Browsing Category

ଜୀବନଚର୍ଯ୍ୟା

ଟୟଲେଟରେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି କି ? ଜାଣନ୍ତୁ ଏପରି କରିବା ସ୍ୱାସ୍ଥ୍ୟପକ୍ଷେ କେତେ କ୍ଷତିକାରକ

ଆଗରୁ ଲୋକମାନେ ଟୟଲେଟ ଯିବା ସମୟରେ ନିଜ ସହ ଖବରକାଗଜ କିମ୍ବା ମ୍ୟାଗାଜିନ ନେଇ ଯାଉଥିଲେ କିନ୍ତୁ ଏବେ ଟ୍ରେଣ୍ଡ ବଦଳି ଯାଇଛି । ଆଜିକାଲି ଲୋକମାନେ ଟୟଲେଟ ଯିବା ସମୟରେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି । କାରଣ ଫୋନକୁ ଛାଡି ଗୋଟିଏ ବି ମିନିଟ ରହିପାରୁ ନାହାନ୍ତି ସେମାନେ । କିନ୍ତୁ ଆପଣ…
Read More...

ସୁନ୍ଦର କେଶ ପାଇବା ପାଇଁ ଚାହୁଁଛନ୍ତି କି ? ପିଆଜ ରସର ବ୍ୟବହାର କରନ୍ତୁ . . . .

ସୁନ୍ଦର ଓ ଘନ କେଶ ପାଇବା ପାଇଁ ସମସ୍ତେ ଚାହାନ୍ତି, ଏଥିପାଇଁ ଅନେକ ଉପାୟ ମଧ୍ୟ ଅବଲମ୍ବନ କରିଥାଆନ୍ତି । କିନ୍ତୁ ସୁନ୍ଦର କେଶ ପାଇଁ ଉପଯୁକ୍ତ ଧ୍ୟାନ ନେବାକୁ ପଡିବ । ଏକ ସର୍ବେକ୍ଷଣରୁ ଜଣାପଡିଛି ନିୟମିତ ରୁପେ କେଶରେ ପିଆଜ ରସ ଲଗାଇଲେ କେଶର ବିଭିନ୍ନ ସମସ୍ୟାରୁ ରକ୍ଷା ମିଳେ । କିନ୍ତୁ…
Read More...

ସାବଧାନ ! ବାରମ୍ବାର ଗରମ କରି ଖାଆନ୍ତୁ ନାହିଁ ଏହି ଖାଦ୍ୟ

ଗରମ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ହିତକାରୀ । ଗରମ ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଠିକ୍ ରହିଥା ଏ ବୋଲି ସମସ୍ତେ କହିଥାନ୍ତି । ଖାଦ୍ୟକୁ ଗରମ କରିଲେ ସେଥିରେ ଥିବା ବ୍ୟାକ୍ଟେରିଆ ମରିଯାଏ । କିନ୍ତୁ ଏପରି କିଛି ଖାଦ୍ୟ ଅଛି ଯାହାକୁ ଗରମ କରିଲେ ସେଥିରେ ଟକ୍ସିନ୍ସ ଓ ବ୍ୟାକ୍ଟେରିଆ ଅଧିକ…
Read More...

କଞ୍ଚା କଦଳୀ ଖାଇଲେ କ’ଣ କ’ଣ ସୁଫଳ ମିଳେ ?

ପାଚିଲା କଦଳୀ ଖାଇଲେ କଣ ସୁଫଳ ମିଳେ ସେକଥା ସମସ୍ତ ଜାଣନ୍ତି । ପାଚିଲା କଦଳୀକୁ ସମସ୍ତେ ବହୁ ଆଗ୍ରହ ସହକାରେ ଖାଇବାର ଦେଖାଯାଏ କିନ୍ତୁ କଞ୍ଚା କଦଳୀକୁ କେବଳ ତରକାରୀ ତିଆରି କରିବା ପାଇଁ ବ୍ୟବହାର କରାଯାଏ । ଏହାର କାରଣ ହେଲା ଲୋକଙ୍କୁ ସାଧାରଣତଃ ଏହାର ସୁଫଳ ବିଷୟରେ ବିଶେଷେ ଜଣା ନଥାଏ ।…
Read More...

ଅଧକପାଳିରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି କି ? ଆପଣାନ୍ତୁ କିଛି ଘରୋଇ ଉପଚାର

ଅନେକ ଲୋକଙ୍କ ଠାରେ ଅଧକପାଳି ସମସ୍ୟା ଦେଖାଦିଏ । ଯାହା ବହୁତ ଲମ୍ବା ସମୟ ଧରି ଚାଲେ । ଅଧକପାଳିର କୌଣସି ଚିକିତ୍ସା ନାହିଁ କିନ୍ତୁ ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ଯାହାକୁ ଅଧକପାଳି ହୁଏ ତାଙ୍କୁ ବହୁତ ଜୋରରେ ମୁଣ୍ଡବ୍ୟଥା ହୁଏ, ଯାହା ବହୁତ ଅସହ୍ୟ । ତେବେ ଏହି ମୁଣ୍ଡବ୍ୟତା  କେବଳ…
Read More...

କେଶ ଝଡିବାରୁ ରକ୍ଷା କରେ ଅଁଳା ! ଜାଣନ୍ତୁ କିପରି କରିବେ ବ୍ୟବହାର

ପୁଅ ହୁଅନ୍ତୁ କି ଝିଅ କେଶକୁ ସମସ୍ତେ ବହୁତ ଭଲପାଆନ୍ତି ଓ ନିଜ ନିଜର କେଶକୁ ନେଇ ବେଶ ସଚେତନ ମଧ୍ୟ ଥାଆନ୍ତି । ଯଦି କେଶ ଟିକିଏ ବି ଯଦି ଖରାପ ହୋଇଯାଏ ଆମେ ବହୁତ ଦୁଃଖୀ ହୋଇଯାଉ । ଯେତେବେଳେ କେଶ ଝଡେ କିମ୍ବା ଫାଟେ, ଏଇ ସମସ୍ୟାରୁ ରକ୍ଷା ପାଇବା ପାଇଁ ଆମେ ବିଭିନ୍ନ ପ୍ରକାର ସାମ୍ପୋ ଓ…
Read More...

ଋପି ସମସ୍ୟା ନେଇ ଚିନ୍ତିତ କି ? ତେବେ ବ୍ୟବହାର କରନ୍ତୁ ୮ଟି ଘରୋଇ ଉପଚାର

ମନୁଷ୍ୟ ସୌନ୍ଦର୍ଯ୍ୟର ମୂଳ ଅଂଶ ହେଉଛି କେଶ । କିନ୍ତୁ ବର୍ତ୍ତମାନ ସମୟରେ କେଶ ଝଡିବା ଏକ ସାଧାରଣ ସମସ୍ୟା ପାଲଟିଯାଇଛି । ଏଥିପାଇଁ ବିଭିନ୍ନ ଉପଚାର ବଜାରରେ ଆସିବା ସତ୍ୱେ ମଧ୍ୟ ନିଜର ବ୍ୟସ୍ତବହୁଳ ଜୀବନକୁ ବାଦ୍ ଦେଇ କୋ÷ଣସି ଉପଚାର କରିପାରୁନାହୁଁ । ତେଣୁ ଏହି ସମସ୍ୟାକୁ ଦୂର କରିବାଲାଗି…
Read More...

କାହିଁକି ଫ୍ରିଜରେ ରଖିବେ ନାହିଁ ଏସବୁ ଜିନିଷ

ଏବେ ସମସ୍ତଙ୍କ ଘରେ ଫ୍ରିଜ ରହିଛି । ଆମେ ସମସ୍ତେ ମେଡିସିନ ଠାରୁ ଆରମ୍ଭ କରି ଫଳ, ପନିପରିବା ଓ ବଳକା ଖାଦ୍ୟ ମଧ୍ୟ ରଖିଥାଉ । କିନ୍ତୁ ବେଳେ ବେଳେ ଆମେ ଏପରି କିଛି ଜିନିଷ ଫ୍ରିଜରେ ରଖୁ ଯାହା ଭଲ ରହିବା ବଦଳରେ ଖରାପ ହୋଇ ଯାଇଥାଏ । କିମ୍ବା ସେସବୁ ଖାଦ୍ୟର ସ୍ୱାଦ ବଦଳି ଯାଏ । ତେବେ…
Read More...

କାହିଁକି ଖାଇବେ କ୍ୟାପସିକମ ? ଜାଣନ୍ତୁ ଏହାର ଉପକାରିତା

ସାଧାରଣତଃ ସବୁଦିନେ କ୍ୟାପସିକମର ଦର ଉଚା ରହିଥା ଏ । ତେଣୁ ଏହାକୁ କିଣିବା ପାଇଁ ସାଧାରଣ ଲୋକମାନେ ଆଗ୍ରହ ପ୍ରକାଶ କରିନଥାନ୍ତି । କିନ୍ତୁ ଏହାକୁ କାହିବା ଦ୍ୱାରା ଆପଣଙ୍କର ଅନେକ ରୋଗ ନହେବାର ଆଶଙ୍କା ଥା ଏ ।ଆଉ ଆଜିକାଲି ମୋଟାପଣ ସହ ମହବହୁଳତା ଯୋଗୁ ଲୋକମାନେ ନାନା ସମସସ୍ୟାର ସମ୍ମୁଖୀନ…
Read More...

ସୁଟ କହିବ ଆପଣ କେତେ ସୁସ୍ଥ ? ଚାଇନା ବୈଜ୍ଞାନିକଙ୍କ ସଫଳତା

ପ୍ରତିଦିନ ବୈଜ୍ଞାନିକମାନେ କିଛି ନା କଛି ଗବେଶଣା କରୁଛନ୍ତି । ମେଡିକାଲରୁ ଆରମ୍ଭ କରି ଇଞ୍ଜିନିୟରିଙ୍ଗ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସଫଳତା ବି ପାଉଛନ୍ତି । ନିକଟରେ ଚୀନ ବୈଜ୍ଞାନିକମାନେ ଏପରି ଏକ ଉକ୍ସଭାବନ କରିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଚାଇନା ବୈଜ୍ଞାନିକମାନେ ସେନସର…
Read More...