Browsing Category

ନ୍ୟୁଜ୍

ସୁନ୍ଦରଗଡ ଲହୁଣୀପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ସୁନ୍ଦରଗଡ ବ୍ୟୁରୋ,କନକ ନ୍ୟୁଜ୍ : ସୁନ୍ଦରଗଡ ଲହୁଣୀପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୨ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ରାଉରକେଲା ଆରଜିଏଚ ହସ୍ପିଟାଲରେ ଭର୍ତି କରାଯାଇଛି । ବ୍ରହ୍ମପୁରରୁ ରାଉରକେଲା ଯାଉଥିବା ବେଳେ ବିରିତଳା ପୋଲ…
Read More...

ପୁରୀରେ ହେଲା ରଥଯାତ୍ରା ସମନ୍ୱୟ କମିଟି ବୈଠକ : ସେବାୟତଙ୍କ ଅସନ୍ତୋଷ

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଉଠିଲା ବ୍ରହ୍ମବିଭ୍ରାଟ ପ୍ରସଙ୍ଗ । ବର୍ଷେ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବ୍ରହ୍ମ ବିଭ୍ରାଟ ତଦନ୍ତ ରିପୋର୍ଟ ପ୍ରଦାନ କରିବାରେ ପ୍ରଶାସନ ବିଳମ୍ବ କରୁଥିବାରୁ ଏହାକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।…
Read More...

ନବୀନ ସରକାରଙ୍କୁ ହିସାବ ମାଗିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ନବୀନ ସରକାରଙ୍କ ଚତୁର୍ଥ ପାଳିର ଦୁଇବର୍ଷ ପୂରଣ ହୋଇସାରିଛି । ତେବେ ସରକାରଙ୍କୁ ଗତ ଗୋଟିଏ ବର୍ଷର ହିସାବ ମାଗିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜୟ କହିଛନ୍ତି ଗତ ଏକ ବର୍ଷରେ ରାଜ୍ୟ ସରକାର ପ୍ରାୟ ୧୬…
Read More...

ରାୟଗଡାରେ ମାଓବାଦୀଙ୍କ ଲଙ୍କାକାଣ୍ଡ

ରାୟଗଡା: ରାୟଗଡାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । କଲ୍ୟାଣସିଂହପୁରରେ ଠିକାଦାର କ୍ୟାମ୍ପରେ ବହୁ ଗାଡି ପୋଡିଛନ୍ତି ମାଓବାଦୀ । ୪ ଟ୍ରାକ୍ଟର,ଗୋଟେ ଜେସିବି, ୨ ଟିପର ଓ ପାଣି ଟାଙ୍କିରେ ନିଆଁଲଗାଇଛନ୍ତି ନକ୍ସଲ । କାଶୀପୁର ବ୍ଲକ ଲାକର୍ସି ଗାଁରେ ଗତକାଲି ବିଳମ୍ବିତ ରାତିରେ ମାଓବାଦୀ ଏହି କାଣ୍ଡ…
Read More...

ଚର୍ଚ୍ଚାରେ ଦାମଙ୍କ ବୟାନ : ବିଷ୍ଣୁ ଦାସଙ୍କୁ୬ ଚକିଆ ଟ୍ରକ୍ କହି କଲେ କଟାକ୍ଷ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ରାଜ୍ୟସଭା କିଏ ଯିବେ । ମୁଖ୍ୟମନ୍ତ୍ରୀ କାହାକୁ ଦେବେ ଟିକେଟ । ଏହି ପ୍ରସଙ୍ଗରେ ଗତ କିଛିଦିନ ହେଲା କଳ୍ପନା ଜଳ୍ପନା ଚାଲିଥିଲା । ଚର୍ଚ୍ଚାରେ ଥିଲେ ଅନେକ ନେତା । ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସଭା ପାଇଁ…
Read More...

ଆନ୍ଦୋଳନ ପାଇଁ ସଜବାଜ ହେଉଛି ବ୍ୟବସାୟୀ ମହାସଂଘ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ୫ ଦଫା ଦାବି ନେଇ ଓଡିଶା ବ୍ୟବସାୟୀ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ । ଆସନ୍ତା ୧ ତାରିଖରେ ଓଡିଶାର ୧୯୪ଟି ବ୍ୟବସାୟୀ ସଂଘ ଓ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଏକ ଅଧିବେଶନ ବସୁଛି । ମୁଖ୍ୟତଃ ୫ ପ୍ରତିଶତ ଭାଟ ପ୍ରତ୍ୟାହାର, କଂଟ୍ରୋଲ ଅର୍ଡର ସିକ୍ୟୁରିଟି ଓ…
Read More...

ରଥଖଳାକୁ ବିଜେ ହେଲା ଆଜ୍ଞାମାଳ : ଚକ, ଅଖ, ଡେରା କାର୍ଯ୍ୟ ଅନୁକୂଳ

ପୁରୀ ବ୍ୟୁରୋ , କନକ ନ୍ୟୁଜ୍: ଆଜି ଭଉଁରୀ ତିଥୀରେ ପରମ୍ପରା ମୁତାବକ ଶ୍ରୀଜୀଉଙ୍କ ୩ ରଥର ଚକ, ଅଖ ସଂଯୋଗ ନୀତି ଅନୁକୂଳ ହୋଇଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ପରେ ପାଣି ପଡି ଶ୍ରୀଜୀଉଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ କରିଥିଲା । ଏହାପରେ ମହାରଣା ସେବାୟତମାନେ ଶାଢୀବାନ୍ଧି…
Read More...

ଆଜି ହେବ ନେଷ୍ଟ ପରୀକ୍ଷା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଭୁବନେଶ୍ୱର ନାଇଜର ସମେତ ମୁମ୍ବାଇସ୍ଥିତ ସେଂଟର ଫର୍ ଏକ୍ସଲେନ୍ସ ଇନ୍ ବେସିକ୍ ସାଇନ୍ସରେ ନାମଲେଖା ପାଇଁ ଆଜି ନ୍ୟାସନାଲ ଏଂଟ୍ରାନ୍ସ ଟେଷ୍ଟ ବା ନେଷ୍ଟ ଅନୁଷ୍ଠିତ ହେବ । ଚଳିତ ବର୍ଷପାଇଁ ଏହି ପ୍ରବେଶିକା ପରୀକ୍ଷାରେ ୫୪ ହଜାରରୁ ଅଧିକ ପିଲା ଅଂଶଗ୍ରହଣ…
Read More...

ଆଜି ପ୍ରକାଶ ପାଇବ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାଫଳ : ୩ଟି ୱେବସାଇଟରେ ଉପଲବ୍ଧ ହେବ ରେଜଲଟ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଆଜି ପ୍ରକାଶ ପାଇବ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାଫଳ । ସେଂଟ୍ରାଲ ବୋର୍ଡ ଅପ୍ ସେକେଣ୍ଡେରୀ ଏଜୁକେସନ୍ ଦ୍ୱାରା ପରିଚାଳିତ ସ୍କୁଲଗୁଡ଼ିକରେ ଦଶମ ଶ୍ରେଣୀ ପରୀକ୍ଷାଫଳ ଆଜି ପ୍ରକାଶ ପାଇବ । ୩ଟି ୱେସାଇଟ୍ ଜରିଆରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ…
Read More...

ପୁରୀରେ ଆଜି ବସୁଛି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକ

ପୁରୀ ବ୍ୟୁରୋ , କନକ ନ୍ୟୁଜ୍: ପୁରୀରେ ଆଜି ବସୁଛି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକ । କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଅଖିଳ ବିହାରୀ ଓତାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଏଥିରେ ବିଶେଷ କରି ପ୍ରଥମ ସମନ୍ୱୟ ବୈଠକରେ ବିଭିନ୍ନ ବିଭାଗକୁ ମଗାଯାଇଥିବା ଆକ୍ସନ ପ୍ଲାନ ରିପୋର୍ଟ ଉପରେ…
Read More...