ସେକ୍ସ ଲାଇଫକୁ ଶସ୍ତା କରନ୍ତୁନି : ଆୟୁଷ ହାନି ହୋଇପାରେ !

287

couple-sleeping-bedନାରୀ ପୁରୁଷର ମିଳନ ଏକ ସଜହାତ ପ୍ରବୃତ୍ତି । ଭଗବାନଙ୍କର ଏ ସୃଷ୍ଟି ନାବକୁ ଏ ସଂସାର ସମୁଦ୍ରରେ ଆଗକୁ ବାହିନେବାରେ ଏହା ଏକ ପ୍ରକ୍ରିୟା । ଏଥିପାଇଁ ଭଗବାନ ସମସ୍ତ ଜୀବକୁ ଦେଇଛନ୍ତି ସମ୍ଭୋଗର ଗୁଣ ।

ଶାସ୍ତ୍ରାନୁସାରେ ମଣିଷର ଆୟୁଷ ମଧ୍ୟ ନିର୍ଭର କରେ ତାର ଆଚାର ,ବିଚାର ଓ ଚଳନୀକୁ ନେଇ । ବିଶେଷକରି, ସମ୍ଭୋଗ କ୍ରିୟାକୁ ସଂଯତରେ ସାଧିତ କରିବା ଉଚିତ୍ ଏବଂ ବିବାହ ପରେ ଏହାକୁ ପ୍ରାଧ୍ୟାନ ଦେବା ଭଲ । ଏଣୁ ଉତ୍ତମ ବୈବାହିକ ଜୀବନ ପାଇଁ ଓ ଭଲ ସନ୍ତାନ ପାଇଁ ସଠିକ୍ ସମୟରେ ସ୍ୱାମୀ-ସ୍ତ୍ରୀ ଶାରୀରିକ ସଂପର୍କ ରଖିବା ଉଚିତ୍ । ସମ୍ଭୋଗର ସମୟରେ ସଠିକତା ରଖିବା ନିହାତି ଆବଶ୍ୟକ । ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତସମୟରେ ସ୍ୱାମୀ-ସ୍ତ୍ରୀ ସେକ୍କରୁ ବଂଚିତ ହେବା ଉଚିତ । ଏହି ସମୟରେ ଏହା ଘାତକ ସାବ୍ୟସ୍ତ ହୋଇପାରେ । ପୁରୁଷର ଶାରୀରିକ ସମସ୍ୟା ତ ଦେଖାଇଯାଇପାରେ ,ତାସହ ଜନ୍ମିତ ସନ୍ତାନ ଭବିଷ୍ୟତରେ କୂଳ ପାଇଁ କଳଙ୍କ ହୋଇ ଜନ୍ମ ହେବାର ସମ୍ଭାବନା ରହିଛି । ଆୟୁ ପୁରୁଷର ଆୟୁଷ ହାନି ଘଟେ ।

ଏ ଦୁନିଆରେ ସବୁ ପ୍ରାଣୀଙ୍କ ଠାରୁ ମଣିଷର ଏକ ଭିନ୍ନ ଜୀବ । ଏଣୁ ମଣିଷର ଜ୍ଞାନ ,ବୁଦ୍ଧି ଓ ବିବେକ ଅଛି । ଭଲ ମନ୍ଦ ବିଚାର କରିବାର ଶକ୍ତ ଅଛି । ସେଥିପାଇଁ ଶାସ୍ତ୍ରରେ ମଣିଷ ପାଇଁ ତାର ଚାଲି ଚଳନ ରୀତିନୀତି ଆଦିରେ ନାନା ନିୟମ ଓ ନୀତି ରହିଛି ।

ଏହାସହ ମଧ୍ୟ ପଢନ୍ତୁ – ଅଧିକ ଯୌନସାଥୀ କରନ୍ତୁ ନାହିଁ : ହୋଇପାରେ ପ୍ରୋଷ୍ଟେଟ କ୍ୟାନସର !