Browsing Category

ନ୍ୟୁଜ୍

ଧର୍ମଶାଳାରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ

ଯାଜପୁର: ଯାଜପୁର ଧର୍ମଶାଳାର ମୂଳାପାଳ ନିକଟରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗତ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଛି, ଏଥିରେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆନ୍ଧ୍ର ପ୍ରଦେଶର ଗୁଂଟୁରରୁ ଏହି ତୀର୍ଥଯାତ୍ରୀ…
Read More...

ଟଙ୍କା ବଦଳରେ କାଗଜ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜମି ଓ ଘରର ସ୍ୱପ୍ନ ଦେଖାଇ କୋଟି କୋଟିର ଲୁଟ୍ । ଲୋକଙ୍କୁ ସ୍ୱପ୍ନ ଦେଖାଇ ଲୁଟ୍ କରୁଛନ୍ତି ବିଲଡର । ଆଉ ଟଂକା ଦେଇ ବି ବର୍ଷ ବର୍ଷ ଧରି ଲୋକେ ପାଉନାହାଁନ୍ତି ସେମାନଙ୍କ ସ୍ୱପ୍ନର ଘର । ଟଙ୍କା ଦେଇ ଫସି ଯାଇଥିବା ଏମିତି ଜଣେ ଗ୍ରାହକ ହେଉଛନ୍ତି ହେଲେ…
Read More...

ଗଂଜାମରେ ଅପରେସନ୍ କ୍ଳିନ୍

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ଗଂଜାମ ଓ ବ୍ରହ୍ମପୁର ଜିଲ୍ଲାରେ ଚାଲିଛି ଅପରେସନ୍ କ୍ଲିନ୍ । ଗଙ୍ଗାଜଲ ଷ୍ଟାଇଲରେ ଚାଲିଛି ଅପରେସନ । ଆଉ ଏହାର ନେତୃତ୍ୱ ନେଉଛନ୍ତି ଆପିଏସ୍ ଆଶିଷ ସିଂ । ଚାଲିଛି ସିରିଜ୍ ଏନକାଉଂଟର ।  ଆଉ ପୁଣି ଜଣେ ହାର୍ଡକୋର ଅପରାଧୀକୁ ଏନକାଉଂଟର କରିଛି ବ୍ରହ୍ମପୁର…
Read More...

ଠାକୁରଙ୍କ ଆଶୀର୍ବାଦ

କଟକ ବ୍ୟୁରୋ, କନକ ନ୍ୟୁଜ୍ : ବାରବାଟୀକୁ ମିଳିବ ଟେଷ୍ଟ ମ୍ୟାଚ୍ ମାନ୍ୟତା । ଖୁବଶୀଘ୍ର ବାରବାଟୀରେ ଖେଳାଯିବ ଟେଷ୍ଟ ମ୍ୟାଚ୍ । ଅନୁରାଗ ଠାକୁର ବିସିସିଆଇ ଅଧ୍ୟକ୍ଷ ହେବା ପରେ ଓସିଏର ଭାଗ୍ୟ ବଦଳିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଓଡିଶା କ୍ରିକେଟ ଆସୋସିଏସନକୁ ଖୁବ୍ ଶୀଘ୍ର ଟେଷ୍ଟ ମ୍ୟାଚ…
Read More...

ବିଯୁକ୍ତ ହେଲା ଯୁକ୍ତ ଦୁଇ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଯୁକ୍ତ ହେଲା ଯୁକ୍ତ ଦୁଇ । ଉଚ୍ଚଶିକ୍ଷା ବିଭାଗରୁ ଅଲଗା ହେଲା ଯୁକ୍ତ ଦୁଇ । ଏଣିକି ଗଣଶିକ୍ଷା ବିଭାଗ ଅଧିନରେ ରହିବ ଯୁକ୍ତ ଦୁଇ କଲେଜ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଯୁକ୍ତ ଦୁଇ ଶିକ୍ଷାରେ ଏକ ବଡ଼ ଧରଣ ସଂସ୍କାର…
Read More...

ଫଇସଲା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମନ୍ତ୍ରୀଙ୍କ ଦକ୍ଷତା ମାପିବେ ମୁଖ୍ୟମନ୍ତ୍ରୀ । ନବୀନ କରିବେ ୱାନ୍ ଟୁ ୱାନ୍ ସାକ୍ଷାତ । କଣ ଥିଲା ଟାର୍ଗେଟ୍, ଆଉ କଣ ଅଛି ବର୍ତମାନର ସ୍ଥିତି । ସରକାରୀ ଯୋଜନା ଓ ଲକ୍ଷ୍ୟ ନେଇ ହେବ କୋଶ୍ଚିନ୍ ଆନସର । ପ୍ରଶ୍ନ କରିବେ ମୁଖ୍ୟମନ୍ତ୍ରୀ, ଉତର ରଖିବେ…
Read More...

ଇତିଶ୍ରୀ ପ୍ରଧାନ ହତ୍ୟା ମାମଲା : ସିବିଆଇ ଜେରାକୁ ଖଣ୍ଡନ କଲେ ଭାସ୍କର ରାଓ

ରାୟଗଡା : ଇତିଶ୍ରୀ ହତ୍ୟା ମାମଲାରେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି ଓ ଏନ.ଭାସ୍କର ରାଓଙ୍କୁ ଜେରା ପ୍ରସଙ୍ଗ । ସିବିଆଇ ଜେରାକୁ ଖଣ୍ଡନ କରିଛନ୍ତି ଭାସ୍କର ରାଓ । କହିଲେ ମୋତେ ସିବିଆଇ ଜେରା କରିନି । ମୁଁ କେବଳ ରାୟଗଡା ସର୍କିଟ ହାଉସ ଯାଇଥିଲି । ଏହାସହ ଆଉ ଗୋଟିଏ ଗୁରୁତ୍ୱପୂଣ୍ଣ କଥା…
Read More...

କେତେ ସୁରକ୍ଷିତ ବ୍ରେଡ, ପିଜା ଓ ବରଗର୍ ?

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସହରାଂଚଳରେ ପ୍ରାୟ ପ୍ରତ୍ୟେକ ଭାରତୀୟ ପରିବାରରେ ବ୍ରେଡ, ପିଜା ଓ ବରଗର ପରି ଶୀଘ୍ର ପ୍ରସ୍ତୁତ ହୋଇପାରୁଥିବା ଖାଦ୍ୟ ଭାବେ ବ୍ୟବହାର ହୋଇଥାଏ । କିନ୍ତୁ ଏହା କେତେ ସୁରକ୍ଷିତ ? ଏହା ଉପରେ ଏବେ ଉଠିଛି ପ୍ରଶ୍ନ । କୋଲ୍ଡ ଡ୍ରିଙ୍କସରେ କୀଟନାଶକ ଓ ମ୍ୟାଗି…
Read More...

ଫାଟକ ଆସିଲେ ପକେଟ୍ ଖାଲି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବସ୍ ଯାତ୍ରୀଙ୍କ ଉପରେ ଟିକସ ପାହାର । କେନ୍ଦ୍ର ଓ ରାଜ୍ୟ ସରକାର ଯାତ୍ରୀଙ୍କ ଉପରେ ଲଦିଛନ୍ତି ଟୋଲ୍ ଟିକସ । ୨୦ କିଲୋମିଟରରୁ ଅଧିକ ଦୂର ଯାତ୍ରା କରୁଥିବା ଯାତ୍ରୀ ମାନେ ଏହି ଟିକସ ଦେବେ । ଥରେ ଯାଆସ କଲେ ଟୋଲଗେଟରେ ବସ୍ ପିଛା ଆଦାୟ ହେବ ୫ ଶହ ଟଂକା ।…
Read More...

ଖୋର୍ଦ୍ଧା ସବରେଜିଷ୍ଟ୍ରା ଅଫିସ୍ ଆଗରୁ ୬ ଲକ୍ଷ ଲୁଟ୍

ଖୋର୍ଦ୍ଧା : ଭୂଜାଲିରେ ହାଣି ୬ଲକ୍ଷ ଲୁଟ୍ । ଖୋର୍ଦ୍ଧା ସବରେଜିଷ୍ଟ୍ରା ଅଫିସ୍ ଆଗରେ ଦିନ ଦ୍ୱିପହରରେ ଘଟିଛି ଏଭଳି ଘଟଣା । ଜଟଣୀର ଷ୍ଟାଂପ୍ ଭେଣ୍ଡରକୁ ହାଣି ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁବୁର୍ତ । ଖୋର୍ଦ୍ଧା ବାଇପାସ ନିକଟରେ କିଛି ଦୁବୁର୍ତ ବେଣୁଧର ନାୟକଙ୍କୁ ଭୂଜାଲିରେ ଆକ୍ରମଣ କରି…
Read More...