Browsing Category

ନ୍ୟୁଜ୍

ସୁଧୁରିବ କି ସ୍ଥିତି ? ଭାରତ-ପାକିସ୍ତାନ ମଧ୍ୟରେ ନିର୍ମାଣ ହେବ ତୀର୍ଥ କରିଡର !

କନକ ବ୍ୟୁରୋ : ପାକିସ୍ତାନରେ ଭାରତୀୟ ଉଚ୍ଚଆୟୁକ୍ତ ଅଜୟ ବିସାରିଆ ସୀମାବର୍ତ୍ତୀ ଅଚଂଳରେ କିଛି ତୀର୍ଥସ୍ଥାନ ନିର୍ମାଣ କରିବା ପାଇଁ ଯୋଜନା ହେଉଥିବା ସୂଚନା ମିଳିଛି । ତେବେ ମିଳିଥିବା ସୂଚନା ଅନୁସାରେ ଭାରତର ଡେରା ବାବା ନାମକ ଜଣେ ବାବା ପାକିସ୍ତାନର ଗୁରୁଦ୍ୱାରା ପର୍ଯ୍ୟନ୍ତ ଏକ କରିଡର…
Read More...

କୈଳାସ ମାନସରୋବର ଯାତ୍ରାକୁ ନେଇ ଚର୍ଚ୍ଚାରେ କଂଗ୍ରେସ ଅଧ୍ୟକ୍ଷ : ହିମାଳୟ ପାଦଦେଶରୁ ଟ୍ୱିଟରରେ ସେୟାର କରୁଛନ୍ତି…

କନକ ବ୍ୟୁରୋ : କୈଳାସ ମାନସରୋବର ଯାତ୍ରାକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ନିଜ ଟ୍ୱିଟରରେ ସେ ନିଜର ଯାତ୍ରା ନେଇ ଲଗାତାର ଖବର ଦେଉଛନ୍ତି ଓ ଫଟୋ ସେୟାର କରୁଛନ୍ତି । ଏବେ ମାନସରୋବର ଯାତ୍ରା ନେଇ ରାହୁଲଙ୍କ କିଛି ରୋଚକ ଫଟୋ ସାମ୍ନାକୁ ଆସିଛି । ଯାତ୍ରା…
Read More...

ପୁଣି ଚିଲିକା ମଝିରେ ଦେଖିବାକୁ ମିଳିଲା ଘୂର୍ଣ୍ଣିଝଡ : ୪୦୦ ରୁ ୫୦୦ ମିଟର ପର୍ଯ୍ୟନ୍ତ ଉଠିଲା ପାଣି

କନକ ବ୍ୟୁରୋ : ଚିଲିକା ମଝିରେ ପୁଣି ଘୂର୍ଣ୍ଣିଝଡ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଚିଲିକା ମଝିରେ । ଗତାକାଲି ସକାଳୁ ବାଲୁଗାଁ ଜେଟି ନିକଟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଚିଲିକା ମଝିରେ ଏହି ଦୃଶ୍ୟ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସ୍ଥଳଭାଗରେ ଘୂର୍ଣ୍ଣିଝଡ ଭଳି ଚିଲିକା…
Read More...

ଧାରଣା ସ୍ଥଳରେ ଧର୍ମେନ୍ଦ୍ର । ଆନ୍ଦୋଳନରତ ଶିକ୍ଷକଙ୍କୁ ସମର୍ଥନ କରି ରାଜ୍ୟସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ…

କନକ ବ୍ୟୁରୋ: ସରକାରଙ୍କ ନାଲି ଆଖି ସତ୍ୱେ ରାଜରାସ୍ତାରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି । ଆଉ ଶିକ୍ଷକଙ୍କ ଆନ୍ଦୋଳନକୁ ଶାଣିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେଣୁ ଧାରଣା ସ୍ଥଳରେ ପହଞ୍ଚି ରାଜ୍ୟ ସରକାରଙ୍କୁ ସମାଲୋଚନା କରି ନିଆଁରେ ଘିଅ ଢ଼ାଳିଛନ୍ତି କେନ୍ଦ୍ର ମନ୍ତ୍ରୀ…
Read More...

ଲଗାଣ ବର୍ଷା ପରେ ଭଦ୍ରକରେ ଜନଜୀବନ ବେହାଲ । ମିର୍ଜାପୁର ଓ ଗୁଜିଦରଡା ଅଂଚଳରେ ଘରେ ପଶିଲା ପାଣି

କନକ ବ୍ୟୁରୋ : ଦୁଇଦିନର ଲଗାଣ ବର୍ଷା ଯୋଗୁଁ ଭଦ୍ରକରେ ଜନଜୀବନ ବେହାଲ ହୋଇଛି । ଭଦ୍ରକ ସହରାଂଚଳ ନିକଟ ମିର୍ଜାପୁର ଓ ଗୁଜିଦରଡା ଅଂଚଳରେ ପାଣି ପଶିଯିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ଲୋକେ ଘରୁ ବାହାରିପାରୁନାହାନ୍ତି । ଗତ ଦୁଇଦିନ ଧରି…
Read More...

ତୈଳଦର ବୃଦ୍ଧିକୁ ନେଇ ବିଜେଡିର ପ୍ରତିବାଦ : ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ଦଳ

କନକ ବ୍ୟୁରୋ : ତୈଳଦର ବୃଦ୍ଧି ନେଇ ବିଜେଡି କରିଛି ପ୍ରତିବାଦ । ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ । ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ ଆଜି ବିଜେଡି ପକ୍ଷରୁ ଚାଲିଛି ଜନସଚେତନତା କାର୍ଯ୍ୟକ୍ରମ । ଦିନ ୧୦ଟାରୁ ୧୨ଟା ଯାଏ ଦଳ ପକ୍ଷରୁ ସବୁ ପେଟ୍ରୋଲ ପମ୍ପ ଆଗରେ ପ୍ରଦର୍ଶନ…
Read More...

ଜଗନ୍ନାଥଙ୍କ ଭଣ୍ଡାରରେ ଅଛି କେତେ ସୁନା ? ସରକାର ଦେଲେ ତାଲିକା, ଜାଣନ୍ତୁ ପୁରା ହିସାବ ।

କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ଲୋକଲୋଚନକୁ ଆସିବା ପରଠାରୁ ବିବାଦରେ ଅଛନ୍ତି ରାଜ୍ୟ ସରକାର । ତେଣୁ ରତ୍ନଭଣ୍ଡାରରେ ପ୍ରକୃତରେ ଶ୍ରୀଜୀଉଙ୍କ କେତେ ମୁଲ୍ୟବାନ ସମ୍ପତି ଅଛି ତାହାକୁ ନେଇ ବିରୋଧୀ ପ୍ରଶ୍ନ କରୁଥିବାବେଳେ ଏହାକୁ ନେଇ ତଥ୍ୟ ଉପସ୍ଥାପନ କରିଛନ୍ତି…
Read More...

ତେଲ ପାଇଁ ବିଧାନସଭା ଅଚଳ । ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ନାରାବାଜି : ୩ଟା ଯାଏ ଗୃହ ମୁଲତବୀ

କନକ ବ୍ୟୁରୋ : ତେଲ ପାଇଁ ଆଜି ବି ବିଧାନସଭା ଅଚଳ । ୩ଟା ଯାଏ ଗୃହ ମୁଲତବୀ । ବାହାରେ ତେଲତାତି ଦେଖା ଦେଇଥିବାବେଳେ ଆଜି ବିଧାନସଭା ଭିତରେ ବି ତେଲତାତି ଦେଖିବାକୁ ମିଳିଛି । ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି । ଫଳରେ ବିଧାନସଭାର ଗୃହକାର୍ଯ୍ୟକୁ ଦିନ ୩ଟା…
Read More...

ଜଳଘେରରୁ ମୁକ୍ତ ହେବେ ପୁରୀ ସୁଜାତାନଗର ବାସିନ୍ଦା : ରାଜପଥ କାଟି ପାଣି ନିଷ୍କାସନ ପ୍ରକିୟା ଆରମ୍ଭ, ଦୀର୍ଘ ଦୁଇମାସ…

କନକ ବ୍ୟୁରୋ : ପୁରୀ ସୁଜାତା ନଗରର ଲୋକଙ୍କୁ ଜଳବନ୍ଦୀରୁ ମିଳିବ ମୁକ୍ତି । ପାଣି ନିଷ୍କାସନ ପାଇଁ ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି । ମଧ୍ୟରାତ୍ରିରୁ ଜାତୀୟ ରାଜପଥକୁ କଟାଯାଇ ପାଣି ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଘଟଣାସ୍ଥଳରେ ରାଜ୍ୟ ସରକାରଙ୍କ ଡ୍ରେନେଜ୍ ବିଭାଗ…
Read More...

ଅସହ୍ୟ ହେଲାଣି ତେଲ ଦର : ନବରଙ୍ଗପୁର ଓ ଜୟପୁରରେ ପେଟ୍ରୋଲ ଲିଟର ୮୨ ଟଙ୍କା ଟପିଲା

କନକ ବ୍ୟୁରୋ : ପୁଣି ବଢିଲା ତେଲ ଦର । ନବରଙ୍ଗପୁର ଓ ଜୟପୁରରେ ୮୨ ଟଙ୍କା ଟପିଲା ପେଟ୍ରୋଲ ଦର । ଲଗାତର କିଛି ଦିନ ହେଲା ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଗତକାଲି ତୁଳନାରେ ଆଜି ପୁଣି ତୈଳ ଦର ବୃଦ୍ଧି ହୋଇଛି । ନବରଙ୍ଗପୁରରେ ପେଟ୍ରୋଲ ଲିଟର ପିଛା ୮୨ ଟଙ୍କା ୯ ପଇସା…
Read More...