Browsing Category

ବିଜେପି

ବିଜେପିର ହେଭିୱେଟ୍ ନେତାଙ୍କୁ ଆଡଭାନୀ ମାରିଲେ ତେରଛା ବାଣ ! କହିଲେ, ବିଜେପିକୁ ବିରୋଧ କରିବା ଦେଶଦ୍ରୋହ ନୁହେଁ ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନକୁ ଆଉ ଦିନ କେଇଟା ବାକି ରହିଥିବା ବେଳେ, ବଡ ବୟାନ ରଖିଛନ୍ତି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ଏଥର ନିର୍ବାଚନରେ ଟିକେଟ ପାଇନଥିବା ଲାଲକୃଷ୍ଣ ଆଡଭାନୀ ଆଜି ଦଳର ମୁଖିଆମାନଙ୍କୁ ଏପରି ଏକ ତେରେଛା ବାଣ ମାରିଛନ୍ତି, ଯେ ସେମାନେ ଅପ୍ରସ୍ତୁତ…
Read More...

ଆମେଠିରେ ସ୍ମୃତି ଇରାନୀଙ୍କ ନିର୍ବାଚନୀ ପ୍ରଚାର ! ଆରମ୍ଭରୁ କଂଗ୍ରେସକୁ ଟାର୍ଗେଟ୍, ଆମେଠିବାସୀଙ୍କୁ ରାହୁଲ ଅପମାନ…

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଟାର୍ଗେଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । କହିଲେ ଆମେଠିର ଜନତାଙ୍କ ପ୍ରତି ଘୋର ଅପମାନ କରିଛନ୍ତି ରାହୁଲ । ୧୫ ବର୍ଷ ଧରି ଆମେଠି ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ି ଶାସନ କରିବା ପରେ ଏବେ ଅନ୍ୟ କେଉଁ ଆସନରୁ ନିର୍ବାଚନ ଲଢ଼ି ଦଳକୁ…
Read More...

ମହଙ୍ଗା ପଡିଲା ଯୋଗୀଙ୍କ ‘ମୋଦି ସେନା’ ଉପାଖ୍ୟାନ । ଆସନ୍ତାକାଲି ଅପରାହ୍ନ ସୁଦ୍ଧା ନିର୍ବାଚନ ଆୟୋଗଙ୍କ ପାଖରେ ଜବାବ…

କନକ ବ୍ୟୁରୋ : ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ସାରା ଦେଶରେ ରାଜନୈତିକ ଚର୍ଚ୍ଚା ମଧ୍ୟ ବଢିବାରେ ଲାଗିଛି । ଭୋଟ ପାଖେଇ ଆସୁଥିବା ସମୟରେ ନେତା ମାନଙ୍କ ବୟାନକୁ ନେଇ ମଧ୍ୟ ଏବେ ଜୋରସୋରରେ ଚାଲିଛି । ତେବେ ମିଳିଥିବା ସୂଚନା ଅନୁସାରେ, ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ…
Read More...

ବିଜେପି ଜାରି କଲା ନୂଆ ପ୍ରାର୍ଥୀ ତାଲିକା ! ରାୟବରେଲିରେ ସୋନିଆ-ଦିନେଶ ପ୍ରତାପ ଫାଇଟ୍, ଆଜମଗଡରେ ଅଖିଲେଶଙ୍କୁ ଟକ୍କର…

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ଆଶାୟୀଙ୍କ ନୂଆ ତାଲିକା ଜାରି କରିଛି ଭାରତୀୟ ଜନତା ପାର୍ଟି । ଆଉ ଏହା ମଧ୍ୟରେ ରହିଛି, ଫିରୋଜାବାଦ, ମୈନପୁରୀ, ରାୟବରେଲି, ଆଜମଗଡ ଏବଂ ମଛଲିସହର ଆସନ । ତେବେ ସବୁଠାରୁ ବଡ କଥା ହେଉଛି, ରାୟବରେଲି ଆସନରୁ ସୋନିଆ ଗାନ୍ଧି…
Read More...

ଜାରି ହେଲା ବିଜେପିର ଆଉ ଏକ ପ୍ରାର୍ଥୀ ତାଲିକା ! ରାୟବରେଲି ପାଇଁ ସୋନିଆ ଗାନ୍ଧୀଙ୍କ ବିପକ୍ଷରେ ପ୍ରାର୍ଥୀ ଦେଲା ଦଳ

କନକ ବ୍ୟୁରୋ : ଆଉ ଦିନ କେଇଟା ପରେ ନିର୍ବାଚନ । ଦେଶରେ ବହୁଛି ନିର୍ବାଚନୀ ମଳୟ । ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି । ଆଉ ଏହାରି ଭିତରେ ଆଉ ଏକ ପ୍ରାର୍ଥୀ ତାଲିକା ଜାରିଛି ଭାରତୀୟ ଜନତା ପାର୍ଟି । ୬ ଜଣଙ୍କର ପ୍ରାର୍ଥୀ ତାଲିକା ଜାରି କରିଛି…
Read More...

ମମତାଙ୍କ ଗଡ଼ରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ମୋଦି ! ଗରିବଙ୍କୁ ଲୁଟିଲେ, ପଶ୍ଚିମବଙ୍ଗ ବାସୀଙ୍କୁ ଠକିଲେ ଦିଦି

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ୨୦୧୯ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଆଉ ମାତ୍ର ୭ ଦିନ ପରେ ପ୍ରଥମ ପର୍ଯ୍ୟାୟ ମତଦାନ । ପ୍ରଚାର ମଇଦାନରେ ନେତା । ଜନତାଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର କସରତ ଚଳାଇଛନ୍ତି ନେତା । ନିର୍ବାଚନୀ ବୈତରଣୀ ପାରି ହେବା ପାଇଁ କିଏ କେତେ ପ୍ରତିଶ୍ରୁତି…
Read More...

ୟୁପି ରାମପୁରରେ ନାମାଙ୍କନ ଭରିଲେ ଅଭିନେତ୍ରୀ ଜୟାପ୍ରଦା । ସପାର ଲୋକସଭା ପ୍ରାର୍ଥୀ ଆଜମ ଖାନଙ୍କ ବିପକ୍ଷରେ ବିଜେପି…

କନକ ବ୍ୟୁରୋ: ଆଜି ୟୁପି ରାମପୁରରେ ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ତଥା ଅଭିନେତ୍ରୀ ଜୟାପ୍ରଦା । ସପାର ଲୋକସଭା ପ୍ରାର୍ଥୀ ଆଜମ ଖାନଙ୍କ ବିରୋଧରେ ସେ ରାମପୁରରୁ ବିଜେପି ଟିକେଟରୁ ନିର୍ବାଚନ ଲଢିବେ । ତେବେ ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ଜୟାପ୍ରଦା ନିଜ ପରିବାର ସହ…
Read More...

ନିର୍ବାଚନ ପୂର୍ବରୁ ଶାହାଙ୍କ ଦମ୍ଭୋକ୍ତି ! କହିଲେ, ମମତାଙ୍କ ଗଡରେ ବିଜେପି ଜିତିବ ୨୩ଟି ଲୋକସଭା ଆସନ, ଟିଏମସି କହିଲା…

କନକ ବ୍ୟୁରୋ : ଆଗାମୀ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ୨୩ଟି ଲୋକସଭା ଆସନ ଜିତିବ ଭାରତୀୟ ଜନତା ପାର୍ଟି । ଏନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ପଶ୍ଚିମବଙ୍ଗରେ ମୋଟ୍ ୪୨ଟି ଲୋକସଭା ଆସନ ଥିବା ବେଳେ ଶାହା କହିଛନ୍ତି, ୨୩ଟି ଆସନ ବିଜେପି…
Read More...

ନିର୍ବାଚନ ପୂର୍ବରୁ ମୋଦି ଖେଳିଲେ ହିନ୍ଦୁ କାର୍ଡ ! କଂଗ୍ରେସକୁ ପ୍ରଶ୍ନ କରି କହିଲେ, ହିନ୍ଦୁମାନେ କେବେ ଆତଙ୍କବାଦ…

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆକ୍ଷେପ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖେଳିଛନ୍ତି ହିନ୍ଦୁ କାର୍ଡ । ମହାରାଷ୍ଟ୍ରର ବର୍ଦ୍ଧାରେ ଆଜି ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର କୋଟିକୋଟି ଲୋକଙ୍କ ଉପରେ ହିନ୍ଦୁ ଆତଙ୍କବାଦୀର ଦାଗ ଲଗାଇବା…
Read More...

ଅଭିନୟ ତରିକାରେ ପ୍ରଚାର । ଟାଣଖରାରେ ଚାଷୀଙ୍କ ସହ ମିଶି ଗହମ କାଟିଲେ ଅଭିନେତ୍ରୀ ହେମାମାଳିନୀ

କନକ ବ୍ୟୁରୋ: ବଲିଉଡ ଜଗତର ଖ୍ୟାତନାମା ଅଭିନେତ୍ରୀ ତଥା ମଥୁରାର ଲୋକସଭା ସଦସ୍ୟ ହେମାମାଳିନୀ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ସେ ଏ ସଂପର୍କୀତ ଏକ ଫଟୋ ଟୁଇଟରରେ ସେଆର୍ କରିଛନ୍ତି। ଏହି ଫଟୋ ହେଉଛି ଲୋକସଭା ଆସନ ମଥୁରାର ଗୋବର୍ଦ୍ଧନ ଅଞ୍ଚଳର। ଏଥିରେ ହେମାମାଳିନୀଙ୍କୁ ଏକ ଭିନ୍ନ ରୂପରେ…
Read More...