Browsing Category

ନ୍ୟୁଜ୍

ମୁହାଣରେ ଓଲଟି ପଡିଲା ବୋଟ୍ : ବୁଡିଗଲେ ୭ରୁ ୮ଜଣ ମତ୍ସ୍ୟଜୀବୀ, ୫ ଉଦ୍ଧାର; ଅନ୍ୟ ୩ ଜଣଙ୍କୁ ହେଲିକପ୍ଟର ଦ୍ୱାରା…

କନକ ବ୍ୟୁରୋ : ପାରାଦୀପ ମୁହାଣ ମୁହଁରେ ଡଙ୍ଗା ବୁଡିବା ଘଟଣାରେ ନିଖୋଜ ୩ ମତ୍ସ୍ୟଜୀବୀଙ୍କୁ ଏଯାଏଁ ଉଦ୍ଧାର କରାଯାଇନାହିଁ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆଜି ପୁଣି ଆରମ୍ଭ ହୋଇଛି ଅପରେସନ୍ । କୋଷ୍ଟଗାର୍ଡ ହେଲିକପ୍ଟର ଦ୍ୱାରା ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି । ମତ୍ସ୍ୟଜୀବୀମାନେ…
Read More...

ମହିଳା ସଂରକ୍ଷଣ ବିଲ୍ ଆଗତ ପରେ ଓବିସି ବର୍ଗଙ୍କୁ ସଂରକ୍ଷଣ ଦେବାକୁ ତେଜିଲା ଦାବି : ଆଗତ ବିଲରେ ଓବିସିଙ୍କୁ ସଂରକ୍ଷଣ…

କନକ ବ୍ୟୁରୋ : ସଂସଦର ସ୍ୱତନ୍ତ୍ର ଅଧିବେଶନର ଆଜି ତୃତୀୟ ଦିନ । ଗତକାଲି ମହିଳା ସଂରକ୍ଷଣ ବିଲ୍ ଆଗତ କରିଛନ୍ତି ସରକାର । ଆଉ ଆଜି ମଧ୍ୟ ସରକାର ଆଉ କିଛି ବିଲ୍ ଆଗତ କରିପାରନ୍ତି । ଅନ୍ୟପଟେ ମହିଳା ବିଲରେ ଓବିସିଙ୍କ ପାଇଁ ସଂରକ୍ଷଣ ଦାବି ନେଇ ଚର୍ଚ୍ଚା ବଢିଛି । ୧୯୯୬ରେ ଯୁଗ୍ମ ସଂସଦୀୟ…
Read More...

ଆଜି ପୁରୀ-ରାଉଲକେଲା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ : ସକାଳ ୫ଟାରେ ପୁରୀରୁ ବାହାରି ରାଉଲକେଲାରେ ଅଭିମୁଖେ…

କନକ ବ୍ୟୁରୋ : ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ । ୨୪ରେ ଉଦଘାଟନ ପୂର୍ବରୁ ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ ହୋଇଛି । ସକାଳ ୫ଟାରେ ପୁରୀରୁ ବାହାରି ସକାଳ ୬ ଟାରେ ଭୁବନେଶ୍ୱରରେ ପହଥିଲା ଏହି ଟ୍ରେନ୍ । ଦିନ ୧୨ଟା ୪୫ରେ ରାଉଲକେଲାରେ ପହଞ୍ଚିବ । ଏହା ପରେ…
Read More...

ସୃଷ୍ଟି ହେଲା ଲଘୁଚାପ : ଆଜି ୯ ଜିଲ୍ଲାରେ ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଓଡିଶା ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୯ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଭଦ୍ରକ, ବାଲେଶ୍ୱର. ଯାଜପୁର, କେନ୍ଦ୍ରାପଡା, କଟକ, ମୟୂରଭଞ୍ଜ,…
Read More...

ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ :  ଗଣପର୍ବ ପାଇଁ ସମସ୍ତେ ପ୍ରସ୍ତୁତ; ଚାଷୀ ପ୍ରଥମ ଅମଳ ଧାନକୁ ନିଜ…

କନକ ବ୍ୟୁରୋ : ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଗଣପର୍ବ ପାଇଁ ସମସ୍ତେ ପ୍ରସ୍ତୁତ । ଚାଷୀ ତାର ପ୍ରଥମ ଅମଳ ଧାନକୁ ନିଜ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରିବ । ନୂଆଁଖାଇ ପାଇଁ ଘରେ ଘରେ ଆରମ୍ଭ ହୋଇଗଲାଣି ପିଠାପଣା ପ୍ରସ୍ତୁତି । ନିର୍ଦ୍ଧାରିତ ଲଗ୍ନ ଅନୁସାରେ ପଶ୍ଚିମ ଓଡିଶାର…
Read More...

ସାରା ଦେଶରେ ଧୁମଧାମରେ ଚାଲିଛି ବିଘ୍ନବିନାଶକଙ୍କ ପୂଜାର୍ଚ୍ଚନା । ମହାରାଷ୍ଟ୍ରର ଗଣପର୍ବରେ ସାମିଲ ହେଲେ ନେତାଙ୍କଠୁ…

କନକ ବ୍ୟୁରୋ : ସାରା ଦେଶରେ ବେଶ୍ ଧୁମଧାମରେ ପାଳନ ହେଉଛି ଅଗ୍ରପୂଜ୍ୟ ବିଘ୍ନ ବିନାଶନ ଶ୍ରୀ ଗଣେଶଙ୍କ ପୂଜା । ପୂଜା ପାଇଁ ଦେଶରେ ଉତ୍ସବର ମାହୋଲ । ମହାରାଷ୍ଟ୍ର ଠୁ ନେଇ ମୁମ୍ବାଇ ସାରା ଦେଶରେ ଆଗାମୀ ୧୦ ଦିନ ଯାଏଁ ବେଶ୍ ଆଡମ୍ବରପୂର୍ଣ୍ଣ ଭାବେ ପାଳନ ହୋଇଥାଏ ଗଣେଶ ପୂଜା । ଦେଶର ବିଭିନ୍ନ…
Read More...

କ୍ରିକେଟର ବିରାଟ କୋହଲୀଙ୍କ ଭିଡିଓକୁ ନେଇ ଉତରାଖଣ୍ଡରେ ହଲଚଲ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କୋର୍ଟ ମାଗିଲେ…

କନକ ବ୍ୟୁରୋ : କ୍ରିକେଟର ବିରାଟ କୋହଲିଙ୍କ ଗୋଟିଏ ଭିଡିଓ ଭାଇରାଲ୍ ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୋଟିସ୍ ଜାରି କଲେ ଉତରାଖଣ୍ଡ ହାଇକୋର୍ଟ । କୋହଲି ଏକ ଭିଡ଼ିଓରେ କିଛି ପିଲାଙ୍କ ସହ ଆଲୋଚନା କରୁଛନ୍ତି । ଏଥିରେ ପିଲାମାନେ କହୁଛନ୍ତି ସେମାନଙ୍କ ପାଇଁ ଆବଶ୍ୟକ ଖେଳ ପଡ଼ିଆ ନାହିଁ ।…
Read More...

ପଦାରେ ପଡିଲା ପାକିସ୍ତାନର ଚାଲ । ଆମେରିକାକୁ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ବିକି ଆଇଏମଏଫଠୁ ବେଲଆଉଟ ଋଣ ପ୍ୟାକେଜ ନେଇଛି…

କନକ ବ୍ୟୁରୋ : ଆନ୍ତର୍ଜାତିକ ମୁଦ୍ରା କୋଷ ବା ଆଇଏମ୍ଏଫରୁ ଋଣ ପାଇବା ପାଇଁ ପାକିସ୍ତାନର ଚକ୍ରାନ୍ତ ଧରାପଡ଼ିଲା । ଋଷକୁ ଧୋକ୍କା ଦେଇ ଆମେରିକାକୁ ଯୋଗାଇଲା ଅସ୍ତ୍ରଶସ୍ତ୍ର । ଏବେ ପାକିସ୍ତାନ ଲୋକ ଖାଇବାକୁ ପାଉନାହାନ୍ତି, କିନ୍ତୁ ପାକିସ୍ତାନର ନିଜର ଆଣବିକ ଅସ୍ତ୍ରଶସ୍ତ୍ର ପାଇଁ ବିପୁଳ ଅର୍ଥ…
Read More...

କାନାଡା ସରକାରଙ୍କୁ ଭାରତର କଡ଼ା ଜବାବ । କାନାଡ଼ା ହାଇକମିଶନରକୁ ଦେଶ ଛାଡିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : କାନାଡାକୁ ଭାରତର କଡ଼ା ଜବାବ । ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହଙ୍କ ହତ୍ୟା ଅଭିଯୋଗ ପ୍ରସଙ୍ଗରେ କାନାଡାର ବରିଷ୍ଠ କୂଟନୀତିଜ୍ଞ କ୍ୟାମେରୋନ ମ୍ୟାକେଙ୍କୁ ବହିଷ୍କାର କରାଯାଇଛି । ଭାରତରେ ଅବସ୍ଥାପିତ କାନାଡା ହାଇ କମିଶନରଙ୍କୁ ବହିଷ୍କାର କରିବା ସହ ଦେଶ ଛାଡିବାକୁ…
Read More...

ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେସନ ଆରମ୍ଭ । ପ୍ରଧାନମନ୍ତ୍ରୀ କହିଲେ, ଭବନ ବଦଳିଲା, ଭାବ ଓ ଭାବନାକୁ ବି ବଦଳାଇବାକୁ…

କନକ ବ୍ୟୁରୋ : ଇତିହାସ ପାଲଟିଲା ପୁରୁଣା ସଂସଦ ଭବନ । ଆଜିଠୁୁ ଆରମ୍ଭ ହେଲା ନୂଆ ସଂସଦଭବନରେ ସ୍ୱତନ୍ତ୍ର ଅଧିବେଶନ । ସ୍ୱତନ୍ତ୍ର ଅଧିବେଶନର ୨ୟଦିନର କାର୍ଯ୍ୟ ନୂଆ ସଂସଦଭବନରୁ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଓ ଏନଡିଏ ମେଂଟର ସାଂସଦ ଏବଂ ଅନ୍ୟାନ୍ୟ ସମସ୍ତ ଦଳର ସାଂସଦମାନେ ନୂଆ ସଂସଦ…
Read More...