Browsing Category

ନ୍ୟୁଜ୍

ଏନ ଭାସ୍କର ରାଓଙ୍କୁ ଆୟକର ବିଭାଗର ନୋଟିସ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅଡୁଆରେ ବିଜୁ ଜନତା ଦଳର ରାଜ୍ୟସଭା ପ୍ରାର୍ଥୀ ଏନ ଭାସ୍କର ରାଓ । ୪୧ ଲକ୍ଷ ଟଙ୍କା ବକେୟା ଟିକସ ପୈଠ କରିବା ପାଇଁ ଭାସ୍କରଙ୍କୁ ନୋଟିସ ହୋଇଥିବା ଜଣାପଡିଛି । ଗତକାଲି ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ଭାସ୍କର ରାଓ । ଯେଉଁଥିରେ ସେ…
Read More...

କଣ କହିବେ ମୋଦି ?

ବାଲେଶ୍ୱର : ବାଲେଶ୍ୱରରେ ହେବ ବିକାଶ ଉତ୍ସବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେବେ ସମ୍ଭାଷଣ । ଦୁଇ ବର୍ଷ ଭିତରେ ସରକାର କରିଛନ୍ତି କଣ । କାହାକୁ ଦେଇଛନ୍ତି ଗୁରୁତ୍ୱ । କଣ ରହିଛି ଦୁଇବର୍ଷର ସରକାରର ସବୁଠାରୁ ବଡ ଉପଲବ୍ଧି । ଓଡିଶାବାସୀଙ୍କ ଆଗରେ ଏହାର ଏକ ଲମ୍ବା ତାଲିକା ରଖିବେ ମୋଦି…
Read More...

ଧର୍ମଘଟର ଧମକ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବସ୍ ମାଲିକ ସଂଘର ଚେତାବନୀ । ବର୍ଦ୍ଧିତ ଟୋଲ ଫି’ ପ୍ରତିବାଦରେ ଯୁଦ୍ଧଂ ଦେହି ଡାକରା । ବୁଧବାରଠାରୁ ୮ଟି ରୁଟରେ ବସ୍ ଚଳାଚଳ ବନ୍ଦ କରିବ ସଂଘ । କଟକ-ଚଣ୍ଡିଖୋଲ ୫ ନମ୍ବର ଜାତୀୟ ରାଜପଥରେ ଥିବା ମଙ୍ଗୁଳି, ଭଦ୍ରକ ଓ ଚଣ୍ଡିଖୋଲ ମଧ୍ୟରେ ଥିବା ପାଣିକୋଇଲି,…
Read More...

ସାରଥୀଙ୍କ ଆଉ ୩ ସହଯୋଗୀଙ୍କୁ ଇଡିର ଜେରା

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଆଜି ଇଡିରେ ହାଜିର ହୋଇଛନ୍ତି ସାରଥୀଙ୍କ ଆଉ ୩ ଜଣ ସହଯୋଗୀ । ଏମାନେ ହେଲେ ଧରଣିଧର ମଲ୍ଲିକ, ସୁରେନ୍ଦ୍ର ମଲ୍ଲିକ ଓ ବିଜୟ କୁମାର ସାହୁ । ଜମି କାରବାର ନେଇ ଏମାନଙ୍କୁ ପଚରାଉଚରା କରାଯାଉଛି । ତେବେ ଦୀର୍ଘ ଦୁଇଘଂଟା ଧରି ଚାଲିଛି ଜେରା । ଗତକାଲି ମଧ୍ୟ…
Read More...

ମିଳୁନାହାଁନ୍ତି ନିଲାମଧାରୀ

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଦୁଇ ଦୁଇ ଥର ଫେଲþ ମାରିଲାଣି ଇ-ଅକସନ୍ । ଚିଟଫଣ୍ଡ ସଂସ୍ଥା ରୋଜଭ୍ୟାଲିର ସମ୍ପତି କିଣିବାକୁ ମିଳୁନାହାଁନ୍ତି ବିଡର । ସମସ୍ତଙ୍କ ମନରେ ଭୟ । ରୋଜଭ୍ୟାଲି ଏକ ଚିଟଫଣ୍ଡ ସଂସ୍ଥା । ଯାହାର ସମ୍ପତି କିଣି ବିବାଦକୁ ଆସିବାକୁ ଚାହୁଁନାହାଁନ୍ତି । ସେପଟେ ତୃତୀୟ ଥର…
Read More...

ଉଡିବନି ଏୟାର ଓଡିଶା !

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜୁନ୍ ପହିଲାରୁ ଏୟାର ଓଡିଶା ସହ ଚୁକ୍ତି ବାତିଲ ହେବ । ଏୟାର ଓଡିଶା ସହ ଚୁକ୍ତି ବାତିଲ ନେଇ ଚିଠି ଜାରି କରିଛି ସିଏମଜିଆଇ । ଅଗଷ୍ଟ ୨୯ , ୨୦୧୫ରେ କମ୍ପାନୀ ସହ ହୋଇଥିବା ଚୁକ୍ତି ବାତିଲ କରିବାକୁ ଚିଠି ଲେଖିଛି ସିଏମଜିଆଇ । ଗତ ୨୬ ତାରିଖରେ ଏୟାର…
Read More...

ଏସସିବିର କାର୍ଡିଓଲୋଜି ବିଭାଗରେ ଅଗ୍ନିକାଣ୍ଡ

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକ ବଡ ମେଡିକାଲରେ ଅଗ୍ନିକାଣ୍ଡ । ଏସସିବିର କାର୍ଡିଓଲୋଜି ବିଭାଗରେ ନିଆଁ ଲାଗିଛି । ହୃଦରୋଗ ବିଭାଗର ଦ୍ୱିତୀୟ ମହଲାରେ ନିଆଁ ଲାଗିଛି । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ତେବେ ସୁରକ୍ଷିତ ଭାବେ ଅନ୍ୟ ବିଭାଗକୁ ରୋଗୀଙ୍କୁ…
Read More...

ବର୍ଦ୍ଧିତ ଟୋଲ ଫି ଆଦାୟ ହେଲେ କାଲିଠାରୁ ବସ୍ ଚଳାଚଳ ବନ୍ଦ କରିବାକୁ ବସ୍ ମାଲିକ ସଂଘର ଚେତାବନୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜୁନ୍ ୧ ତାରିଖରୁ ଜାତୀୟ ରାଜପଥରେ ଚଳାଚଳ କରୁଥିବା ବସଗୁଡିକ ପ୍ରାୟ ୧୦ ଗୁଣା ଟୋଲ ଫି ଆଦାୟ ପ୍ରସଙ୍ଗରେ ତାତିଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ବର୍ଦ୍ଧିତ ଟୋଲ ଫି ଆଦାୟ ହେଲେ ଆସନ୍ତାକାଲିଠୁ ବସ୍ ଚଳାଚଳ ବନ୍ଦ ହେବ । ବେଆଇନ୍ ଟୋଲଗେଟ୍ ଥିବା ରୁଟରେ…
Read More...

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ୧୯୮୭ରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିବର୍ଷ ମେ’ ୩୧ କୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରିଆସୁଛି । ସାରା ବିଶ୍ୱରେ ପ୍ରତିବର୍ଷ ତମାଖୁ ସେବନ କରି ପ୍ରାୟ ୬୦ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ଆମ ଦେଶରେ ପ୍ରାୟ…
Read More...

ଜୁନ୍ ୧ରୁ ଜାତୀୟ ରାଜପଥରେ ୧୦ଗୁଣା ବଢିବ ଟୋଲ ଫି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଜୁନ୍ ୧ ତାରିଖରୁ ଜାତୀୟ ରାଜପଥରେ ଚଳାଚଳ କରୁଥିବା ବସଗୁଡିକ ପ୍ରାୟ ୧୦ ଗୁଣା ଟୋଲ ଫି ଦେବେ । ବାହାର ରାଜ୍ୟର ବସ ଉପରେ ଏହି ଫି ବହୁଗୁଣା ବଢିଯିବ । କେବଳ ସେତିକି ନୁହେଁ ଯାତ୍ରୀଙ୍କ ପକେଟରୁ ବି ଯିବ ଟୋଲ ଫି । ଜାତୀୟ ରାଜପଥ କର୍ତୃପକ୍ଷ ରାଜ୍ୟର ସମସ୍ତ…
Read More...