Browsing Category

ନ୍ୟୁଜ୍

ସହମତିର ଅଭାବ : ରାଜ୍ୟସଭାରେ ଆଗତ ହୋଇପାରିଲାନି ତିନି ତଲାକ୍ ବିଲ୍

କନକ ବ୍ୟୁରୋ : ରାଜ୍ୟସଭାରେ ସହମତି ଅଭାବରୁ ଗତକାଲି ମଧ୍ୟ ତିନି ତଲାକ ବିଲ୍‌ ଆଗତ ହୋଇପାରି ନାହିଁ ।  ବିଲ୍‌ ନେଇ ଗୃହରେ ଏକତା ଦେଖିବାକୁ ମିଳିନଥିବାରୁ ବିଲକୁ  ଉପସ୍ଥାପନ କରାଯାଇ ନାହିଁ ବୋଲି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ କହିଥିଲେ ।  ଦିନକ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ଏହି…
Read More...

ଆଗୁଆ ନିର୍ବାଚନ ଉପରେ ଲାଗିଲା ବିରାମ : ଅମିତ ଶାହ କହିଲେ,ନିର୍ଦ୍ଧାରିତ ସମୟରେ ଦେଶରେ ହେବ ଭୋଟ୍

କନକ ବ୍ୟୁରୋ : ଦେଶରେ ହେବ ନାହିଁ ଆଗୁଆ ନିର୍ବାଚନ । ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ସୂଚନା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ସେ କହିଛନ୍ତି- ନିର୍ଦ୍ଧାରିତ ସମୟରେ ସରକାର ନିର୍ବାଚନ କରିବାକୁ ଯୋଜନା ରଖିଛନ୍ତି । ଏହାସହ କହିଛନ୍ତି-ଆଗାମୀ ଦିନରେ…
Read More...

ବନ୍ୟାରେ କଲବଲ ହେଉଛି କେରଳ : ୫୦ ବର୍ଷରେ ପ୍ରକୃତିର ତାଣ୍ଡବ ଆଣିଲା ପ୍ରଳୟ, ରେକର୍ଡ ବର୍ଷା ନେଲାଣି ୨୯ ଜୀବନ

କନକ ବ୍ୟୁରୋ : କେରଳରେ ବନ୍ୟା ସ୍ଥିତି ସଂଗୀନ ହେବାରେ ଲାଗିଛି । ପ୍ରଳଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୨୯ ଜଣଙ୍କ ଜୀବନ ଯାଇଛି । ୨୫ ଜଣଙ୍କ ମୃତ୍ୟୁ ଭୁସ୍ଖଳନରେ ହୋଇଥିବା ବେଳେ ୪ ଜଣ ବନ୍ୟା ଜଳରେ ଭାସିଯାଇ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ବନ୍ୟା ଯୋଗୁଁ ଲକ୍ଷ ଲକ୍ଷ ଲୋକ…
Read More...

ନୂଆ ରୂପରେ ସଜେଇ ହେବ ସ୍ମାଟସିଟିର ବସଷ୍ଟପ୍ : ଅତ୍ୟାଧୁନିକୀକରଣ ପାଇଁ ଖର୍ଚ୍ଚ ହେବ ୨୦ କୋଟି ଟଙ୍କା

କନକ ବ୍ୟୁରୋ : ସ୍ମାଟସିଟିର ବସଷ୍ଟପ ଗୁଡ଼ିକର ନବଗକଳେବର ହେବ । ଆଉ ଭଙ୍ଗାଦଦରା ବସଷ୍ଟପ୍ ଦେଖିବା ପାଇଁ ମିଳିବ ନାହିଁ । ବିଶ୍ୱକପ୍‌ ହକି ପୂର୍ବରୁ ବଦଳିବ ସ୍ମାର୍ଟ୍‌ସିଟିର ବସଷ୍ଟପ୍‌ । ଭଙ୍ଗା ଦଦରା ହୋଇ ପଡ଼ିଥିବା ବସ୍‌ଷ୍ଟପ୍‌ଗୁଡ଼ିକୁ ନୂଆ ରୂପ ଦିଆଯିବ । କ୍ୟାପିଟାଲ ରିଜିଅନ୍‌ ଅର୍ବାନ…
Read More...

ଆସୁଛି ବଡ଼ ବର୍ଷା : ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ

କନକ ବ୍ୟୁରୋ : ପୁଣି ଆସୁଛି ବଡ଼ ବର୍ଷା । ଅଗଷ୍ଟ ୧୩ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ୧୪ ଓ ୧୫ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ । ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡ଼ାରେ ପ୍ରବଳରୁ ଅତିପ୍ରବଳ…
Read More...

କାହିଁକି ଏନଡିଏକୁ ସୁହାଉଛି ବିଜେଡି ନିଷ୍ପତି, ଜାତୀୟ ଗଣମାଧ୍ୟମରେ କାରଣକୁ ନେଇ ଚର୍ଚ୍ଚା ।

କନକ ବ୍ୟୁରୋ : ସମର୍ଥନ ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ କରିଛନ୍ତି ମୋଦି । ସେହିପରି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ମଧ୍ୟ ଫୋନ କରି କୃତଜ୍ଞତା ଜଣାଇଛନ୍ତି । ତେବେ ସମର୍ଥନ ପରେ ଏହି ଧନ୍ୟବାଦର ପର୍ବକୁ ନେଇ ଆରମ୍ଭ ହୋଇଯାଇଛି…
Read More...

ଭୁବନେଶ୍ୱରର ଅନନ୍ତ ବାସୁଦେବ ମନ୍ଦିରରେ ଲାଗିଲା ନିଆଁ ! ଜଳିଗଲା ରୋଷଘରର ୧୬ ବଖରା, କେମିତି ଲାଗିଲା ନିଆଁ ଆରମ୍ଭ ହେଲା…

କନକ ବ୍ୟୁରୋ : ପୁରୁଣା ଭୁବନେଶ୍ୱର ଅନନ୍ତବାସୁଦେବ ମନ୍ଦିରର ରୋଷ ଘରେ ଅଗ୍ନିକାଣ୍ଡ । ଜଳିଗଲା ରୋଷଘର ଓ ଚୁଲି । ପ୍ରାୟ ୨ଘଂଟାର ଅକ୍ଲାଂନ୍ତ ପରିଶ୍ରମ ପରେ ନିଆଁ ଲିଭାଇଥିଲା ଅଗ୍ନିଶମ ବିଭାଗ । ହେଲେ ସେତେବେଳକୁ ସବୁ କିଛି ଜଳିଯାଇଥିଲା । ରୋଷ ଘରେ ବାରମ୍ବାର ଏପରି ନିଆଁ ଲାଗୁଥିଲେ ମଧ୍ୟ…
Read More...

କାହିଁକି ଜେଲ ଗଲେ ଆଇଏଏସ ଅଫିସର ବିନୋଦ କୁମାର ? କଣ ଥିଲା ଦୋଷ, ପଢନ୍ତୁ ପୂରା ରିପୋର୍ଟ

କନକ ବ୍ୟୁରୋ : ଓଆରଏଚଡିସି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଇଛନ୍ତି ଆଇଏଏସ ବିନୋଦ କୁମାର । ବାତ୍ୟା ଆଶ୍ରୟ ସ୍ଥଳୀ ବାବଦକୁ ଆସିଥିବା ଟଙ୍କା ହଡପ ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ଭିଜିଲାନ୍ସ କୋର୍ଟ ବିନୋଦଙ୍କୁ ୩ବର୍ଷ ଦେଲ ଦଣ୍ଡ ସହ ୭୫ ହଜାର ଟଙ୍କା…
Read More...

ଅନ୍ଧବିଶ୍ୱାସର ଆଉ ଏକ ଝଲକ । ମୃତ ଶିଶୁକୁ ବଞ୍ଚାଇବାକୁ ଚାଲିଲା ୭ ଘଣ୍ଟା ପୂଜାର୍ଚ୍ଚନା, ମୁଣ୍ଡ ଉପରେ ଜଳାଇଲେ ଦୀପ,…

କନକ ବ୍ୟୁରୋ : ଦେଖିବାକୁ ମିଳିଲା ଅନ୍ଧବିଶ୍ୱାସର ଆଉ ଏକ ଝଲକ । ତାହା ବି କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ବରଂ ରାଜଧାନୀରୁ କେଇ ଶହ କିଲୋମିଟର ଦୂର କେନ୍ଦ୍ରାପଡାର ମହାକାଳପଡା ଅଞ୍ଚଳରେ । ଯେଉଁଠି ଜଣେ ମୃତ ଶିଶୁକୁ ବଞ୍ଚାଇବା ପାଇଁ ଦୀର୍ଘ ୬ରୁ ୭ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ଝଡାଫୁଙ୍କା ଓ…
Read More...

ଜଗନ୍ନାଥଙ୍କ ପାଇଁ ପୁରୀରେ ହେଲା ଜନଶୁଣାଣି ! ବନ୍ଦ କଠୋରୀରେ ଜଣ ଜଣ କରି ମତ ନିଆଯିବାରୁ ସେବାୟତ କଲେ ବିରୋଧ ।

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ପ୍ରସ୍ତାବକୁ କିପରି କାର୍ଯ୍ୟକାରୀ କରାଯିବ, ଏ ନେଇ ସର୍ବସାଧାରଣଙ୍କ ମତ କ’ଣ ଜାଣିବା ପାଇଁ ଆଜି ପୁରୀରେ ହୋଇଥିଲା ଜନଶୁଣାଣି । ୩ ଜଣିଆ ବିଶେଷଜ୍ଞ କମିଟି ବିଭିନ୍ନ ବର୍ଗର ଲୋକଙ୍କ ମତାମତ ନେଇଥିଲେ । ଅଗଷ୍ଟ ଶେଷ…
Read More...