କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି ସଂବଲପୁରରେ ତେଜିଲା ଚାଷୀ ଆନ୍ଦୋଳନ । କୃଷି ବିଲ୍ ବିରୋଧରେ ରାଜରାସ୍ତାରେ ଚାଷୀ । ଘଂଟାଏ ପାଇଁ ସଂବଲପୁର-ଭୁବନେଶ୍ୱର ରାସ୍ତାକୁ ଅବରୋଧ କରି ବିକ୍ଷୋଭ ପ୍ରତିବାଦ କରିଛନ୍ତି ଚାଷୀ । ସଂବଲପୁରର ମାନେଶ୍ୱର ଛକରେ ଏହି ବିରୋଧ କରାଯାଉଛି । ଚାଷୀଙ୍କ ପ୍ରତିବାଦ କାରଣରୁ ୬୫ ନଂବର ଜାତୀୟ ରାଜପଥରେ ଗାଡି ଚଳାଚଳ ପୁରା ଠପ୍ ହୋଇଯାଇଛି ।
ସଂବଲପୁରରେ ତାତିଲେ ଚାଷ, ରାଜପଥ ଘଂଟିକିଆ ବନ୍ଦ : ମାନେଶ୍ୱର ଛକରେ ରାସ୍ତା ଅବରୋଧ କରି ଚାଷୀଙ୍କ ନାରାବାଜି, ଗାଡି ଚଳାଚଳ ଠପ୍
/kanak/media/post_attachments/wp-content/uploads/2020/11/27-5.jpg)