Browsing Category

ଜୀବନଚର୍ଯ୍ୟା

ସାବଧାନ ! ହାତରେ ପିନ୍ଧୁଥିବା ରବର ବ୍ୟାଣ୍ଡ୍ ଖୁବ୍ କ୍ଷତିକାରକ

ମୁଣ୍ଡରେ ବନ୍ଧାଯାଉଥିବା ରବର ବ୍ୟାଣ୍ଡକୁ ଅଧିକାଂଶ ସମୟରେ ହାତରେ ଗୁଡାଇ ରଖିବାର ଅଭ୍ୟାସ ଅନେକ ମହିଳା କରିଥାନ୍ତି । ହେଲେ ଏହି ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ କେତେ ସମସ୍ୟା ସୃଷ୍ଟି କରେ ଏହା କେହି ଜାଣିନଥାନ୍ତି । ଦୀର୍ଘ ସମୟ ଧରି ହାତରେ ରବର ବ୍ୟାଣ୍ଡ ରହିବା ଦ୍ୱାରା ଚର୍ମ ଏବଂ ସ୍ନାୟୁ…
Read More...

ଫେସବୁକରେ ଫଟୋ ପୋଷ୍ଟ କରିବା ଦ୍ୱାରା ନଷ୍ଟ ହୁଏ ଆତ୍ମ ସମ୍ମାନ : ଅଧ୍ୟୟନ

ବର୍ତ୍ତମାନ ସମୟରେ ସେଲ୍ଫିକୁ ଫେସବୁକ୍ ଆଦି ସୋସିଆଲ ମିଡିଆରେ ପୋଷ୍ଟ କରିବା ଏବଂ ସେଗୁଡିକୁ ଦେଖିବାର ଟ୍ରେଣ୍ଡ୍ ଦିନକୁ ଦିନ ବଢିବାରେ ଲାଗିଛି । ଯଦିଓ ଏହାଦ୍ୱାରା ମନୋବୈଜ୍ଞାନିକ ରୂପରେ ନକରାତ୍ମକ ପ୍ରଭାବ ପଡିଥାଏ । ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଏକଥା ସାମ୍ନାକୁ ଆସିଛି । ରିପୋର୍ଟ…
Read More...

ଯୋଗ ନା ଜିମ୍ ! କେଉଁଟା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ . . .

ଲୋକେ ଅଧିକାଂଶ ସମୟରେ ଏହି ଦ୍ୱନ୍ଦରେ ଥାନ୍ତି କି ତାଙ୍କ ଶରୀର ପାଇଁ ଜିମ୍ ଯିବା ଲାଭଦାୟକ ହୋଇଥାଏ ନା ଯୋଗଭ୍ୟାସ କରିବା । ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ହିଁ ନିର୍ଭର କରିଥାଏ । ଜିମ୍ ଏବଂ ଯୋଗର ଏହି ଉପକାରୀତା ସଂପର୍କରେ ଜାଣିଲେ ଆପଣ ବୁଝିପାରିବେ କି ଆପଣଙ୍କ ପାଇଁ ଏମାନଙ୍କ…
Read More...

ସ୍ମାର୍ଟ ହେବାକୁ ଚାହୁଁଛନ୍ତି କି ? ଶ୍ୱେତସାର ପ୍ରଚୁର ଖାଆନ୍ତୁ

ଡାକ୍ତରୀ ସୂଚନା ଅନୁସାରେ କାର୍ବୋହାଇଡ୍ରେଟ୍ ବା ଶ୍ୱେତସାରଯୁକ୍ତ ଖାଦ୍ୟ ମଣିଷକୁ ଅଧିକ ସ୍ମାର୍ଟ କରିଥାଏ । ବିଶେଷକରି ଷ୍ଟାର୍ଚ ବା ମଣ୍ଡଯୁକ୍ତ ଖାଦ୍ୟ ମନୁଷ୍ୟର ମସ୍ତିଷ୍କର ବିକାଶରେ ସାହାଯ୍ୟ କରିଥାଏ । ମାନବ ବିକାଶ ସଂପର୍କରେ ଗବେଷଣାବେଳେ ଏତେ ବଡ ମସ୍ତିଷ୍କ ମନୁଷ୍ୟ କିପରି ପାଇଲା ତା…
Read More...

ସେକ୍ସ ଲାଇଫକୁ ଶସ୍ତା କରନ୍ତୁନି : ଆୟୁଷ ହାନି ହୋଇପାରେ !

ନାରୀ ପୁରୁଷର ମିଳନ ଏକ ସଜହାତ ପ୍ରବୃତ୍ତି । ଭଗବାନଙ୍କର ଏ ସୃଷ୍ଟି ନାବକୁ ଏ ସଂସାର ସମୁଦ୍ରରେ ଆଗକୁ ବାହିନେବାରେ ଏହା ଏକ ପ୍ରକ୍ରିୟା । ଏଥିପାଇଁ ଭଗବାନ ସମସ୍ତ ଜୀବକୁ ଦେଇଛନ୍ତି ସମ୍ଭୋଗର ଗୁଣ । ଶାସ୍ତ୍ରାନୁସାରେ ମଣିଷର ଆୟୁଷ ମଧ୍ୟ ନିର୍ଭର କରେ ତାର ଆଚାର ,ବିଚାର ଓ ଚଳନୀକୁ ନେଇ ।…
Read More...

ଓଜନ ହ୍ରାସ କରିବା ଦିଗରେ କେତୋଟି ଗୁରୁତ୍ୱପୂର୍ଣ୍ଣ ଟିପ୍ସ !

ସନ୍ତୁଳିତ ତଥା ଉତ୍ତମ ଖାଦ୍ୟ ସେବନ କରିବା ଦ୍ୱାରା ଏବଂ ସଠିକ୍ ମାତ୍ରାରେ ଶାରୀରିକ ଗତିବିଧି ଉପରେ ଧ୍ୟାନ ଦେବା ଦ୍ୱାରା ମୋଟାପଣ ଭଳି ସମସ୍ୟାରୁ ସାଧରଣତଃ ଆପଣ ମୁକ୍ତି ପାଇପାରିବେ । ଶରୀରରେ ପୋଷଣର ମାତ୍ରା ବଡାୟ ରଖିବା ତଥା ଶରୀରକୁ ବିଭିନ୍ନ ରୋଗରୁ ଦୂରେଇ ରଖିବା ପାଇଁ ଶରୀରରେ ବିଶେଷ…
Read More...

ଭିଟାମିନରେ ଭରପୁର ପଣସ ! ଉଚ୍ଚ ରକ୍ତଚାପ ସହ ଅନେକ ରୋଗରୁ କରେ ରକ୍ଷା

ପଣସକୁ କେବଳ ଏକ ସୁସ୍ୱାଦ ଖାଦ୍ୟ ନୁହେଁ ବରଂ ଭଲ ଔଷଧ ମଧ୍ୟ । ଆଜମା ରୋଗୀ ମାନଙ୍କ ପାଇଁ ପଣସଠାରୁ ଭଲ ଔଷଧ ନାହିଁ । କେବଳ ଏତିକି ନୁହେଁ ହରମୋନକୁ ନିୟନ୍ତ୍ରିତ କରିବାରେ ମଧ୍ୟ ଏହା ଲାଭଦାୟକ ପ୍ରମାଣିତ ହୋଇଛି । ଏଥିରେ ଏମିତି କିଛି ପୋଷକ ତତ୍ୱ ଅଛି ଯାହା ଶରୀରର ବିଭିନ୍ନ ଆବଶ୍ୟକତାକୁ ପୂରା…
Read More...

ଚୋପାର ଚମତ୍କାର ! ଗହଣା କଳା ପଡୁଥିବା ସମସ୍ୟାରୁ ପାଆନ୍ତୁ ମୁକ୍ତି

ଲେମ୍ବୁ ସହ ଚୋପାରେ ବି ସାଇଟ୍ରସ ଏସିଡ୍ ରହିଥାଏ । ଏହା ସଫା କରିବାରେ ଖୁବ ଉପକାରୀ ଅଟେ । କଫି କିମ୍ବା ଚା ବାସନ ସଫା କରିବା ପାଇଁ ଲେମ୍ବୁ ଚୋପାକୁ ବ୍ୟବହାର କରି ପାରିବେ । ଏଥିପାଇଁ ଲେମ୍ବୁ ଚୋପାରେ କିଛି ଲୁଣ ମିଶାଇ ସଫା କରିପାରିବେ । କମଳା, ଡାଳିମ୍ବ, ଲେମ୍ବୁର ଚୋପାକୁ ଅଲଗା ଅଲଗା…
Read More...

ଛୋଟ ପିଲାଙ୍କ ପାଇଁ କ୍ଷତିକାରକ ହୋଇଥାଏ ଡିଜିଟାଲ ମିଡିଆ : ଅଧ୍ୟୟନ

ଯଦି ଆପଣଙ୍କ ପିଲା ଘଂଟା ଘଂଟା ଧରି ଟିଭି ଆଗରେ କିମ୍ବା କମ୍ପ୍ୟୁଟର ,ଗେମ୍ କସୋଲ୍ସ,ଟାବଲେଟ ବା ସ୍ମାର୍ଟଫୋନରେ ଅଧିକ ସମୟ ବିତାଉଛନ୍ତି ତେବେ ଏହା ତାଙ୍କ ଶରୀର ପୀଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ଯାହା ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ପ୍ରମାଣିତ ହୋଇଛି । ରିପୋର୍ଟ ଅନୁସାରେ, ଟିଭି…
Read More...

ଅଧିକ ଗାଧୋଇବାକୁ ଭଲ ପାଉଛନ୍ତି କି ! ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

ଆରମ୍ଭ ହେଲାଣି ଖରା । ଦିନକୁ ଦିନ ତାପମାତ୍ରା ବଢିବା ସହ ବଢିଚାଲିଛି ଗରମ । ଆଉ ଏହି ଗରମରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ତରିକା ଆପଣାଇଥାନ୍ତି । ଆଉ ଏସବୁ ଭିତରେ ସବୁଠାରୁ ଭଲ ଉପାୟ ହେଉଛି ପାଣି । ଏକଥା ସତ ଯେ ପାଣିର ପ୍ରଭାବ ଯଦିଓ ବେଶୀ ସମୟ ରହେ ନାହିଁ ତେବେ ଗରମରୁ ରକ୍ଷା ପାଇବା…
Read More...