Browsing Category

ନ୍ୟୁଜ୍

ପ୍ରଯୋଜକ ଟୁଟୁ ନାୟକ ଗିରଫ । ମହିଳା ସାମ୍ବାଦିକଙ୍କୁ ମାଡ ମାରିବା ଘଟଣାରେ ଗିରଫ କଲା ପୋଲିସ ।

କନକ ବ୍ୟୁରୋ: ଗିରଫ ହେଲେ ପ୍ରଯୋଜକ ଟୁଟୁ ନାୟକ । ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାରେ ଗିରି ହୋଇଛନ୍ତି ଟୁଟୁ ନାୟକ । ଗତକାଲି ଅଭିଯୋଗ କରିଥିଲେ ମହିଳା ସାମ୍ବାଦିକ ଦେବସ୍ମିତା ରାଉତ । ଅଭିଯୋଗ ଆଧାରରେ ଆଜି ଥାନାରେ ହାଜର ହୋଇଥିଲେ ପ୍ରଯୋଜକ । ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ନେଇ…
Read More...

ସ୍ୱାସ୍ଥ୍ୟକେନ୍ଦ୍ର ଘେରିଲେ ୧୫ ପଞ୍ଚାୟତ ବାସିନ୍ଦା । ଡାକ୍ତର ନଥିବାରୁ ନାନାଦି ଅସୁବିଧା ଭୋଗୁଛନ୍ତି ଲୋକ ।

କନକ ବ୍ୟୁରୋ: ସ୍ୱାସ୍ଥ୍ୟକେନ୍ଦ୍ର ଘେରିଲେ ୧୫ ପଞ୍ଚାୟତ ବାସିନ୍ଦା । ସ୍ୱାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ସମସ୍ୟା ନେଇ ପିପିଲି, ନିମାପଡ଼ା ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ୧୫ଟି ପଞ୍ଚାୟତ ଲୋକେ ପ୍ରତିବାଦ କରିଛନ୍ତି । ସେମାନଙ୍କର ଦାବି ହେଲା, ଚିକିତ୍ସା ପାଇଁ ବଳଙ୍ଗା ପ୍ରାଥମିକ…
Read More...

ଭାସ୍କର ରାଓଙ୍କ ପିଛା ଛାଡୁନି ବିବାଦ । ପୂର୍ବତନ ରାଜ୍ୟସଭା ସାଂସଦଙ୍କ ବିରୋଧରେ ଆଦିବାସୀ ମହାସଂଘର ରଣହୁଙ୍କାର ।

କନକ ବ୍ୟୁରୋ: ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେଡି ଉପ ସଭାପତି ଭାସ୍କର ରାଓଙ୍କ ପିଛା ଛାଡୁନି ବିବାଦ । ପ୍ରଥମେ ନିଜ ଦଳର ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ଆରୋପ ପରେ ଏବେ ଜିଲ୍ଲା ଆଦିବାସୀ ମହାସଂଘ ଭାସ୍କରଙ୍କ ବିରୋଧରେ ରଣହୁଙ୍କାର ଦେଇଛି । ବିଜେଡି କାଉନସିଲର ଭାଗିରଥି ମାଣ୍ଡାଙ୍ଗୀଙ୍କ ହତ୍ୟା…
Read More...

ଗ୍ୟାସ ପାଇଁ ସ୍ତ୍ରୀକୁ ହତ୍ୟା । ଚୁଲିରେ ରୋଷେଇ ନକରି ଗ୍ୟାସରେ ରୋଷେଇ କରିବାରୁ ସ୍ତ୍ରୀ ଜୀବନ ନେଲା ସ୍ୱାମୀ ।

କନକ ବ୍ୟୁରୋ: ଗ୍ୟାସ ପାଇଁ ସ୍ତ୍ରୀକୁ ହତ୍ୟା । ଆସ୍କା ଧରାକୋଟ ବ୍ଲକ ରୁଗୁମୁ ଗ୍ରାମରୁ ଆସିଛି ଏଭଳି ଚାଂଚଲ୍ୟକର ଘଟଣା । ସୂଚନା ଅନୁସାରେ, ଘରେ ରୋଷେଇ ପାଇଁ ସ୍ୱାମୀ ଓ ସ୍ତ୍ରୀ ମଧ୍ୟ ପ୍ରବଳ ଝଗଡ଼ା ହୋଇଥିଲା । କାଠ ଚୁଲାରେ ରୋଷେଇ କରିବାକୁ ସ୍ୱାମୀ କହିଥିଲେ । କିନ୍ତୁ ସ୍ତ୍ରୀ ଗ୍ୟାସରେ…
Read More...

ଛାତ୍ରୀଙ୍କ ତଣ୍ଟି କାଟିଦେଲେ ସହପାଠୀ । ଛାତ୍ରୀ ଜଣକ ହଷ୍ଟେଲ ରୁମରେ ଶୋଇଥିବାବେଳେ ଆକ୍ରମଣ

କନକ ବ୍ୟୁରୋ: ସହପାଠୀଙ୍କ ତଣ୍ଟି କାଟିଦେଲେ ଛାତ୍ରୀ । ଅନୁଗୁଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ମହିଳା ଛାତ୍ରାବାସରେ ଜଣେ ଛାତ୍ରୀ ନିଜ ସହପାଠୀଙ୍କ ତଣ୍ଟି କାଟିଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି । ଘଟଣା…
Read More...

 ଥାନାରେ ହାଜର ହେଲେ ପ୍ରଯୋଜକ ଟୁଟୁ ନାୟକ ,  ଥାନା ଭିତରେ ପଚରାଉଚରା ଜାରି । ନିଜ ଆଡୁ ମାମଲା ରୁଜୁ କଲେ ମହିଳା କମିଶନ…

କନକ ବ୍ୟୁରୋ: ଅଭିଯୋଗ ପରେ ଥାନାରେ ହାଜର ହେଲେ ପ୍ରଯୋଜକ ଟୁଟୁ ନାୟକ । ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ନେଇ ଖାରବେଳନଗର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଟୁଟୁ ନାୟକଙ୍କୁ ଉଠାଇ ଆଣିଥିଲା ପୁଲିସ । ଥାନାରେ ତାଙ୍କୁ ପଚରାଉଚରା କରୁଛି ପୋଲିସ । ଶୁକ୍ରବାର ଜଣେ ମହିଳା…
Read More...

ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ, ଏଏସଆଇକୁ ମିଳିଛି ଅନୁମତି । ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

କନକ ବ୍ୟୁରୋ : ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ । ଏନେଇ ଏଏସଆଇକୁ ଅନୁମତି ଦିଆଯାଇଛି । ପରିଚାଳନା ବୈଠକ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପରିଚାଳନା ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଲେଜର ସ୍କାନିଂ…
Read More...

‘ଏବେ ମୁଁ ଅବସର ନେଇପାରିବି’ । ରାଲିରେ ପୁଅ ଦୁଷ୍ୟନ୍ତର ଭାଷଣ ଶୁଣିବା ପରେ ରାଜନୀତି ଛାଡିବାକୁ ସଙ୍କେତ ଦେଲେ…

କନକ ବ୍ୟୁରୋ: ରାଜସ୍ଥାନରେ ଏବେ ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି । ଏଭଳି ସମୟରେ ରାଜନୀତି ଛାଡିବାକୁ ସଙ୍କେତ ଦେଇଛନ୍ତି ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ବସୁନ୍ଧରା ରାଜେ । ଝାଲାୱାଡରେ ଆୟୋଜିତ ଏ ଜନସଭାରେ ନିଜ ସାଂସଦ ପୁଅ ଦୁଷ୍ୟନ୍ତ ସିଂହଙ୍କ ଭାଷଣ ଶୁଣିବା ପରେ…
Read More...

ଡାକ୍ତରୀ ପଢା ପରେ ରାଜନୀତି ପାଇଁ ଉତ୍ସାହ । ମଧ୍ୟପ୍ରଦେଶରେ ଆକର୍ଷଣୀୟ ପ୍ରତିଯୋଗିତା, ନିର୍ବାଚନୀ ମଇଦାନରେ…

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟ କରିଲାଭଳି ଦୃଶ୍ୟ । ରାଜନୀତିକୁ ନେଇ ୮୦ ବର୍ଷୀୟ ଅଜା ଓ ୨୭ ବର୍ଷୀୟ ନାତୁଣୀ ଭିତରେ ଲଢେଇ । ୨୩୦ ବିଧାନସଭା ଆସନ ପାଇଁ ନଭେମ୍ବର ୧୭ ରେ ଭୋଟ୍ ଦିଆଯିବା ଆରମ୍ଭ ହେବ ଏହା ଭିତରେ ସେଙ୍ଗରୁଲି ଜିଲ୍ଲାର ଦେବସର ବିଧାନସଭା ଆସନ ପାଇଁ…
Read More...

ସ୍ୱାସ୍ଥ୍ୟକର୍ମୀଙ୍କୁ ଅବହେଳା ଅଭିଯୋଗ । ନର୍ସିଂ ପରୀକ୍ଷା ଫଳରେ ଅନିୟମିତତା ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ…

କନକ ବ୍ୟୁରୋ: ଓଡ଼ିଶାରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଅବହେଳା ଅଭିଯୋଗ । ନର୍ସିଂ ପରୀକ୍ଷା ଫଳରେ ଅନୀୟମିତତା ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ବସିଲେ ପରୀକ୍ଷାର୍ଥୀ । ପରୀକ୍ଷାର୍ଥୀଙ୍କୁ କେଉଁ କାରଣରୁ ଅଯୋଗ୍ୟ ଘୋଷିତ କରାଗଲା ସେନେଇ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ…
Read More...