ରାଜ୍ୟସଭା ରେସ୍ : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭୁପିନ୍ଦର ସିଂହ

15

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟ ସଭା ରେସ ନେଇ ଚଳଚଂଚଳ ବିଜେଡି ରାଜନୀତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟସଭା ସାଂସଦ ଭୂପିନ୍ଦର ସିଂହ । ସୁପ୍ରିମୋଙ୍କ ସହ ପାଖାପାଖି ଅଧା ଘଂଟା ଧରି ଭୂପିନ୍ଦର ଆଲୋଚନା କରିଥିବା ଜଣାପଡିଛି । ତେବେ ଏନେଇ ସେ ଗଣମାଧ୍ୟମରେ କିଛି ପ୍ରତିକ୍ରିୟା ଦେଇ ନାହାଁନ୍ତି ।

ଏହା ସହ ରାଜ୍ୟସଭା ଲବି ଜୋରଦାର