Browsing Category

କଂଗ୍ରେସ

‘ହାତ’ ଧରିଲେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ! ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ ପରେ କଂଗ୍ରେସରେ ହେଲେ ସାମିଲ

କନକ ବ୍ୟୁରୋ : ଛମାଛମା ଗର୍ଲ ଉର୍ମିଳା ମାତୋଣ୍ଡକରଙ୍କ ନୂଆ ଇନିଂସ । ନିର୍ବାଚନ ଆଗରୁ କଂଗ୍ରେସ କ୍ୟାମ୍ପରେ ବଲିଉଡ ହିରୋଇନ୍ । କଂଗ୍ରେସରେ ସାମିଲ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର । ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଦଳରେ ମିଶିଛନ୍ତି ଉର୍ମିଳା ।…
Read More...

ବଢ଼ିଲା ରାହୁଲଙ୍କ ସମସ୍ୟା : କଂଗ୍ରେସ ନେତାଙ୍କ ପୁଅ ବିରୋଧୀ ଦଳ ପ୍ରାର୍ଥୀ । କହିଲେ, କଂଗ୍ରେସ ବିରୋଧରେ ଯିବ ମୁସଲିମ୍…

ଉତ୍ତରପ୍ରଦେଶର ଭିଆଇପି ଆସନଗୁଡ଼ିକ ମଧ୍ୟରୁ ଆମେଠି ସର୍ବାଧିକ ଚର୍ଚ୍ଚାରେ ରହିଛି । ଏହି ଆସନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ଲଢ଼ୁଛନ୍ତି। କିନ୍ତୁ ଆମେଠିରେ କଂଗ୍ରେସକୁ ଏଥର ଶକ୍ତ ଝଟକା ଲାଗିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ ଉପା ଅଧ୍ୟକ୍ଷା ସୋନିଆ…
Read More...

ନିର୍ବାଚନ ପୂର୍ବରୁ ରାହୁଲଙ୍କ ମାଷ୍ଟରଷ୍ଟ୍ରୋକ ! ସବୁ ଗରିବଙ୍କୁ ମିଳିବ ୭୨ ହଜାର,  ମହିଳାଙ୍କ ଖାତାକୁ ଯିବ ଟଙ୍କା,…

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ଲାଗି ଭୋଟ୍ ପଡିବାକୁ ଆଉ ଅଳ୍ପଦିନ ବାକିଥିବାବେଳେ ଗରିବଙ୍କ ପାଇଁ ରାହୁଲ ଗାନ୍ଧିଙ୍କ ଘୋଷଣାକୁ ଜୋରଦାର ପ୍ରଚାର ପ୍ରସାର ଆରମ୍ଭ କରିଛି କଂଗ୍ରେସ । ଏହି ଗୋଟିଏ ପ୍ରତିଶ୍ରୁତି ଆଗାମୀ ନିର୍ବାଚନରେ କଂଗ୍ରେସ ପାଇଁ ଗେମ୍ ଚେଞ୍ଜର ହେବ ବୋଲି ଆଶା କରୁଛି ଦଳ ।…
Read More...

୨୮ ମାର୍ଚ୍ଚରେ କଂଗ୍ରେସରେ ସାମିଲ ହେବ ବାଗୀ ବିଜେପି ନେତା ଶତ୍ରୁଘ୍ନ ସିହ୍ନା ! ପାଟନା ସାହିବରୁ ଲଢ଼ିବେ ନିର୍ବାଚନ

କନକ ବ୍ୟୁରୋ : କଂଗ୍ରେସରେ ଯୋଗଦେବେ ଶତ୍ରୁଘ୍ନ ସିହ୍ନା । ଭାରତୀୟ ଜନତା ପାର୍ଟିର ବାଗୀ ନେତା ତଥା ବଲିଉଡ଼୍ ଅଭିନେତା ଶତ୍ରୁଘ୍ନ ସିହ୍ନା ଆସନ୍ତା ୨୮ରେ ପଦ୍ମ ଛାଡ଼ି କଂଗ୍ରେସ ଗଡ଼ରେ ଯୋଗଦେବେ । ଗେରୁଆ ଗଡ଼ ଛାଡ଼ି ହାତ ଧରିବେ ଶତ୍ରୁଘ୍ନ । ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଘୋଷଣା ନେଇ ଅଣଦେଖା…
Read More...

ପୁଣି କଂଗ୍ରେସ ଖେଳିଲା ମହିଳା କାର୍ଡ: ସରକାରକୁ ଆସିଲେ ଗରିବ ପରିବାରର ମହିଳାଙ୍କ ଖାତାକୁ ବାର୍ଷିକ ୭୨ ହଜାର ଟଙ୍କା…

କନକ ବ୍ୟୁରୋ: ସର୍ବନିମ୍ନ ଗ୍ୟାରେଂଟି ଆୟ ତଥା ନ୍ୟାୟ ଯୋଜନା ନେଇ କଂଗ୍ରେସ ଆଜି ବଡ ଘୋଷଣା କରିଛି । ଏହି ଯୋଜନାରେ ମହିଳାଙ୍କ ଖାତାକୁ ପ୍ରତିବର୍ଷ ୭୨ ହଜାର ଟଙ୍କା ଯିବ ବୋଲି ଘୋଷଣା କରିଛି କଂଗ୍ରେସ । ଏ ନେଇ ମୋଦିଙ୍କୁ ଘେରିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜୱାଲା । ଦଳ…
Read More...

ସଙ୍କଟରେ କର୍ଣ୍ଣାଟକ ରାଜନୀତି ! ଦେବଗୌଡାଙ୍କ ବିରୋଧରେ କଂଗ୍ରେସ ବିଦ୍ରୋହୀ ପ୍ରାର୍ଥୀ ।

କର୍ଣ୍ଣାଟକ ରାଜନୀତିରେ ଏବେ ନୂଆ ସଙ୍କଟ ଦେଖାଦେଇଛି। କର୍ଣ୍ଣାଟକରେ ଜେଡିଏସ୍- କଂଗ୍ରେସ ମେଣ୍ଟର ନିଷ୍ପତ୍ତି ଅନୁଯାୟୀ ଜେଡିଏସ୍ ଜାତୀୟ ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ା ମିଳିତ ପ୍ରାର୍ଥୀଭାବେ ତୁମକୁରରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ହୋଇଥିଲା। କିନ୍ତୁ ଦୁଇ…
Read More...

ବିବାଦରେ ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂ: ନିଜକୁ କହିଲେ ଭାଜପା କର୍ମୀ, ଗୈରିକ ଦଳକୁ ବିଜୟୀ କରିବାକୁ ଦେଲେ ଆହ୍ୱାନ

କନକ ବ୍ୟୁରୋ: ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଆହ୍ୱାନ ଦେଇ ବିବାଦରେ ଫଶିଯାଇଛନ୍ତି ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ । ସେ କହିଛନ୍ତି, ମୋଦିଙ୍କୁ ଆଗାମୀ ଲୋକସଭା ନିର୍ବାଚନରେ ଜିତାଇବା ଆବଶ୍ୟକ । ଏପରିକି ସେ ନିଜକୁ ବିଜେପି କର୍ମୀ ବୋଲି କହିବାକୁ ପଛାଇନାହାନ୍ତି । ଆମେ ସମସ୍ତେ…
Read More...

ଭୋଟ୍ ପାଇଁ ବଡ଼ ପ୍ରତିଶ୍ରୁତି ଦେଲେ ରାହୁଲ ଗାନ୍ଧି ! କହିଲେ, କଂଗ୍ରେସ କ୍ଷମତାକୁ ଆସିଲେ ଗରିବଙ୍କ ବ୍ୟାଙ୍କ ଖାତାକୁ…

କନକ ବ୍ୟୁରୋ : ସରକାରକୁ ଆସିଲେ ଦେଶର ୫କୋଟି ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ଦେବ କଂଗ୍ରେସ । ନିର୍ବାଚନ ପୂର୍ବରୁ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବଡ ଘୋଷଣା କରି ସମସ୍ତଙ୍କୁ ସର୍ବନିମ୍ନ ଆୟର ଗ୍ୟାରେଂଟି ଦେଇଛନ୍ତି । ନ୍ୟାୟ ନାଁରେ ନୂଆ ସ୍କିମ ଘୋଷଣା କରି ରାହୁଲ…
Read More...

ଲୋକସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବଡ଼ ଘୋଷଣା ! ସର୍ବନିମ୍ନ ଆୟ ଯୋଜନା ପ୍ରତିଶ୍ରୁତି, ସତ୍ତାକୁ ଆସିଲେ…

କନକ ବ୍ୟୁରୋ : ଆରମ୍ଭ ହୋଇଯାଇଛି ନିର୍ବାଚନୀ ଯୁଦ୍ଧ । ୨୦୧୯ରେ ଦିଲ୍ଲୀ ଗାଦି ଅକ୍ତିଆର କରିବା ପାଇଁ ଆରମ୍ଭ ହୋଇଯାଇଛି ମହାସମର । ସମସ୍ତ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ନିର୍ବାଚନୀ ମଇଦାନକୁ ଓଲହାଇବା ପାଇଁ ସିପାହୀ ପ୍ରସ୍ତୁତ କରିସାରିଛନ୍ତି । ଲୋକଙ୍କ ନିକଟତର ହେବାପାଇଁ ଏବେ ପ୍ରତିଶ୍ରୁତିର…
Read More...

ଲୋକପ୍ରିୟ ଡ୍ୟାନସର ସପନା ଚୌଧୁରୀଙ୍କ ୟୁ ଟର୍ଣ୍ଣ ! କଂଗ୍ରେସରେ ଯୋଗ ଦେବା ଖବରକୁ କଲେ ଖଣ୍ଡନ, ରାଜନୀତିରେ ରଖିବେନି…

କନକ ବ୍ୟୁରୋ : କଂଗ୍ରେସରେ ଯୋଗ ଦେବେ ନାହିଁ ହରିଆଣାର ଲୋକପ୍ରିୟ ଗାୟିକା ଓ ଡାନ୍ସର ସପନା ଚୌଧୁରୀ । ପୂର୍ବରୁ ସପନା କଂଗ୍ରେସରେ ଯୋଗ ଦେବେ ବୋଲି କୁହାଯାଉଥିଲା । ତେବେ ସମସ୍ତ ପ୍ରକାର ଚର୍ଚ୍ଚାରେ ଅନ୍ତ ଘଟାଇ ସେ କଂଗ୍ରେସରେ ଯୋଗ ଦେଉନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଏକାଧିକ…
Read More...