Browsing Category

ନ୍ୟୁଜ୍

ଟ୍ରେନ ଦୁର୍ଘଟଣା ପରେ ବଦଳିଗଲା ମୃତକଙ୍କ ଠିକଣା। ବିହାର ବଦଳରେ ପଶ୍ଚିମବଙ୍ଗ ପହଞ୍ଚିଗଲା ଶବ

କନକ ବ୍ୟୁରୋ: ଟ୍ରେନ ଦୁର୍ଘଟଣା ପରେ ବଦଳିଗଲା ମୃତକଙ୍କ ଠିକଣା । ବିହାର ବଦଳରେ ପଶ୍ଚିମବଙ୍ଗ ପହଞ୍ଚିଗଲା ଶବ । ପରେ ମୃତକଙ୍କ ପକେଟରୁ ଆଧାର କାର୍ଡ ଦେଖି ପୁଣି ଏମ୍ସକୁ ଫେରାଇ ଦିଆଗଲା ଶବ । ବିହାରର ରାଜା ସାହାଣୀ ୧୦ ଜଣ ସାଙ୍ଗଙ୍କ ସହ ଚେନ୍ନାଇ ଯାଉଥିବା ବେଳେ କରମଣ୍ଡଳ ଟ୍ରେନ ଦୁର୍ଘଟଣାର…
Read More...

ଗାଁକୁ ଆସୁନି ପାଣି। ଗରା, ବାଲଟି ଧରି ରାସ୍ତାରୋକ କଲେ କରଞ୍ଜିଆ ବ୍ଲକର ବିଉଁରିଆ ଗ୍ରାମବାସୀ

କନକ ବ୍ୟୁରୋ: ପାଣି ପାଇଁ ରାସ୍ତାରୋକ୍ । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ୨୨୦ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କଲେ ବିଉଁରିଆ ଗାଁର ଲୋକେ । ଦୀର୍ଘ ଦିନ ହେଲା ଗାଁରେ ପାଣି ସମସ୍ୟା ଲାଗି ରହିଛି । ଏନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି…
Read More...

ବାହାନଗା ଟ୍ରେନ ଟ୍ରାଜେଡି: ୫୦ରୁ ଅଧିକ ମୃତକଙ୍କ ମିଳୁନାହିଁ ପରିଚୟ

କନକ ବ୍ୟୁରୋ: ବାହାନଗା ଟ୍ରେନ ଦୁର୍ଘଟଣାରେ ଏବେବି ୫୦ରୁ ଅଧିକ ମୃତକଙ୍କ ପରିଚୟ ମିଳିପାରିନାହିଁ । ଯେଉଁମାନଙ୍କ ପରିଚୟ ମିଳିଛି ସେମାନଙ୍କୁ ତୁରନ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଉଛିି । ଏଥିସହ ଆହତଙ୍କୁ ମଧ୍ୟ ସହାୟତା ରାଶି ପ୍ରଦାନ କରଯାଉଛି । ଏବେ ସୁଦ୍ଧା ମୋଟ ୬୬୧ ମୃତକ…
Read More...

ପ୍ରମାଣ ନଥାଇ ଅଭିଯୋଗ କରାଯାଉଛି, ସତ୍ୟାସତ୍ୟ ଯାଞ୍ଚ କରି ଖବର ପ୍ରସାରଣ କରାଯାଉ : ସଞ୍ଜୟ ନାୟକ

କନକ ବ୍ୟୁରୋ: ନିଜ ବିରୋଧରେ ଆସିଥିବା ଅଭିଯୋଗ ଖଣ୍ଡନ କଲେ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ । କହିଲେ ପ୍ରମାଣ ନଥାଇ ଅଭିଯୋଗ କରାଯାଇଛି । ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ଖବର ପ୍ରସାରଣ କରାଯାଉ । ସେ ଏହା ମଧ୍ୟ କହିଛନ୍ତି ପୂର୍ବ ରାଗ ରଖି ଏଭଳି କରାଯାଉଛି । କିଛି ଝିଅଙ୍କ ପାଇଁ ପୂରା…
Read More...

ଦେଶରେ ତିଆରି ହେବ ୫୦ ନୂଆ ମେଡିକାଲ କଲେଜ, ୧ ଲକ୍ଷ ପାର କରିବ ଏମବିବିଏସ ସିଟ୍ ସଂଖ୍ୟା।

କନକ ବ୍ୟୁରୋ: ଦେଶରେ ଆଗାମୀ ଦିନରେ ମେଡିକାଲ କଲେଜ ଏବଂ ଏମବିବିଏସ ସିଟ୍ ସଂଖ୍ୟା ବଢିବାକୁ ଯାଉଛି । କେନ୍ଦ୍ର ସରକାର ଚଳିତ ବର୍ଷ ୫୦ ନୂଆ ମେଡିକାଲ କଲେଜକୁ ଅନୁମତି ଦେଇଛନ୍ତି । ଏହି ତାଲିକାରେ ୩୦ଟି ସରକାରୀ ଏବଂ ୨୦ ବେସରକାରୀ ମେଡିକାଲ କଲେଜ ସାମିଲ ରହିଛି । ସେହିଭଳି ବର୍ତ୍ତମାନ ଥିବା…
Read More...

ଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁ, ୨୦ ନବଜାତ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମବାହିନୀ

କନକ ବ୍ୟୁରୋ: ଦିଲ୍ଲୀର ଅଗ୍ନିଶମବାହିନୀ ଜୀବନକୁ ବାଜିରେ ଲଗାଇ ୨୦ ନବଜାତ ଶିଶୁଙ୍କ ଜୀବନକୁ ବଞ୍ଚାଇଦେଇଛନ୍ତି । ଦିଲ୍ଲୀର ବୈଶାଳୀ ଅଞ୍ଚଳରେ ନ୍ୟୁ ବର୍ଣ୍ଣ ଚାଇଲ୍ଡ ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମବାହିନୀର ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଭିତରେ ଥିବା…
Read More...

ହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁ । ନିର୍ଦ୍ଧାରିତ ତାରିଖ ସୁଦ୍ଧା ନୂଆ ନମ୍ବର ପ୍ଲେଟ୍…

କନକ ବ୍ୟୁରୋ: ହାଇସିକ୍ୟୁରିଟୀ ନମ୍ବର ଲଗାଇନଥିବା ଚାଳକଙ୍କୁ ଆଉ ନିସ୍ତାର ନାହିଁ । ଜୁନ୍ ୨୩ରୁ ଜୋରଦାର ହେବ ଗାଡ଼ି ଯାଂଚ । ନୂଆ ନମ୍ବର ପ୍ଲେଟ୍ ଲଗାଇନଥିଲେ ଦେବାକୁ ପଡିବ ତଣ୍ଡ । ଏନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାଞ୍ଚ ବେଳେ ନୂଆ ନମ୍ବର ପ୍ଲେଟ୍ ଲାଗିନଥିଲେ ଗାଡ଼ି…
Read More...

ଦେଶରେ ବଢ଼ୁଛି ମଧୁମେହ ରୋଗୀଙ୍କ ସଂଖ୍ୟା । ୪ବର୍ଷରେ ବଢ଼ିଛି ଦେଶରେ ୪୪ ପ୍ରତିଶତ ରୋଗୀଙ୍କ ସଂଖ୍ୟା । ଗୋଆରେ ସର୍ବାଧିକ

କନକ ବ୍ୟୁରୋ: ଚିନ୍ତା ବଢାଉଛି ଡାଏବେଟିସ୍ ରୋଗ । ଭାରତରେ ଏବେ ୧୦ କୋଟିରୁ ଅଧିକ ଲୋକ ଡାଇବେଟିସ୍ ତଥା ମଧୁମେହ ରୋଗରେ ପୀଡିତ ଅଛନ୍ତି । ସବୁଠୁ ବଡ଼ କଥା ହେଉଛି ଏହି ରୋଗ ଦିନକୁ ଦିନ ବଢିବାରେ ଲାଗିଛି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ସାଇନ୍ସ ଆଇଏସିଆରର ତଥ୍ୟ ମୁତାବକ, ଗତ ୪ ବର୍ଷରେ…
Read More...

ଫିଲ୍ମ ଷ୍ଟାଇଲରେ ଡକାୟତି:  ଗ୍ୟାଙ୍ଗରେ ସାମିଲ ପୁଲିସ ଓ ନେତା  । ଆନ୍ଧ୍ରର ଦୁଇ ବ୍ୟକ୍ତିଙ୍କଠାରୁ ଲୁଟିଥିଲେ ଲକ୍ଷାଧିକ…

କନକ ବ୍ୟୁରୋ: ଫିଲ୍ମ ଷ୍ଟାଇଲରେ ହେଉଛି ଡକାୟତି  । ଆଉ ଏହି ଡକାୟତି ଗ୍ୟାଙ୍ଗରେ ଅଛନ୍ତିି ପୁଲିସ ଓ ନେତା ।  ଲକ୍ଷାଧିକ ଟଙ୍କା ଲୁଟ ମାମଲାରେ ପୁଲିସ ଏଭଳି ଏକ ଗ୍ୟାଙ୍ଗ୍କୁ ଠାବ କରିବାରେ ସଫଳ ହୋଇଛି । କୋରାପୁଟ ଲମତାପୁଟ ଅଞ୍ଚଳରୁ ଆସିଛି ଏଭଳି ଖବର । ଆନ୍ଧ୍ରର ଦୁଇ ବ୍ୟକ୍ତିଙ୍କଠାରୁ ୧…
Read More...

ବଳ ଗୋଟାଉଛି ବାତ୍ୟା ‘ବିପର୍ଯ୍ୟୟ’  । ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଘନୀଭୂତ ହୋଇ ୨୪ ଘଣ୍ଟା ମଧ୍ୟରେ ହେବ ଶକ୍ତିଶାଳୀ…

କନକ ବ୍ୟୁରୋ: ବଳ ଗୋଟାଉଛି ବାତ୍ୟା ।  ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଘନୀଭୂତ ହେଉଛି ବାତ୍ୟା ‘ବିପର୍ଯ୍ୟୟ’ । ଗୋଆଠାରୁ ୮୪୦ ଏବଂ ମୁମ୍ବାଇ ଠାରୁ ୮୭୦କିମି ଦୂରରେ ଅଛି ବାତ୍ୟା । ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଆହୁରି ଅଧିକ ଘନୀଭୂତ ହେବା ସମ୍ଭାବନା । ଆଗାମୀ ଦୁଇ ଦିନ ମଧ୍ୟରେ ଏହା ଉତ୍ତର…
Read More...