Browsing Category

ନ୍ୟୁଜ୍

୬ ବର୍ଷ ପରେ କୋଲକତା ନାଇଟ୍ ରାଇଡର୍ସକୁ ଫେରିଲେ ଗୌତମ ଗମ୍ଭୀର । ଜାଣନ୍ତୁ ଟିମର କେଉଁ ପଦ ସମ୍ଭାଳିବେ ଏହି ପୂର୍ବତନ…

କନକ ବ୍ୟୁରୋ : ୨୦୨୪ ଆଇପିଏଲ ପୂର୍ବରୁ ବଡ ପରିବର୍ତ୍ତନ ହୋଇଛି । ଗୌତମ ଗମ୍ଭୀର ୬ ବର୍ଷ ପରେ କୋଲକତା ନାଇଟ ରାଇଡର୍ସକୁ ଫେରୁଛନ୍ତି । ଗୌତମ ଗମ୍ଭୀର ଏବେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ସହ ଯୋଡି ହୋଇ ରହିଛନ୍ତି । ସେ ୨୦୨୨-୨୦୨୩ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ଟିମର ମେଣ୍ଟର ଭାବେ…
Read More...

ଶ୍ରମିକଙ୍କୁ ଉଦ୍ଧାର କରିବ ରୋବଟ୍ ‘ଦକ୍ଷ’ । ୪୮ଘଣ୍ଟା ଭିତରେ ମିଳିପାରେ ଖୁସି ଖବର

କନକ ବ୍ୟୁରୋ : ଉତ୍ତରକାଶୀରେ ଟନେଲ ଦୁର୍ଘଟଣାରେ ଏବେ ବି ଫସି ରହିଛନ୍ତି ଶ୍ରମିକ । ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜୋରସୋରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବଡ ବଡ ମେସିନ୍ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏବେ ରୋବଟ୍ ଦ୍ୱାରା ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ଯୋଜନା…
Read More...

ପକ୍ଷାଘାତ ଆକ୍ରାନ୍ତ ସ୍ତ୍ରୀର ତଣ୍ଟିକାଟି ୪ ତାଲା କୋଠାରୁ ଡେଇଁ ଜୀବନ ହାରିଲେ ହୃଦରୋଗୀ ସ୍ୱାମୀ ।

କନକ ବ୍ୟୁରୋ: ସୋମବାର ରାତିରେ ଜଣେ ହୃଦରୋଗୀ ଗୋଟାଏ ଧାରୁଆ ଅସ୍ତ୍ରରେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ସ୍ତ୍ରୀର ତଣ୍ଟିକାଟି ୪ ମହଲା କୋଠା ଛାତରୁ ଡେଇଁପଡ଼ି ଜୀବନ ହରାଇଥିବା କଥା ପୁଲିସ କହିଛି। ସୂଚନା ମୁତାବକ , ସୋମବାର ରାତି ପ୍ରାୟ ୯.୧୫ ସମୟରେ ପଶ୍ଚିମବଙ୍ଗର ଆନନ୍ଦପୁର ଥାନା…
Read More...

କୂଟନୈତିକ ବିବାଦ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରୁଡୋ ଆଜି ପ୍ରଥମଥର ମୁହାଁମୁହିଁ ହେବେ ।  

ଜି -20 ଭର୍ଚୁଆଲ୍ ମିଟିଂ: ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ତିକ୍ତତା ପରେ ପ୍ରଥମଥର ପାଇଁ  କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ଆମ  ପ୍ରଧାନମନ୍ତ୍ରୀ ମୋଦୀ ଆଜି ମୁହାଁମୁହିଁ ହେବେ । ସେହିପରି ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅତି କମରେ ଦୁଇ ବର୍ଷ ପରେ ପ୍ରଥମଥର ପାଇଁ…
Read More...

ଅଷ୍ଟମ ଶ୍ରେଣୀ ଛାତ୍ରର ଛୁରାମାଡ଼ରେ ଦଶମ ଶ୍ରେଣୀ ଛାତ୍ର ଗୁରୁତର । ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ । 

କନକ ବ୍ୟୁରୋ: ଅଷ୍ଟମ ଶ୍ରେଣୀର ଛାତ୍ରର ଛୁରାମାଡରେ ଦଶମ ଶ୍ରେଣୀ ଛାତ୍ର ଗୁରୁତର  ।ଏହିଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ପୋଲିସ ହାଇସ୍କୁଲରେ। ସୂଚନା ମୁତାବକ ପୂର୍ବରୁ  କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା ।  ଆଜି ସ୍କୁଲ ଯିବା ସମୟରେ ଅଷ୍ଟମ ଶ୍ରେଣୀର ଛାତ୍ର ଦଶମ ଶ୍ରେଣୀର ଛାତ୍ର…
Read More...

କାମ ଦେଲାନି ସର୍ବଦଳୀୟ ବୈଠକ, ଗୃହରେ ପୁଣି ବିରୋଧୀଙ୍କ ହଙ୍ଗାମା । ୪ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି ।

କନକ ବ୍ୟୁରୋ : ଆଦିବାସୀଙ୍କ ଜମି ପ୍ରସଙ୍ଗକୁ ନେଇ ବିଧାନସଭାରେ ଅଚଳାବସ୍ଥା । ପୁଣିଥରେ ଗୃହକୁ ଦିନ ୪ଟା ମୁଲତବି କରିଛନ୍ତି ବାଚସ୍ପତି । ଗୃହର ମଧ୍ୟ ଭାଗରେ ବିରୋଧୀଙ୍କ ହଟ୍ଟଗୋଳ ଓ ହୋହଲ୍ଲା ଯୋଗୁଁ ବାରମ୍ବାର ଗୃହ ମୁଲତବି । ପ୍ରଥମେ ପୋଡିୟମ ତଳେ ବିରୋଧୀଙ୍କ ହଙ୍ଗାମା କାରଣରୁ ଗୃହକୁ ୧୨ଟା…
Read More...

୨୬ରେ ଲଘୁଚାପ, ୨୭ରେ ଅବପାତ! ଆସନ୍ତା ୨୫ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆଞ୍ଚଳିକ ପାଣିପାଗ…

କନକ ବ୍ୟୁରୋ: ଆସନ୍ତା ୨୫ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଘୂର୍ଣ୍ଣିବଳୟ ୨୬ ତାରିଖ ଆଡକୁ ଲଘୁଚାପର ରୂପ ନେବା ପରେ ୨୭ରେ ଅବପାତରେ ପରିଣତ ହୋଇପାରେ । କ୍ରମେ ଏହା ପଶ୍ଚିମ ଉତ୍ତର-…
Read More...

ଗୃହରେ ବିରୋଧୀଙ୍କ ହଙ୍ଗାମା, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ । ସ୍ୱାଭାବିକ ହୋଇପାରିବ ତ ବିଧାନସଭାର ଗୃହକାର୍ଯ୍ୟ ।…

କନକ ବ୍ୟୁରୋ : ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ସ୍ୱାଭାବିକ ହୋଇପାରୁନି ଗୃହକାର୍ଯ୍ୟ । ଆଦିବାସୀଙ୍କ ଜମିକୁ ନେଇ ହୋଇଥିବା କ୍ୟାବିନେଟ ନିଷ୍ପତ୍ତିକୁ ନେଇ ବିରୋଧୀଙ୍କ ଗୃହରେ ହଙ୍ଗାମା ଯୋଗୁଁ ୨ ଥର ମୁଲତବି କରି ସାରିଲେଣି ବାଚସ୍ପତି ।  ତେବେ ଗୃହକାର୍ଯ୍ୟକୁ ସୁରୁଖୁରରେ…
Read More...

ଆଦିବାସୀଙ୍କ ଜମିକୁ ନେଇ କୌଣସି ବିଲ୍ ଲାଗୁ ହେବାର ନାହିଁ, ବିରୋଧୀ କେବଳ ରାଜନୀତି କରୁଛନ୍ତି । ଗୃହରେ ହଙ୍ଗାମା କରି…

କନକ ବ୍ୟୁରୋ : ଆଦିବାସୀଙ୍କ ଜମିକୁ ନେଇ ହୋଇଥିବା କ୍ୟାବିନେଟ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ବିରୋଧୀ । ଗୃହରେ ବିରୋଧୀଙ୍କ ହଙ୍ଗାମା କାରଣରୁ ପ୍ରଶ୍ନକାଳ ଚାଲିପାରିନାହିଁ । ଏହି ପ୍ରସଙ୍ଗକୁ ନେଇ ବିଜେଡିକୁ ଆଦିବାସୀ ବିରୋଧୀ ବୋଲି କହିଛି ବିଜେପି ।…
Read More...

ପୁଣି ରାସ୍ତାକୁ ଓହ୍ଲାଇଲେ ସାହାରା ଜମାକାରୀ । ସୁବ୍ରତ ରାୟଙ୍କ ମୃତ୍ୟୁ ପରେ ଟଙ୍କା ଫେରସ୍ତ ପାଇବା ନେଇ ଦ୍ୱନ୍ଦ୍ୱରେ…

କନକ ବ୍ୟୁରୋ: ପୁଣି ରାଜରାସ୍ତାରେ ସାହାରା ଜମାକାରୀ । ନିକଟରେ ସାହାରା ମୁଖ୍ୟଙ୍କ ମୃତ୍ୟୁ ହେବା ପରେ ସାହାରା ଜମାକାରୀ ନିଜର ଟଙ୍କା ଫେରି ପାଇବା ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି । କିଛି ଜମାକାରୀ ୧୦ ହଜାର ଟଙ୍କା ଲେଖାଏଁ ପାଇଥିଲେ ମଧ୍ୟ ଅନେକ ଜମାକାରୀ ଟଙ୍କା ପାଇନାହାନ୍ତି । ତୁରନ୍ତ…
Read More...