ୍ୟେକ ମତଦାତାଙ୍କୁ ଆନ୍ତରିକ ଧନ୍ୟବାଦ। ଗଣତନ୍ତ୍ରରେ ଜନତାଙ୍କ ରାୟକୁ…
Read More...

ହିମାଚଳରେ ବିଜୟ ମୁହାଁ କଂଗ୍ରେସ ! କିଏ ହେବେ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ? କଂଗ୍ରେସ ଅଧ୍ୟକ୍ଷ କହିଲେ…

କନକ ବ୍ୟୁରୋ: ହିମାଚଳରେ ପୁଣି ଫେରୁଛି କଂଗ୍ରେସ ରାଜ୍ ! ବର୍ତ୍ତମାନର ଟ୍ରେଣ୍ଡକୁ ଲକ୍ଷ୍ୟ କଲେ କଂଗ୍ରେସ ହିମାଚଳ ପ୍ରଦେଶରେ ସରକାର ଗଢୁଥିବା  ଭଳି ମନେ ହେଉଛି । ୬୮ ବିଧାନସଭା ସିଟ୍ ବିଶିଷ୍ଟ ଏହି ରାଜ୍ୟରେ ସରକାର ଗଢିବାକୁ ୩୯ ବିଧାୟକ ଆବଶ୍ୟକ । ଯାହାକି ଏଥର ନିର୍ବାଚନରେ କଂଗ୍ରେସ…
Read More...

ଡିସେମ୍ବର ୧୨ ରେ ଗୁଜରାଟରେ ଶପଥଗ୍ରହଣ ସମାରୋହ, ଜାଣନ୍ତୁ କିଏ ହେବ ମୁଖ୍ୟମନ୍ତ୍ରୀ ?

କନକ ବ୍ୟୁରୋ : ଗୁଜରାଟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଆସିଛି । ବିଜେପି ପୂର୍ବଥରର ସମସ୍ତ ରେକର୍ଡ ଭାଙ୍ଗି ଏଥର ୧୫୦ ରୁ ଅଧିକ ଆସନ ଜିତିବାରେ ସଫଳ ହୋଇଛି । ଏହି କ୍ରମରେ ଗୁଜରାଟରେ କ୍ରମାଗତ ଭାବେ ସପ୍ତମଥର ପାଇଁ ସରକାର ଗଠନ କରିବାକୁ ଯାଉଛି ବିଜେପି । ଏହି କ୍ରମରେ ବିଜେପିର…
Read More...

ପଦମପୁର ଉପନିର୍ବାଚନ: କଂଗ୍ରେସକୁ ମିଳିଲା ମାତ୍ର ୩୫୪୮ ଭୋଟ, ସ୍ଥିତି ହରାଇଲେ ସତ୍ୟଭୂଷଣ ସାହୁ।

କନକ ବ୍ୟୁରୋ: ପଦମପୁର ଉପନିର୍ବାଚନରେ ହାତକୁ ଜୋରଦାର ଝଟକା ମିଳିଛି । ମାତ୍ର ୩୫୪୮ ଖଣ୍ଡ ଭୋଟ ପାଇଛନ୍ତି ପ୍ରାର୍ଥୀ ସତ୍ୟଭୂଷଣ ସାହୁ । ଯଦି ଅନ୍ୟ ପ୍ରାର୍ଥୀଙ୍କ କଥାକୁ ଦେଖିବା ବିଜେଡି ଏଠି ୧ ଲକ୍ଷ ୧୯ ହଜାର ୫୧୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୭୭ ହଜାର ୪୪୭ ଖଣ୍ଡ ଭୋଟ ହାତେଇଛି । ଏହା…
Read More...

୩ ବର୍ଷ ଭିତରେ ବିଜେପି ପ୍ରାର୍ଥୀଙ୍କର କମିଗଲା ୧୧୮ ଖଣ୍ଡ । ପଢନ୍ତୁ, ୨୦୧୯ ଏବଂ ୨୦୨୨ ନିର୍ବାଚନର ଭୋଟ୍ ଗଣିତ…

କନକ ବ୍ୟୁରୋ: ପଦ୍ମପୁରରେ ବାଜିଗର ହୋଇଛି ବିଜେଡି । ଉପ ନିର୍ବାଚନରେ ପୁଣି ଶୁଭିଛି ଶଙ୍ଖଧ୍ୱନି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପରାଜିତ କରି ପଦ୍ମପୁର ଦଖଲ କରିଛନ୍ତି ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ।  ୨୩ ରାଉଣ୍ଡ ଗଣତି ପରେ ବିଜେଡି ୪୨ ହଜାର ୦୬୫ ଖଣ୍ଡ ଭୋଟ୍…
Read More...

କଂଗ୍ରେସକୁ ‘ଅପରେଶନ ଲୋଟସ୍’ର ଭୟ, ହିମାଚଳ ପହଂଚିଲେ ଭୂପେଶ ବଘେଲ ଓ ରାଜୀବ ଶୁକ୍ଳା

କନକ ବ୍ୟୁରୋ : ହିମାଚଳ ପ୍ରଦେଶରେ ବିଧାନସଭା ପାଇଁ ହୋଇଥିବା ମତଦାନର ଗଣତି ଚାଲିଛି । ହେଲେ ଏପର୍ଯ୍ୟନ୍ତ ମିଳିଥିବା ଫଳାଫଳ ମୁତାବକ କଂଗ୍ରେସ ସେଠାରେ ସରକାର ଗଠନ କରିବାକୁ ଯାଉଛି । ହେଲେ କଂଗ୍ରେସକୁ ଅପରେଶନ ଲୋଟସ୍ ର ଭୟ ଲାଗି ରହିଛି । କାଳେ ବିଜେପି ତରଫରୁ ପୁଣି ଘୋଡ ବେପାର କରି…
Read More...