ରାଜଧାନୀରେ କଙ୍ଗାରୁ କୋର୍ଟ । କମେଣ୍ଟମରାକୁ ନେଇ ବରମୁଣ୍ଡାରେ ତୁମୁଳକାଣ୍ଡ । ସଭା ମଝିରେ ଦୁଇ ନାବାଳକଙ୍କୁ ଆଣ୍ଠେଇଲେ ଗ୍ରାମବାସୀ

120

କନକ ବ୍ୟୁରୋ: ପୋଲିସ ଉପସ୍ଥିତିରେ ରାଜଧାନୀରେ କଙ୍ଗାରୁ କୋର୍ଟ । କମେଣ୍ଟମରାକୁ ନେଇ ବରମୁଣ୍ଡାରେ ତୁମୁଳକାଣ୍ଡ । ସଭା ମଝିରେ ୨ ନାବାଳକଙ୍କୁ ଆଣ୍ଠେଇଦେଲେ ଗ୍ରାମବାସୀ ।

ବରମୁଣ୍ଡା ପାଲାମଣ୍ଡପରେ ଠାରେ ଘଟିଛି ଏହି ଘଟଣା । ସ୍କୁଲ ପିଲାଙ୍କୁ କମେଂଟ ମାରିବାକୁ ନେଇ ୨ ନାବାଳକଙ୍କୁ ଦଣ୍ଡ ଦେଇଛନ୍ତି ସ୍ଥାନୀୟ ଲୋକ । ଏପରିକି ବୁଝାସୁଝା କରିବାକୁ ଆସିଥିବା ୨ ପିଲାଙ୍କ ବାପାଙ୍କୁ ଗାଁ ସଭା ଆଳରେ ଆଇନକୁ ହାତକୁ ନେଲେ ଲୋକେ । ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଂଚଳରେ ପ୍ରବଳ ଉତେଜନା ଦେଖାଦେଇଛି ।