Browsing Category

ନ୍ୟୁଜ୍

୬ ଜିଲ୍ଲାକୁ ବର୍ଷା ଓ ଘଡ଼ଘଡି ବିପଦ । ଜାଣନ୍ତୁ କେଉଁ କେଉଁ ଜିଲ୍ଲାକୁ ନେଇ ସତର୍କ କଲା ପାଣିପାଗ ବିଭାଗ

କନକ ବ୍ୟୁରୋ: ଆଞ୍ଚଳିକ ପାଣିପାଗ ବିଭାଗର ସତର୍କ ଆକୁଆ ସୂଚନା । ୬ ଜିଲ୍ଲାକୁ ବର୍ଷା ସହ ବଜ୍ରପାତ ନେଇ ସତର୍କ ସୂଚନା ଜାରି । ଅପରାହ୍ନ ୩ଟା ୧୫ ମିନିଟ୍ ମଧ୍ୟରେ ରାଜ୍ୟର ୬ଟି ଜିଲ୍ଲାକୁ ବର୍ଷା ସହ ଘଡଘଡିର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି…
Read More...

ଭୁବନେଶ୍ୱର ଦାରୁଠେଙ୍ଗ ବଡବାଙ୍କରେ କୁମ୍ଭୀର ଆତଙ୍କ: ପଥର ଖଣି ଖାଲରେ ୫ ଫୁଟର କୁମ୍ଭୀର ଦେଖିବା ପରେ ସ୍ଥାନୀୟ ଅଂଚଳରେ…

କନକ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ବଡବାଙ୍କରେ କୁମ୍ଭୀର ଆତଙ୍କ । ପଥରଖଣିରେ ଜମି ରହିଥିବା ପାଣିରେ ଦେଖିବାକୁ ଏକ ବିରାଟକାୟ ମିଳିଛି । କୁମ୍ଭୀରଟିର ଲମ୍ବ ୫ ଫୁଟ ହେବ । ଏପରିକି ୪ରୁ ୫ଟି ବତକ ମଧ୍ୟ କୁମ୍ଭୀର ଖାଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଚନ୍ଦକା ଦମପଡା…
Read More...

କ’ଣ ଲୁଚାଇବାକୁ ଚାହୁଁଛି ଏମ୍ସ ? ସିିଲିଂ ଭୁଶୁଡ଼ିବା ଘଟଣାର ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ କଲେ ଏମ୍ସ…

କନକ ବ୍ୟୁରୋ : ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି ଏମ୍ସ ସିକ୍ୟୁରିଟି ଗାର୍ଡ଼ । ଗତକାଲି ହସ୍ପିଟାଲ ପରିସରରେ ଥିବା ଆଉଟଡୋର ବା ଟିକଟ କାଉଁଟର ନିକଟରେ ଛାତର ସିଲିଂ ଖସିପଡିଥିଲା । ଯାହାକୁ ନେଇ ଭୟଭୀତ ହୋଇପଡ଼ିଥିଲେ ରୋଗୀ ଓ ସମ୍ପର୍କୀୟ । ଏନେଇ ଆଜି କନକ ନ୍ୟୁଜ ଚ୍ୟାନେଲର ଜଣେ ସାମ୍ବାଦିକ…
Read More...

ପୁଣି ପଦାରେ ପଡିଲା ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର: ଖରାପ ରାସ୍ତା ଯୋଗୁଁ ପହଞ୍ଚିପାରୁନି ଆମ୍ବୁଲାନ୍ସ, କେଉଁଠି ଖଟିଆରେ…

କନକ ବ୍ୟୁରୋ: ଖରାପ ରାସ୍ତା ଯୋଗୁଁ ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ । ଦୀର୍ଘ ୮ କିମି ଭାରରେ ବୁହା ହୋଇ ଅଟକିଥିବା ଆମ୍ବୁଲାନ୍ସ ପାଖରେ ପହଂଚିଥିଲେ ଗର୍ଭବତୀ ମହିଳା । ଏପରି ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଳା ବୈପାରିଗୁଡ଼ା ବ୍ଳକ ଚିପାକୁର ପଞ୍ଚାୟତରେ । ଥୁଆଗନ୍ଦଲି…
Read More...

୮୦ ଦଶକର ଜମିଜମା ବିବାଦ ସମାଧାନ ଦାବି : କ୍ରିୟାନୁଷ୍ଠାନର କମିଟିର କୋଣାର୍କ ବନ୍ଦ, ସୂର୍ଯ୍ୟମନ୍ଦିର ବି ଶୁନଶାନ

କନକ ବ୍ୟୁରୋ : ଦଶନ୍ଧି ଦଶନ୍ଧି ଧରି କୋଣାର୍କ ଓ ଏହାର ଆଖାପାଖ ୧୦ ଖଣ୍ଡ ମୌଜାରେ ଲାଗିଥିବା ଜମିଜମା ବିବାଦର ସମାଧାନ ଦାବିରେ ଆଜି କୋଣାର୍କରେ ବନ୍ଦ ପାଳନ କରାଯାଉଛି । କୋଣାର୍କ-ଭୂସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡକରା ଦିଆଯାଇଛି । ଫଳରେ କୋଣାର୍କରେ ଚକଅଖ ସବୁ ବନ୍ଦ…
Read More...

ଆସ୍ଥା ନାଁରେ ଆତଙ୍କ ସୃଷ୍ଟି କରୁଛନ୍ତି କି ଶିବଭକ୍ତ ? ସୁପ୍ରିମକୋର୍ଟ ଦେଖାଇଲେ କଡା ଆଭିମୁଖ୍ୟ

କନକ ବ୍ୟୁରୋ: ଦେଶର ବିଭିନ୍ନ ସହରରେ କାଉଡିଆଙ୍କ ଭଙ୍ଗାରୁଜା ଘଟଣାକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଯେଉଁ କାଉଡିଆ ଭଙ୍ଗାରୁଜା ଘଟଣାରେ ସଂପୃôକ୍ତ କିମ୍ବା ଆଇନକୁ ନିଜ ହାତକୁ ନେଇଛନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।…
Read More...

ଭୁବନେଶ୍ୱରର ଏମ୍ସ ବିଲ୍ଡିଂର ସ୍ଥାୟୀତ୍ୱକୁ ନେଇ ଉଠିଲା ପ୍ରଶ୍ନ : ଖସିଲା ଆଉଟଡୋରର ସିଲିଂ,ରୋଗୀ ଓ ରୋଗୀଙ୍କ…

କନକ ବ୍ୟୁରୋ : ଅସୁରକ୍ଷିତ ଏମ୍ସ ହସ୍ପିଟାଲ । କେତେବେଳେ ହସ୍ପିଟାଲର କାନ୍ଥ ଦବି ଯାଉଛି ତ ଆଉ କେତେବେଳ କାନ୍ଥର ସିଲିଂ ଖସିପଡୁଛି । ପ୍ରଥମେ କାଜୁଆଲଟି ବିଭାଗର କାନ୍ଥ ଦବି ଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ଏହି ଭୟ ରୋଗୀ ଓ ମେସନାଙ୍କ ସମ୍ପର୍କୀୟଙ୍କ ମନରୁ ନଲିଭୁଣୁ ପୁଣି ଆଉ ଏକ ଘଟଣା…
Read More...

ଚୀନର ଆଉ ଏକ ଚାଲ୍ ! ଚାପରେ ମାଳଦୀପ ଭାରତକୁ କହିଲା, ହଟାଅ ସେନା ଓ ହେଲିକପ୍ଟର

କନକ ବ୍ୟୁରୋ : ଦୀର୍ଘ ବର୍ଷ ଧରି ମାଳଦୀପରେ ରହିିଥିବା ଭାରତୀୟ ସେନା ଓ ହେଲିକପଟରକୁ ତୁରନ୍ତ ହଟିବା ଲାଗି ସେଠାର ସରକାର ପରାମର୍ଶ ଦେଇଛନ୍ତି । ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତି ଅନୁଯାୟୀ ଭାରତୀୟ ସେନା ସେଠାରେ ମୁତୟନ ଥିଲେ । ଚୁକ୍ତି ମିଆଦ ଗତ ଜୁନ ମାସରେ ସମାପ୍ତ ହୋଇଯାଇଥିବାରୁ…
Read More...

ମାନବ ସଭ୍ୟତାରେ ସୃଷ୍ଟି ହେବ ଏକ ନୂଆ ଇତିହାସ : ସୂର୍ଯ୍ୟକୁ ଛୁଇଁବା ପାଇଁ ପୃଥିବୀ ଛାଡିବ ମହାକାଶଯାନ

କନକ ବ୍ୟୁରୋ : ଆସନ୍ତାକାଲି ମାନବ ସଭ୍ୟତାରେ ଏକ ନୂଆ ଇତିହାସ ସୃଷ୍ଟି ହେବ । ସୂର୍ଯ୍ୟକୁ ଛୁଇଁବା ପାଇଁ ପୃଥିବୀ ଛାଡିବ ମହାକାଶଯାନ । ଆମେରିକାର ଫ୍ଲୋରିଡାରୁ ଶନିବାର ଭୋରରୁ ସ୍ଥାନୀୟ ସମୟ ପ୍ରାୟ ୩ଟା ୪୮ରେ ଉତକ୍ଷେପଣ ହେବ ପାର୍କର ସୋଲାର ପ୍ରୋବ । ଭାରତୀୟ ସମୟ ପ୍ରାୟ ଅପରାହ୍ନ ୧ଟା ୧୮…
Read More...

ପୁଣି ଥରେ ଦ୍ୱି-ପାକ୍ଷିକ କଥାବାର୍ତ୍ତା ସପକ୍ଷରେ ଇମ୍ରାନ ଖାନ : ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ…

କନକ ବ୍ୟୁରୋ : ଭାରତ ପାକିସ୍ତାନ ଦ୍ୱି-ପାକ୍ଷିକ କଥାବାର୍ତ୍ତା ସପକ୍ଷରେ ଇମ୍ରାନ ଖାନ । ଭାରତୀୟ ହାଇକମିସନଙ୍କ ସହ ଆଲୋଚନା ସମୟରେ ଏହି ସଙ୍କେତ ଦେଇଛନ୍ତି ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଗତକାଲି ଇସଲାମାବାଦରେ ଭାରତୀୟ ହାଇକମିସନର ଅଜୟ ବିସାରିଆ ଇମ୍ରାନଖାନଙ୍କୁ ଭେଟି…
Read More...